ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସହଧର୍ମିଣୀ ଡା. ପ୍ରିୟଙ୍କା ମାରାଣ୍ଡି ମଧ୍ୟ ଉପସ୍ଥିତ ଥିଲେ। ପୂଜା ମଣ୍ଡପ ବୁଲିବା ପାଇଁ ଯିବା […]
ବାସ୍ତୁ ଶାସ୍ତ୍ର: ହିନ୍ଦୁ ଧର୍ମରେ ନବରାତ୍ରୀ ପର୍ବ ସ୍ୱତନ୍ତ୍ର ବିବେଚନା କରାଯାଏ। ନବରାତ୍ରୀ ପର୍ବ ସମସ୍ତ ପ୍ରକାରର ତ୍ରୁଟି ଦୂର କରିବାରେ ସକ୍ଷମ ଅଟେ। ନବରାତ୍ରିରେ ପାଳନ କରାଯାଉଥିବା ଉପବାସ ମଧ୍ୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସହାୟକ ହୁଏ। ନବରାତ୍ରିରେ ୯ […]
କଟକ: ଆଜି ମା ଦୁର୍ଗାଙ୍କୁ ଶେଷରେ ବିଦାୟ ଦେଇଛନ୍ତି ଭକ୍ତଗଣ। ଦୀର୍ଘ ଦଶ ଦିନ ଧରି ଚାଲିଥିଲା ମାଙ୍କ ପୂଜା। ଦିନରାତି ଏକାକାର କରିଥିଲେ ପୂଜା ସମିତି କର୍ମକର୍ତ୍ତା ଆଉ ଭକ୍ତଗଣ। ସକାଳୁ ମାଆଙ୍କ ଆରତି ସହିତ ରାତି ପୂଜା ପର୍ଯ୍ୟନ୍ତ […]
ବାଣପୁର: ଦୀର୍ଘ ୧୭ ଦିନର ପାର୍ବଣ ପୂଜା ପରେ ଗତକାଲି ନିଶାର୍ଦ୍ଧରେ ଭଉଣୀମାନଙ୍କୁ ସ୍ଵମନ୍ଦିରକୁ ମେଲାଣୀ ଦେଇଛନ୍ତି ମା’ ଭଗବତୀ। ବର୍ଷର ବିଭିନ୍ନ ଋତୁରେ ସୂର୍ଯ୍ୟଙ୍କ ଗତି ଅନୁସାରେ ବିଭିନ୍ନ ଦିଗକୁ ଯାତ୍ରା କରି ଭଉଣୀମାନଙ୍କୁ ପାର୍ବଣଉତ୍ସବ ପାଇଁ ଆମନ୍ତ୍ରଣ କରିଥାନ୍ତି […]
ନୂଆଦିଲ୍ଲୀ, ଅସତ୍ୟ ଉପରେ ସତ୍ୟର ବିଜୟ। ଆଜି ସାରା ଦେଶରେ ବିଜୟ ଦଶମୀ ପାଳନ କରାଯାଉଛି। ଶାରଦୀୟ ନବରାତ୍ରୀର ସମାପ୍ତି ପରେ ଦଶହରା ପାଳନ କରାଯାଇ ଥାଏ। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଭଗବାନ ରାମ ଦଶହରା ଦିନ ରାବଣକୁ ହତ୍ୟା କରିଥିଲେ। […]
କଟକ: ଦୀର୍ଘ ଦୁଇବର୍ଷ ଧରି କରୋନା ପାଇଁ ମା ଦୁର୍ଗା ପୂଜା ଜାକଯକମରେ ହୋଇପାରି ନ ଥିଲା। ହେଲେ ଚଳିତ ବର୍ଷ ଏହି ପୂଦା ଦୁଇ ବର୍ଷ ପରେ ହେଉଥିବାରୁ ସାରା ଓଡିଶାରେ ଖେଳିଯାଇଛି ପୂଜାର ମହୋଲ। ତେବେ ଏହି ମାହୋଲ […]
କଟକ: ଆଜି ମା କଟକ ଚଣ୍ଡି ମା ଲକ୍ଷ୍ମୀଙ୍କ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ନବରାତ୍ର ପୂଜାରେ ମା କଟକ ଚଣ୍ଡି ପ୍ରତ୍ୟେକ ଦିନ ବିଭିିନ୍ନ ଦେବୀଙ୍କ ରୂପ ଧାରଣ କରିଥାନ୍ତି। ସେହି ଅନୁସାରେ ମା ମହାନବମୀରେ ମା ଲକ୍ଷ୍ମୀଙ୍କ ବେଶ […]
ଭୁବନେଶ୍ୱର: ଆଜି ପବିତ୍ର ମହାଷ୍ଟମୀରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଭୁବନେଶ୍ୱରର ୨୦ ରୁ ଉର୍ଦ୍ଧ୍ବ ଦୁର୍ଗାମଣ୍ଡପ ବୁଲି ଦୁର୍ଗା ମାଁ ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ଶ୍ରୀ ଯୁକ୍ତ ପଟ୍ଟନାୟକ ମାଁ ଦୁର୍ଗାଙ୍କ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଗଡଜାତ ମାଣିକ୍ୟ ଗଡ ର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା’ ମଣିକେଶ୍ଵରୀଙ୍କର ଛତର ବିଜୟ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମା’ ଭକ୍ତଙ୍କୁ ସିଧା ସଳଖ ଦର୍ଶନ ଦେବା ସହିତ […]
ନୂଆଦିଲ୍ଲୀ: ଶାରଦୀୟ ନବରାତ୍ରୀର ସପ୍ତମ ଦିନ ମା’ କାଳରାତ୍ରୀଙ୍କୁ ସମର୍ପିତ। ଦେବୀଙ୍କର ସପ୍ତମ ରୂପ ସଙ୍କଟରୁ ଉଦ୍ଧାର କରନ୍ତି। ଏହି ବର୍ଷ ମହାସପ୍ତମୀ ତିଥି ଅକ୍ଟୋବର ୨ ତାରିଖରେ ପଡୁଛି। ରାତିରେ ଦେବୀ କାଲରାତ୍ରୀଙ୍କୁ ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି […]
ଭୁବନେଶ୍ବର: ଏଥର ଦୁର୍ଗାପୂଜାଟି ପୁରା ବର୍ଷାରେ ଭିଜିବ ବୋଲି ଜଣାପଡିଛି। କାରଣ ଏହିପରି ଏକ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହି ଅନୁସାରେ ଷଷ୍ଠୀରେ ଉତ୍ତର ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ସପ୍ତମୀରେ ସମ୍ପୂର୍ଣ୍ଣ ଉପକୂଳରେ ବର୍ଷା […]
ନୂଆଦିଲ୍ଲୀ: ନବରାତ୍ରୀର ପର୍ବ ମା’ ଦୁର୍ଗାଙ୍କୁ ସମର୍ପିତ। ମା’ ଦୁର୍ଗାଙ୍କୁ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଏ। ମା’ ଦୁର୍ଗା ହେଉଛନ୍ତି ଦେବୀ ଯିଏ ସମସ୍ତଙ୍କ ଇଚ୍ଛା ପୂରଣ କରନ୍ତି। ଯଦି ନବରାତ୍ରି ସମୟରେ ଏହି ୫ ଟି ଜିନିଷ ସ୍ୱପ୍ନରେ […]
Duga Puja 2022 : ଏଥର ପୂଜାରେ ଏକ ଭିନ୍ନ କଥା ଦେଖିବାକୁ ମିଳିବ। ତାହା ହେଲା ମା ଦୁର୍ଗାଙ୍କ ଏଥର ପୂଜା ପୁରୋହିତ ନୁହଁନ୍ତି ମହିଳାମାନେ ପୂଜା କରିବେ। ସେଥିପାଇଁ ୪ ଜଣ ମହିଳା ପୁରୋହିତ ପୁରା ପ୍ରସ୍ତୁତ ହୋଇ […]
ସଂପଦ ଦଳାଇ ସାଧାରଣତଃ ପୂଜା ଋତୁ ଆସିଲେ ଦୁଇଟି ନୃତ୍ୟ ଶୈଳୀ ଆଖି ଆଗରେ ନାଚି ଉଠେ। ସେ ଦୁଇଟି ହେଲା “ଗରବା ନୃତ୍ୟ” ଏବଂ “ଦାଣ୍ଡିଆ ନୃତ୍ୟ”। ଏହି ଦୁଇ ନୃତ୍ୟ ଦୁର୍ଗା ବା ନବରାତ୍ର ସହିତ କାହିଁ କେଉଁ […]
ଭୁବନେଶ୍ବର: ଅଶ୍ୱିନ ମାସର ଅମାବାସ୍ୟା ଦିନ ସର୍ବପିତୃ ପିତୃ ଅମବାସ୍ୟା ଭାବେ ପାଳନ କରାଯାଏ। ଏହା ସହିତ ଏହାକୁ ମହାଳୟା ଅମାବାସ୍ୟା ମଧ୍ୟ କୁହାଯାଏ। ଏହିଦିନ ପୂର୍ବ ପୁରୁଷମାନଙ୍କୁ ଶ୍ରାଦ୍ଧ କରିବା ଏବଂ ରୀତିନୀତି ସହିତ ସେମାନଙ୍କୁ ବିଦାୟ ଦିଆଯାଇଥାଏ । […]
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଚାନକ ବାଣପୁର ଗସ୍ତରେ ଆସିଥିଲେ। ବାଣପୁର ପହଞ୍ଚି ଜିଲ୍ଲାପାଳ ପ୍ରଥମେ ଭଗବତୀ ମନ୍ଦିର ଯାଇ ମା’ ଙ୍କ ଦର୍ଶନ ଲାଭ କରିଥିଲେ। ସେଠାରେ ତାଙ୍କୁ ତହସିଲଦାର, ବିଡ଼ିଓ, […]
ବାଣପୁର: ଆଶ୍ଵିନ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ଓ ଦେବୀ କନକ ଦୂର୍ଗାଙ୍କ ସହସ୍ରକୁମ୍ଭାଭିଷେକ ହୋଇ ପାର୍ବଣର ଏହି ପ୍ରଥମାର୍ଦ୍ଧ ପୂଜା ଆରମ୍ଭ ହୋଇଥାଏ। ଏହା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିଥାଏ। ମହାଳୟା ଅମାବାସ୍ୟାର […]
ଦିବ୍ୟରଂଜନ ପରିଡା ଲୋକକଥା ଓ କିମ୍ବଦନ୍ତୀର ସହର ଆମ ବାଣପୁର। ଯେଉଁ ଭୂଖଣ୍ଡ ଉପରେ ଆମେ ଛିଡା ହେଇଛେ, କେତେ ଇତିହାସର କଥାସବୁ ତା ଭିତରେ ଲୁପ୍ତଭାବେ ସାଇତା ରହିଛି, ଆମେ କଳ୍ପନା ବି କରିପାରିବାନି। ଭାଲେରୀ, ଘଣ୍ଟଶିଳା, ସୋଲରୀ, ମାମୁଁଭଣଜା, […]
ସୀତାରାମ ଅଗ୍ରୱାଲ ବାଣପୁର: ପବିତ୍ର ମୁଳାଷ୍ଟମୀ ଶହସ୍ର କୁମ୍ଭବରଣ ଦେବୀ ଉତ୍ଥାପନ ଅଷ୍ଟମୀର ମାହେନ୍ଦ୍ର ବେଳାରେ ପର୍ବପୂଜକ ଓ ମନ୍ଦିର ପୁରୋହିତଙ୍କ ମଙ୍ଗଳାଚରଣ ମନ୍ତ୍ର ପଠନ, ନିଯୋଗୀ ସେବକଙ୍କ ଜୟ ଜୟକାର ଧ୍ଵନୀ, “ଉଠମା, ମଙ୍ଗଳମୟୀ, ଜଗତ ଜନନୀ, ସଂସାରର ମଙ୍ଗଳ […]
ଖୋର୍ଦ୍ଧା: ଆସନ୍ତା ଦୁର୍ଗା ପୂଜା, ରାବଣ ପୋଡି, ଗଜ ଲକ୍ଷୀ ପୂଜା ଏବଂ ଭସାଣି ଯେପରି ଖୋର୍ଦ୍ଧା ସହରରେ ଶାନ୍ତି ଶୃଙ୍ଖଳା ଭାବେ ସମ୍ପର୍ଣ୍ଣ ହେବ ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। […]