ଭୁବନେଶ୍ବର: ଘୋଷଣା ହେଲା ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତି ନିଆଯାଇଛି। ସେହି ଅନୁସାରେ ମୋହନ ମାଝୀ ହେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ। ଏ ନେଇ କେନ୍ଦ୍ରୀୟ […]
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ:- କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ମନ୍ତ୍ରଣାଳୟ; ଆଣବିକ ଶକ୍ତି ବିଭାଗ; ମହାକାଶ ବିଭାଗ; ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତିଗତ ପ୍ରସଙ୍ଗ; ଏବଂ ଅନ୍ୟ ସମସ୍ତ ବିଭାଗ ଯାହା କୌଣସି ମନ୍ତ୍ରୀଙ୍କୁ ଦିଆଯାଇନାହିଁ। କ୍ୟାବିନେଟ ମନ୍ତ୍ରୀ […]
ନୂଆଦିଲ୍ଲୀ: ୭ ଟି ରାଜ୍ୟର ୧୩ ଟି ବିଧାନସଭା ଆସନରେ ଉପ-ନିର୍ବାଚନ ହେବ। ବିହାର, ବଙ୍ଗଳା, ସାଂସଦ ସମେତ ୭ ଟି ରାଜ୍ୟର ୧୩ ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ହେବ। ତେବେ ଏନେଇ ନିର୍ବାଚନ ଆୟୋଗ ତାରିଖ ଘୋଷଣା […]
ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡିର ବଡ ବିପର୍ଯ୍ୟୟ ପରେ ବର୍ତ୍ତମାନ ଅନେକ ଦଳର ମଙ୍ଗ ଧରିଥିବା କାର୍ତ୍ତିକ ପାଣ୍ଡିଆନଙ୍କୁ ଦୋଷ ଦେଉଛନ୍ତି। ତାଙ୍କ ଯୋଗୁଁ ବିଜେଡିର ଏପରି ପରାଜୟ ହେଲା ବୋଲି ସମସ୍ତେ କହିବାରେ ଲାଗିଛନ୍ତି। ତେବେ ଏସବୁ ଶୁଣିବା ପରେ […]
ଭୁବନେଶ୍ବର: ନିର୍ବାଚନ ଶେଷ ହେବା ପରେ ବର୍ତ୍ତମାନ ବରିଷ୍ଠ ଆଇପିଏସ ଡି ଏସ କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟିଛି। ତାଙ୍କୁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବା ପାଇଁ କୁହାଯାଇଛି। କୁଟ୍ଟେଙ୍କ ବିରୋଧରେ ବିଜେପି ଦଳ ପାଇଁ କାମ କରୁଛନ୍ତି ବୋଲି […]
ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ। ଆସନ୍ତା ୯ ତାରିଖ ରବିବାର ସଂଧ୍ୟା ୭ ଟା ୧୫ ମିନିଟରେ ସେ ଶପଥ ନେବେ। ଆଜି ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି […]
ଭୁବନେଶ୍ବର: ମାସେ କିମ୍ବା ଦୁଇ ମାସ ନୁହେଁ। ଏକାଥରେ ୬ ମାସ ପାଇଁ ଛୁଟିରେ ଗଲେ ବହୁ ଚର୍ଚ୍ଚିତ କାର୍ତ୍ତିକ ପାଣ୍ଡିଆନଙ୍କ ଆଇଏଏସ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ। ସେ ପୁରା ନଭେମ୍ବର ୨୬ ତରିଖ ଯାଏଁ ଛୁଟିରେ ଗଲେ। ଛୁଟି ନେବା […]
ଭୁବନେଶ୍ବର: ନିର୍ବାଚନ ପରେ ପରେ ପ୍ରଦେଶ କଂଗ୍ରେସ ତାହାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଆଜି ଦଳର ଟାଣୁଆ ନେତା ତଥା କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କୁ ଦଳ ବହିସ୍କାର କରିଛି। ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ନିମନ୍ତେ 6 ବର୍ଷ […]
ନୂଆଦିଲ୍ଲୀ: ମୋଦୀ ସରକାର ୨.o ସମୟରେ ଦେଶରେ ସେନା ସମ୍ବନ୍ଧୀୟ ଏକ ନୂତନ ଯୋଜନା ଅଣାଯାଇଥିଲା। ଏହି ଯୋଜନାର ନାମ ଅଗ୍ନିବୀର୍ ରଖାଗଲା। ଏହି ଯୋଜନା ଅଧୀନରେ ସେନାରେ ଯୋଗ ଦେଇଥିବା ସୈନିକମାନଙ୍କୁ ‘ଅଗ୍ନିବୀର୍’ କୁହାଯାଉଥିଲା। ତେବେ ଦିଲ୍ଲୀରୁ ମହାରାଷ୍ଟ୍ର ଏବଂ […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଗଣତନ୍ତ୍ରରେ ମଧ୍ୟପ୍ରଦେଶର ପାଞ୍ଚ ଲକ୍ଷରୁ ଅଧିକ ଭୋଟର ନୋଟାକୁ ଭୋଟ୍ ଦେଇଛନ୍ତି, ଯାହାକି ବିଜେପି-କଂଗ୍ରେସ କିମ୍ବା ଅନ୍ୟ କୌଣସି ଦଳ କିମ୍ବା ସ୍ଵାଧୀନ ପ୍ରାର୍ଥୀ ଉପରେ ଭରସା ପ୍ରକାଶ କରି ନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି […]
ଭୁବନେଶ୍ବର: ଗୁରୁବାର ଦିନ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ହାରିଯାଇଥିବା ପ୍ରାର୍ଥୀମାନଙ୍କର ବୈଠକ କରିଥିଲେ। ନବୀନ ନିବାସରେ ଆୟୋଜିତ ଏହି ବୈଠକରେ ନବୀନ ପରାଜୟର ସମୀକ୍ଷା କରିଥିଲେ। ସେମାନଙ୍କୁ ଆହୁରି ଅଧିକ କାମ କରିବା ପାଇଁ ନବୀନ ପରାମର୍ଶ […]
ନୂଆଦିଲ୍ଲୀ: ଉଦ୍ଧବ ଠାକରେ ବିଜେପି ସହ ମେଣ୍ଟ କରିବାକୁ ଚିନ୍ତା କରିପାରନ୍ତି ବୋଲି ସମସ୍ତ କଳ୍ପନାଜଳ୍ପନାକୁ ଶିବସେନା (ୟୁବିଟି) ପ୍ରତ୍ୟାଖ୍ୟାନ କରିଛି। ଶିବସେନା (ୟୁବିଟି) ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ, ବିଜେପି ସହ ଜଡିତ ସାମ୍ବାଦିକମାନଙ୍କର କେବଳ ଗୋଟିଏ […]
ନୂଆଦିଲ୍ଲୀ: ମହାରାଷ୍ଟ୍ରର ସାଙ୍ଗଲିରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ଜିତିବା ପରେ ବିଶାଲ ପାଟିଲ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟି ସମର୍ଥନ ଦେଇଛନ୍ତି। ସାଙ୍ଗଲିର ନବ ନିର୍ବାଚିତ ସାଂସଦ ବିଶାଲ ପାଟିଲଙ୍କ ସମର୍ଥନକୁ କଂଗ୍ରେସର ଜାତୀୟ ସଭାପତି ସ୍ୱାଗତ କରିଛନ୍ତି। […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଶେଷ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କୁ ଷ୍ଟକ ମାର୍କେଟକୁ ନେଇ କଡ଼ା ଟାର୍ଗେଟ କରିଛନ୍ତି। ଜୁନ୍ ୧ ତାରିଖରେ ଲୋକସଭା ନିର୍ବାଚନର ଏକଜିଟ୍ ପୋଲ୍ ପ୍ରକାଶ ପାଇବା […]
ଭୁବନେଶ୍ବର: ବିଜେଡିର ବଡ ବିପର୍ଯ୍ୟୟ ପରେ ଶେଷରେ ମୁହଁ ଖୋଲିଛନ୍ତି ଭି କେ ପାଣ୍ଡିଆନ। ବିଭିନ୍ନ ମହଲରେ ସେ କୁଆଡେ ଗଲେ କଣ କରୁଛନ୍ତି ପ୍ରଭୃତି ଆଶଙ୍କା ସୃଷ୍ଟି ହୋଇଛି। ଚଳିତ ନିର୍ବାଚନରେ ସେ ହିଁ ବିଜେଡିର ମଙ୍ଗ ଧରିଥିଲେ। ହେଲେ […]
ନୂଆଦିଲ୍ଲୀ: ଭାରତର ଅଷ୍ଟାଦଶ ସାଧାରଣ ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟର ବିକୁଳ ବିଜୟରେ ଭୁଟାନ ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବ୍ଗେ ଟେଲିଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଅଭିନନ୍ଦନ ଜଣାଇଛନ୍ତି। ଭୁଟାନ ପ୍ରଧାନମନ୍ତ୍ରୀ ଶ୍ରୀ ତୋବ୍ଗେ ଗତ ଏକ ଦଶନ୍ଧି ମଧ୍ୟରେ […]
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ପରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପୁଣି ଥରେ କେନ୍ଦ୍ରରେ ଏନଡିଏ ସରକାର ଗଠନ ହେବାକୁ ଯାଉଛି। ଜୁନ୍ ୮ କିମ୍ବା ୯ ତାରିଖରେ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପରେ ଏନଡିଏରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏବଂ ନୀତୀଶ କୁମାରଙ୍କ ଜେଡିୟୁ ର ଗୁରୁତ୍ୱ ବଢିଛି। ଏହି କାରଣରୁ ବର୍ତ୍ତମାନ ଉଭୟ ପକ୍ଷରୁ ପ୍ରମୁଖ ମନ୍ତ୍ରଣାଳୟର ଦାବି କରାଯାଉଛି। ଟିଡିପି ସୂତ୍ରରୁ ପ୍ରକାଶ ଯେ, ଦଳ […]
ଭୁବନେଶ୍ବର: ଶେଷରେ ସରିଛି ନିର୍ବାଚନ, ପୁରୀ ଲୋକସଭା ଆସନରେ ଆଗରୁ ଯାହା ଆଶା କରାଯାଉଥିଲା ତାହା ସତ ହୋଇଛି। ବିଜେପିର ସମ୍ବିତ ପାତ୍ର ୧ ଲକ୍ଷ ୪ ହଜାର ୭୦୯ ଖଣ୍ଡ ଭୋଟରେ ବିଜେଡିର ଅରୂପ ପଟ୍ଟନାୟକଙ୍କୁ ହରାଇଛନ୍ତି। ତେବେ ଆସନ୍ତୁ […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳ ପରେ ଦିଲ୍ଲୀରେ ରାଜନୈତିକ ଉଷ୍ମତା ଜୋର ଧରିଛି। ଏହି ସମୟରେ, ଇଣ୍ଡିଆ ଆଲାଇନ୍ସର ବୈଠକ ଶେଷ ହେବା ପରେ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ଇଣ୍ଡିଆ ଆଲାଇନ୍ସ ଠିକ୍ ସମୟ ପାଇଁ ଅପେକ୍ଷା କରିବ। ସେ […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସହିତ ଓଡିଶା ବିଧାନସଭା ନିର୍ବାଚନରେ ବିଜେପି ଏକ ବୃହତ ବିଜୟ ହାସଲ କରିଛି। ଯେଉଁଠାରେ ବିଜେପି ୫ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରିଛି। ଏଥି ସହିତ ବିଜେପି ଏଥର ୧୪୭ ବିଧାନସଭା ଆସନ ମଧ୍ୟରୁ […]