ପୁଣେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ମହାରାଷ୍ଟ୍ରର ପୁଣେ ଠାରେ ଲୋକମାନ୍ୟ ତିଳକ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଲୋକମାନ୍ୟ ତିଳକଙ୍କ ପରମ୍ପରାକୁ ସମ୍ମାନ ଜଣାଇବା ପାଇଁ ୧୯୮୩ ମସିହାରେ ତିଳକ ସ୍ମାରକ ମନ୍ଦିର ଟ୍ରଷ୍ଟ ଦ୍ୱାରା ଏହି ପୁରସ୍କାର ଗଠନ […]
ଭୁବନେଶ୍ଵର: ଭୁବନେଶ୍ୱର ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସମବାୟ ଉନ୍ନୟନ କମିଟି (ଏସସିଡିସି)ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ କୃଷି […]
ଭୁବନେଶ୍ୱର: ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ଶ୍ରୀମନ୍ଦିର ପ୍ରଶାସନର ସତ୍ୟପାଠକୁ ସମାଲୋଚନା କରିଥିବା ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପରେ ବର୍ଷିଛି ବିଜେଡି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡ଼ି ପ୍ରବକ୍ତା ଇପସିତା ସାହୁ କହିଛନ୍ତି ଯେ ଜୀବନରେ ୱାର୍ଡ଼ମେମ୍ୱରଟିଏ ମଧ୍ୟ ହୋଇ […]
ନୂଆଦିଲ୍ଲୀ: ୨୦୨୩ ମେ ୧୧ତାରିଖରେ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କୁ ଅଧିକାରୀମାନଙ୍କୁ ନିୟନ୍ତ୍ରଣ କରିବାର ଅଧିକାର ଦେଇଥିଲେ। ଉପରାଜ୍ୟପାଳ କେବଳ ସରକାରଙ୍କ ପରାମର୍ଶକ୍ରମେ କାମ କରିବେ ବୋଲି ସେ କହିଥିଲେ। କିନ୍ତୁ ଏହାର ଏକ ସପ୍ତାହ ପରେ […]
ନୂଆଦିଲ୍ଲୀ: କେନ୍ଦ୍ରର ବିଜେପି ସରକାର ସମାନ ନାଗରିକ ସଂହିତା (ୟୁସିସି) ବିଲ ସଂସଦରେ ଆଗତ କରିବା ସପକ୍ଷରେ ଥିବା ଜଣାପଡ଼ୁନାହିଁ। ଧାରା-୩୭୦ର ବିଲୋପ କରିବା, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପରେ ୟୁସିସି(ସବୁ ଧର୍ମର ଲୋକମାନଙ୍କ ପାଇଁ ସେମାନଙ୍କ ବ୍ୟକ୍ତିଗତ ମାମଲା […]
ନୂଆଦିଲ୍ଲୀ: ଦିଲ୍ଲୀର ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ସହ ଜଡିତ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ସହ ଜଡିତ ଏହି ବିଲ୍ ଆଜି ଲୋକସଭାରେ ଆଗତ ହେବ। ଗୃହମନ୍ତ୍ରୀ ଅମିତ ଶାହା ଏହାକୁ ଉପସ୍ଥାପନ କରିବେ। ଆରମ୍ଭରୁ ଦିଲ୍ଲୀର ଆମ୍ ଆଦମୀ ପାର୍ଟି (ଏଏପି) […]
ଭୁବନେଶ୍ବର: ଆଜି ସକାଳୁ ରାଜଧାନୀରେ ପ୍ରବଳ ବର୍ଷା ଯୋଗୁ ନାହିଁ ନ ଥିବା ଅସୁବିଧା ସୃଷ୍ଟି ହୋଇଛି। ଲଗାତର ଦିନତମାମ ଏହି ବର୍ଷା ଲାଗି ରହିବା ଯୋଗୁଁ ରାଜଧାନୀରେ ପ୍ରାୟ ଅନେକ ଅଞ୍ଚଳରେ କୃତିମ ବନ୍ୟା ସୃଷ୍ଟି ହୋଇଛି। ରାସ୍ତାଘାଟରେ ଆଣ୍ଠୁଏ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଅନେକ ଶକ୍ତିଶାଳୀ ନେତା ଅଛନ୍ତି, କିନ୍ତୁ ଯେତେବେଳେ ସରକାରଙ୍କ ସଫଳତା କଥା ଆସେ, ସେତେବେଳେ ନୀତିନ ଗଡ଼କରୀଙ୍କ ନାମ ପ୍ରଥମେ ଆସିଥାଏ। ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ସମୟରେ ଜନସାଧାରଣଙ୍କୁ ଗର୍ବର ସହ କହିଛନ୍ତି […]
ଭୁବନେଶ୍ବର: ନିକଟରେ ଇଣ୍ଡିଆ ଟିଭି ସିଏନଏସ୍କ ସର୍ଭେକୁ ନେଇ ଓଡିଶା ରାଜନୀତିରେ ଚାଲିଛି ସରଗରମ ଆଲୋଚନା। ଉଭୟ ବିଜେଡି ବିଜେପି ସହିତ କଂଗ୍ରେସ ଏହି ସର୍ଭେକୁ ନେଇ କେହି ଖୁସି ନାହାଁନ୍ତି। ହେଲେ ଏହି ତିନିଦଳ ଭିତରେ ଭିତରେ ଏହା ଉପରେ […]
ଭୁବନେଶ୍ବର: ଚିଲିକାର ବିଜେଡି ରାଜନୀତି ବର୍ତ୍ତମାନ ବଡ ବିଷମ ସମସ୍ୟା ଦେଇ ଗତି କରୁଛି। କାରଣ ବର୍ତ୍ତମାନର ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିବାଦୀୟ ପରିସ୍ଥିତିରେ ନିର୍ବାଚନ ମଣ୍ଡଳି ଗସ୍ତ କରିପାରୁ ନାହାଁନ୍ତି। ପୂର୍ବରୁ କୋର୍ଟ କଟକଣା ଥିଲା, ତାହା ହଟିଯିବା […]
ଭୁବନେଶ୍ବର: ଓଡିଶା ବିଜେପି ଭିତରେ କିଛି ଗୋଟେ ଛକାପଞ୍ଚା ଚାଲିଛି। ଯାହା ବାହାରକୁ ସ୍ପଷ୍ଟ ଦେଖାଯାଉଥିଲେ ମଧ୍ୟ ଭିତରେ କେହି ସ୍ବୀକାର କରୁ ନାହାଁନ୍ତି। ହେଲେ ଭିତରେ ଭିତରେ ତାଙ୍କ ମଧ୍ୟରେ ଲଢେଇ ଚାଲିଛି ଯାହା ଜଳଜଳ ହୋଇ ଦେଖାଯାଉଛି। ତାଙ୍କର […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଦିଲ୍ଲୀର ଭାରତ ମଣ୍ଡପମ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କରିଛନ୍ତି । ଜାତୀୟ ଶିକ୍ଷା ନୀତି ୨୦୨୦ର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । […]
ଭୁବନେଶ୍ୱର: ଓଡିଶା ବିଜେପି ନେତାଙ୍କ ପାଖରେ କୌଣସି ପ୍ରସଙ୍ଗ ନଥିବାରୁ ସେମାନେ ପ୍ରତି ୧୫ ଦିନରେ ସମ୍ବେଦନଶୀଳ ବିଷୟ ଉପରେ ଦୁର୍ଭାଗ୍ୟପୂର୍ଣ୍ଣ ମନ୍ତବ୍ୟମାନ ଦିଅନ୍ତି। ଏଥର ସେମାନେ ନବ ଦାସଙ୍କ ହତ୍ୟା ମାମଲାକୁ ଏଥିପାଇଁ ବାଛିଥିବା କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ […]
ନୂଆଦିଲ୍ଲୀ: ଭାରତର ପ୍ରତ୍ୟେକ ଯୁବକଙ୍କୁ ସମାନ ଶିକ୍ଷା ଏବଂ ଶିକ୍ଷା ପାଇଁ ସମାନ ସୁଯୋଗ ମିଳିବା ଜାତୀୟ ଶିକ୍ଷା ନୀତି-୨୦୨୦ର ପ୍ରାଥମିକତା ବୋଲି ଶନିବାର ଜାତୀୟ ଶିକ୍ଷା ନୀତି ପ୍ରଣୟନର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ […]
ଭୁବନେଶ୍ୱର: ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ସରକାରଙ୍କୁ ସିଧାସଳଖ ନିଶାଣ କରିଛି କଂଗ୍ରେସ । ସରକାର ନକଲି ଚାବି ଖୋଜିବାପାଇଁ ଦୁଇଟି ଟିମ୍ ଗଠନ କରିଥିଲେ। କିନ୍ତୁ ଅସିଲି ଚାବି ଖୋଜିବାପାଇଁ କୌଣସି ପଦକ୍ଷେପ ନେଇ ନ ଥିଲେ […]
ନୂଆଦିଲ୍ଲୀ: ମୁସଲମାନମାନଙ୍କ ବିରୋଧରେ ଗଣଦୁଷ୍କର୍ମ ଓ ଭିଡ଼ ହିଂସା ମାମଲା ଚିନ୍ତାଜନକଭାବେ ବୃଦ୍ଧି ପାଉଥିବା ନେଇ ଜାତୀୟ ଭାରତୀୟ ମହିଳା ମହାସଂଘ (ଏନଏଫଆଇଡବ୍ଲ୍ୟୁ) ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସହ ୬ଟି ରାଜ୍ୟକୁ ନୋଟିସ୍ […]
ନୂଆଦିଲ୍ଲୀ:କର୍ଣ୍ଣାଟକ ସରକାରଙ୍କ ପାଖରେ ବିକାଶ ପାଇଁ ଟଙ୍କା ନାହିଁ । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଏହି ବୟାନ ଏବେ ଚର୍ଚ୍ଚାରେ ରହିଛି । ଶିବକୁମାର କହିଛନ୍ତି ଯେ କଂଗ୍ରେସ ସରକାର ପାଖରେ ଅଧିକ ଅର୍ଥ ନ ଥିବାରୁ ଚଳିତ ବର୍ଷ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧିନଗରର ମହାତ୍ମା ମନ୍ଦିରରେ ସେମିକନ୍ ଇଣ୍ଡିଆ ୨୦୨୩ ର ଉଦଘାଟନ କରିଛନ୍ତି। ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ଭାରତର ସେମିକଣ୍ଡକ୍ଟର ପାରିବେଶିକ ବ୍ୟବସ୍ଥାର ଉତ୍ପ୍ରେରିତ କରିବା’। ଏହା ଭାରତର ସେମିକଣ୍ଡକ୍ଟର ରଣନୀତି ଏବଂ ନୀତିକୁ […]
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଗୋଟିଏ ବର୍ଷ ମଧ୍ୟ ବାକି ନାହିଁ। ସମସ୍ତ ରାଜନୈତିକ ଦଳ ସେମାନଙ୍କ ରଣନୀତି ସହିତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥର ଏହି ପ୍ରତିଯୋଗିତା ଜନସାଧାରଣଙ୍କ ପାଇଁ ଆକର୍ଷଣୀୟ ହେବାକୁ ଯାଉଛି କାରଣ ଲୋକସଭା […]
ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କର ନୂଆ ଟିମ ଗଠନ କରିଛନ୍ତି। ଏଥିରେ ସେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ରାଷ୍ଟ୍ରୀୟ ମହାସଚିବ, ରାଷ୍ଟ୍ରୀୟ ମହାମନ୍ତ୍ରୀ, ରାଷ୍ଟ୍ରୀୟ ଉପ ମହାମନ୍ତ୍ରୀ, କୋଷାଧ୍ୟକ୍ଷ, ମହାକୋଷାଧ୍ୟକ୍ଷ ରାଷ୍ଟ୍ରୀୟ ସଚିବ ପ୍ରମୁଖ ପଦବୀରେ ନୂଆ ନିଯୁକ୍ତି […]
ସୀତାରାମ ଅଗ୍ରୱାଲ ଚିଲିକା: କିଛିଦିନର ନୀରବତା ପରେ ଏବେ ମୁହଁ ଖୋଲିଛନ୍ତି ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ। ସେ ‘ସମୀକ୍ଷା’ ସହିତ ଏକ ଦୀର୍ଘ ଆଲୋଚନା ପରେ କେତେକ ନୂଆ କଥା ପ୍ରକାଶ କରିଛନ୍ତି। ତେବେ ସଂଗଠନକୁ ନେଇ ସେ […]