ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ଓଡିଶାରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ପୁରୀ ଏବଂ ହାୱଡା ବନ୍ଦେ […]
ପାଟନା: ବିହାରରେ ରାଷ୍ଟ୍ରିୟ ଲୋକ ଜନତା ଦଳ (ଆରଏଲଜେଡି) ସଭାପତି ଉପେନ୍ଦ୍ର କୁଶୱାଙ୍କୁ Z ବର୍ଗର ସୁରକ୍ଷା ଯୋଗାଇବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଉପେନ୍ଦ୍ର କୁଶୱାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ରିପୋର୍ଟ ପାଇବା ପରେ ଆରଏଲଜେଡି ସଭାପତି […]
ଭୁବନେଶ୍ବର: ଓଡିଶାର ଏକ ବଡ ଟିମ ଦୁବାଇ ଗସ୍ତରେ ଅଛନ୍ତି। ଦୁବାଇରେ ଆୟୋଜିତ ଓଡିଶା ଦିବସରେ ଯୋଗ ଦେବା ପାଇଁ ସେମାନେ ଯାଇଛନ୍ତି। ଏଥିରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହିତ କେତେକ ବିଧାୟକ ଅଛନ୍ତି। ସେହିପରି ଉନ୍ନୟନ କମିଶନରଙ୍କ ସହିତ କେତେକ […]
ଭୁବନେଶ୍ୱର: ଧର୍ମେନ୍ଦ୍ର ଭାଇ, ଆପଣ ମୋ ପାଇଁ ଜଣେ ବଡ଼ ଭାଇ ଏବଂ ମୁଁ କପିଳେଶ୍ୱର ମନ୍ଦିରର ଏଏସ୍ଆଇ ବିଜ୍ଞପ୍ତି ବିଷୟରେ ଆପଣଙ୍କର ଭୁଲ ଜଣାଇବା ପରେ ଆପଣ କ୍ରୋଧିତ ହୋଇଥିବାର ଦେଖିବାକୁ ମିଳୁଛି। ଆପଣ ନିଜର ଭୁଲକୁ ସ୍ୱୀକାର କରି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅନୁଷ୍ଠିତ ହେଉଥିବା ରୋଜଗାର ମେଳା କାର୍ଯ୍ୟକ୍ରମରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଆୟୋଜିତ ହୋଇଥିଲା। ଏହି ରୋଜଗାର […]
ଭୁବନେଶ୍ବର: ଭୁବନେଶ୍ବରରେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଅବସରରେ ‘ସଷ୍ଟେନ : ଦ କ୍ରାଫ୍ଟ ଇଡିଅମ୍’ ଶୀର୍ଷକ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଭୁବନେଶ୍ବରସ୍ଥିତ କଳା ଭୂମି ପରିସରରେ ଆୟୋଜିତ ଏହି ପ୍ରଦର୍ଶନୀର ଉଦଘାଟନୀ ସମାରୋହରେ କେନ୍ଦ୍ର ସଂସ୍କୃତି, […]
ଜୟପୁର: ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ତାଙ୍କର ‘ଜନ ସଂଘର୍ଷ ଯାତ୍ରା’ ଶେଷ କରିଛନ୍ତି। ସଚିନ ପାଇଲଟ ସୋମବାର ଏହି ଯାତ୍ରା ଶେଷ କରିବା ଅବସରରେ ବସୁନ୍ଧରା ରାଜେଙ୍କ ନେତୃତ୍ୱରେ ରାଜ୍ୟର ପୂର୍ବତନ […]
ଭୁବନେଶ୍ବର: ଜି ୨୦ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ବୈଠକର ପ୍ରତିନିଧିସ୍ତରୀୟ ଆଲୋଚନା ଆଜି ଠାରୁ ଭୁବନେଶ୍ବରରେ ଆରମ୍ଭ ହୋଇଛି। କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଏବଂ ଡୋନର ମନ୍ତ୍ରୀ ଜି.କିଷନ ରେଡ୍ଡୀ, କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଉଦଘାଟନୀ ଅଧିବେଶନରେ […]
ନୂଆଦିଲ୍ଲୀ: କଂଗ୍ରେସ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରତିବନ୍ଧିତ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ସହିତ ବିଶ୍ୱ ହିନ୍ଦୁ ପରିଷଦର ଯୁବ ୱିଙ୍ଗ ବଜରଙ୍ଗ ଦଳ ସହ ତୁଳନା କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ତାଙ୍କ ନାମରେ ୧୦୦ […]
ନୂଆଦିଲ୍ଲୀ: ଗତ ୨୨ ଦିନ ଧରି ଜନ୍ତର ମନ୍ତ୍ରରରେ ଧାରଣା ଉପରେ ବସିଥିବା କୁସ୍ତିଯୋଦ୍ଧାମାନେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ବିଜେପିର ମହିଳା ସାଂସଦମାନଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏହି ଚିଠି ମାଧ୍ୟମରେ କୁସ୍ତିଯୋଦ୍ଧା ମହିଳା ସାଂସଦଙ୍କ ସମର୍ଥନ […]
ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ-୨୦୨୩ ର ଫଳାଫଳ ପରେ କଂଗ୍ରେସ ଦଳ ଉପରେ ଅଧିକ ଆଲୋଚନା ହେଉଛି। ଏହା ସହିତ, ଅନ୍ୟ ଏକ ନାମ ଅଛି ଯାହା ଏହି ସମୟରେ ଆଲୋଚନାର ବିଷୟ ପାଲଟିଛି। ସେହି ନାମ ହେଉଛି ପ୍ରବୀଣ ସୁଦ। […]
ଭୁବନେଶ୍ୱର: ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ, ଛୋଟ ବଡ ସବୁ ଜନଜାତି ଗୋଷ୍ଠୀର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବଲିଷ୍ଠ ପଦକ୍ଷେପ ନେଇ ଆଉ ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ […]
ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ -୨୦୨୩ ର ଫଳାଫଳ ଆସିଛି। ଗୋଟିଏ ପଟେ କଂଗ୍ରେସ ଶିବିରରେ ଉତ୍ସବର ପରିବେଶ ଥିବାବେଳେ ଅନ୍ୟ ପଟେ ଏହା ଭାରତୀୟ ଜନତା ପାର୍ଟି ପାଇଁ ଏକ ଆତ୍ମମନ୍ଥନର ସମୟ ପାଲଟିଛି। କାରଣ କର୍ଣ୍ଣାଟକ ବିଧାନସଭା ନିର୍ବାଚନର […]
ଭୁବନେଶ୍ଵର: ଆଜି ଠାରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଜି୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକ। ଏହା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ବୈଠକରେ ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ […]
ଭୁବନେଶ୍ବର: ଆଜି ଝାରସୁଗୁଡା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ଅଭିଭାଷଣ ରଖିଛନ୍ତି। ଏହି ଅଭିଭାଷଣରେ ସେ ପୁଣି ଥରେ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ବିଜେପି ଦଳର ନାମ ନ […]
ଭୁବନେଶ୍ବର: କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ଏକ ବକ୍ତବ୍ୟ ହେଲା କଂଗ୍ରେସ କମିଙ୍ଗି। ହେଲେ ବର୍ତ୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କଲେ ସେହି ବକ୍ତବ୍ୟ ହେବ, ଦେଶରେ କଂଗ୍ରେସ କମିଙ୍ଗ, ହେଲେ ଓଡିଶାରେ କଂଗ୍ରେସ ଗୋଇଙ୍ଗି। କାରଣ ଜାତୀୟ ସ୍ତରରେ […]
ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ହୋଇଛି। ଦୀପାଳି ଦାସ ୪୮ହଜାର ୨୩୭ ଭୋଟରେ ବିଜୟୀ ହୋଇଛନ୍ତି। ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି ଦୀପାଳି। କାରଣ ୨୦୧୯ରେ ନବ ଦାସ ୪୫ ହଜାର ୬୯୯ […]
ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ଭୋଟ ଗଣତି ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଏହି ଗଣତିରେ ପ୍ରତି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗରେ ରହୁଛନ୍ତି। ଏଥିସହିତ ଭୋଟ ବ୍ୟବଧାନ ମଧ୍ୟ ପ୍ରତି ରାଉଣ୍ଡରେ ବଢିବାରେ ଲାଗିଛି। ବର୍ତ୍ତମାନ ରାଉଣ୍ଡ ୧୧ […]
ଭୁବନେଶ୍ୱର: ସ୍ଥାନୀୟ ମୃତ୍ତିକା ଓ ଜଳବାୟୁ ଅନୁସାରେ ରାଜ୍ୟରେ ସମସ୍ତ ଜିଲ୍ଲାରେ ଫଳଚାଷ କରି ଚାଷୀମାନଙ୍କର ଆୟବୃଦ୍ଧି କରିବାର ପ୍ରକ୍ରିୟାକୁ ବ୍ୟାପକ କରାଯିବ। ରାଜ୍ୟରେ ଖାଇବା ତେଲ ଚାହିଦା ମେଣ୍ଟାଇବା ଦିଗରେ ଅଏଲ୍ପାମ୍ ଚାଷକୁ ପ୍ରୋତ୍ସାହିତ କରାଯିବା ସହିତ ଓଏମ୍ବିଏଡିସି ଅନ୍ତର୍ଗତ […]
ଭୁବନେଶ୍ବର: ରାଜ୍ୟମନ୍ତ୍ରୀ ମଣ୍ଡଳରୁ ଦୁଇ ଜଣ ମନ୍ତ୍ରୀ ଇସ୍ତଫା ଦେବା ପରେ ବର୍ତ୍ତମାନ କିଏ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବ ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଏଥର ନବୀନ ନୂଆ ମନ୍ତ୍ରୀ ମଣ୍ଡଳରେ ଗଂଜାମ ଜିଲ୍ଲାକୁ ବେଶୀ ପ୍ରାଧ୍ୟାନ୍ୟ […]
ଭୁବନେଶ୍ବର: ଆଜି ହଠାତ ଓଡିଶା ରାଜନୀତିରେ ସୃଷ୍ଟି ହୋଇଛି ହଲଚଲ। ପ୍ରଥମେ ବାଚସ୍ପତି ପଦରୁ ବିକ୍ରମ ଆରୁଖ ଇସ୍ତଫା ଦେବା ପରେ ଦୁଇଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ସେମାନେ ହେଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏବଂ ଶ୍ରମ ମନ୍ତ୍ରୀ […]