Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମହାରାଷ୍ଟ୍ରରେ ପୁଣିଥରେ ବିଜେପି+ ସରକାର, ଝାଡ଼ଖଣ୍ଡରେ କଡା ଟକ୍କର, ଦେଖନ୍ତୁ ସମସ୍ତ EXIT POLLS ର ଫଳାଫଳ
ଜାତୀୟ ଖବର

ମହାରାଷ୍ଟ୍ରରେ ପୁଣିଥରେ ବିଜେପି+ ସରକାର, ଝାଡ଼ଖଣ୍ଡରେ କଡା ଟକ୍କର, ଦେଖନ୍ତୁ ସମସ୍ତ EXIT POLLS ର ଫଳାଫଳ

November 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପି କଂଗ୍ରେସ
ବିଧାନସଭା ନିର୍ବାଚନ ପାଇଁ ବିଜେପିକୁ ୧୪୦୦ କୋଟି ଦାନ!: ଜାଣନ୍ତୁ କଂଗ୍ରେସକୁ ମିଳିଲା କେତେ?

ନୂଆଦିଲ୍ଲୀ: ମହାରାଷ୍ଟ୍ରର 288 ଟି ସିଟ୍ ଏବଂ ଝାଡ଼ଖଣ୍ଡର 81 ଟି ସିଟ୍ (ଦୁଇଟି ପର୍ଯ୍ୟାୟ) ରେ ଭୋଟ୍ ଶେଷ ହୋଇଛି। ନଭେମ୍ବର 23 ତାରିଖରେ ଫଳାଫଳ ଆସିବ। କିନ୍ତୁ ଏହାପୂର୍ବରୁ ସମସ୍ତ ଏକଜିଟ୍ ପୋଲର ଫଳାଫଳ ସାମ୍ନାକୁ ଆସିଛି। ମହାରାଷ୍ଟ୍ର ପାଇଁ ଏପର୍ଯ୍ୟନ୍ତ 8 ଟି ଏକଜିଟ୍ ପୋଲ୍ ହୋଇଛି। ଅଧିକାଂଶ ଏକଜିଟ୍ ପୋଲରେ ବିଜେପି ର ମହାୟୁତୀ ସରକାର ଗଠନ ହେବାର ପୂର୍ବାନୁମାନ କରାଯାଇଛି। କେବଳ ଗୋଟିଏ ଏକଜିଟ୍ ପୋଲ୍ ଦର୍ଶାଇଛି ଯେ, ମହାରାଷ୍ଟ୍ରରେ MVA ସଂଖ୍ୟାଗରିଷ୍ଠତା ହାସଲ କରୁଛି। ଅନ୍ୟପକ୍ଷରେ ଝାଡ଼ଖଣ୍ଡ ପାଇଁ ଏକଜିଟ୍ ପୋଲର ଫଳାଫଳ ଆସିଛି। ଏଥିମଧ୍ୟରୁ ଏନଡିଏ ସରକାର ଗଠନ ହେଉଥିବା ଜଣାପଡିଛି। ଝାଡ଼ଡଖଣ୍ଡ ପାଇଁ କେବଳ ଆକ୍ସିସ ମାଇ ଇଣ୍ଡିଆ ଏହାର ଏକଜିଟ୍ ପୋଲରେ INDIA ମେଣ୍ଟ ସଂଖ୍ୟାଗରିଷ୍ଠତା ଦେଖାଇଛି।

ମହାରାଷ୍ଟ୍ର ପାଇଁ ଏକଜିଟ୍ ପୋଲ୍: (ମୋଟ ଆସନ 288)

ମ୍ୟାଟ୍ରିଜ:

– ବିଜେପି+ = 150 ରୁ 170
– କଂଗ୍ରେସ += 110-130
– ଅନ୍ୟାନ୍ୟ = 8 ରୁ 10 ଟି ଆସନ ଜିତିବେ ବୋଲି ପୂର୍ବାନୁମାନ କରିଛି।

ନ୍ୟୁଜ୍ 24-ଚାଣକ୍ୟ:

– ବିଜେପି+ = 152-160
– କଂଗ୍ରେସ+= 130-138
– ଅନ୍ୟାନ୍ୟ = 6 ରୁ 8 ଟି ଆସନ ଜିତିବେ ବୋଲି ପୂର୍ବାନୁମାନ କରିଛି।

P- ମାର୍କ:

– ବିଜେପି+ = 137-157
– କଂଗ୍ରେସ+= 126-146 ଟି ଆସନ ଜିତିବ ବୋଲି ପୂର୍ବାନୁମାନ କରିଛି।

ଦୈନିକ ଭାସ୍କର:

– ବିଜେପି+ = 125- 140
– କଂଗ୍ରେସ+= 135- 150 ଟି ଆସନ ଜିତିବେ ବୋଲି ପୂର୍ବାନୁମାନ କରିଛି।

ଲୋକାଶାହି-ମରାଠୀ ରୁଦ୍ର:

– ବିଜେପି+ = 128- 142
– କଂଗ୍ରେସ+= 125- 140
– ଅନ୍ୟାନ୍ୟ = 18- 23 ଟି ଆସନ ଜିତିବେ ବୋଲି ପୂର୍ବାନୁମାନ କରିଛି।

ପୋଲ ଡାଏରୀ:

– ବିଜେପି+ = 122-186
– କଂଗ୍ରେସ+= 69-89 ଟି ଆସନ ଜିତିବ ବୋଲି ପୂର୍ବାନୁମାନ କରିଛି।

ଇଲକଟୋରାଲ ଏଜ:

– ବିଜେପି+ = 118
– କଂଗ୍ରେସ+= 150 ଟି ଆସନ ଜିତିବ ବୋଲି ପୂର୍ବାନୁମାନ କରିଛି।

ରିପବ୍ଲିକ:

– ବିଜେପି+ = 126- 146
– କଂଗ୍ରେସ+= 137- 157 ଟି ଆସନ ଜିତିବ ବୋଲି ପୂର୍ବାନୁମାନ କରିଛି।

ଏନଡିଟିଭି:

– ବିଜେପି+ = 153
– କଂଗ୍ରେସ+= 124
– ଅନ୍ୟାନ୍ୟ = 11 ଟି ଆସନ ଜିତିବେ ବୋଲି ପୂର୍ବାନୁମାନ କରିଛି।

ଝାଡଖଣ୍ଡ ଏକଜିଟ୍ ପୋଲ୍ ଫଳାଫଳ: (ମୋଟ ଆସନ 81)

ଆକ୍ସିସ ମାଇ ଇଣ୍ଡିଆ:

– ଏନଡିଏ= 25
– INDIA= 53

Times Now-JVC:

– ଏନଡିଏ= 40-44 ସିଟ୍
– INDIA= 30- 40 ସିଟ୍
– ଅନ୍ୟ= 1-1 ସିଟ୍

ଚାଣକ୍ୟ:

– ଏନଡିଏ= 45- 50 ସିଟ୍
– INDIA= 35- 38 ସିଟ୍
– ଅନ୍ୟାନ୍ୟ= 3-5 ସିଟ୍

ପିପୁଲ୍ସ ପଲ୍ସ:

– ଏନଡିଏ= 44-53 ସିଟ୍
– INDIA= 25- 37 ସିଟ୍

ଦୈନିକ ଭାସ୍କର:

– ଏନଡିଏ= 37-40 ସିଟ୍
– INDIA= 36-39 ସିଟ୍

NDTV:

– ଏନଡିଏ= 46 ସିଟ୍
– INDIA= 32 ସିଟ୍
– ଅନ୍ୟାନ୍ୟ= 3 ଟି ସିଟ୍ ପାଇବେ ବୋଲି ପୂର୍ବାନୁମାନ କରାଯାଇଛି।

election 2024 exit poll india jharakhand maharstra NDA
Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୧୮ରେ ହକି ଇଣ୍ଡିଆର ଜରୁରୀ ବୈଠକ

September 16, 2026

ଟ୍ରେନ୍ ଧକ୍କାରେ ଭାରତୀୟ ବଂଶୋଦ୍ଭବ ଯୁବତୀ ଓ ନେପାଳୀ ପୁରୁଷ ବନ୍ଧୁଙ୍କ ମୃତ୍ୟୁ

September 16, 2026

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ: ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ଜେନ୍-ଜି’ କାର୍ଯ୍ୟକ୍ରମ ‘ଛାତ୍ର କି ଗୁଞ୍ଜ’

September 16, 2026

ଚାରିଟି ଗତି ଶକ୍ତି କାର୍ଗୋ ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ କେନ୍ଦ୍ର ରେଳମନ୍ତ୍ରୀ

September 16, 2026
Latest News

ସାହି ବିବାଦରୁ ରକ୍ତପାତ: ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

September 16, 2026

ଫେଷ୍ଟିଭାଲ୍‌ରେ ଲାଉଡ୍ ସାଉଣ୍ଡ! କାନ ସହ ହୃଦୟ ଉପରେ ବି ପଡ଼ିପାରେ ପ୍ରଭାବ

September 16, 2026

ବ୍ରିକ-ଆଇଏଲ୍‌ଏସ୍‌ ପରିଦର୍ଶନ କଲେ ଚଣ୍ଡିଗଡ଼ ଗଣଧ୍ୟାମ ପ୍ରତିନିଧି ଦଳ

September 16, 2026

ସେପ୍ଟେମ୍ବର ୧୮ରେ ହକି ଇଣ୍ଡିଆର ଜରୁରୀ ବୈଠକ

September 16, 2026

ଟ୍ରେନ୍ ଧକ୍କାରେ ଭାରତୀୟ ବଂଶୋଦ୍ଭବ ଯୁବତୀ ଓ ନେପାଳୀ ପୁରୁଷ ବନ୍ଧୁଙ୍କ ମୃତ୍ୟୁ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.