ଆଜିର ଖବର ଜଙ୍ଗଲରୁ ଯୁବ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର ରେଢ଼ାଖୋଲ(କନ୍ଦର୍ପ ବେହେରା): ରେଢ଼ାଖୋଲ ଜଙ୍ଗଲରୁ ବୌଦ୍ଧର ଯୁବ ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲା (୩୧)ଙ୍କ ମୃତଦେହ ଆଜି ରେଢ଼ାଖୋଲ ଥାନା ଅନ୍ତର୍ଗତ ମହତପୁର-ତ୍ରିବଣପୁର ରାସ୍ତାର ବଘାରପାଲି ନିକଟସ୍ଥ ଜଙ୍ଗଲରୁ…