ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ମନ୍ତବ୍ୟ ପରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ବିଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୋମବାର କହିଛନ୍ତି ଯେ ଦେଶର ଲୋକସଭା ଓ ବିଧାନସଭାରେ ମହିଳାମାନଙ୍କୁ […]
ନୂଆଦିଲ୍ଲୀ: ଲୋକସଭାର ଅବସରପ୍ରାପ୍ତ ମହାସଚିବ ସୁଭାଷ ସି କାଶ୍ୟପଙ୍କୁ ସରକାର ଏକକାଳୀନ ନିର୍ବାଚନ ପାଇଁ ଉଚ୍ଚସ୍ତରୀୟ କମିଟିର ସଦସ୍ୟ ଭାବେ ମନୋନୀତ କରିଥିବା ବେଳେ ୨୦୨୧ରେ ଏହି ପ୍ରସ୍ତାବ ସପକ୍ଷରେ ମତ ରଖିଥିଲେ। ଏହାକୁ ଅସମ୍ଭବ ବୋଲି କହିଥିଲେ। ୨୦୧୫ରେ ପଦ୍ମଭୂଷଣ […]
ନୂଆଦିଲ୍ଲୀ: ତାମିଲନାଡୁ ସରକାରର ମନ୍ତ୍ରୀ ଉଦୟନିଧିଙ୍କ ସନାତନ ଧର୍ମ ସମ୍ପର୍କରେ ମନ୍ତବ୍ୟ ପରେ ବିବାଦ ଉପୁଜିଛି। ଏହି ପ୍ରସଙ୍ଗ ଉଠାଇ ବିଜେପି ବିରୋଧୀ ମେଣ୍ଟ ଇଣ୍ଡିଆକୁ ମଧ୍ୟ ଟାର୍ଗେଟ କରିଛି। ବର୍ତ୍ତମାନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହା ଉପରେ […]
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଐତିହାସକ ନିଷ୍ପତ୍ତି ନେଇ ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରି ଲୋକଙ୍କୁ ପଟ୍ଟା ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ତାଙ୍କର ଜିଲ୍ଲାଗସ୍ତ ସମୟରେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନୂତନ ବିଶ୍ୱ ବ୍ୟବସ୍ଥା ଗଠନ ଦିଗରେ ଏକ ବଡ଼ ଏବଂ ଅତ୍ୟନ୍ତ ପ୍ରଭାବଶାଳୀ ପଦକ୍ଷେପ ନେଇଛନ୍ତି। ବିଶ୍ୱର ୨୦ଟି ଧନୀ ଓ ବିକାଶଶୀଳ ଦେଶର ସଂଗଠନ ଜି-୨୦ ଆଫ୍ରିକୀୟ ସଂଘ (ଏୟୁ)ର ୫୪ଟି ଦେଶକୁ […]
ନୂଆଦିଲ୍ଲୀ: ସମୟ ପୂର୍ବରୁ କିମ୍ବା ପରେ ଦେଶରେ ଲୋକସଭା ନିର୍ବାଚନ କରାଇବା ପାଇଁ ସରକାରଙ୍କର କୌଣସି ଉଦ୍ଦେଶ୍ୟ ନାହିଁ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ରବିବାର ବିଳମ୍ବିତ ରାତିରେ ଏକ ସାକ୍ଷାତ୍କାରରେ ଏହା କହିଛନ୍ତି। ସାଧାରଣ ନିର୍ବାଚନ […]
ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ରବିବାର ସନ୍ଧ୍ୟାରେ ପୁଣି ଥରେ ସନାତନ ଧର୍ମର ଅନ୍ତ ବିଷୟରେ କହିଥିଲେ। ଚେନ୍ନାଇରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଉଦୟନିଧି କହିଛନ୍ତି ଯେ ସେ ତାଙ୍କ ବୟାନରେ ଅଟଳ ଅଛନ୍ତି। […]
ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ନିଷ୍ପତ୍ତି ନେଇଛନ୍ତି। ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ, ଯେଉଁଥିରେ ମୋଟ ୫ଟି ବୈଠକ ବସିବ। ଏହା ସପ୍ତଦଶ ଲୋକସଭାର ୧୩ତମ ଅଧିବେଶନ […]
ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି। କୋର୍ଟରେ ପହଞ୍ଚିଥିବା ଆବେଦନକାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମହମ୍ମଦ ଆକବର ଲୋନ। ତାଙ୍କ ସହ ପାକିସ୍ତାନର ଆଭିମୁଖ୍ୟ ନେଇ ଶୁଣାଣିରେ ଏକ ରୋଚକ ମୋଡ଼ ନେଇଛି। […]
ଭୁବନେଶ୍ବର: ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୪୪ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ପାନ୍ଥନିବାସର କଳିଙ୍ଗ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଏହି ଅବସରରେ ଯୋଗଦେଇ ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି କହିଲେ ଯେ ଓଟିଡିସି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ […]
ଭୁବନେଶ୍ବର: ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା 5T ସଚିବ ଭି କେ ପାଣ୍ଡିଆନ ତାଙ୍କର ଜିଲ୍ଲା ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତକାଳରେ ସେ ଓଡିଶାର 147 ଟି ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରିସାରିଛନ୍ତି। ଏହି ଗସ୍ତରେ ସାରା ଓଡିଶାବାସୀଙ୍କୁ ସେ […]
ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀରେ ବିଶ୍ୱନେତାମାନଙ୍କୁ ଆୟୋଜନ କରିବାର ସପ୍ତାହକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ‘ଜିଡିପି-କେନ୍ଦ୍ରୀତ ଆଭିମୁଖ୍ୟ’ରୁ ‘ମାନବ-କେନ୍ଦ୍ରୀତ ଆଭିମୁଖ୍ୟ’କୁ ପରିବର୍ତ୍ତିତ ବିଶ୍ୱକଲ୍ୟାଣ ପାଇଁ ‘ସବକା ସାଥ୍ ସବକା ବିକାଶ’ ମଡେଲ ମାର୍ଗଦର୍ଶକ ହୋଇପାରିବ। […]
ନୂଆଦିଲ୍ଲୀ: ଦେଶରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ନେଇ ବିତର୍କ ଚାଲିଛି। ଶନିବାର ଦିନ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଅଧ୍ୟୟନ ପାଇଁ କେନ୍ଦ୍ର ସରକାର ଏକ ୮ ଜଣିଆ କମିଟି ଗଠନ କରିଥିଲେ। ଏହି କମିଟିର ମୁଖ୍ୟ ପୂର୍ବତନ ରାଷ୍ଟ୍ରପତି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ରାଜନୈତିକ ଦଳମାନଙ୍କ ତରଫରୁ ମାଗଣା ସଂସ୍କୃତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଦାୟିତ୍ୱହୀନ ଆର୍ଥିକ ଓ ଲୋକପ୍ରିୟ ନୀତିର ସ୍ୱଳ୍ପକାଳୀନ ରାଜନୈତିକ ପରିଣାମ ହୋଇପାରେ, କିନ୍ତୁ ଦୀର୍ଘକାଳୀନଭାବେ ଏହାର ଏକ ବଡ଼ ସାମାଜିକ […]
ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ ୮ ଜଣିଆ କମିଟି ଲୋକସଭା, ବିଧାନସଭା, ପୌରପାଳିକା ଓ ପଞ୍ଚାୟତଗୁଡ଼ିକର ଏକକାଳୀନ ନିର୍ବାଚନ ପାଇଁ ଅନୁଧ୍ୟାନ କରି ସୁପାରିସ କରିବ। ଏହି ପଦକ୍ଷେପର ସମର୍ଥକମାନେ କହିଛନ୍ତି ଯେ ଏକକାଳୀନ ନିର୍ବାଚନ ନିର୍ବାଚନ […]
ନୂଆଦିଲ୍ଲୀ: ବିବାଦୀୟ ବିବୃତ୍ତି ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସୁଥିବା ସୁଭାସପା ମୁଖ୍ୟ ଓମ ପ୍ରକାଶ ରାଜଭର ପୁଣିଥରେ ୟୁପି ରାଜନୀତିରେ ହଲଚଲ ସୃଷ୍ଟି କରିଛନ୍ତି। ଓପି ରାଜଭର ଏକ ବଡ ଦାବି କରିଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଶିବପାଲ […]
ନୂଆଦିଲ୍ଲୀ: ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ) ସମୟ ସୀମା ଧାର୍ଯ୍ୟ କରି ଆସନ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଘୋଷଣା କରିଥିବାବେଳେ ପଶ୍ଚିମବଙ୍ଗ ଓ କେରଳ ରାଜ୍ୟରେ ଏହା ହେବାର ସମ୍ଭାବନା ନାହିଁ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, […]
ନୂଆଦିଲ୍ଲୀ: ଇଣ୍ଡିଆ ଆଲାଏନ୍ସ ବୈଠକର ଆବାହକ କିଏ ହେବ ତାହା ସ୍ଥିର ହୋଇପାରିନାହିଁ। ଜେଡିୟୁରେ ନୀତୀଶ କୁମାର ଏହି ଦୌଡ଼ରେ ଆଗରେ ରହିବାର ଆଶା ଏବେବି ବଜାୟ ରହିଛି। ସେପଟେ ପ୍ରଧାନମନ୍ତ୍ରୀ ପଦ ପାଇଁ କିଏ ପ୍ରାର୍ଥୀ ହେବେ ତାହା ସ୍ଥିର […]
ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଶେଷ ବିଦାୟ ନେଇଛନ୍ତି ଓଡିଶାର ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ତାଙ୍କର ନୟାପଲ୍ଲୀ ବାସଭବନରେ ଆଜି ସକାଳୁ ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳର ସମସ୍ତେ ଶେଷ ଦର୍ଶନ କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]
ନୂଆଦିଲ୍ଲୀ: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ୭ ଜଣ ସଦସ୍ୟ ରହିବେ। ଏହି କମିଟିରେ କେନ୍ଦ୍ର […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ଇତି ମଧ୍ୟରେ ରାଜ୍ୟର ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତ ଶେଷ କରିବା ସହ ୬ ମାସ ଧରି ବୁଲି ବୁଲି ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ ଶେଷ […]