Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅଙ୍ଗନବାଡି ଶିକ୍ଷୟତ୍ରୀ ପ୍ରାର୍ଥୀଙ୍କ ପାଇଁ ଉର୍ଦ୍ଦୁ ବାଧ୍ୟତାମୂଳକ ପରେ ଆରମ୍ଭ ହେଲା ବିବାଦ, ଘେରିଲା ବିଜେପି
ଜାତୀୟ ଖବର

ଅଙ୍ଗନବାଡି ଶିକ୍ଷୟତ୍ରୀ ପ୍ରାର୍ଥୀଙ୍କ ପାଇଁ ଉର୍ଦ୍ଦୁ ବାଧ୍ୟତାମୂଳକ ପରେ ଆରମ୍ଭ ହେଲା ବିବାଦ, ଘେରିଲା ବିଜେପି

September 27, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ସିଦ୍ଧରମୈୟା
ଲୋକ ଭବନରେ ଇସ୍ତଫା ପ୍ରଦାନ କଲେ ସିଦ୍ଧରମୈୟା: ଡିକେ ଶିବକୁମାର ହେବେ ନୂତନ ମୁଖ୍ୟମନ୍ତ୍ରୀ

ବାଙ୍ଗାଲୁରୁ: ଅଙ୍ଗନବାଡି ଶିକ୍ଷୟତ୍ରୀ ପ୍ରାର୍ଥୀଙ୍କ ପାଇଁ ଉର୍ଦ୍ଦୁ ଭାଷା ବାଧ୍ୟତାମୂଳକ କରିଛନ୍ତି କର୍ଣ୍ଣାଟକର କଂଗ୍ରେସ ସରକାର। ସରକାରଙ୍କ ଏପରି ନିଷ୍ପତିକୁ ତୀବ୍ର ବିରୋଧ କରିଛି ବିଜେପି। ବିଜେପି କହିଛି ଯେ, ସିଦ୍ଧରମେୟା ସରକାର ରାଜ୍ୟରେ ମୁସୁଲିମ ପ୍ରୀତି ଦେଖାଇବା ପାଇଁ ଏପରି କରିଛନ୍ତି। ଏହାକୁ ସରକାର ତରୁନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ରାଜ୍ୟ ବିଜେପିର ପୂର୍ବତନ ସଭାପତି ତଥା ସାଂସଦ ନଳିନୀ କୁମାର କଟ୍ଟେଲ।

ସୂଚନାରୁ ପ୍ରକାଶ ଯେ, କର୍ଣ୍ଣାଟକର ସିଦ୍ଧରମେୟା ସରକାର ଅଙ୍ଗନବାଡି ଶିକ୍ଷୟତ୍ରୀ ପ୍ରାର୍ଥିଙ୍କୁ ଉର୍ଦ୍ଦୁ ଜାଣିଥିବା ଆବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତି। ରାଜ୍ୟର ମୁଦିଗେରେ ଏବଂ ଚିକକମାଗାଲୁର ଜିଲ୍ଲାର ଅଙ୍ଗନୱାଡି ଶିକ୍ଷକ ପ୍ରାର୍ଥୀଙ୍କ ନିଯୁକ୍ତି ପାଇଁ ଉର୍ଦ୍ଦୁ ଜାଣିବା ଆବଶ୍ୟକ ବୋଲି ସରକାରୀ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ଏହାକୁ ନେଇ ସେଠାରେ ରାଜନୈତିକ ଝଡ ସୃଷ୍ଟି ହୋଇଛି। ଏହାକୁ ଏକ ଭୟଙ୍କର ରାଜନୈତିକ ଷଢଯନ୍ତ୍ର ବୋଲି ବିଜେପି କହିଛି।

Video Source- One India

ବର୍ତ୍ତମାନ କର୍ଣ୍ଣାଟକରେ କନ୍ନଡ ଭାଷା ବାଧ୍ୟତାମୂଳକ ଥିବା ବେଳେ ଉର୍ଦ୍ଦୁ ଶିଖିଥିବା ପ୍ରସଂଗ ସରକାର କାହିଁକି ଆଣିଲେ ବୋଲି ବିଜେପି ପ୍ରଶ୍ନ କରିଛି। ଏହାକୁ ନେଇ ରାଜ୍ୟ ବିଜେପିର ବହୁ ନେତା ସେମାନଙ୍କର ସାମାଜିକ ଗଣମାଧ୍ୟମରେ ଝଡ ସୃଷ୍ଟି କରିଛନ୍ତି। ସିଦ୍ଧରମେୟା ସରକାର ମୁସୁଲିମଙ୍କୁ ସନ୍ତୁଷ୍ଠ କରିବା ପାଇଁ ଏହି ନିଷ୍ପତି କରିଛନ୍ତି ବୋଲି ବିଜେପି କହିଛି।

ତେବେ ଏହାର ଜବାବ ଦେଇଛି କଂଗ୍ରେସ। ଦଳର ନେତା ପ୍ରସାଦ ଗୌଡ ତାଙ୍କ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ, କୌଣସି ଭାଷା ଜାଣିବା ପାଇଁ କାହାକୁ ବାଧ୍ୟ କରାଯାଇ ନାହିଁ। ଯଦି ଜଣେ କନ୍ନଡ ଜାଣିଛି ତେବେ ସେଥିରେ କୌଣସି ଅସୁବିଧା ନାହିଁ। ହେଲେ ଏହି ଭାଷା ସହିତ ଯେ କେହି ଅଧିକ ଭାଷା ଜ୍ଞାନ ରହିଛି ତେବେ ଭଲ ବୋଲି କୁହାଯାଇଛି। ଏହାକୁ ନେଇ କର୍ଣ୍ଣାଟକରେ ଏକ ରାଜନୈତିକ ଝଡ ସୃଷ୍ଟି ହେବାକୁ ଯାଉଛି।

karnatak politics ଉର୍ଦ୍ଦୁ ଶିକ୍ଷକ କର୍ଣ୍ଣାଟକ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

୧୧ ନୂଆ ଅନ୍ତର୍ଜାତୀୟ ବନ୍ଦର ପାଇଁ ଅଧିସୂଚନା ଜାରି

August 11, 2026

ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

August 11, 2026

ପ୍ରଥମ ଥର ପାଇଁ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ‘ବନ୍ଦେ ମାତରମ୍’

August 11, 2026

ଜାତୀୟ ଜଳକ୍ରୀଡ଼ା ଚାମ୍ପିୟନସିପ୍‌ରେ ଓଡ଼ିଶା ପୋଲିସର ସଫଳତା : ୨ଟି ସ୍ୱର୍ଣ୍ଣ ସହ ୮ଟି ପଦକ ହାସଲ

August 11, 2026
Latest News

ଖରିଫ ମାର୍କେଟିଂ ଋତୁ ପାଇଁ ଧାନ ସଂଗ୍ରହ ଓ ଚାଷୀ ପଞ୍ଜିକରଣ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ

August 11, 2026

୧୧ ନୂଆ ଅନ୍ତର୍ଜାତୀୟ ବନ୍ଦର ପାଇଁ ଅଧିସୂଚନା ଜାରି

August 11, 2026

ଲୋକସଭାରେ ସମ୍ବଲପୁରୀ ହସ୍ତତନ୍ତ ଓ ଅନନ୍ୟ ଐତିହ୍ୟ ପ୍ରସଙ୍ଗ ଉଠାଇଲେ ବରଗଡ଼ ସାଂସଦ

August 11, 2026

ପ୍ରଥମ ଥର ପାଇଁ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ଗାନ କରାଯିବ ‘ବନ୍ଦେ ମାତରମ୍’

August 11, 2026

ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ସରକାରଙ୍କୁ ଲାଭାଂଶ ଅର୍ଥ ପ୍ରଦାନ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.