ଭୁବନେଶ୍ୱର, ସ୍ଥାନୀୟ ଜନତା ମଇଦାନଠାରେ ଫେବୃଆରୀ ୭ରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ମେଳାରେ ଲୋକମାନଙ୍କ ଭିଡ଼ ଜମୁଛି। ମାଟି କଣ୍ଢେଇ ସହ ମାଟିରେ ତିଆରି ସାମଗ୍ରୀ ଏବଂ ସାଜସଜ୍ଜା ସାମଗ୍ରୀ ପ୍ରତି ଲୋକମାନେ ଅଧିକ ଆକୃଷ୍ଟ ହେଉଛନ୍ତି। ଓଡ଼ିଶା ସରକାରଙ୍କ […]
ଭୁବନେଶ୍ୱର, ଶାଢୀ ମଧ୍ୟରେ ପିତଳ ସୁତା ଶାଢୀ ଗ୍ରାହକ ମାନଙ୍କର ପ୍ରଥମ ପସନ୍ଦ। ପିତଳ ଶାଢୀର ଗଠନ ଓ ପରିପାଟୀ ଅତି କମନୀୟ। ଏହା ଆଧୁନିକ ପରିପାଟୀର ବସ୍ତ୍ର ରୂପେ ମହିଳମାନଙ୍କ ମଧ୍ୟରେ ଅତି ଆଦୃତ । ଏହି ଶାଢୀକୁ ଗଞ୍ଜାମ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିତ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଆୟୋଜିତ 16ତମ ଧଉଳି କଳିଙ୍ଗ ମହୋତ୍ସବ ଉଦ୍ଯାପନୀ ଉତ୍ସବରେ ପରିବେଷିତ […]
ଭୁବନେଶ୍ୱର, ଜଲିଉଡ଼ ଆୱାର୍ଡ଼ ଉତ୍ସବର ଆଜି ଥିଲା ତୃତୀୟ ସନ୍ଧ୍ୟା। ନୃତ୍ୟ, ଗୀତ, ଅଭିନେତା, ଅଭିନେତ୍ରୀମାନଙ୍କର ମନଛୁଆଁ ସଙ୍ଗୀତର ତାଳେ ତାଳେ ଗୀତଗୋବିନ୍ଦ ସଦନରେ ଚାଲିଥିବା ଚନ୍ଦନ ଆୱାର୍ଡ଼ ଉତ୍ସବରେ ଝୁମିଲେ ଦର୍ଶକ ମଣ୍ଡଳୀ। ଏକକ ଓ ଦଳଗତ ନୃତ୍ୟ, ଏକକ […]
ସୁବ୍ରତ ନାୟକ ଅନ୍ତାର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରୋନାଭାରସକୁ ନେଇ କରିଥିବା ବାଲୁକା କଳା ବର୍ତ୍ତମାନ ବିଶ୍ବ ସ୍ତରରେ ପ୍ରସଂଶିତ ହେବାରେ ଲାଗିଛି। ପୁରୀ ବେଳାଭୂମିରେ ସୁଦର୍ଶନ ଏକ ରଂଗୀନ ବାଲୁକା କଳା କରିଛନ୍ତି। ଏଥିରେ ସେ ଚୀନକୁ ଏହି […]
ଭୁବନେଶ୍ୱର, ସାଧରଣତନ୍ତ୍ର ଦିବସରୁ ଆରମ୍ଭ ହୋଇଥିବା ୧୫ଦିନିଆ ରାଜ୍ୟସ୍ତରୀୟ ଆଦିବାସୀମେଳା ଗତକାଲି ଶେଷ ହୋଇଛି । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ ବିାଭଗର ପ୍ରମୁଖ ସଚିବ ରଞ୍ଜନା […]
ଭୁବନେଶ୍ବର, ପ୍ରଖ୍ୟାତ ସାହିତ୍ୟିକ ତଥା ଔପନାସିକ ମନୋଜ ଦାସଙ୍କୁ ପ୍ରଦାନ କରାଯାଇଛି ଅଲୌକିକ କଳିଙ୍ଗ ଲିଟେରାରୀ ପୁରସ୍କାର। ଭୁବନେଶ୍ବରରେ ଆୟୋଜିତ କଳିଙ୍ଗ ଲିଟେରଚର ଫେଷ୍ଟିଭାଲରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାରକୁ ପ୍ରଖ୍ୟାତ ସାହିତ୍ୟିକ ସୀତାକାନ୍ତ ମହାପାତ୍ର ଏବଂ ପ୍ରତିଭା […]
ଭୁବନେଶ୍ବର, ଆସନ୍ତା 21 ତାରିଖରେ ପଡୁଥିବା ଶିବରାତ୍ରୀ ଉପଲକ୍ଷେ ଦେବଦେବ ମହାଦେବ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥର ଲିଙ୍ଗରାଜଙ୍କ ମହାଦ୍ବୀପ ରାତ୍ର 10 ଟାରେ ଉଠିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି। ଗତକାଲି ରାତିରେ ବସିଥିବା ସେବାୟତ କମିଟ […]
ବିଶ୍ଵ ଐତିହ୍ୟ ଭାବେ ପରିଚିତ ଓଡିଶାର କୋଣାର୍କ ମନ୍ଦିରକୁ ଯଥାଶୀଘ୍ର ଦେଶର ସର୍ବଶ୍ରେଷ୍ଠ ପର୍ୟଟନ ସ୍ଥଳୀର ମାନ୍ୟତା ମିଳିବ ଓ ଏହାକୁ ଏକ ସ୍ଵତନ୍ତ୍ର ଉତ୍ସବରେ ନିକଟ ଭବିଷ୍ୟତରେ ଘୋଷଣା କରାଯିବ ବୋଲି କେନ୍ଦ୍ର ପର୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜାରାଣୀ ସଙ୍ଗୀତ ଉତ୍ସବର ଆଜିଥିଲା ଅନ୍ତିମ ସନ୍ଧ୍ୟା । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହିତ ଉତ୍ସବସ୍ଥଳର ଚମତ୍କାର ସାଜସଜା ଏବଂ ୧୧ଶ ଶତାବ୍ଦୀ ନିର୍ମିତ ରାଜାରାଣୀ ମନ୍ଦିରର ଅପୂର୍ବ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବର ଦ୍ୱିତୀୟ ଦିବସରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଓ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ସନ୍ତୁର ବାଦନରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ହୋଇଛି । ସନ୍ଧ୍ୟାର […]
କେଦାର ମିଶ୍ର “ସୁର ହେଉଛି ଜୀବନରେ ଟୋକା! ତାକୁ ଗାଇଦେଲେ ହୁଏନି, ତାକୁ ବଞ୍ଚିବାକୁ ପଡେ’’- ପ୍ରାୟ ଦଶବର୍ଷ ତଳେ ତାଙ୍କର ଏକ ସାକ୍ଷାତ୍କାର ନେଲାବେଳେ ଏଇ ଧାଡିକ ମୋ ମନରେ ଛପା ହୋଇ ରହିଯାଇଛି। ତାଙ୍କ ଗୀତ, ସ୍ଵୟଂ ସରସ୍ଵତୀର […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଗତକାଲିଠାରୁ ତିନିଦିନ ଧରି କଳିଙ୍ଗ କଳାସ୍ଥାପତ୍ୟର ଚମତ୍କାର କଳାକୃତି ଏକାଦଶ ଶତାବ୍ଦୀ ନିର୍ମିତ ପ୍ରସିଦ୍ଧ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଛି । ଏହି […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଉଦ୍ଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତକୁ ଉପଭୋଗ କରିଥିଲେ। ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୁରୁ ରାମହରି ଦାସ ଓ ସାଥୀଙ୍କ […]
ଭୁବନେଶ୍ବର, ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା ଓଁ ନମଃ ଶିବାୟରୁ ଯାହାକୁ ପରିବେଶଣ କରିଥିଲେ ବିକାଶ […]
ଭୁବନେଶ୍ବର-ଆସନ୍ତା 15 ତାରିଖରେ ପଡୁଥିବା ମକର ସଂକ୍ରାନ୍ତିକୁ ଛୁଟି ଘୋଷଣା କରାଯାଇଛି। ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ସରକାରୀ ସ୍କୁଲ କଲେଜ ବନ୍ଦ ରହିବ। ମକର ସଂକ୍ରାନ୍ତି ହେଉଛି […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର, ପ୍ରସିଦ୍ଧ ନାଟ୍ୟକାର ଗୋ ପାଳ ଛୋଟରାୟଙ୍କ ସରଳ ଓ ନିରାଡଞ୍ଚର ବ୍ୟକ୍ତିତ୍ୱରେ ଆନ୍ତରିକତା ଓ ବୌଦ୍ଧିକତା ଭରି ରହିଥିଲା। କଟକ ସହିତ ତାଙ୍କର ନିବିଡ଼ ସଂ ପର୍କ ରହିଥିଲା ବୋଲି ସାଂସଦ ପ୍ରଶାନ୍ତ ନନ୍ଦ ପ୍ରକାଶ କରିଛନ୍ତି। […]
ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ଧଉଳି ଶାନ୍ତିସ୍ତୁପ ପାଦ ଦେଶରେ ଅବସ୍ଥିତ ଧଉଳି ହସ୍ତଶିଳ୍ପ ବଜାର ଓ ମହାବିଦ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି ତିନିଦିନିଆ ଜାତୀୟ ଧଉଳି କଳା ଉତ୍ସବ। ଏହି ଅବସରରେ ପ୍ରଥମ ଦିନ ୧୫୦ ଶିଶୁ ଚିତ୍ରଶିଳ୍ପୀଙ୍କ ଚିତ୍ର […]
ସମ୍ବିତ ତ୍ରିପାଠୀ ପ୍ରତିବର୍ଷ ପୌଷ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ ଶାମ୍ବ ଦଶମୀ। ମୁଖ୍ୟତଃ ଏହି ପୂଜା ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ କରାଯାଇଥାଏ। କୁମାର ପୂର୍ଣ୍ଣିମା ଯେପରି ଚନ୍ଦ୍ର ଦେବତାଙ୍କ ପାଇଁ ଠିକ୍ ଶାମ୍ବ ଦଶମୀ ସୂର୍ଯ୍ୟଙ୍କ ଉପାସନା କରାଯାଏ।ସାଧାରଣତଃ […]
ଏକ ବିଶେଷ ଓଡିଶୀ ମୁଦ୍ରାରରେ ମୁମ୍ବାଇରେ ଅବସ୍ଥାପିତ ଓଡିଶୀ ନୃତ୍ୟଶିଳ୍ପୀ ଲିପ୍ସା ଶତପଥୀ
ପୁରୀ ଶ୍ରୀମନ୍ଦିରର ନବକଳେବର ହେବା ପରେ ଏହା ହେଉଛି ରାତ୍ରୀ ଦୃଶ୍ୟ ଯାହା ଭକ୍ତଙ୍କୁ କରିବ ଆକୃଷ୍ଠ