ନରେନ୍ଦ୍ର ସିଂହ ତୋମର, କେନ୍ଦ୍ର କୃଷିମନ୍ତ୍ରୀ ଭାରତର ୧୪୦ କୋଟି ଲୋକଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ସାରର ନିରନ୍ତର ଯୋଗାଣ ଏବଂ ସୁପରିଚାଳନା ଏକାନ୍ତ ଅପରିହାର୍ଯ୍ୟ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗଦର୍ଶନରେ ରସାୟନ ଓ ସାର ମନ୍ତ୍ରଣାଳୟ […]
ଭୁବନେଶ୍ବର: ବର୍ତ୍ତମାନ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଦଳରେ ଏକ ଘରକିଆ ହୋଇଗଲେଣି। କାରଣ ବର୍ତ୍ତମାନ ଅଧିକାଂଶ ବିଜେଡି ନେତା ସୌମ୍ୟରଂଜନ ପଟ୍ଟନାୟକଙ୍କୁ ବିରୋଧ କରିବାରେ ଲାଗିଲେଣି। ଏହାଦ୍ବାରା ସୌମ୍ୟରଂଜନ ପଟ୍ଟନାୟକଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧକାର ହେବା ସ୍ପଷ୍ଟ ହୋଇଗଲାଣି। ଯେଉଁ […]
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀ ଠାରେ ଜି – ୨୦ ନେତା ମାନଙ୍କର ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ଗଣତନ୍ତ୍ରର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ ମାକ୍ରୋନଙ୍କ ସହ ମଧ୍ୟାହ୍ନ ଭୋଜନ ପରେ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଚଳିତ […]
ଭୁବନେଶ୍ୱର: ଜି୨୦ ଶିଖର ନେତୃବୃନ୍ଦଙ୍କୁ ରାଷ୍ଟ୍ରପତି ଡାକିଥିବା ନୈଶ୍ୟ ଭୋଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ନ ଦେବାକୁ ନେଇ ବିଜେଡି ବିଜେପି କାଦୁଅ ଫିଙ୍ଗା ଆରମ୍ଭ ହୋଇଯାଇଛି। ଏହାକୁ ନେଇ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। […]
ନୂଆଦିଲ୍ଲୀ: ଶେଷ ହୋଇଛି ଜି-୨୦ ଶିଖର ସମ୍ମିଳନୀ। ନୂଆଦିଲ୍ଲୀର ଭାରତ ମଣ୍ଡପରେ ଏହି ବିଶ୍ବ ସମ୍ମିଳନୀ ସଫଳତାର ସହିତ ଭାରତ ଆୟୋଜନ କରିଛି। ଏହି ଉଦଜାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲକୁ ପରବର୍ତ୍ତି ସମ୍ମିଳନୀ ଆୟୋଜନ ପାଇଁ ଦାୟିତ୍ବ ହସ୍ତାନ୍ତର […]
ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ସଚିବ ଶ୍ରୀ ଭି. ଏଲ. କାନ୍ତାରାଓ ଖଣି ଓ ଖଣିଜ କାରବାର କ୍ଷେତ୍ରରେ ନିୟୋଜିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥାର ପଦାଧିକାରୀ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ନେଇ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ […]
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ୧୮ ତମ ଜି୨୦ ସମ୍ମିଳନୀ ସଫଳତାର ସହ ସମାପ୍ତ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କୁ ପରବର୍ତ୍ତି ଅଧ୍ୟକ୍ଷତା ପାଇଁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ […]
ନୂଆଦିଲ୍ଲୀ: ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତୀ ନୂଆଦିଲ୍ଲୀସ୍ଥିତ ଅକ୍ଷରଧାମ ମନ୍ଦିର ଦର୍ଶନ କରିଛନ୍ତି। ସୁନାକ ଜି୨୦ ଶିଖର ସମ୍ମିଳନୀ ପାଇଁ ସରକାରୀ ଗସ୍ତ ସମୟରେ ରବିବାର ଦିନ ଉଭୟ ଏହି ମନ୍ଦିର ପରିଦର୍ଶନ […]
ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରୁ ଦୁବାଇରେ କାମକରିବାକୁ ଯାଇ ନିର୍ଯାତିତ ହୋଇଥିବା ଆଉ ୭ ଜଣ ପ୍ରବାସୀ ଓଡିଆ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେମାନେ ହେଲେ ସିମାଞ୍ଚଳ ମହାରଣା, ରିଙ୍କୁ ଦଳେଇ, ତାରିଣୀ ବେହେରା, ସନ୍ତୋଷ କୁମାର ମହାରଣା, ଦାଶରଥି ବେହେରା, ବିଜୟ ପଲେଇ […]
ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଗତି ମଇଦାନରେ ଜି -୨୦ ଶିଖର ସମ୍ମିଳନୀ ଚାଲିଛି। ସମ୍ମିଳନୀର ପ୍ରଥମ ଦିନ ଆଜି ନୂଆଦିଲ୍ଲୀରେ ଜି -୨୦ ମିଳିତ ଘୋଷଣାପତ୍ରକୁ ଅନୁମୋଦନ କରାଯାଇଛି। ଶିଖର ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ଏହା ଘୋଷଣା କରି ପ୍ରଧାନମନ୍ତ୍ରୀ ମୋଦୀ ଜି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପହଞ୍ଚିଥିବା ନେତାମାନଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି। ମରିସସ୍ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋଶେଫ୍ ଆର. ବାଇଡେନଙ୍କୁ ନୂଆଦିଲ୍ଲୀ ଠାରେ (ସେପ୍ଟେମ୍ବର ୦୯ ଓ ୧୦, ୨୦୨୩) ଦିନ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ପଦରେ ଆସୀନ ହେବା ପରେ ଶ୍ରୀ ବାଇଡେନ ପ୍ରଥମ ଥର ନିମନ୍ତେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ସାକ୍ଷାତ କରିଛନ୍ତି। 9-10 ସେପ୍ଟେମ୍ବର 2023 ରେ ଜି-20 ନେତାଙ୍କ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ହସିନା ଅତିଥି ଦେଶ ଭାବରେ ଭାରତ ଗସ୍ତ କରିଛନ୍ତି। ରାଜନୈତିକ ଏବଂ ସୁରକ୍ଷା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଜି-୨୦ ଶିଖର ସମ୍ମିଳନୀ ଏକ ମାନବ କୈନ୍ଦ୍ରିକ ଓ ସାମଗ୍ରିକ ବିକାଶର ନୂତନ ପଥ ପ୍ରଦର୍ଶିତ କରିବ ବୋଲି ବିଶ୍ବାସ ପ୍ରକଟ କରିଛନ୍ତି। ଭାରତର ଜି-୨୦ ସଭାପତିତ୍ବ ସାମଗ୍ରିକ, ଅଭିଳାଷିତ, ନିଷ୍ପତ୍ତିମୂଳକ ଓ କାର୍ଯ୍ୟାନୁଷ୍ଠାନ […]
ଭୁବନେଶ୍ଵର: ଖୋର୍ଦ୍ଧା ଜିଲ୍ଲାରେ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୁହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ […]
ଭୁବନେଶ୍ଵର: ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର (ଡିପିଆଇ) / ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଭାରତ ଉପରେ ଏକ ପରିବର୍ତ୍ତନମୂଳକ ପ୍ରଭାବ ପକାଇଛି, ଯାହା ସମାବେଶୀ ଆର୍ଥିକ ବ୍ୟବସ୍ଥା ଠାରୁ ବହୁତ ଆଗକୁ ବ୍ୟାପକ ହୋଇଛି। ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ଆର୍ଥିକ ସମାବେଶନ […]
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଜି ତିନିଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ବାଇଡେନ ବିଳମ୍ବିତ ରାତିରେ ବାୟୁସେନା-୧ରେ ଜର୍ମାନୀ ଅଭିମୁଖେ ଯାତ୍ରା କରିଥିଲେ। ଏଠାରେ ହେଲିକପ୍ଟରରେ ଇନ୍ଧନ ଭର୍ତ୍ତି କରିବା ପରେ ସେ ଭାରତ ଅଭିମୁଖେ ଯାତ୍ରା କରିଥିଲେ। ସନ୍ଧ୍ୟା […]
ନୂଆଦିଲ୍ଲୀ: ସେପ୍ଟେମ୍ବର ୯ରୁ ୧୦ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ବିଭିନ୍ନ ନେତାଙ୍କ ସହ ୧୫ରୁ ଅଧିକ ଦ୍ୱିପାକ୍ଷିକ ବୈଠକ କରିବାକୁ ଯାଉଛନ୍ତି। ସେପ୍ଟେମ୍ବର ୮ରେ ପ୍ରଧାନମନ୍ତ୍ରୀ […]
ନୂଆଦିଲ୍ଲୀ: ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପାରମ୍ପରିକ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ ଭାରତ’ ବୋଲି ନିମନ୍ତ୍ରଣ ପତ୍ରରେ ଲେଖିବା ପରେ ରାଷ୍ଟ୍ରପତିଙ୍କ ଜି-୨୦ ରାତ୍ରୀ ଭୋଜନ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଏହି ପଦକ୍ଷେପକୁ ବିରୋଧୀ […]
ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି ଯେ, ଶାନ୍ତି ପାଇଁ ନିବେଦନ କରିବାବେଳେ ଭାରତ ନିଜର ସାର୍ବଭୌମତ୍ଵ ତଥା ଅର୍ଥନୈତିକ ସ୍ୱାର୍ଥକୁ ପ୍ରଥମ ସ୍ଥାନରେ ରଖି ଠିକ୍ କାର୍ଯ୍ୟ କରିଛି।” […]
ଭୁବନେଶ୍ବର: ଜନସଂଖ୍ୟା ବୃଦ୍ଧିକୁ ତାଳଦେଇ ଖାଦ୍ୟଶସ୍ୟ ଓ କୃଷିଜାତ ଦ୍ରବ୍ୟ ଉତ୍ପାଦନ ବୃଦ୍ଧିର ଆବଶ୍ୟକତା ରହିଛି। କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନର ଉପଯୋଗ ଓ କ୍ଷୟଶୀଳ ପ୍ରାକୃତିକ ସଂପଦ ଏବଂ ଉତ୍ପାଦନ ଖର୍ଚ୍ଚ ହ୍ରାସ ଆଦି ସମସ୍ୟାର ସମାଧାନ ଦିଗରେ କୃଷି […]