ପୁରୀ, 31/12: ନୂଆବର୍ଷ ପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନୂଆବର୍ଷ ପାଇଁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦିଆଯିବା ସହିତ ରାତି ଗୋଟାଏରୁ ଶ୍ରୀମନ୍ଦିର ଖୋଲାଯିବା ନେଇ ସୂଚନା ରହିଛି । ଶ୍ରୀମନ୍ଦିର ସମ୍ମୁଖକୁ ସଜାଯିବସହ ମେଘନାଦ […]
ସମୀକ୍ଷା ବ୍ୟୁରୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ବଂଶୀ, ମାଣ୍ଡୋଲିନ ଓ ବେହେଲାର ସମିଶ୍ରଣ ସହିତ ସୁରଭି ଓ ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀ଼ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ଶାସ୍ତ୍ରୀୟ […]
ସମୀକ୍ଷା ବ୍ୟୁରୋ ଓଡିଶୀ ନୃତ୍ୟର ପ୍ରବାଦ ପୁରୁଷ ଗୁରୁ କେଳୁଚରଣ ମହାପାତ୍ରଙ୍କ ସ୍ମୃତିକୁ ପାଥେୟ କରି ତାଙ୍କ ଦ୍ଵାରା ପ୍ରତିଷ୍ଠିତ ସୃଜନ ଅନୁଷ୍ଠାନ ଗତ ୨୪ ବର୍ଷ ଧରି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଆୟୋଜନ କରି ଆସୁଅଛି । […]
କେଦାର ମିଶ୍ର ଭାଦ୍ରବ ମାସ ଆରମ୍ଭରୁ ପଶ୍ଚିମ ଓଡିଶାର ଘରେ ଘରେ ଆରମ୍ଭ ହୋଇ ଯାଏ ପ୍ରସ୍ତୁତି । ଲୋକେ ଘର ଲିପା ପୋଛା ଆରମ୍ଭ କରନ୍ତି। ନୁଆ ଓ ଚକ୍ ଚକ୍ ଦିଶେ ଘର ଦୁଆର। ହାଟରୁ କିଣା ହୋଇ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବରରେ ନୂତନ ଭାବେ ନିର୍ମାଣ ହୋଇଥିବା ‘କୃଷି ଭବନ’ ଏକ ନୂଆ ବିଶ୍ବ ରେକର୍ଡ ସୃଷ୍ଟି କରିବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଏହି ଭବନ ବିଶ୍ବ ସ୍ଥାପତ୍ୟ ଉତ୍ସବରେ ପୁରସ୍କୃତ ହେବା ପାଇଁ ଚୁଡାନ୍ତ ତାଲିକାରେ ସାମିଲ […]
ସମୀକ୍ଷା ବ୍ୟୁରୋ ଓଡିଶୀ ନୃତ୍ୟର କିମ୍ବଦନ୍ତୀ ପୁରୁଷ ଗୁରୁ କେଳୁଚରଣ ମହାପାତ୍ରଙ୍କ ଦ୍ଵାରା ପ୍ରତିଷ୍ଠିତ ପ୍ରସିଦ୍ଧ ଓଡିଶୀ ନୃତ୍ୟ ଅନୁଷ୍ଠାନ “ସୃଜନ” ଆସନ୍ତା ସେପ୍ଟେମ୍ବର ୫ ରୁ ୧୧ ତାରିଖ ପର୍ଯ୍ୟନ୍ତ ସାତ ଦିନ ବ୍ୟାପୀ ଗୁରୁ କେଳୁଚରଣ ପୁରସ୍କାର ସମାରୋହର […]
ଶୈଲେନ ରାଉତରାୟ (ଖାଇବାକୁ ନେଇ ଲେଖିବାର ପରମ୍ପରା ଆମର ବହୁତ କମ। ତେଣୁ ଓଡିଆ ଖାଦ୍ୟର କୌଣସି ବିଶେଷ ଐତିହାସିକ ଦଲିଲ ଆମର ନାହିଁ। କାଁ ଭାଁ ଲେଖାକୁ ବାଦ ଦେଲେ ଖାଦ୍ୟର ଏକ ସଂକଳିତ ଇତିହାସ ଆମର ନାହିଁ। ଓଡିଆ […]
ସମୀକ୍ଷା ବ୍ୟୁରୋ ଆଜି ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗଠାରେ ସର୍ବଭାରତୀୟ ବାଘ ଗଣନା-୨୦୧୮ର ଚତୁର୍ଥ ଚକ୍ର ଫଳାଫଳ ଉନ୍ମୋଚନ କରିଛନ୍ତି। ଏହି ସର୍ଭେକ୍ଷଣ ଅନୁଯାୟୀ ୨୦୧୮ରେ ଭାରତରେ ବାଘ ସଂଖ୍ୟା ବୃଦ୍ଧି […]
ଭୀମା ନନ୍ଦ ଅଭିନୟର ଏକ ନିଆରା ମଞ୍ଚ ହେଉଛି ଯାତ୍ରା। ଯାତ୍ରାରେ କଳାକାରଙ୍କ ବାସ୍ତବ ତଥା ନିଖୁଣ ଅଭିନୟ ଦର୍ଶକଙ୍କ ହୃଦୟରେ ଗଭୀର ରେଖାପାତ କରିଥାଏ। ଫିଲ୍ମ, ଟେଲିଭିଜନ୍ର ଦୁନିଆଠାରୁ ଏହି ଦୁନିଆ ଟିକେ ନିଆରା। ଜଣେ ଯାତ୍ରା କଳାକାର ସିଧାସଳଖ […]
କେଦାର ମିଶ୍ର ପଦ୍ମ ପୁରସ୍କାର ତ ମିଳିଲା ହେଲେ ସେ ପଦ୍ମ ପୁରସ୍କାରକୁ ନେଇ କରିବି କଣ? ଓଡିଶାରୁ ପଦ୍ମ ପୁରସ୍କାର ପାଇଥିବା ଅନେକ ଶିଳ୍ପୀ ଓ ସମାଜସେବୀଙ୍କର ଏହା ହେଉଛି ସାଧାରଣ ପ୍ରତିକ୍ରିୟା। ସେ ଲୋକକବି ହଳଧର ନାଗ ହୁଅନ୍ତୁ […]
କେଦାର ମିଶ୍ର ରଥଯାତ୍ରା ସହିତ ଓଡିଶାର ଜନଜୀବନ ଓ ସାଂସ୍କୃତିକ ଭାବପ୍ରବଣତାର ଏକ ଦୀର୍ଘକାଳୀନ ଇତିହାସ ରହିଛି । କେବଳ ଧାର୍ମିକ ବା ସାଂସ୍କୃତିକ ଜୀବନବୋଧ ନୁହଁ, ବରଂ ଓଡିଶାର ରାଜନୀତି ଓ ଅର୍ଥନୀତି ସହ ରଥଯାତ୍ରା ର ନିବିଡ ସମ୍ପର୍କ […]
ସମୀକ୍ଷା ବ୍ୟୁରୋ ସାରା ବିଶ୍ବରେ ଜଗନ୍ନାଥଙ୍କ ସଂସ୍କୃତି ଓ ଜଗନ୍ନାଥଙ୍କୁ ନେଇ ବେଶ୍ ଚର୍ଚ୍ଚା । ମହାପ୍ରଭୁ ଜଗନ୍ନାଥଙ୍କ ରୀତିନୀତି ତଥା ସଂସ୍କୃତି ବେଶ୍ ନିଆରା । ଜଗନ୍ନାଥଙ୍କ ବିଭିନ୍ନ ଯାନିଯାତ୍ରା ଭିତରେ ରଥଯାତ୍ରାକୁ ନେଇ ସାରା ବିଶ୍ବବାସୀ ବେଶ୍ ଆଗ୍ରହୀ […]
କେଦାର ମିଶ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ ଲୋକ ଜୀବନର ମହାଦେବତା । ତାଂକର ପୂଜା ବିଧାନ ଓ ଉପଚାରରେ ଲୋକ ଜୀବନର ପ୍ରଭାବ ପ୍ରଛନ୍ନ ଭାବେ ଦେଖିବାକୁ ମିଳେ। ସ୍ନାନ ପୂର୍ଣିମା ପରେ ମହାପ୍ରଭୁଂକ ଶ୍ରୀଅଂଗ ରେ ବାଧା ହୁଏ।ଲୋକାଚାର ରେ ଏହି […]
ଅସିତ ମହାନ୍ତି ପ୍ରଫେସର ଦାଶରଥି ଦାସଙ୍କ “ପ୍ରସଙ୍ଗ ପୁରୁଣା: ଭାବନା ନୂଆ’ ସିନା ୨୦୧୮ର ସାହିତ୍ୟ ଅକାଦେମି ପୁରସ୍କାର ପାଇଲା- କିନ୍ତୁ ଆଉ କେଉଁ କେଉଁ ପୁସ୍ତକ ଏ ବର୍ଷର ଚୂଡ଼ାନ୍ତ ଚୟନରେ ଥିଲା? ପୁରସ୍କାରର ମୂଲ୍ୟ ପରି, ଏ ପ୍ରଶ୍ନଟି […]
ସମୀକ୍ଷା ବ୍ୟୁରୋ ଏଣିକି କେନ୍ଦ୍ର ସାହିତ୍ୟ ଅକାଦେମିର ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୁସ୍ତକଗୁଡ଼ିକର ନାମ ତାଲିକା ଘୋଷଣା କରାଯିବ । ବିଳମ୍ବରେ ହସ୍ତଗତ ହୋଇଥିବା ଅକାଦେମି ସଚିବ କେ. ଶ୍ରୀନିବାସନ୍ଙ୍କର ଏକ ଚିଠିରୁ ଏହା ଜାଣିବାକୁ ମିଳିଛି […]
ଜ୍ୟୋତି ନନ୍ଦ ନାଟକର ନାଆଁ ତୁଘଲକ।ନାଟକଟି ମୂଳ କନ୍ନଡରେ ଲେଖା ୧୯୬୪ମସିହାରେ।ପରେ ଏହା ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ କରାଯାଏ ଓ ମଞ୍ଚ ନାଟକ ହିସାବରେ ଅତ୍ୟନ୍ତ ସଫଳ ହୁଏ।ତୁଘଲକ ନାଟକ ଯାହା ଉପରେ ଆଧାରିତ ସେ ଜଣେ ଐତିହାସିକ ଚରିତ୍ର।ମହମ୍ମଦ […]
ପୁରୀ ଓ କୋଣାର୍କ ମନ୍ଦିରର ବାତ୍ୟା ଫନି ଯୋଗୁଁ ବିଶେଷ କ୍ଷତି ହୋଇ ନାହିଁ ବୋଲି ଆଜି ଭାରତ ପ୍ରତ୍ନତତ୍ବ ବିଭାଗର ଏକ ବରିଷ୍ଠ ଦଳ ଉଭୟ ମନ୍ଦିର ଯାଞ୍ଚ କରି କହିଛନ୍ତି। ଏହି ଦଳ ଫନି ବାତ୍ୟାରେ ପ୍ରାଚୀନ କିର୍ତ୍ତୀରାଜିର […]
ଜ୍ୟୋତି ନନ୍ଦ ଯେହେତୁ ବର୍ତ୍ତମାନ ଭୁବନେଶ୍ଵରରେ ଚାଲିଥିବା ପୁସ୍ତକମେଳା ଏକ ସରକାରୀ କାର୍ଯ୍ୟକ୍ରମ ସେଦୃଷ୍ଟିରୁ ସେଠିକି ସମସ୍ତ ସରକାରୀ କର୍ମଚାରୀ ଯେଉଁମାନେ ଭୁବନେଶ୍ଵରରେ ଅଛନ୍ତି ସେମାନଙ୍କୁ ପ୍ରଦର୍ଶନୀ ପଡିଆରେ ପ୍ରତ୍ୟହ ସଂଧ୍ୟା ଛଅଟା ପରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଉ।ଯାହା ଫଳରେ […]
କେଦାର ମିଶ୍ର ଓଡିଶାର ଅନନ୍ୟ ଶିଳ୍ପ ଓ କଳା ପରମ୍ପରାରେ ହସ୍ତତନ୍ତ ର ପ୍ରମୁଖ ଭୂମିକା ରହିଛି। ସୂତା ଓ ସିଲକ୍ ରେ ପ୍ରସ୍ତୁତ ହସ୍ତତନ୍ତର ବହୁ ଡିଜାଇନ୍ ପୃଥବୀ ସାରା ଓଡିଶାର ପରିଚୟକୁ ମହିମାମଣ୍ଡିତ କରିଛି। ଶହ ଶହ ବର୍ଷ […]
କେଦାର ମିଶ୍ର “କହେ ସାଲବେଗ ହୀନ ଜାତିରେ ମୁଁ ଯବନ, ଶ୍ରୀ ରଂଗା ଚରଣ ବିନୁ ନ ଜାଣଇ ଆନ”- ଓଡିଶାର ଘରେ ଘରେ ପରିଚିତ ଯବନ କବି ସାଲାବେଗଂକ ଏହି ଭାବପ୍ରବଣ ସ୍ବୀକାରୋକ୍ତି ଓଡିଶାର ସାଂସ୍କୃତିକ ଜୀବନରେ ନୂଆ ଏକ […]
ଅସିତ ମହାନ୍ତି ଏଇ ମକର ସଂକ୍ରାନ୍ତି, (୧୪ ଜାନୁଆାରୀ)ଦିନ “ରାଜଧାନୀ ପୁସ୍ତକମେଳା’ ଉଦ୍ଯାପିତ ହେଲା । ଏଥରର ଏ ମେଳା ଥିଲା ଦଶଦିନିଆ । ୫ ଜାନୁଆରୀ, ଯେଉଁଦିନ ଦିଲ୍ଲୀରେ ଏନ୍ବିଟି ବିଶ୍ୱ ପୁସ୍ତକମେଳା ଆରମ୍ଭ ହୋଇଥିଲା, ସେହିଦିନ ଭୁବନେଶ୍ୱରରେ ଏ […]