ସଂପଦ ଦଳାଇ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ରାୟ ଦେବା ପରେ ବର୍ତ୍ତମାନ ଏହାକୁ ନେଇ ସାରା ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଶକ୍ତ ଧକ୍କା ଦେଇଛି। ସମସ୍ତଙ୍କ ମନରେ ପ୍ରଶ୍ନ, ଯଦି କରୋନା ଆକ୍ରାନ୍ତ ବଢୁଥିବା ବେଳେ ବସ ଚାଲିବାକୁ ଅନୁମତି […]
ଭୁବନେଶ୍ବର, ରଥଯାତ୍ରା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହାକୁ ପାଳନ କରିଯିବ। ତେବେ ରଥନିତି ବାହାରେ ନ କରି ମନ୍ଦିର ପରିସରରେ କିପରି କରାଯିବ ତାହା ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଧାରିତ କରିବା ପାଇଁ ରାଜ୍ୟ କ୍ୟାବିନେଟ ନିର୍ଦ୍ଦେଶ […]
ଭୁବନେଶ୍ବର, ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରାଯାଉ ବୋଲି ରାୟ ଦେବା ପରେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଉପରେ ଚଡକ ପଡିଛି। ଏପରି ରାୟ ବର୍ତ୍ତମାନ ସାରା ବିଶ୍ବର ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମଙ୍କୁ ଆଘାତ ଦେଇଛି। ଫଳରେ ପରବର୍ତ୍ତି ପଦକ୍ଷେପ କଣ […]
ପୁରୀ, ବର୍ତ୍ତମାନ ଚାରିଆଡେ ଖୋଲା ରହିଛି। ଟ୍ରେନରେ ହଜାର ହଜାର ଲୋକେ ଏକାଠି ଆସୁଛନ୍ତି। ଏ କଥା ସରକାର ଦେଖୁଛନ୍ତି। ସେଠାରେ କୌଣସି ସାମାଜିକ ଦୂରତା ରହୁ ନାହିଁ, ତେବେ ରଥଯାତ୍ରା ବେଳକୁ ଏପରି କାହିଁକି ପଦକ୍ଷେପ ନିଆଗଲା। ଏହିପରି ପ୍ରଶ୍ନ […]
ନୂଆଦିଲ୍ଲୀ, କୋଭିଡ 19 କଟକଣା ପାଇଁ ଚଳିତ ବର୍ଷ ରଥଯାତ୍ରାକୁ ବନ୍ଦ କରାଯାଉ। ଏହିପରି ଏକ ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଆଜି ରଥଯାତ୍ରା ହେବ କି ନାହିଁ ସେ ନେଇ ସୁପ୍ରିମକୋର୍ଟରେ ଏକ ଶୁଣାଣି ଥିଲା। ଏହାକୁ ବନ୍ଦ କରାଯାଉ […]
ପୁରୀ, ଶ୍ରୀଜଗନ୍ନାଥଙ୍କ ପରଂପରା ବଡ ଅନନ୍ୟ ଏବଂ ବିଚିତ୍ର ମଧ୍ୟ। ଓଡିଆ ଘରର ଚାଲିଚଳନି ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ସଂପୂର୍ଣ୍ଣ ଭାବେ ଜଡିତ ରହିଛି। ଘରେ ଦେହ ଖରାପ ହେଲେ ଯେପରି ବନ୍ଧୁଙ୍କ ଘରୁ ଫଳମୂଳ ଆସିଥାଏ, ଠିକ୍ ସେହିପରି ପରଂପରା […]
ସମୀକ୍ଷା ବ୍ୟୁରୋ ପୁରୀ: ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କର ପବିତ୍ର ଘୋଷ ଯାତ୍ରା । ଏଥିପାଇଁ ପ୍ରସ୍ତୁତି ପୂରା ଜୋରସୋର୍ରେ ଚାଲିଛି । ସ୍ନାନଯାତ୍ରାରେ ମହପ୍ରଭୁ ସ୍ନାନ ସାରି ଜ୍ବରରେ ପୀଡ଼ିତ ହୋଇ ଅଣସର ଘରେ ରହିଥିବାବେଳେ ତାଙ୍କୁ ଓଷୁଅ […]
ପୁରୀ, ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମା। ଏହି ଦିନ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରା ମନ୍ଦିରରୁ ବାହାରି ସ୍ନାନବେଦୀରେ ସ୍ନାନ କରନ୍ତି। ହେଲେ ଚଳିତ ବର୍ଷ କୋଭିଡ19 ର କଟକଣା ପାଇଁ ଏକ ଭିନ୍ନ ପ୍ରକାରର ସ୍ନାନଯାତ୍ରା ଅନୁଷ୍ଠିତ ହେବ। […]
ପୁରୀ, ରଥଯାତ୍ରା ହେବ କି ନ ହେବ ସେ ନେଇ ବେଶ୍ କିଛିଦିନ ଧରି ଚାଲିଲା ଦ୍ବନ୍ଦ।ଏହି ଦ୍ବନ୍ଦ ଭିତରେ ରଥକାମ ନିର୍ଦ୍ଧାରିତ ସମୟ ଭିତରେ ଆରମ୍ଭ ହୋଇପାରିଲା ନାହିଁ। ଡେରିରେ ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ରଥକାମ ଦ୍ରୁତ ଗତିରେ […]
ଭୁବନେଶ୍ବର, ରାତି ପାହିଲେ ସାବିତ୍ରୀ ବ୍ରତ। ପ୍ରତିଟି ସଧବା ବୋହୁ ଏହି ପୂଜା ନିଷ୍ଠାର ସହ କରିଥାଏ। ହେଲେ ଲକଡାଉନ କଟକଣା ପାଇଁ ଏଥର ସାବିତ୍ରୀ ବ୍ରତ ଆଉ ବଡ ଆକାରରେ ହୋଇପାରିବ ନାହିଁ। ମହିଳାମାନେ ମନ୍ଦିରକୁ ନ ଆସି ନିଜ […]
ପୁରୀ, ଅମ୍ଫାନ ବାତ୍ୟା ଶେଷରେ ଓଡିଶା ଛାଡିଛି। ହେଲେ ଏଥର ଏହି ବାତ୍ୟା ରାଜ୍ୟରେ କିଛି କ୍ଷୟକ୍ଷତି କରିପାରି ନାହିଁ। ବିଶେଷ କରି ଜଗନ୍ନାଥ ଧାମ ପୁରୀରେ କୌଣସି କ୍ଷତି ଘଟି ନାହିଁ। ହେଲେ ଏହି ବାତ୍ୟା ପରେ ପରେ ଶ୍ରୀମନ୍ଦିରର […]
ମୁମ୍ବାଇ : 67 ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି ବଲିଉଡ୍ର ଲୋକପ୍ରିୟ ବର୍ଷୀୟାନ୍ ଅଭିନେତା ଋଷି କପୁର୍। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କୁ ଏନ୍ଏଚ୍ ରିଲାଏନ୍ସ ହସ୍ପିଟାଲ୍ରେ ଚିକିତ୍ସା […]
ପୁରୀ, ଇତିହାସ ରଚିଲା ଚଳିତ ଶତାଦ୍ଦୀରେ ଶ୍ରୀମନ୍ଦିରର ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ନିତି। କରୋନା ପାଇଁ ଚଳିତ ଶତାଦ୍ଦୀର ଶ୍ରୀମନ୍ଦିରର ପୂଜା ନିତିରେ ଘଟିଛି ବଡ ପରିବର୍ତ୍ତନ, ଯାହା କେବେ ହୋଇ ନ ଥିଲା। ଚଳିତ ବର୍ଷ ରଥକାଠ ଅନୁକୂଳ […]
ଭୁବନେଶ୍ବର : ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ପରଲୋକ ଘଟିଛି । 83 ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଅନେକ ଓଡିଆ ଚଳଚିତ୍ର, ଧାରାବାହିକ ଏବଂ ନାଟକର ସ୍ରଷ୍ଟା ବିଜୟ ମିଶ୍ର ଦୀର୍ଘଦିନ […]
ଭୁବନେଶ୍ବର, ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନ ବିଭିନ୍ନ ଶୁଭକାମ ଆରମ୍ଭ ହୋଇଥାଏ। ଏପରିକି ଏହି ଅକ୍ଷୟ ତୃତୀୟାରେ ଚାଷକାମ ଆରମ୍ଭ କଲେ ଭଲ ଫଶଲ ଅମଳ ହେବ ବୋଲି ପୂର୍ବରୁ ବିଶ୍ବାସ ରହିଛି। ସେହିପରି ଏହି ଅକ୍ଷୟ […]
ପୁରୀ: ଚଳିତ ବର୍ଷ ବିଶ୍ବ ବିଖ୍ୟାତ ପୁରୀ ରଥଯାତ୍ରା ହେବ କି ନାହିଁ ସେ ନେଇ ଆସନ୍ତା ମେ ୪ ତାରିଖ ପରେ ନିଷ୍ପତି ନିଆଯିବ। ଏ ନେଇ ପୁରୀ ଗଜପତି ଦିବ୍ୟସିଂହ ଦେବ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି। […]
କେଦାର ମିଶ୍ର ଆମେ କଲେଜରେ ପଢିଲା ବେଳେ ଗୋଟେ ନାଟକ ପଢୁଥିଲୁ, ଯାହାର ନାଁ ଥିଲା “ରାଜହଂସ” ଓ ନାଟ୍ୟକାର ରତ୍ନାକର ଚଇନି। “ରାଜହଂସ”ର ନାୟକ ଅନେକାଂଶରେ ଗୋବିନ୍ଦ ଦାସଙ୍କ “ଅମାବାସ୍ୟାର ଚନ୍ଦ୍ର” ର “କାଉଲ” ପରି। ଜୀବନର ସଂଘର୍ଷ ଭିତରେ […]
ନୂଆଦିଲ୍ଲୀ: ଆଜି ହେଉଛି ଗୁଡ ଫ୍ରାଇ ଡେ। ଏହି ଦିନ ଖ୍ରୀଷ୍ଟିୟାନ ଧର୍ମର ଲୋକଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଦିବସ। ହେଲେ ସାରା ଦେଶରେ ଲକଡାଉନ ପାଇଁ ଏହି ପବିତ୍ର ଦିବସ ଯେପରି ପାଳନ କରାଯିବା କଥା ତାହା ହୋଇପାରି ନାହିଁ। […]
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅଧିନରେ କଳାକାର ଭତ୍ତା ପାଉଥିବା ରାଜ୍ୟର ୩୪,୬୫୩ ଜଣ କଳାକାରଙ୍କୁ ଚଳିତ ମାସ ମାର୍ଚ୍ଚଠାରୁ ଜୁନ୍ ମାସ ପର୍ଯ୍ୟନ୍ତ ଏପରି ୪ ମାସର ପେନ୍ସନ୍ ଆଗୁଆ ଭାବେ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି […]
ପୁରୀ: କରୋନା ଭାଇରସ ଉପରେ ସିରିଜ ବାଲୁକା କଳା କରି ଏକ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଘରେ ରହନ୍ତୁ ହେଉ କିମ୍ବା କରୋନା ମୁକାବିଲା, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ମାନ ହେଉ କିମ୍ବା ହାତ […]
ଭୁବନେଶ୍ବର, ଆଜି ରାମନବମୀ। ବେଶ୍ ଧୂମଧାମରେ ସାରା ରାଜ୍ୟରେ ପ୍ରଭୃ ଶ୍ରୀରାମଙ୍କ ଜନ୍ମଦିନ ପାଳନ ହୋଇଥାଆନ୍ତା। ହେଲେ ସବୁ ସାରିଦେଲା କରୋନା ଭାଇରସ। ଦୀର୍ଘ ଦଶ ଦିନ ଧରି ସାରା ଦେଶରେ ଚାଲିଛି ଲକଡାଉନ ଅବସ୍ଥା। କେହି ଘରୁ ବାହାରୁ ନାହାଁନ୍ତି। […]