Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଙ୍ଗଲରୁ ଯୁବ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର
ଆଜିର ଖବର

ଜଙ୍ଗଲରୁ ଯୁବ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

November 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Body of young businessman recovered from forest

ରେଢ଼ାଖୋଲ(କନ୍ଦର୍ପ ବେହେରା): ରେଢ଼ାଖୋଲ ଜଙ୍ଗଲରୁ ବୌଦ୍ଧର ଯୁବ ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲା (୩୧)ଙ୍କ ମୃତଦେହ ଆଜି ରେଢ଼ାଖୋଲ ଥାନା ଅନ୍ତର୍ଗତ ମହତପୁର-ତ୍ରିବଣପୁର ରାସ୍ତାର ବଘାରପାଲି ନିକଟସ୍ଥ ଜଙ୍ଗଲରୁ ଉଦ୍ଧାରକରିଛି ବୌଦ୍ଧ ଓ ରେଢ଼ାଖୋଲ ପୋଲିସ ।

ଆଜି ରେଢ଼ାଖୋଲ ତନ୍ତଗାଡ଼ ଜଙ୍ଗଲରେ କାହାର ମୃତଦେହ ପଡ଼ିଥିବା ପୋଲିସ ଖବର ପାଇ ସେଇ ଜଙ୍ଗଲକୁ ଯାଇଥିଲା। ହତ୍ୟାକାରୀ ଘଞ୍ଚ ଜଙ୍ଗଲ ମଧ୍ୟରେ ମୃତଦେହକୁ ଡାଳପତ୍ରରେ ଘୋଡ଼ାଇ ଫେରାର ହୋଇଯାଇଥିଲା । ବୌଦ୍ଧ ଏସ୍‌ପି କୁଳଦୀପ ମୀନା ଓ ରେଢ଼ାଖୋଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛନ୍ତି। ଡଗ୍‌ ସ୍କ୍ୱାଡ୍‌ ମଧ୍ୟ ତଦନ୍ତରେ ସାମିଲ ହୋଇଛି। ସୂଚନା ଅନୁସାରେ, ଗତ ଗୁରୁବାର ଜଣେ ବ୍ୟକ୍ତିଙ୍କ ସହ ବାଇକ୍‌ରେ ଆସିବା ପରେ ବିରୁପାକ୍ଷ ଆଉ ଘରକୁ ଫେରି ନଥିଲେ।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ବୌଦ୍ଧ ର ଯୁବ ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲ ଗତ 13 ନଭେମ୍ବର ରୁ ନିଖୋଜ ହୋଇଥିଲେ। କଦଳିଗଡ଼ ରେ ସିସି କ୍ୟାମେରାରୁ ଯାହା ସୂଚନା ମିଳିଛି ଜଣେ ଅଜଣା ବ୍ୟକ୍ତିଙ୍କ ବାଇକରେ ବ୍ୟବସାୟୀ ବିରୁପାକ୍ଷ ବସିଥିବା ଜଣା ପଡିଛି । କିନ୍ତୁ ରେଢ଼ାଖୋଲରୁ ବୌଦ୍ଧ ପଟେ ଯିବା ସମୟରେ ସ୍ୱାଧୀନ ଏକୁଟିଆ ଫେରୁଥିବା ସିସି କ୍ୟାମେରରୁ ସ୍ପଷ୍ଟ ଜଣାପଡିଛି । କପଡା ବ୍ୟବସାୟକୁ ନେଇ ଯୁବ ବ୍ୟବସାୟଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ସନ୍ଦେହରେ ପୋଲିସ ଶିକ୍ଷକ ସ୍ୱାଧୀନ ପ୍ରଧାନ ଙ୍କୁ ଖୋଜା ଖୋଜି କରୁଛି । ହେଲେ ଏ ପର୍ଯ୍ୟନ୍ତ ତାର ପତ୍ତା ପାଇନି ବୌଦ୍ଧ ଓ ରେଢ଼ାଖୋଲ ପୋଲିସ। ଏଥିରେ ଏକରୁ ଅଧିକ ବ୍ୟକ୍ତି ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି।

ଜଙ୍ଗଲ ମୃତଦେହ ଯୁବ ବ୍ୟବସାୟୀ
Share. Facebook Twitter LinkedIn Email WhatsApp Copy Link

Related Posts

ଚୋରୀ ମାମଲାରେ ୬ ଗିରଫ, ଚୋରି ସାମଗ୍ରୀ ଜବତ

November 17, 2026

ସୋଆ କପ୍ ୨୦୨୬ ଉଦ୍‌ଘାଟିତ

November 17, 2026

ବାତ୍ୟା ‘ଅକୱାନ୍’କୁ ନେଇ ଓଡ଼ିଶାରେ ହାଇଆଲର୍ଟ! ୨ ଦିନ ସ୍କୁଲ ଛୁଟି, ୪ ଦିନ ପାଇଁ ଜିଲ୍ଲାୱାରୀ ସତର୍କତା

November 17, 2026

କ୍ୱାଡ୍ ବୈଠକରେ ଟ୍ରମ୍ପଙ୍କ ବଡ଼ ବୟାନ, ମୋଦିଙ୍କୁ କହିଲେ ଦୃଢ଼ ନେତା

November 17, 2026
Latest News

ଜଙ୍ଗଲରୁ ଯୁବ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

November 17, 2026

ଚୋରୀ ମାମଲାରେ ୬ ଗିରଫ, ଚୋରି ସାମଗ୍ରୀ ଜବତ

November 17, 2026

ସୋଆ କପ୍ ୨୦୨୬ ଉଦ୍‌ଘାଟିତ

November 17, 2026

ବାତ୍ୟା ‘ଅକୱାନ୍’କୁ ନେଇ ଓଡ଼ିଶାରେ ହାଇଆଲର୍ଟ! ୨ ଦିନ ସ୍କୁଲ ଛୁଟି, ୪ ଦିନ ପାଇଁ ଜିଲ୍ଲାୱାରୀ ସତର୍କତା

November 17, 2026

କ୍ୱାଡ୍ ବୈଠକରେ ଟ୍ରମ୍ପଙ୍କ ବଡ଼ ବୟାନ, ମୋଦିଙ୍କୁ କହିଲେ ଦୃଢ଼ ନେତା

November 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.