ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି ଯେ, ଶାନ୍ତି ପାଇଁ ନିବେଦନ କରିବାବେଳେ ଭାରତ ନିଜର ସାର୍ବଭୌମତ୍ଵ ତଥା ଅର୍ଥନୈତିକ ସ୍ୱାର୍ଥକୁ ପ୍ରଥମ ସ୍ଥାନରେ ରଖି ଠିକ୍ କାର୍ଯ୍ୟ କରିଛି।” […]
ଭୁବନେଶ୍ବର: ଜନସଂଖ୍ୟା ବୃଦ୍ଧିକୁ ତାଳଦେଇ ଖାଦ୍ୟଶସ୍ୟ ଓ କୃଷିଜାତ ଦ୍ରବ୍ୟ ଉତ୍ପାଦନ ବୃଦ୍ଧିର ଆବଶ୍ୟକତା ରହିଛି। କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନର ଉପଯୋଗ ଓ କ୍ଷୟଶୀଳ ପ୍ରାକୃତିକ ସଂପଦ ଏବଂ ଉତ୍ପାଦନ ଖର୍ଚ୍ଚ ହ୍ରାସ ଆଦି ସମସ୍ୟାର ସମାଧାନ ଦିଗରେ କୃଷି […]
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ଦିଲ୍ଲୀର କୋଣ ଅନୁକୋଣରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତି ରହିଛି। ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଆଜିଠାରୁ ବିଦେଶୀ ଅତିଥିମାନେ ଭାରତ ଆସିବା […]
ଜାକର୍ତ୍ତା: ପ୍ରଧାନମନ୍ତ୍ରୀ ୭ ସେପ୍ଟେମ୍ବର ୨୦୨୩ରେ ଜାକର୍ତ୍ତାଠାରେ ୨୦ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଏବଂ ୧୮ତମ ପୂର୍ବ ଏସିଆ ସମ୍ମିଳନୀ (ଇଏଏସ୍ )ରେ ଯୋଗ ଦେଇଥିଲେ। ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଆସିଆନ୍-ଭାରତ ବ୍ୟାପକ ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା […]
ନୂଆଦିଲ୍ଲୀ: ୪୦ ବର୍ଷ ପୂର୍ବେ ଦିଲ୍ଲୀ। ଆଜି ତୁଳନାରେ ବହୁତ ଛୋଟ ଥିଲା। ଏନସିଆର ନିର୍ମାଣ ପାଇଁ ଆହୁରି ଅନେକ ବର୍ଷ ବାକି ଥିଲା। ୧୯୮୩ ମସିହା ମାର୍ଚ୍ଚ ୭-୧୨ ତାରିଖରେ ଏଠାରେ ଅଣ-ସଂଗଠିତ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଏକାଧିକ […]
ବେଜିଂ: ଆମ ଦେଶର ନାମକୁ ନେଇ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚା ଚାଲିଛି । ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ରାଷ୍ଟ୍ରପତି ପଠାଇଥିବା ରାତ୍ରୀ ଭୋଜନ ନିମନ୍ତ୍ରଣ ପତ୍ରରେ ଇଣ୍ଡିଆ ପରିବର୍ତ୍ତେ ଇଂରାଜୀରେ ‘ରାଷ୍ଟ୍ରପତି ଅଫ୍ ଭାରତ’ ଲେଖାଥିଲା। ଏହାପରେ ଏବେ […]
ନୂଆଦିଲ୍ଲୀ: ଜି-୨୦କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରୀମାନଙ୍କୁ ସ୍ୱତନ୍ତ୍ର ପରାମର୍ଶ ଦେଇଛନ୍ତି। ଜି-୨୦ ସମୟରେ ମନ୍ତ୍ରୀମାନଙ୍କୁ ଦିଲ୍ଲୀରେ ରହିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ। ଯେଉଁ ମନ୍ତ୍ରୀମାନେ ଡ୍ୟୁଟିରେ ଅଛନ୍ତି ସେମାନେ ସମୟର ବିଶେଷ ଯତ୍ନ ନେବା ଉଚିତ। ଭିଭିଆଇପି ସଂସ୍କୃତିଠାରୁ […]
ନୂଆଦିଲ୍ଲୀ: ଭାରତ ଜି-୨୦ ଶିଖର ସମ୍ମିଳନୀକୁ ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ରାଜଧାନୀ ଦିଲ୍ଲୀ ସଜ୍ଜିତ ହୋଇଛି। ଏହି ଶିଖର ସମ୍ମିଳନୀକୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆସୁନାହାନ୍ତି। ନିକଟରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀରେ ମଧ୍ୟ ସେ […]
ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ କୂଟନୈତିକ କାର୍ଯ୍ୟକ୍ରମ ୧୦୦ ଘଣ୍ଟା ମଧ୍ୟରେ ଶେଷ ହେବାକୁ ଯାଉଛି। ଶେଷ ମୁହୂର୍ତ୍ତରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ଜି-୨୦ ଗ୍ରୁପକୁ ସମ୍ମିଳିତ କରିବା ପାଇଁ ପ୍ରୟାସ ଚାଲିଥିବାବେଳେ ନୂଆ ବିଶ୍ୱ ବ୍ୟବସ୍ଥାରେ ଏହି ଦୁଇ ଦିନିଆ […]
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ପ୍ରାୟ ୫୦ ହଜାର ଯବାନ, ଏନଏସଜି, ସିଆରପିଏଫ, ସିଏପିଏଫ ଏବଂ ପ୍ରାୟ ୮୦ ହଜାର ସେନା କର୍ମଚାରୀ, ବୁଲେଟ୍ ପ୍ରୁଫ୍ ଯାନ, ଆଣ୍ଟି ଡ୍ରୋନ ସିଷ୍ଟମ, ଏୟାର ଡିଫେନ୍ସ ସିଷ୍ଟମ, ଲଢ଼ୁଆ ବିମାନ ରାଫେଲ, ବାୟୁସେନା ଓ […]
ଏସ୍ ଜୟଶଙ୍କର ଭାରତର ଜି-୨୦ ଅଧ୍ୟକ୍ଷତା ଅନେକ ଦୃଷ୍ଟିରୁ ଅନନ୍ୟ ରହିଛି। ଏହା ବିକାଶଶୀଳ ଦେଶମାନଙ୍କର ପ୍ରାଥମିକତା ଏବଂ ପ୍ରମୁଖ ଚିନ୍ତା ଉପରେ ଧ୍ୟାନ କେନ୍ଦ୍ରିତ କରିଛି, ଯାହା ଗ୍ଲୋବାଲ ସାଉଥର ସ୍ୱରକୁ ଶକ୍ତି ପ୍ରଦାନ କରିଛି। ଜଳବାୟୁ ଉନ୍ନତି ହେଉ […]
ଭୁବନେଶ୍ବର: ପୁରୀ ଲୋକସଭା ଆସନରୁ ବିଜେପିର ଆଶାୟୀ ପ୍ରାର୍ଥୀ ସମ୍ବିତ ପାତ୍ର ଖୁବ ଜୋରରେ ଲୋକଙ୍କ ମନ ଜିଣିବାରେ ପ୍ରଚେଷ୍ଠା ଜାରୀ ରଖିଛନ୍ତି। ସେହି ପରିପ୍ରେକ୍ଷୀରେ ସମ୍ବିତ ପାତ୍ର ପିପିଲିର ଏକ ଧାନ ବିଲରେ ତଳି ରୁଆଉ ଥିବାର ଦେଖିବାକୁ ମିଳିଛି। […]
ନରେନ୍ଦ୍ର ମୋଦୀ ‘ବସୁଧୈବ କୁଟୁମ୍ବକମ୍’- ଆମ ଭାରତୀୟ ସଂସ୍କୃତିର ଏହି ଦୁଇଟି ଶବ୍ଦରେ ଏକ ଗଭୀର ଦାର୍ଶନିକ ବିଚାର ସମାହିତ ହୋଇ ରହିଛି। ଏହାର ଅର୍ଥ ହେଉଛି, ‘ସାରା ବିଶ୍ୱ ଏକ ପରିବାର’। ଏହା ଏପରି ଏକ ସର୍ବବ୍ୟାପୀ ଦୃଷ୍ଟିକୋଣ ଯାହା […]
ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନରେ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କ ଚିଠିକୁ ସରକାର ପ୍ରତିକ୍ରିୟା ଦେଇଛନ୍ତି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ପରମ୍ପରା ପ୍ରତି ଧ୍ୟାନ ନ ଦେବା ଦୁର୍ଭାଗ୍ୟଜନକ। ଅଧିବେଶନ ଆରମ୍ଭ […]
ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ ବିଜେପିରୁ ଇସ୍ତଫା ଦେଇଛନ୍ତି। ଆଜି ସେ କହିଛନ୍ତି ଯେ, ମୋର ଶୁଭେଚ୍ଛା ଦଳ ସହ ଅଛି, କିନ୍ତୁ ସେମାନେ ସମସ୍ତ ସମ୍ପ୍ରଦାୟକୁ ଏକଜୁଟ କରିବା ଉଚିତ୍। ଚନ୍ଦ୍ର କୁମାର […]
ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ପରାସ୍ତ କରିବା ପାଇଁ ବିରୋଧୀ ଦଳ I.N.D.I.A ନାମକ ଏକ ମେଣ୍ଟ ଗଠନ କରିଛନ୍ତି। ଏଥି ସହିତ, ନିକଟରେ ଜି -୨୦ ସମ୍ମିଳନୀରେ ରାଷ୍ଟ୍ରପତି ଭବନରେ ଆୟୋଜିତ ରାତ୍ରୀ ଭୋଜନ ନିମନ୍ତ୍ରଣରେ ‘ପ୍ରେସିଡେଣ୍ଟ […]
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବିଭିନ୍ନ ବିଭାଗର କାର୍ୟ୍ୟ ଅଗ୍ରଗତି ସଂପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ […]
ଭୁବନେଶ୍ଵର: ଗୁରୁ ଦିବସର ପବିତ୍ର ଦିନରେ ଓଡିଆ ବିଶ୍ୱବିଦ୍ୟାଳୟ ଆଜି ଏହାର ନୂତନ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମ ଉନ୍ମୋଚନ କରି ଭାଷା ଏବଂ ସାଂସ୍କୃତିକ ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଉତ୍ସବରେ ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ […]
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଚାଲିଛି। ଏହି ସମୟରେ ଜି -୨୦ ରାତ୍ରୀ ଭୋଜନକୁ ନିମନ୍ତ୍ରଣ କରି ରାଷ୍ଟ୍ରପତିଙ୍କ ଉପରେ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖିବାକୁ […]
ନୂଆଦିଲ୍ଲୀ: ସେପ୍ଟେମ୍ବର ୮ରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ଜି-୨୦ ଶିଖର ସମ୍ମିଳନୀ। ବିଶ୍ୱର ୨୦ଟି ପ୍ରମୁଖ ଅର୍ଥନୀତି ଗୋଷ୍ଠୀର ନେତାମାନେ ଡିଜିଟାଲ ପରିବର୍ତ୍ତନ, ଜଳବାୟୁ ଅର୍ଥଯୋଗାଣ, ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ଏବଂ ଖାଦ୍ୟ ନିରାପତ୍ତା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ […]
ନୂଆଦିଲ୍ଲୀ: ପାରମ୍ପରିକ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ଙ୍କ ସ୍ଥାନରେ ସପ୍ତାହାନ୍ତ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଉଥିବା ରାଷ୍ଟ୍ରମୁଖ୍ୟମାନଙ୍କୁ ସରକାରୀ ନିମନ୍ତ୍ରଣରେ ପ୍ରଥମ ଥର ପାଇଁ ‘ପ୍ରେସିଡେଣ୍ଟ ଅଫ ଭାରତ’ ଶବ୍ଦ ବ୍ୟବହାର କରାଯାଇଛି। ଦେଶରେ ମେଗା ଇଭେଣ୍ଟ ଆୟୋଜନ ହେଉଥିବାରୁ ଆନ୍ତର୍ଜାତିକ […]