Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Assembly News: ବିଧାନସଭାର ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ, ଗୃହକାର୍ଯ୍ୟ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବୀ
ବିଶେଷ ଖବର

Assembly News: ବିଧାନସଭାର ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ, ଗୃହକାର୍ଯ୍ୟ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବୀ

November 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Assembly News
Assembly News: ବିଧାନସଭାର ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ, ଗୃହକାର୍ଯ୍ୟ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବୀ

Assembly News: ଆଜି ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି। ହେଲେ ଅଧିବେଶନ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବିଧାନସଭାକୁ ବାଚସ୍ପତି ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଆଜି ବିଧାନସଭା ଆରମ୍ଭ ହେବା ପରେ ପ୍ରଥମେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ଏହାପରେ ପ୍ରଶ୍ନ ଉତ୍ତର କାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହ ମଧ୍ୟକୁ ଆସି ବିକ୍ଷୋଭ କରିଥିଲେ।

କଂଗ୍ରେସ ସଦସ୍ୟମାନେ କୋଟିଆ ପ୍ରସଂଗରେ ହଟ୍ଟଗୋଳ କରିଥିବା ବେଳେ ବିଜେଡି ବାତ୍ୟା ବନ୍ୟା ପରିଚାଳନା ଫେଲ ନେଇ ବିକ୍ଷୋଭ କରିଥିଲେ। ବିରୋଧୀ ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରି ହୋହାଲ୍ଲା କରିଥିଲେ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ରିର୍ପୋର୍ଟର୍ସ ଟେବୁଲ ଉପରେ ଚଢି ବାଚସ୍ପତିଙ୍କ କାର୍ଯ୍ୟକୁ ବିରୋଧ କରିଥିଲେ। ବାଚସ୍ପତି ବାରମ୍ବାର ସଦସ୍ୟଙ୍କୁ ନିଜଆସନକୁ ଫେରିଯିବାକୁ  କହିଥିଲେ ମଧ୍ୟ ବିରୋଧୀ ସଦସ୍ୟ ତାହା ଶୁଣି ନ ଥିଲେ। ଫଳରେ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଥିଲେ।

Assembly News କୋଟିଆ ପ୍ରସଙ୍ଗ ବିଧାନସଭା ବିଧାନସଭା ଅଧିବେଶନ ବିଧାନସଭା ଶୀତ ଅଧିବେସନ
Share. Facebook Twitter LinkedIn Email WhatsApp Copy Link

Related Posts

ବାହାଘର ଖୁସିରେ ଲାଗିଲା ଚୋରଙ୍କ ନଜର, ତାଲା ଭାଙ୍ଗି ଲୁଟିନେଲେ ସୁନାଗହଣା

November 18, 2026

ଆଜି ଅଁଳା ନବମୀ, କାହିଁକି ପୂଜା କରାଯାଏ ଅଁଳା ଗଛ? ଜାଣନ୍ତୁ ଧାର୍ମିକ ମହତ୍ତ୍ୱ

November 18, 2026

ଆଜିଠୁ ବିଧାନସଭାର ଶୀତ ଅଧିବେଶନ, ପ୍ରଥମ ଦିନରୁ ହଙ୍ଗାମା ଆଶଙ୍କା!

November 18, 2026

ଓଡ଼ିଶା ସହରାଞ୍ଚଳ ପାର୍କିଂ ନୀତି-୨୦୨୬ ଚିଠା ପ୍ରକାଶ

November 18, 2026
Latest News

Assembly News: ବିଧାନସଭାର ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ, ଗୃହକାର୍ଯ୍ୟ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବୀ

November 18, 2026

Thriveni Transport: ଅଶୋକ ଲେଲାଣ୍ଡଠାରୁ ଏକଥରେ ୧,୦୦୦ରୁ ଅଧିକ ବ୍ୟବସାୟିକ ଗାଡି କିଣିଲେ ବି. ପ୍ରଭାକରନ

November 18, 2026

୨୦୨୭ ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ରଣନୀତି: ଦଳିତ ଭୋଟ୍ ଉପରେ ନଜର, ଅକାଳୀ ଦଳ ସହ ମେଣ୍ଟ ଚର୍ଚ୍ଚାକୁ ନେଇ ବଢ଼ିଲା ଉତ୍କଣ୍ଠା

November 18, 2026

RAC ଟିକେଟ୍ ବିନା ସୂଚନାରେ ବାତିଲ କଲା ରେଳବାଇ, ଆଇନ ଛାତ୍ରଙ୍କୁ ମିଳିବ ୨୫ ହଜାର ଟଙ୍କା କ୍ଷତିପୂରଣ!

November 18, 2026

ବାହାଘର ଖୁସିରେ ଲାଗିଲା ଚୋରଙ୍କ ନଜର, ତାଲା ଭାଙ୍ଗି ଲୁଟିନେଲେ ସୁନାଗହଣା

November 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.