Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଏବିଭିପି ପକ୍ଷରୁ ଗୋଦାବରୀଶ ସଂସ୍କାର କେନ୍ଦ୍ର ଆରମ୍ଭ
ଆଞ୍ଚଳିକ

ବାଣପୁର ଏବିଭିପି ପକ୍ଷରୁ ଗୋଦାବରୀଶ ସଂସ୍କାର କେନ୍ଦ୍ର ଆରମ୍ଭ

November 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର ଏବିଭିପି ପକ୍ଷରୁ ଗୋଦାବରୀଶ ସଂସ୍କାର କେନ୍ଦ୍ର ଆରମ୍ଭ
ବାଣପୁର ଏବିଭିପି ପକ୍ଷରୁ ଗୋଦାବରୀଶ ସଂସ୍କାର କେନ୍ଦ୍ର ଆରମ୍ଭ

ବାଣପୁର: ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବାଣପୁର ପକ୍ଷରୁ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନଙ୍କ ମିଳିତ ସହଯୋଗ ଓ ଉଦ୍ୟମରେ ଛୋଟ ଛୋଟ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ଶିକ୍ଷା ଓ ନୈତିକ ସଂସ୍କାରର ମହତ୍ ଉଦ୍ଦେଶ୍ୟ ନେଇ ଏକ ‘ଗୋଦାବରୀଶ ସଂସ୍କାର କେନ୍ଦ୍ର’ର ଶୁଭ ଉଦ୍‌ଘାଟନ ଭେଟେଶ୍ୱର ପଞ୍ଚାୟତ ଅନ୍ତର୍ଗତ ବେତୁଲୀ ଗ୍ରାମରେ ହୋଇଯାଇଛି। ଉକ୍ତ ସଂସ୍କାର କେନ୍ଦ୍ରରେ ପ୍ରତି ସପ୍ତାହରେ ଗୋଟିଏ ଦିନ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତାମାନେ ଛୋଟ ଛୋଟ ଶିଶୁମାନଙ୍କୁ ନିଃଶୁଳ୍କ ଶିକ୍ଷାଦାନ ଦେବେ। ପିଲାମାନଙ୍କୁ କେବଳ ପାଠପଢ଼ାରେ ନୁହେଁ, ବରଂ ଉତ୍ତମ ଚିନ୍ତାଧାରା, ଶୃଙ୍ଖଳା, ଶିଷ୍ଟାଚାର, ଗୁରୁଜନଙ୍କ ପ୍ରତି ସମ୍ମାନ ଓ ଦେଶପ୍ରେମ ଭଳି ମହତ୍ ଗୁଣରେ ସମୃଦ୍ଧ କରିବା ଲକ୍ଷରେ ଉକ୍ତ ମହତ ପ୍ରୟାସ ହାତକୁ ନେଇଛି ଏବିଭିପି।

ଉକ୍ତ କେନ୍ଦ୍ରର ଶୁଭାରମ୍ଭ ଅବସରରେ ସ୍ଥାନୀୟ ଜନ ପ୍ରତିନିଧି ଅମୂଲ୍ୟ ନାୟକ, ଗୋଦାବରୀଶ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ସ୍ୱୟଂ ଶଙ୍କର ସୁପକାର, ସମ୍ପାଦକ ବିଶ୍ୱଜିତ ବରାଳ, ଡ଼ିଏସଏ ସମ୍ପାଦକ ଲୋକନାଥ ତରାଇ, ଛାତ୍ରୀ ସାଧାରଣ କକ୍ଷ ସହ ସମ୍ପାଦିକା ପ୍ରିୟଙ୍କା ସ୍ୱାଇଁ, ଓଡ଼ିଆ ସାହିତ୍ୟ ସଂସଦ ସହ ସମ୍ପାଦିକା ଶୁଭଶ୍ରୀ ସୁବୁଦ୍ଧି, ବାଲୁଗାଁ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ପୂଜା ଦିହୁଡି, ସମ୍ପାଦକ ରବିନାରାୟଣ ବେହେରା, ତୁଷାର ମଲ୍ଲିକ, ଆକାଶ ରଣା, ଶ୍ୟାମସୁନ୍ଦର ପଲାଇ, ଅମର ପାଟଶାଣୀ ଓ ପୁରାତନ କାର୍ଯ୍ୟକର୍ତ୍ତା ସୁନୀଲ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବିଭିପି ଗୋଦାବରୀଶ ସଂସ୍କାର କେନ୍ଦ୍ର ବାଣପୁର ଏବିଭିପି
Share. Facebook Twitter LinkedIn Email WhatsApp Copy Link

Related Posts

ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଓ ବାଲୁଗାଁ ଶାଖା ଦ୍ୱାରା ନୈପୂଣ୍ୟ ବର୍ଗ ପାଳିତ

November 22, 2026

ବାଣପୁର ରଙ୍କନାଥ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

November 22, 2026

ବାଲୁଗାଁରେ ଏବିଭିପି ପକ୍ଷରୁ ‘ସଂସ୍କାର କେନ୍ଦ୍ର’ ଆରମ୍ଭ

November 19, 2026

ଜଙ୍ଗଲରୁ ଯୁବ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

November 17, 2026
Latest News

ବାଣପୁର ଏବିଭିପି ପକ୍ଷରୁ ଗୋଦାବରୀଶ ସଂସ୍କାର କେନ୍ଦ୍ର ଆରମ୍ଭ

November 22, 2026

‘ଅର୍ଦ୍ଧନାରୀଶ୍ୱର’ଙ୍କ ଫଟୋ ସେୟାର କରି ବିଜେପି-ଆରଏସଏସ ଉପରେ ଆକ୍ରମଣ କଲେ ରାହୁଲ ଗାନ୍ଧୀ

November 22, 2026

ବିଦେଶ ଗସ୍ତ ତଦନ୍ତକୁ ନେଇ ସରକାରଙ୍କୁ ଭକ୍ତ ଦାସଙ୍କ ସମାଲୋଚନା

November 22, 2026

ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଓ ବାଲୁଗାଁ ଶାଖା ଦ୍ୱାରା ନୈପୂଣ୍ୟ ବର୍ଗ ପାଳିତ

November 22, 2026

ଭାରତ ଆସିଲେ ନେପାଳ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ତାଙ୍କର ପ୍ରଥମ ଗସ୍ତ କାହିଁକି ଐତିହାସିକ?

November 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.