ଭୁବନେଶ୍ୱର: ଚାଷୀମାନଙ୍କର ଆୟବୃଦ୍ଧି ଓ ଆର୍ଥିକ ବିକାଶ ଦିଗରେ ମତ୍ସ୍ୟ ଓ ପ୍ରାଣୀସଂପଦର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ସମସ୍ତ ଯୋଜନାର ସଫଳ ରୂପାୟନ ଦିଗରେ ବିଭାଗୀୟ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବାକୁ କୃଷି […]
ନୂଆଦିଲ୍ଲୀ: ଭାରତୀୟ ରେସଲିଂ ଫେଡେରେଶନ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ବର୍ତ୍ତମାନ ଯାଞ୍ଚ କରାଯିବ। ଏଥିପାଇଁ ଏକ ୭ ଜଣିଆ କମିଟି ଗଠନ କରାଯାଇଛି। ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ଦ୍ୱାରା ଏହି କମିଟି ଗଠନ […]
ଭୁବନେଶ୍ୱର : ଆଜି ଓଡିଶାକୁ ଆସିଛି ୧,୫୩,୦୭୪.୬୩ କୋଟି ମୂଲ୍ୟର ପୁଂଜି। ନିକଟରେ ହୋଇଥିବା ମେକ ଇନ ଓଡିଶା ସମ୍ମିଳନୀରେ ଆସିଥିବା ଶିଳ୍ପକୁ ଆଜି ମଂଜୁରୀ ମିଳିଛି। ଏହି ମଂଜୁରୀ ଓଡ଼ିଶା ସରକାରଙ୍କ ଉଚ୍ଚ ସ୍ତରୀୟ କ୍ଲିୟରାନ୍ସ ଅଥରିଟି ଅନୁମୋଦନ ଦେଇଛନ୍ତି। […]
ଚଣ୍ଡିଗଡ: କୁସ୍ତିଯୋଦ୍ଧାମାନେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେବେଠାରୁ ପରିବେଶ ଗରମ ରହିଛି। ବର୍ତ୍ତମାନ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ପ୍ରତିକ୍ରିୟା ଏହି ପ୍ରସଙ୍ଗରେ […]
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ବିଧାୟକ ଶିବପାଲ ସିଂ ଯାଦବ ବୁଧବାର କହିଛନ୍ତି ଯେ, ସେ ପୁତୁରା ଅଖିଳେଶ ଯାଦବଙ୍କୁ ତାଙ୍କ ନେତା ଭାବେ ଗ୍ରହଣ କରିଛନ୍ତି ଏବଂ ଏସପି ତାଙ୍କ ଦଳ। ସେ ପିଲିଭୀତ ସାଂସଦ ବରୁଣ ଗାନ୍ଧୀଙ୍କ ଏସପିରେ ଯୋଗଦେବା […]
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ପୂର୍ବତନ ରାଜ୍ୟପାଳ ରଘୁରାମ ରାଜନ ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରିଛନ୍ତି। ରଘୁରାମ ରାଜନ ତାଙ୍କ ସପକ୍ଷରେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ପପୁ ନୁହଁନ୍ତି ଜଣେ ସ୍ମାର୍ଟ ବ୍ୟକ୍ତି। ରଘୁରାମ […]
ନୂଆଦିଲ୍ଲୀ: ଭାରତ ଜି-୨୦ ଅଧ୍ୟକ୍ଷ ପଦ ଗ୍ରହଣ କରିବା ପରେ କେରଳର ତିରୁଅନନ୍ତପୁରମ୍ ରେ ଏହି ସଂଗଠନର ସ୍ୱାସ୍ଥ୍ୟ କାର୍ଯ୍ୟକାରୀ ଗୋଷ୍ଠୀର ପ୍ରଥମ ବୈଠକ ଆୟୋଜିତ ହୋଇଛି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଭାରତୀ ପ୍ରବୀଣ ପୱାର, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ […]
ଭୁବନେଶ୍ବର: ଆଜି ଭୁବନେଶ୍ଵରରେ ପହଞ୍ଚିଛି ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ । ଏହି ସୁବର୍ଣ୍ଣ ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦର ଠାରେ ବିମାନ ଉପରେ ପୁଷ୍ପ ବୃଷ୍ଟି କରି ସ୍ବାଗତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ […]
ନୂଆଦିଲ୍ଲୀ: ଆଜି ଭାରତ ନିର୍ବାଚନ କମିଶନର ତିନୋଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ସେହି ତିନୋଟି ରାଜ୍ୟ ହେଲା ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡ। ସେହି ଅନୁସାରେ ଆସନ୍ତା ଫେବୃୟାରୀ ୧୬ ତାରିଖରେ ତ୍ରିପୁରାରେ ଏବଂ ୨୭ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରି ଜିଲ୍ଲାସ୍ତରରେ ଅଧିକ ଫିଡବ୍ୟାକ ସଂଗ୍ରହ କରିବାପାଇଁ ନିର୍ଦ୍ଦେଶ ଦେବା ସହିତ ମୁଖ୍ୟ ଶାସନ ସଚିବ ଏ ସଂପର୍କରେ ସମୀକ୍ଷା କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ […]
ଭୁବନେଶ୍ବର: ଆଜି କଂଗ୍ରେସ ନେତା ତଥା ମିଡିଆ ସେଲର ଅଧ୍ୟକ୍ଷ ଥିବା ସତ୍ୟ ପ୍ରକାଶ ନାୟକ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେ କିଛି ଦିନ ଧରି କଂଗ୍ରେସ କାର୍ଯ୍ୟ କଳାପ ଉପରେ ଅସନ୍ତୁଷ୍ଠ ଥିଲେ। ଆଜି ସେ କଂଗ୍ରେସ ସଭାପତି […]
ନୂଆଦିଲ୍ଲୀ: ଏକ ଟିଭି ସାକ୍ଷାତକାର ମାଧ୍ୟମରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଦେଇଥିବା ଶାନ୍ତି ପ୍ରସ୍ତାବକୁ ବର୍ତ୍ତମାନ ଭାରତ ଅଧିକ ଧ୍ୟାନ ଦେଉନଥିବା ପରି ମନେ ହେଉଛି। ଉଚ୍ଚସ୍ତରୀୟ ସୂତ୍ର ଅନୁସାରେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ହୁଏତ ଆଲୋଚନା ଏବଂ ଶାନ୍ତି ପ୍ରୟାସ […]
ନୂଆଦିଲ୍ଲୀ: ଆଜିକାଲି ପାକିସ୍ତାନ ଏକ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସ୍ଥିତି ଏଭଳି ହେଇଛି ଯେ, ସେଠାରେ ଥିବା ଲୋକମାନେ ଖାଇବାକୁ ଅଟା ପାଉନାହାଁନ୍ତି। ଏହି ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ଏକ ବିବୃତ୍ତି ସାମ୍ନାକୁ ଆସିଛି। ଯେଉଁଥିରେ […]
ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଭାଗରେ ତେଲେଙ୍ଗାନାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା। ଏହି ନିର୍ବାଚନରେ ଚଳିତ ଥର ଶାସକ ଦଳ ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି ବା ବିଆରଏସ କୁ କଡ଼ା ଚ୍ୟାଲେଞ୍ଜ ସମ୍ମୁଖୀନ ହେବାକୁ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪ଟି ଜିଲ୍ଲାରେ ୫ଟି ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୀଡ ସବ୍ଷ୍ଟେସନ ଉଦ୍ଘାଟନ କରିଛନ୍ତି। ଏଥିପାଇଁ ୨୫୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ସ୍ଥାନଗୁଡିକ ହେଲା ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, ମାଲକାନଗିରିର କାଲିମେଳା, ସୁବର୍ଣ୍ଣପୁରର […]
ନୂଆଦିଲ୍ଲୀ: ଆଜିଠାରୁ ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଆଗାମୀ ନିର୍ବାଚନ ପାଇଁ ଦଳ ତରଫରୁ ଆରମ୍ଭ ହେବ ରଣନୀତି। ସେଥିପାଇଁ ଦଳ ତରଫରୁ ବଡ ପ୍ରସ୍ତୁତି କରାଯାଇଛି। ତେବେ ଏହି ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ଭାରତ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ ବସୁଛି। ମୁଖ୍ୟତଃ ନିର୍ବାଚନ ସମୟରେ ନୂଆ କରି ଆରଭିଏମ ବ୍ୟବହାର କରାଯିବ। ସେ ନେଇ ସବୁ ଦଳର ନେତାଙ୍କୁ ଅବଗତ କରାଯିବା ସହିତ ଏହାର ବ୍ୟବହାର ପ୍ରଣାଳୀ କୁହାଯିବ। […]
ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ସଫଳ ଭାବେ କାର୍ଯ୍ୟକାରୀ କରିବା ଦିଗରେ ଉପଯୁକ୍ତ ଯୋଗ୍ୟ ହିତାଧିକାରୀ ଚୟନ ପାଇଁ ଓଡିଶା ପଞ୍ଚାୟତ ଓ ପାନୀୟ ଜଳ ବିଭାଗ ଆଣିଲା ନୂଆ ପଦକ୍ଷେପ। କାରଣ ଆଗାମୀ ଦିନରେ ୮.୧୭ ଲକ୍ଷ ପ୍ରଧାନମନ୍ତ୍ରୀ […]
ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରା-ଓଡ଼ିଶା ସୁନ୍ଦରଗଡ଼ ଜିଲ୍ଲାର ତଳସରା ନିର୍ବାଚନ ମଣ୍ଡଳୀର ଏତମା ଠାରୁ ଆରମ୍ଭ ହୋଇ କରମଡିହି ଠାରେ ପଂହଚିଛି। ଏହି ଯାତ୍ରା ବେଳେ ଶରତ ପଟ୍ଟନାୟକ ସିଧା […]
ନୂଆଦିଲ୍ଲୀ: ଅତୀତରେ ବିହାରର ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖର ସିଂ ରାମଚରିତମାନସ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ତାଙ୍କର ଏହି ବିବୃତ୍ତି ପରେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏଥି ସହ ବିହାର ଶିକ୍ଷା ମନ୍ତ୍ରୀଙ୍କ ବିବାଦୀୟ ବିବୃତ୍ତି ସମ୍ପର୍କରେ […]
ନୂଆଦିଲ୍ଲୀ: ଏଣିକି ସାଧାରଣ ନିର୍ବାଚନରେ ଇଭିଏମ ସହିତ ବ୍ୟବହାର ହେବ ଆରଭିଏମ। ଏ ନେଇ ଭାରତୀୟ ନିର୍ବାଚନ କମିଶନର ଏକ ନିଷ୍ପତି ଗ୍ରହଣ କରିବାକୁ ଯାଉଛନ୍ତି। ତେବେ ତା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ମତାମତ ନେବା ପାଇଁ ଆସନ୍ତାକାଲି ସର୍ବଦଳୀୟ […]