ନୂଆଦିଲ୍ଲୀ: ସାତଟି ପର୍ଯ୍ୟାୟରେ ହେବାକୁ ଥିବା ୨୦୨୪ ଲୋକସଭା ନିର୍ବାଚନ ଏହାର ଶେଷ ପର୍ଯ୍ୟାୟ ଦେଇ ଗତି କରୁଛି। ଏହାର ଫଳାଫଳ ଜୁନ୍ ୪ ତାରିଖରେ ଆସିବ। ଅବଶିଷ୍ଟ ଦୁଇଟି ପର୍ଯ୍ୟାୟର ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ଆସନ୍ତାକାଲି ଅନୁଷ୍ଠିତ ହେବ, […]
ଭୁବନେଶ୍ବର: ଆଜି ଓଡିଶା ପ୍ରଚାରରେ ଆସି ନବୀନ ସରକାରଙ୍କୁ ସମାଲୋଚନା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ ଓଡିଶାରେ ପହଞ୍ଚିବା ପରେ ପ୍ରଥମେ ବାଣପୁରର ପଲଟନ ପଡିଆରେ ଆୟୋଜିତ ସମାବେଶକୁ ଉଦବୋଧନ ଦେଇଥିଲେ। ସେ ପୁରୀ ଲୋକସଭା ପ୍ରାର୍ଥୀ […]
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶରେ ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବାକୁ ଆସୁଛନ୍ତି। ତାଙ୍କର ପ୍ରଥମ ସାଧାରଣ ସଭା ନାହନରେ ଏବଂ […]
ଭୁବନେଶ୍ବର: ଆଜି ହେଉଛି ଭୁବନେଶ୍ବର ଲୋକସଭା ପ୍ରଚାରର ଶେଷ ଦିନ। ଏହି ଶେଷ ଦିନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ରାଜନୀତି ଏକ ରୋଚକ ମୋଡ ନେଇଛି। ଖୋର୍ଦ୍ଧାର ବିଜେଡି ବିଧାୟକ ଜିତୁ ମିତ୍ର ଆଜି ବିଜେପିରେ ସାମିଲ ହୋଇଛନ୍ତି। ତାହା ପୁଣି […]
ଚିଲିକା (ସୀତାରାମ ଅଗ୍ରୱାଲ): ଆଜି ପୁରୀ ଲୋକସଭା କ୍ଷେତ୍ରର ଚ଼ିଲିକା ବିଧାନସଭା ସ୍ଥିତ ବାଣପୁର ଐତିହାସିକ ପଲଟଣ ପଡ଼ିଆରେ ଭାରତୀୟ ଜନତା ପାର୍ଟିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା […]
ଭୁବନେଶ୍ବର: ଆଜି ଶେଷ ହେଉଛି ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର। ସେଥିପାଇଁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପ୍ରଚାରକୁ ଜୋରଦାର କରିଛନ୍ତି। ସେ ଆଜି ଜଗତସିଂହପୁର ଲୋକସଭା ଅଧିନରେ ଥିବା ନିଆଳି ଓ ନିମାପଡାରେ ପ୍ରଚାର କରିଛନ୍ତି। ନିଆଳିର […]
ନୂଆଦିଲ୍ଲୀ: କିଛି ସମୟ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରୁଥିବା ଡକ୍ଟର ସୁବ୍ରମଣ୍ୟମ ସ୍ଵାମୀ ୨୦୨୪ ମସିହା ଲୋକସଭା ନିର୍ବାଚନ ଅଧୀନରେ ଦିଲ୍ଲୀରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ଭୋଟ୍ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ଭାରତୀୟ ଜନତା […]
ନୂଆଦିଲ୍ଲୀ: ଧର୍ମ ଆଧାରରେ ମୁସଲିମ ସଂରକ୍ଷଣକୁ ବିଜେପି ଶେଷ କରିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆମର ସମ୍ବିଧାନ ଧର୍ମ ଆଧାରରେ ସଂରକ୍ଷଣକୁ ସମର୍ଥନ କରେ ନାହିଁ। ସେ କଂଗ୍ରେସ ଏବଂ ସମାଜବାଦି ପାର୍ଟିକୁ କଡ଼ା ଟାର୍ଗେଟ କରି […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଲୋକସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, କେବଳ ବିଜେପି ୩୭୦ ଟି ଆସନ ପାଇବ ଏବଂ ଏନଡିଏ ସହିତ ଆମେ ୪୦୦ ରୁ […]
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଅଧୀନରେ ଦିଲ୍ଲୀରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ଭୋଟ୍ ପାଇଁ I.N.D.I.A ସହଯୋଗୀ ଦଳ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇଛନ୍ତି। ଏହି କ୍ରମରେ କଂଗ୍ରେସର ରାହୁଲ ଗାନ୍ଧୀ ଆଜି ଦିଲ୍ଲଶାଦ ଗାର୍ଡେନରେ ଉତ୍ତର ପୂର୍ବ ଦିଲ୍ଲୀ […]
ନୂଆଦିଲ୍ଲୀ: ମଇ ୨୫ ତାରିଖରେ ଷଷ୍ଠ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗରେ ପୁଣି ଥରେ ହିଂସା ଘଟିଛି। ରାଜ୍ୟର ନନ୍ଦିଗ୍ରାମରେ ବିଜେପି-ଟିଏମସି କର୍ମୀଙ୍କ ମଧ୍ୟରେ ହିଂସା ଖବର ଆସିଛି। ବୁଧବାର ରାତିରେ ନନ୍ଦିଗ୍ରାମରେ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀଙ୍କ ଦ୍ୱାରା ଦଳୀୟ […]
ଭୁବନେଶ୍ବର: ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀ। ତାଙ୍କୁ ଦଳ ଟିକେଟ ନ ଦେବାରୁ ସେ ଅସନ୍ତୁଷ୍ଠ ହୋଇଥିଲେ। ତେବେ ତତକାଳ ସେ କିଛି ନିଷ୍ପତି ନେଇ ନ ଥିଲେ। ହେଲେ ଗତକାଲି ସେ ଦଳରୁ ଇସ୍ତଫା […]
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ପୁଣି ଥରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଘୋର ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ କିଛି ବି କହିପାରିବେ। ଯେଉଁ କଂଗ୍ରେସ ବିଜେପି ହଟାଇ ପାରିବ […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ଆମେରିକାର ରାଜନୈତିକ ବିଶେଷଜ୍ଞ ଇଆନ୍ ବ୍ରେମର୍ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ୩୦୫ ଟି ଆସନ ପାଇବ। ୧୦ ଟି ସିଟ୍ କମ ବେଶୀ ହେବାର ସମ୍ଭାବନା ଅଛି। ଆମେରିକାର […]
ଭୁବନେଶ୍ବର: ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭଵନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ମୁଖପାତ୍ର ଡ଼ଃ ଅମର ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି ବିଜେଡିର ନିର୍ବାଚନୀ ଇସ୍ତାହାରରେ ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ […]
ଭୁବନେଶ୍ୱର: ବଲିଉଡ ତଥା ଓଡିଶାର ପ୍ରତିଷ୍ଠିତ ଫିଲ୍ମ ଅଭିନେତ୍ରୀ ଓ ମଡେଲ ସ୍ୱପ୍ନା ପତି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସ୍ୱପ୍ନା ପତିଙ୍କୁ ଡକ୍ଟର […]
ଭୁବନେଶ୍ବର: ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୋଧରେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି। ଇଂରାଜୀ ଓ ଓଡ଼ିଆ ଅଗ୍ରଣୀ ଖବରକାଗଜରେ ପୂରାପୃଷ୍ଠା ବିଜ୍ଞାପନ ପ୍ରସଙ୍ଗରେ ଅଭିଯୋଗ କରିଛି ବିଜେଡି। ଏହି ବିଜ୍ଞାପନରେ ସମ୍ବିତଙ୍କ […]
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଅର୍ଥାତ ମେ ୨୫ ତାରିଖରେ ଦିଲ୍ଲୀର ସାତୋଟି ଆସନରେ ମତଦାନ ଅନୁଷ୍ଠିତ ହେବ। ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଦାବି କରିଛନ୍ତି। ଆମ୍ ଆଦମୀ ପାର୍ଟିର ସଂଯୋଜକ କେଜ୍ରିୱାଲ […]
ଭୁବନେଶ୍ବର: ଆଜି ବିଜେଡି ତରଫରୁ ଖୋର୍ଦ୍ଧାର ହାବେଳି ପଡିଆରେ ଆୟୋଜିତ ହୋଇଥିଲା ବିରାଟ ଜନସମାବେଶ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି ନିବେଦନ କରିଥିଲେ। ତେବେ ଏହି […]
ନୂଆଦିଲ୍ଲୀ: ଭୋଜପୁରୀ ପାୱାରଷ୍ଟାର ପୱନ ସିଂଙ୍କୁ ବିଜେପି ଦଳରୁ ବହିଷ୍କାର କରାଯାଇଛି। ରାଜ୍ୟ ମୁଖ୍ୟାଳୟ ପ୍ରଭାରୀ ଅରବିନ୍ଦ ଶର୍ମା ଦେଇଥିବା ଚିଠିରେ କୁହାଯାଇଛି ଯେ, ଆପଣ ଲୋକସଭା ନିର୍ବାଚନରେ ଏନଡିଏର ପ୍ରାଧିକୃତ ପ୍ରାର୍ଥୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆପଣଙ୍କର ଏହି କାମ […]
ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରେ ଜଣେ ଧନୀ ବ୍ୟକ୍ତି ଦୁଇ ଜଣ ବାଇକ୍ ଆରୋହୀଙ୍କୁ ତାଙ୍କ ପୋର୍ସେ କାରରେ ଚଢାଇ ମାରିଦେଇଛନ୍ତି। ଏହି ଦୁର୍ଘଟଣାରେ ଉଭୟଙ୍କର ମୃତ୍ୟୁ ହୋଇଛି। ଯଦିଓ ପୋଲିସ ରଇସଜାଦେଙ୍କୁ ଗିରଫ କରିଥିଲା, କିନ୍ତୁ ତାଙ୍କୁ କିଛି ସମୟ ମଧ୍ୟରେ […]