ରଣପୁର: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିରରେ ଆସନ୍ତା ଜୁନ୍ ମାସ ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ମଙ୍ଗଳବାରରେ ଅନୁଷ୍ଠିତ ହେବ ଠାକୁରମାନଙ୍କ ଘୋଷଯାତ୍ରା। ସେଥିପାଇଁ ଅକ୍ଷି ତୃତୀୟା ଠାରୁ ରଥ ଖଳାରେ ରଥ […]
ଭୁବନେଶ୍ୱର: ଢେଙ୍କାନାଳ ସାଂସ୍କୃତିକ ପରିଷଦ, ଭୁବନେଶ୍ୱର ଆନୁକୂଲ୍ୟରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଢେଙ୍କାନାଳ ଉତ୍ସବ, ଭୁବନେଶ୍ୱର ଆଜି ସଂଧ୍ୟାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଓଡିଆ ଭାଷା, ସାହିତ୍ୟ […]
ନୂଆଦିଲ୍ଲୀ: ଏଥର ଗଣତନ୍ତ୍ର ଦିବସରେ ଏକ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି। ସୂଚନା ଅନୁଯାୟୀ, ଜାନୁୟାରୀ ୨୬ ତାରିଖ ୨୦୨୪ରେ କର୍ତ୍ତବ୍ୟ ପଥରେ ମହିଳାଙ୍କ ପ୍ୟାରେଡ୍ ଦେଖିବାକୁ ମିଳିବ। ଏପରିକି ପ୍ୟାରେଡ୍, ମାର୍ଚିଂ ସ୍କ୍ବାଡ୍, ପ୍ରଜ୍ଞାପନ ମେଢ ଏବଂ ସାଂସ୍କୃତିକ […]
ଭୁବନେଶ୍ୱର: ଭୁବନେଶ୍ୱର ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ଦୁଇଦିନିଆ କର୍ମଶାଳା ତଥା ପ୍ରଶିକ୍ଷଣ ଶିବିର ଆଜି ଉଦ୍ଯାପିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭାଗୀୟ ବିବିଧ କାର୍ଯ୍ୟକ୍ରମ ଯଥା: ମୁଖ୍ୟମନ୍ତ୍ରୀ କଳାକାର ସହାୟତା […]
ଭୁବନେଶ୍ୱର: ସ୍ଥାନୀୟ ଓଡ଼ିଶା ସମବାୟ ଟସର ଓ ରେଶମ ମହାସଂଘ ଲିଃ ଅମ୍ଳାନ, ସେରିଫେଡ୍ ଆନୁକୂଲ୍ୟରେ ସେରିଫେଡ୍ର କାର୍ଯ୍ୟାଳୟ ପରିସରରେ ‘ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ବାସୁଙ୍ଗାପାଟ ଯୋଗାଣ’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ […]
ଭୁବନେଶ୍ବର: ଗତକାଲି ଛତିଶଗଡ ଦାନ୍ତେୱାଡାରେ ମାଓବାଦମାନେ ଯେପରି ବର୍ବରକାଣ୍ଡ କଲେ ସେଥିରେ ଦଶ ଜଣ ଯବାନ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣା ସାରା ଭାରତ ବର୍ଷକୁ ସ୍ତବ୍ଧ କରିଦେଇଛି। ବିଭିନ୍ନ ମହଲରେ ଏହି ଘଟଣାକୁ ନିନ୍ଦା କରାଯାଇଛି। ବିଭିନ୍ନ ସ୍ଥାନରେ ମୃତ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୌରାଷ୍ଟ୍ର ତାମିଲ ସଙ୍ଗମମର ସମାପନ ସମାରୋହକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଏହି ସୂଚନା ଦେଇଛି। ପିଏମଓ ଏକ ବିବୃତ୍ତିରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସକାଳ ୧୦.୩୦ ରେ ଭିଡିଓ କନଫରେନ୍ସ ମାଧ୍ୟମରେ […]
ଭୁବନେଶ୍ୱର: ସାଧାରଣ ଲୋକଙ୍କ ବାସ୍ତବ ସମସ୍ୟା ସାହିତ୍ୟରେ ପ୍ରତିଫଳିତ ହେବା ଉଚିତ । ସାହିତ୍ୟ ସବୁ ସମୟରେ ସମାଜକୁ ପ୍ରଭାବିତ କରିଆସିଛି । ଆମର ଜୀବନଧାରା ସାହିତ୍ୟରେ ବିିଭିନ୍ନ ଭାବରେ ପ୍ରତିବିମ୍ବିତ ହୋଇଛି ବୋଲି ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ […]
ଭୁବନେଶ୍ବର: ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗ ଏବଂ ସ୍କୁଲ ଅଫ୍ ଆଦିବାସୀ ଅଧ୍ୟୟନ ଏବଂ ସ୍ୱଦେଶୀ ଅନୁସନ୍ଧାନ ଆଦିବାସୀ ଭାଷାର ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। “ଦୋଛକିରେ ଆଦିବାସୀ ଭାଷା: ଭବିଷ୍ୟତ ପାଇଁ […]
ସୀତାରାମ ଅଗ୍ରୱାଲ ବାଣପୁର: ଓଡିଶାର କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟା ଖୋର୍ଦ୍ଧା ଜିଲ୍ଲାର ସର୍ବଧର୍ମ ସମନ୍ଵୟର ପୀଠ ବାଣପୁରଠାରେ କୃଷକ ଭାଇଙ୍କ କୃଷି କ୍ଷେତ୍ରରେ ଅକ୍ଷି ମୁଠି ଅନୁକୂଳ ହେବା ସହିତ ଦେବା ଦେବୀଙ୍କ ପୀଠରେ ଆନନ୍ଦ ଉଲ୍ଲାସର ସହିତ ରଥ […]
ରଣପୁର: ରାଜ୍ୟ ସରକାର ରାଜ୍ୟର ପୂର୍ବ ଐତିହ୍ୟକୁ ସୁରକ୍ଷା ଦେବାଲାଗି ପ୍ରାଚୀନ ଶିଳାଲେଖ ଓ ଐତିହାସିକ ପୀଠ ସ୍ଥଳୀଗୁଡିକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ସହିତ ସହ ବନ୍ଧିତହୋଇ କୋଟିକୋଟି ଟଙ୍କା ଖର୍ଚ୍ଚ କରି ସେଗୁଡିକର ପୁନରୁଦ୍ଧାର ଓ ସ୍ଥାୟିତ୍ୱ କରୁଥିବା […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଆଗାମୀ ଅପ୍ରେଲ ୨୨ ତାରିଖ ଦିନ ଭଗବାନ ପର୍ଶୁରାମଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଜୁନାଗଡ ଠାରେ ପାଳନ କରାଯିବାକୁ ପ୍ରସ୍ତୁତି କରୁଥିବାର ସାଧାରଣରେ ଆଲୋଚନା ହେଉଛି। ଧର୍ମଗଡ ଉପଖଣ୍ଡର ବ୍ରାହ୍ମଣ ସମାଜକୁ ହାତ ମୁଠାରେ […]
ଭୁବନେଶ୍ୱର: ଭାରତୀୟ ଗଣତାନ୍ତ୍ରିକ ଭାବଧାରା ସଂପର୍କରେ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିମାନେ ରବିବାର ପୁରୀ, କୋଣାର୍କ ଓ ରଘୁରାଜପୁର ପରିଦର୍ଶନ କରିଛନ୍ତି। ଏହି ବିଦେଶୀ ପ୍ରତିନଧି ମାନେ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଓ ରଘୁରାଜପୁର […]
ଭୁବନେଶ୍ୱର: ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ ଶୁକ୍ରବାର ଭୁବନେଶ୍ୱର ପହଂଚିଛନ୍ତି। ଏହି ପ୍ରତିନିଧି ମାନେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏ ସମ୍ପର୍କରେ ଆଲୋଚନା ନିମନ୍ତେ ଏକ […]
ସୀତାରାମ ଅଗ୍ରୱାଲ ବାଣପୁର: ମା’ଙ୍କ ପୀଠରେ ବାରମାସରେ ତେର ଯାତ। ଓଡ଼ିଆ ନବ ବର୍ଷ ପବିତ୍ର ପଣା ସଂକ୍ରାନ୍ତିରେ ପୀଠରେ ସମସ୍ତ ନୀତିକାନ୍ତି ସାରି ଗୋଧୂଳି ଲଗ୍ନରେ ନିଶଙ୍କୁଡ଼ି ଧୂପ ପରେ ଘଣ୍ଟା ଘଣ୍ଟ କାହାଳୀ ଆଲଟଚାମର ସହିତ ଥାଟ ପଟୁଆରରେ […]
ରଣପୁର: ଆଜି ମେଷ ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଶାରେ ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ। ଏହି ଦିନ ହନୁମା ଜୟନ୍ତୀ ମହାଆଡମ୍ବର ସହକାରେ ପାଳନ କରାଯାଇଥାଏ। ଓଡ଼ିଆ ପଞ୍ଜିକା ଗଣନା ଅନୁସାରେ, ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି ଯେ, ‘ଧରୋହର ଭାରତ କି’ ଉପରେ ଦୁଇ ଭାଗ ବିଶିଷ୍ଟ ଦୂରଦର୍ଶନ ଡକ୍ୟୁମେଣ୍ଟାରୀ ଦେଖିବାକୁ ମିଳିବ ଯାହା ୧୪ ଏବଂ ୧୫ ଏପ୍ରିଲ ରାତି ୮ ଟା ସମୟରେ ଡିଡି ନେସନାଲରେ […]
ଭୁବନେଶ୍ବର, ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ। ଆଜିଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆଗମନ ହୋଇଥାଏ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି […]
ଭୁବନେଶ୍ବର: ପଣା ହେଉଛି ଓଡିଆ ମାନଙ୍କ ଏକ ପ୍ରମୁଖ ପାନୀୟ। ସୁନ୍ଦର ସ୍ବାସ୍ଥ ଏବଂ ଅତିଥି ସତ୍କାର ନିମନ୍ତେ ପଣା ହେଉଛି ଏକ ସ୍ବାଦିଷ୍ଟ ପାନୀୟ। ଏହାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଓଡିଆ ନବ ବର୍ଷ ଏବଂ ମହାବିଷୁବ ପଣା ସଂକ୍ରାନ୍ତି […]
ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିରର ୨୦୨୩ ରଥଯାତ୍ରା ପାଇଁ ରଥଖଳାରେ ଗତକକାଲି ଠାରୁ ରଥ ନିର୍ମାଣ ପାଇଁ କାଠ ଆସି ପହଂଚି ସାରିଛି। ଆଗାମୀ ୨୩ ତାରିଖରେ ଅକ୍ଷୟ ତୃତୀୟାରେ ରଥ […]
ରଣପୁର: ଆଜି ପବିତ୍ର ମେରୁ ଉପବାସ ରଣପୁରରେ ମହାସମାରୋହରେ ପାଳିତ ହୋଇଯାଇଛି। ଓଡିଶାର ଧର୍ମ ସଂସ୍କୃତି କହିଲେ ବିଷ୍ନୁ ଏବଂ ଶିବଙ୍କୁ ନେଇ ଆଧାରିତ ହୋଇଥାଏ। କିଛି ବ୍ୟକ୍ତି ବିଷ୍ଣୁଙ୍କୁ ଉପାସନା କରୁଥିଲା ବେଳେ ଆଉ କିଛି ବ୍ୟକ୍ତି ଶିବଙ୍କୁ ଉପାସନା […]