ଭୁବନେଶ୍ବର: ଆଜି ଅପରାହ୍ନରେ ଓଡିଶା ରାଜନୀତିରେ ଏକ ହୁଲୁସ୍ତୁଲ ହେବାର ସମ୍ଭାବନା ଦେଖାଦେଇଛି। କାରଣ ଆଜି ଦିଲ୍ଲୀ ଯିବା ପାଇଁ ଓଡିଶା ବିଜେପି ନେତାଙ୍କୁ ଡକରା ଆସିଛି। ଅପରାହ୍ନ ସୁଦ୍ଧା ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆଜି ଅପରାହ୍ନରେ ବିଜେଡି […]
ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକିଥିବା ବେଳେ ଏବେ ଠାରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିସାରିଲାଣି। କିଭଳି କେଉଁ ଠାରେ କିଛି ତ୍ରୁଟି ରହିବ ନାହିଁ, ତାହାକୁ ପ୍ରଶାସନ ଗୋଟି ଗୋଟି […]
ଭୁବନେଶ୍ୱର: ଜନ୍ମ ଜୟନ୍ତୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଉପାଧି ଦିଆଗଲା, ଏ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ ପୂର୍ବରୁ ଘୋଷଣା କରିବେ ବୋଲି ସାରାରାଜ୍ୟରେ ଆଲୋଚନା ହେଉଥିଲା। ଏହି ଆଲୋଚନା କିନ୍ତୁ ଆଲୋଚନାରେ ରହିଗଲା। […]
ଭୁବନେଶ୍ବର: ଗତକାଲି ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବୋଧିତ କରିବା ବେଳେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି କହିଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ଖୋଦ ପ୍ରଧାନମନ୍ତ୍ରୀ ନବୀନଙ୍କୁ ଏପରି […]
ନୂଆଦିଲ୍ଲୀ: ୨୦୨୪ ନିର୍ବାଚନରେ ୪୦୦ ଅତିକ୍ରମ କରିବାର ସ୍ଲୋଗାନ ସହିତ ଉତ୍ତର ପ୍ରଦେଶ ବିଜେପିର ମୁଖ୍ୟ ଲକ୍ଷ୍ୟ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଆଜି ଯୋଗୀ କ୍ୟାବିନେଟକୁ ସମ୍ପ୍ରସାରିତ କରାଯାଇଛି। ଅନ୍ୟ ଅର୍ଥରେ, ଏହି ବିସ୍ତାର ମାଧ୍ୟମରେ ରାଜ୍ୟର ସମସ୍ତ […]
ଭୁବନେଶ୍ବର: ଖୁବ ଶିଘ୍ର କାଦମ୍ବିନୀ ପତ୍ରିକାର ସଂପାଦିକା ତଥା ସୁଲେଖିକା ଡ. ଇତିରାଣୀ ସାମନ୍ତ ରାଜନୀତିରେ ପାଦ ଦେବେ। ସେ ବିଜେଡିରେ ସାମିଲି ହେବେ ବୋଲି ଏକ ବିଶେଷ ସୁତ୍ରରୁ ଜଣାପଡିଛି। ତାଙ୍କ ଭାଇ ଡ ଅଚ୍ୟୁତ ସାମନ୍ତ ବର୍ତ୍ତମାନ ବିଜେଡିର […]
ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡିଶା ଗସ୍ତରେ ଆସି ୧୯,୬୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପଗୁଡିକ ଓଡିଶାର ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେରେ ପାଇଁ ଦେଶବାସୀଙ୍କୁ ଉତ୍ସର୍ଗ କରିଛନ୍ତି। […]
ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତ ଶେଷ କରି ଫେରିଯାଇଛନ୍ତି। ସେ ଓଡିଶା ଆସିଲେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିବେ ବୋଲି ଓଡିଶା ନେତାମାନେ ଯେଉଁ ଆଶା ରଖିଥିଲେ ତାହା ଧୂଳିସାତ ହୋଇଛି। ପୁଣିଥରେ ହତାସ ହୋଇଛନ୍ତି […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗିରକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଚଳିତ ବର୍ଷର ଦଶମ ପର୍ଯ୍ୟାୟ ଟ୍ରେନ୍ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଚଳିତ ବର୍ଷର ଦଶମ ପର୍ଯ୍ୟାୟରେ ବାଲେଶ୍ୱର, ଭଦ୍ରକ, କେଉଁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲର ବରିଷ୍ଠ […]
ଭୁବନେଶ୍ୱର: କଟକ ଜିଲ୍ଲାର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଧାନସଭାକୁ ବାଗ୍ମୀ ରାଜନତାମାନେ ନିର୍ବାଚିତ କରୁଥିବାର ଏକ ଅନନ୍ୟ ରେକର୍ଡ ଥିଲା। ସେଠାରୁ କଂଗ୍ରେସର ସେକ୍ ମତଲୁବ ଅଲ୍ଲୀ ଓ ଜନତା ଦଳ, ପରେ ବିଜେଡି ପକ୍ଷରୁ ଶରତ କର ବିଧାନସଭାକୁ ନିର୍ବାଚିତ […]
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମାଦି ଆଜି ଅପରାହ୍ନ ୨ଟା ୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ। ସେଠାରୁ ହେଲିକପ୍ଟର ଯୋଗେ ସିଧା ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ। ଅପରାହ୍ନ ୩ଟା ୧୫ରେ ଲୋକାର୍ପଣ ଓ ଶିଳାନ୍ୟାସର ସରକାରୀ କାର୍ଯ୍ୟକ୍ରମରେ ଯୋଗ […]
ନୂଆଦିଲ୍ଲୀ:ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏକ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବା ପରେ ହେଲିକାପ୍ଟରରେ ଚଣ୍ଡିଖୋଲ ଯିବେ। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପ୍ରଧାନମନ୍ତ୍ରୀ ସେଠାରେ ୧୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର […]
ନୂଆଦିଲ୍ଲୀ: କଂଗ୍ରେସ ଭିତରେ ବିଦ୍ରୋହ ଓ ଅସନ୍ତୋଷ ଦେଖାଦେବା ନୂଆ କଥା ନୁହେଁ। ଗତ କିଛିବର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ବିଦ୍ରୋହୀ ସ୍ୱର ଉଭା ହୋଇଛି। କେତେକ ରାଜ୍ୟରେ ଦଳ ଏହାକୁ ଦମନ କରିବାରେ ସଫଳ ହୋଇଥିବାବେଳେ ଅନେକ […]
ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବିଧାନସଭା ଆସନ ସବୁବେଳେ ଚର୍ଚ୍ଚାର କେନ୍ଦ୍ରରେ ରହିଛି। ଏହି ଆସନରୁ ନିଶାମଣି ଖୁଣ୍ଟିଆ, ପ୍ରତାପ ଚନ୍ଦ୍ର ମହାନ୍ତି ଓ ବସନ୍ତ କୁମାର ବିଶ୍ୱାଳଙ୍କ ଭଳି ନେତାମାନେ ବିଧାନସଭାକୁ ବାରମ୍ବାର ନିର୍ବାଚିତ ହୋଇ ସବୁବେଳେ ରାଜନୀତିକ ଚର୍ଚ୍ଚାରେ […]
ଭୁବନେଶ୍ବର: ଆସନ୍ତାକାଲି ପୁଣି ଥରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି। ଗତ ଫେବୃୟାରୀରେ ସେ ସମ୍ବଲପୁର ଆସିଥିଲେ। ସେଠାରେ ସରକାରୀ କାର୍ଯ୍ୟକ୍ରମ ସହିତ ଦଳିୟ କାର୍ଯ୍ୟକ୍ରମ ମଧ୍ୟ ଥିଲା। ହେଲେ ସେତେବେଳେ ସେ ନବୀନ ସରକାରଙ୍କ ବିରୋଧରେ ପଦେ ହେଲେ […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଗୁଜୁରାଟରେ କଂଗ୍ରେସକୁ ଝଟକା ଲାଗିଛି। ରାଜ୍ୟ କଂଗ୍ରେସର ପୂର୍ବତନ ସଭାପତି ତଥା ବରିଷ୍ଠ ନେତା ଅର୍ଜୁନ ମୋଢୱାଡିଆ ଦଳରୁ ଇସ୍ତଫା ଦେଇଛନ୍ତି। ସେ ପୋରବନ୍ଦରରୁ ଜଣେ ବିଧାୟକ। ଏବଂ ବିଧାନସଭାରେ ବିରୋଧୀ ଦଳର ନେତା ରହିଆସିଛନ୍ତି। […]
ଭୁବନେଶ୍ବର: ବିଜେଡି ଏଥର ଭୁବନେଶ୍ବରରେ ଥିବା ତିନି ଆସନରେ ଏକ ନୂଆ ସମୀକରଣ କରିବ। ତାହା ହେଲା ଏହି ତିନି ଆସନରୁ ଗୋଟିଏରେ ଦଳ ମହିଳା ପ୍ରାର୍ଥୀ ଦେବ ବୋଲି ନିଷ୍ପତି କରିଛି। ବର୍ତ୍ତମାନ ଭୁବନେଶ୍ବର ମେୟର ମହିଳା ରହିଛନ୍ତି। ସେହିପରି […]
ଭୁବନେଶ୍ବର: ରାଜ୍ୟର ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ଉର୍ଦ୍ଦୁ ଶିକ୍ଷକ ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଉର୍ଦ୍ଦୁ ସମ୍ବଳ ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ୭,୪୦୦ ଟଙ୍କାରୁ […]
ଭୁବନେଶ୍ୱର: ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନରେଶ ଚନ୍ଦ୍ର ମହାନ୍ତିଙ୍କ ସହ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକର ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖ ଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ମାଣ ଶ୍ରମିକ ମାନଙ୍କ ପେନ୍ସନ ବୃଦ୍ଧି ସଂପର୍କରେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ହୋଇଥିବା ନିର୍ମାଣ […]
ଭୁବନେଶ୍ବର: ଏକ ଅନିଶ୍ଚିତତା ଭିତରେ ରହିଛି ବିଜେଡି ସରକାରର ଛଅ ମନ୍ତ୍ରୀଙ୍କ ଭାଗ୍ୟ। ସେମାନଙ୍କ ଏଥର ସୁପ୍ରିମ ଟିକେଟ ଦେବେ କି ନାହିଁ ସେ ନେଇ କୌଣସି ଶୁଭ ସଙ୍କେତ ଦେଖାଯାଉ ନାହିଁ। ଏପରିକି ଏହି ଛଅଜଣ ବିଧାୟକ ତାଙ୍କ ଟିକେଟକୁ […]