ମାନବ ସମାଜ ଉପରେ କରୋନା ସଂକ୍ରମଣ ଗଭୀର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ମନସ୍ତାତ୍ଵକି ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧିନସ୍ଥ ‘ନ୍ୟାସନାଲ ବୁକ ଟ୍ରଷ୍ଟ’ ‘କରୋନା ଷ୍ଟଡି ସିରିଜ’ ନାମରେ ପୁସ୍ତକ ପ୍ରସ୍ତୁତ କରିବ। […]
ସୁମନ ଦାଶ ଜୀବନ ରେ ଯେଉଁ କେତୋଟି ହାତଗଣତି ସୁଖ ହାତ ପାହାନ୍ତା ରେ ଥାଏ,ଯାହା ସିଧା ସଳଖ ମଗଜ ପଟେ ପଶି ହୃଦୟକୁ ଦ୍ରଵିଭୂତ କରି ପାରେ,ସିଧା ପାର୍ଥିବ ପୃଥିବୀ ରୁ ନେଇ କେଉଁ ଏକ ଅପାର୍ଥିବ ଜଗତ ରେ […]
କେଦାର ମିଶ୍ର ମୋ ବିଷୟରେ ନ ଲେଖିଲେ, ଆପଣଙ୍କୁ ଗୁଳି କରିଦେବି- ଧଉଳି ମହୋତ୍ସବ ମଞ୍ଚରୁ ଗୁରୁ ଗଙ୍ଗାଧର ପ୍ରଧାନ ସମ୍ମାନ ଗ୍ରହଣ କରି ଫେରିବା ବେଳେ ମୋ କାନରେ ଏତକ କହି ସେ ଚାଲି ଯାଇଥିଲେ। ସେ ଏମିତି ହିଁ। […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ୱର ସହର ଉପକଣ୍ଠ କଳାରାହାଙ୍ଗ ଗ୍ରାମପଞ୍ଚାୟତର ଇଞ୍ଜଣା ଗ୍ରାମରେ ସ୍ଥାନୀୟ ଯାଦବ ସଂଘ ଆନୁକୂଲ୍ୟରେ ପଞ୍ଚୁଦୋଳ ଅବସରରେ ଲଉଡ଼ି ଓ ରାମତାଳି ପ୍ରତିଯୋଗିତା ସଭାପତି ହରିହର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ […]
ଚଳିତ ବର୍ଷ ଖ୍ୟାତନାମା ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କୁ ଚନ୍ଦ୍ରପ୍ରଭା – ସ୍ମୃତି ସେବା ସମ୍ମାନ ପ୍ରଦାନ କରାଯାଇଛି । ବିଶିଷ୍ଟ ସମାଜସେବୀ, ସୁସାହିତ୍ୟିକା ତଥା ସଂସ୍କୃତିପ୍ରେମୀ ଅଧ୍ୟାପିକା ଚନ୍ଦ୍ରପ୍ରଭା ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସୋସିଏଡେଟ୍ ମିଡିଆ ଫାଉଣ୍ଡେସନ୍ ପକ୍ଷରୁ ଚନ୍ଦ୍ରପ୍ରଭା ସ୍ମୃତି […]
ଗଂଜାମ, ଓଡିଶାର ପ୍ରସିଦ୍ଧ ଶକ୍ତି ପିଠ ମା ତାରାରାରେଣୀଙ୍କ ଚଇତି ପର୍ବ ଆରମ୍ଭ ହୋଇଛି। ଗଂଜାମ ଜିଲ୍ଲାରେ ଅବସ୍ଥିତ ଏହି ପିଠରେ ଚୈତ୍ରମାସର ପ୍ରତି ମଙ୍ଗଳବାରରେ ଏହି ପର୍ବ ପାଳିତ ହୁଏ। ହଜାରହଜାର ଭକ୍ତ ମାଙ୍କ ଦର୍ଶନ ପାଇଁ ମଙ୍ଗଳବାର ଦିନ […]
ଭୁବନେଶ୍ୱର,ଚାରିଆଡେ ଚାଇନ ରଂଗର ଭୟ ଯୋଗୁଁ ବିଭିନ୍ନ ସ୍ଥାନରେ ଏଥର ପ୍ରାକୃତିକ ରଂଗରେ ପାଳନ ହୋଇଛି ହୋଲି ଉତ୍ସବ। ଏହି ପରିପ୍ରେକ୍ଷୀରେ ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ହଳଦୀ, ଚନ୍ଦନ, ଓ ମୁଲତାନୀ ମାଟିରେ ପ୍ରସ୍ତୁତ ସମ୍ପୂର୍ଣ୍ଣ ପ୍ରାକୃତିକ ରଙ୍ଗରେ […]
ଭୁବନେଶ୍ବର, ଚଳିତ ବର୍ଷ ହୋଲିର ରଂଗ ସଂପୂର୍ଣ୍ଣ ଫିକା ପଡିଯାଇଛି। କାରଣ ହେଲା କରୋନା ଭାଇରସ ଭୟରେ ଲୋକମାନେ ବେଶ୍ ସାବଧାନତାର ସହ ଖେଳିଛନ୍ତି ହୋଲି। ମୁଖ୍ୟତଃ ଚାଇନାରୁ ରଂଗ ଆସୁଛି ବୋଲି ସମସ୍ତେ ଅବଗତ ଅଛନ୍ତି। ସେହି ରଂଗ କାଳେ […]
ଭୁବନେଶ୍ୱର, ଆଜି ୟୁକ୍ତାମୁଖୀ ଚ୍ୟାରିଟେବଲ ଟ୍ରଷ୍ଟ ତରଫରୁ ଓଡିଶା ଆସୋସିଏସନ୍ ଡିଫ୍ ରେ ହୋଲି ଉତ୍ସବ ପାଳନ କରାଯାଇଛି । ଏଥିସହ ପିଲାମାନଙ୍କ ଉପସ୍ଥିତିରେ ଭାନୀଶ୍ରୀ ପଣ୍ଡା କଂ ଜନ୍ମଦିନ ପାଳନ କରାଯାଇଥିଲା । ମୂଖ୍ୟ ଅତିଥି ଭାବେ ପ୍ରଦେଶ କଂଗ୍ରେସ […]
ପୁରୀ, ମହିଳା ଦିବସ ଉପଲକ୍ଷେ ମହିଳାମାନେ କିପରି ସକ୍ଷମ ସେ ନେଇ ବିଭିନ୍ନ ସ୍ତରରେ ପ୍ରତିଯୋଗୀତା ସହିତ ପ୍ରସାର ଆରମ୍ଭ ହୋଇଛି। କ୍ରୀଡା, ଦୁଃସାହାସିକ କ୍ରୀଡା, ଉଚ୍ଚ ଗବେଷଣା, ବୈଜ୍ଞାନିକ, ସାହିତ୍ୟିକ, ସାମ୍ବାଦିକ ଏବଂ କଳା କ୍ଷେତ୍ରରେ ମହିଳାଙ୍କ ଦକ୍ଷତା ପ୍ରତିପାଦନ […]
ଭୁବନେଶ୍ବର, ଭୁବନେଶ୍ବରର ପ୍ରଦର୍ଶନୀ ପଡିଆରେ ଚାଲିଥିବା ହସ୍ତଶିଳ୍ପ ପ୍ରଦର୍ଶନୀରେ ଧିରେଧିରେ ଲୋକଙ୍କ ଭିଡ ଜମିବାରେ ଲାଗିଛି। ପାଗ ଖରାପ ସତ୍ବେ ପ୍ରତ୍ୟେକ ଦିନ ବହୁ ଲୋକ ଏହି ପ୍ରଦର୍ଶନୀକୁ ଆସୁଥିବାର ପରିଲକ୍ଷିତ ହୋଇଛି। ରାଜ୍ୟ ହସ୍ତ ଓ କୁଟୀର ଶିଳ୍ପ ବିଭାଗ […]
ଭୁବନେଶ୍ବର,ଏଥର ହୋଲି ଖେଳିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ କଣ ପାଇଁ ଖେଳିବେ ନାହିଁ ସେ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ବର୍ତ୍ତମାନ କରୋନା ଭାଇରସ ଯେପରି ଭାବେ ସାରା ଦେଶରେ ଏକ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆଜି ମହାଶିବରାତ୍ରୀ ଉପଲକ୍ଷେ ଦେବଦେବ ମହାଦେବ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ବିଭିନ୍ନ ଫୁଲରେ ଝଲସି ଉଠିଛି। ଆଜି ଭକ୍ତମାନେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସହିତ ମନ୍ଦିରର ଏପରି ସାଜସଜ୍ଜା ଦେଖି ବିମୋହିତ ହୋଇଯାଉଛନ୍ତି। ଭୁବନେଶ୍ବର ଫ୍ଲୋରିଷ୍ଟ […]
ଭୁବନେଶ୍ୱର, ଭୀମଟାଙ୍ଗି ପ୍ରଜାପତି ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ବ୍ରହ୍ମକୁମାର ଓ ବ୍ରହ୍ମକୁମାରୀ ମାନଙ୍କ ଦ୍ୱାରା ସୁନ୍ଦରପଦା ପାଲା ମଣ୍ଡପରେ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ମହତ୍ସୋବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ‘ମହାଶିବରାତ୍ରିର ମହାନ ତତ୍ତ୍ବ’ ଶୀର୍ଷକ ଆଧ୍ୟାତ୍ମିକ ଆଲୋଚନା […]
ଭୁବନେଶ୍ୱର, ସ୍ଥାନୀୟ ଗୀତଗୋବିନ୍ଦ ସଦନ ପ୍ରେକ୍ଷାଳୟରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ବିପ୍ଲବୀ କବି ରବି ସିଂଙ୍କ ଶ୍ରଦ୍ଧାଞ୍ଜଳି ସଭା। କବି ପ୍ରମୋଦ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସ୍ମୃତିଚାରଣ ସଭାର ସଂଯୋଜକ କିଶନ ବରାଇ କବି […]
ଭୁବନେଶ୍ବର, ଜନତା ମଇଦାନରେ ଚାଲିଥିବା ରାଜ୍ୟସ୍ତରୀ ହସ୍ତଶିଳ୍ପ ପ୍ରଦର୍ଶନୀ ଆଜି ଉଦଯାପିତ ହୋଇଯାଇଛି। ଏହି ମେଳା ଗତ 7 ତାରିଖରୁ ଆରମ୍ଭ ହୋଇଥିଲା। ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ତରଫରୁ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଚଳିତ ବର୍ଷ ଏହି […]
ଭୁବନେଶ୍ୱର, ସ୍ଥାନୀୟ ଜନତା ମଇଦାନଠାରେ ଫେବୃଆରୀ ୭ରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ମେଳାରେ ଲୋକମାନଙ୍କ ଭିଡ଼ ଜମୁଛି। ମାଟି କଣ୍ଢେଇ ସହ ମାଟିରେ ତିଆରି ସାମଗ୍ରୀ ଏବଂ ସାଜସଜ୍ଜା ସାମଗ୍ରୀ ପ୍ରତି ଲୋକମାନେ ଅଧିକ ଆକୃଷ୍ଟ ହେଉଛନ୍ତି। ଓଡ଼ିଶା ସରକାରଙ୍କ […]
ଭୁବନେଶ୍ୱର, ଶାଢୀ ମଧ୍ୟରେ ପିତଳ ସୁତା ଶାଢୀ ଗ୍ରାହକ ମାନଙ୍କର ପ୍ରଥମ ପସନ୍ଦ। ପିତଳ ଶାଢୀର ଗଠନ ଓ ପରିପାଟୀ ଅତି କମନୀୟ। ଏହା ଆଧୁନିକ ପରିପାଟୀର ବସ୍ତ୍ର ରୂପେ ମହିଳମାନଙ୍କ ମଧ୍ୟରେ ଅତି ଆଦୃତ । ଏହି ଶାଢୀକୁ ଗଞ୍ଜାମ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିତ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଆୟୋଜିତ 16ତମ ଧଉଳି କଳିଙ୍ଗ ମହୋତ୍ସବ ଉଦ୍ଯାପନୀ ଉତ୍ସବରେ ପରିବେଷିତ […]
ଭୁବନେଶ୍ୱର, ଜଲିଉଡ଼ ଆୱାର୍ଡ଼ ଉତ୍ସବର ଆଜି ଥିଲା ତୃତୀୟ ସନ୍ଧ୍ୟା। ନୃତ୍ୟ, ଗୀତ, ଅଭିନେତା, ଅଭିନେତ୍ରୀମାନଙ୍କର ମନଛୁଆଁ ସଙ୍ଗୀତର ତାଳେ ତାଳେ ଗୀତଗୋବିନ୍ଦ ସଦନରେ ଚାଲିଥିବା ଚନ୍ଦନ ଆୱାର୍ଡ଼ ଉତ୍ସବରେ ଝୁମିଲେ ଦର୍ଶକ ମଣ୍ଡଳୀ। ଏକକ ଓ ଦଳଗତ ନୃତ୍ୟ, ଏକକ […]
ସୁବ୍ରତ ନାୟକ ଅନ୍ତାର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରୋନାଭାରସକୁ ନେଇ କରିଥିବା ବାଲୁକା କଳା ବର୍ତ୍ତମାନ ବିଶ୍ବ ସ୍ତରରେ ପ୍ରସଂଶିତ ହେବାରେ ଲାଗିଛି। ପୁରୀ ବେଳାଭୂମିରେ ସୁଦର୍ଶନ ଏକ ରଂଗୀନ ବାଲୁକା କଳା କରିଛନ୍ତି। ଏଥିରେ ସେ ଚୀନକୁ ଏହି […]