ଭୁବନେଶ୍ବର: ଏ ଦେଶ ଆମର ଏ ମାଟି ଆମର। ଏ ଭାବନା ନେଇ ଆମର ପ୍ରିୟ ଭାରତ ତଥା ପ୍ରିୟ ଓଡିଶା ର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ସଂଖ୍ୟଲଘୁ ଭାଇ ଭଉଣୀ ମାନଙ୍କୁ […]
ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ତାଲିକା ପ୍ରକାଶ କରିଛି। ପ୍ରଥମ ତାଲିକାରେ ୬୭ ଜଣ ପ୍ରାର୍ଥୀଙ୍କ ନାମ ଅଛି। ଏଥର ବିଜେପି କୁସ୍ତି ଯୋଦ୍ଧା ବବିତା ଫୋଗାଟଙ୍କ ଟିକେଟ୍ ବାତିଲ କରି ଚରଖି-ଦାଦ୍ରି ଆସନରୁ ସୁନୀଲ ସାଙ୍ଗୱାନଙ୍କୁ […]
ଶ୍ରୀନଗର: ଚଳିତ ବର୍ଷ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ସମୟ ଅଛି, କିନ୍ତୁ ଏହା ପୂର୍ବରୁ ନିର୍ବାଚନ ସର୍ଭେ ଆସିଛି। ଆସନ୍ତୁ ଜାଣିବା ଏହି ସର୍ଭେ କ’ଣ କହୁଛି: ଜାମ୍ମୁ କାଶ୍ମୀରରେ ବିଧାନସଭା […]
ଭୁବନେଶ୍ବର: ମିଛ ହେଉଛି ବିଜେପିର ସବୁଠାରୁ ବଡ଼ ପରିଚୟ। ମିଛ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତା କୁ ଆସିଛି। ତେଣୁ ବିଜେପି ର ମିଛ କୁ ପଦାରେ ପକାଇବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି। ଆଜି […]
ଭୁବନେଶ୍ୱର: ବର୍ତ୍ତମାନ ପୁରା ଆକ୍ସନ ମୁଡରେ ଅଛନ୍ତି ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ବେଆଇନ ମଦ କାରାବାରକୁ ମୂଳପୋଛ କରିବା ପାଇଁ ଦେଲେ ନିର୍ଦ୍ଦେଶ। ବେଆଇନ ମଦ କାରବାର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଅଗଷ୍ଟ ମାସ ୨୦ ତାରିଖରୁ […]
ଭୁବନେଶ୍ୱର: ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଆର୍ଥିକ ସହାୟତା ଚଳିତ ସେପ୍ଟେମ୍ବର ମାସ ୧୭ ତାରିଖରେ ପ୍ରଦାନ କରାଯିବ। ଏହି ଦିନ ଭୁବନେଶ୍ୱରସ୍ଥିତ ଜନତା ମୈଦାନ ଠାରେ ଆୟୋଜନ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେଇ ଯୋଜନାରେ ଅନ୍ତର୍ଭୁକ୍ତ […]
ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବିଜେପିରେ ଏକ ଭିନ୍ନ ନୀତି ଚାଲିଛି। ଯାହାକୁ କୁହାଯିବ ଅପରାଜିତା ନୀତି। କାରଣ ସାଂସଦ ଅପରାଜିତା ରାଜ୍ୟ ସଭାପତିଙ୍କୁ ନିର୍ଦ୍ଦେଶକୁ ମଧ୍ୟ ବେଖାତିର କରିବାକୁ ପଛାଉ ନାହାଁନ୍ତି। କାରଣ ଯାହାକୁ ରାଜ୍ୟ ବିଜେପି ଦଳରୁ ନିଲମ୍ବନ କରିଛି […]
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ୱାରା ପୁଣିଥରେ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି, ଲୋକମାନଙ୍କୁ ବାର୍ତ୍ତା ପଠାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ପ୍ରଥମେ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ, ଯାହା ପରେ ବର୍ତ୍ତମାନ ସାରା ଦେଶରେ ଏହି […]
ଭୁବନେଶ୍ୱର: ରାଜ୍ୟରେ ୩୦ଟି ଜିଲ୍ଲା ରେ ଥିବା ୬୧୯ ଟି ସରକାରୀ ଆୟୁର୍ବେଦିକ ଦିସ୍ପେନସାରି କୁ ଯୋଗାଣ ହୋଇଥିବା ବିଭିନ୍ନ ପ୍ରକାର ଆୟୁର୍ବେଦିକ ଔଷଧ ର ଗୁଣବତ୍ତା ପରୀକ୍ଷା ପାଇଁ ଦାବୀ କରାଯାଇଛି। ଦିସ୍ପେନସାରି କୁ ପ୍ରଦାନ କରାଯାଇଥିବା ୨୦ଟି ଔଷଧ […]
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ଆଜି ପଶ୍ଚିମବଙ୍ଗ ବିଧାନସଭାରେ ମହିଳାଙ୍କ ସୁରକ୍ଷା ଉପରେ ଏକ ବିଲ୍ ଆଗତ କରିଛନ୍ତି। ଏହା ମାଧ୍ୟମରେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଲୋକଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଟିଏମସି ସରକାର ବିଧାନସଭାରେ […]
ଭୁବନେଶ୍ବର: ରାଜ୍ୟ ସରକାର ଲାଗୁ କରିଥିବା ସୁଭଦ୍ରା ଯୋଜନା ନେଇ ସାରା ରାଜ୍ୟରେ ଚର୍ଚ୍ଚା। ହେଲେ ଏହି ଯୋଜନାରେ କେଉଁମାନେ ଆସିବେ କେଉଁମାନେ ଆଯୋଗ୍ୟ ସେ ନେଇ ମଧ୍ୟ ଘଣ୍ଟାଚକଟା ଆରମ୍ଭ ହୋଇଛି। ତେବେ ରାଜ୍ୟ ସରକାର ଜାରୀ କରିଥିବା ନିୟମ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମୋଟ୍ ୧୩,୯୬୬ କୋଟି ଟଙ୍କାର ବ୍ୟୟବରାଦ ସହିତ ଚାଷୀଙ୍କ ଜୀବନ ଓ ଜୀବିକାରେ ସୁଧାର ପାଇଁ ସାତଟି ପ୍ରମୁଖ ଯୋଜନାକୁ ମଞ୍ଜୁର କରାଯାଇଛି। ଡିଜିଟାଲ କୃଷି ମିଶନ: ଡିଜିଟାଲ […]
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟ ଏକ ରାଷ୍ଟ୍ରୀୟ ପାର୍ଟି। ଏହି ଦଳ ରାଷ୍ଟ୍ରର ଚିନ୍ତାଧାରା ଉପରେ ପର୍ଯ୍ୟବେଷିତ। ଜାତୀୟତାବାଦ, ଦେଶ ଭକ୍ତି, ରାଷ୍ଟ୍ରୀୟ ଚେତନାକୁ ଜାଗ୍ରତ କରୁଥିବା ଏହି ଦଳର ବିଚାରଧାରା ହିଁ ଅନ୍ୟ ରାଜନୈତିକ ଦଳଠାରୁ ଭିନ୍ନ ପରିଚୟ ଦେଇଥାଏ। […]
ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶାସକ ଦଳ ପ୍ରସ୍ତୁତ ହୋଇଛି। ଆଜିକାଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା, ବିଜେପି ଏବଂ ଅଜିତ ପାୱାରଙ୍କ ଏନସିପି ମଧ୍ୟରେ ଆସନ ଉପରେ ଆଲୋଚନା ଚାଲିଛି। ଏହି ସମୟରେ, ନାଗପୁରର ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ସରକାରୀ […]
ନୂଆଦିଲ୍ଲୀ: ଭାରତ ମଣ୍ଡପମ ଠାରେ ଅନୁଷ୍ଠିତ ଦୁଇ ଦିନିଆ ଜିଲ୍ଲା ନ୍ୟାୟପାଳିକା ଜାତୀୟ ସମ୍ମିଳନୀର ଉଦଯାପନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟର ନୂତନ ପତାକା ଏବଂ ପ୍ରତୀକ ଜାରୀ କରିଛନ୍ତି। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, […]
ଭୁବନେଶ୍ବର: ରାଜ୍ୟର ମନ୍ତ୍ରୀ ମଣ୍ଡଳ ଶପଥ ନେବାର ପ୍ରାୟ ତିନି ମାସ ହୋଇଗଲାଣି। ଏହି କମ ସମୟ ଭିତରେ ମୋହନ ସରକାର ଯେତିକି ପ୍ରଶଂସା ପାଇବା କଥା ତାହା ହୋଇପାରୁ ନାହିଁ। କାରଣ ହେଲା ଯେ, ବିଭିନ୍ନ ବିଭାଗ ବୁଝିବା ପାଇଁ […]
ଭୁବନେଶ୍ୱର: ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ମଜବୁତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଛନ୍ତି। ଏଥି ନିମନ୍ତେ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇସାରିଛି। ଏହି ଯୋଜନା ଅଧୀନରେ ଓଡ଼ିଶାର ଏକ […]
ଭୁବନେଶ୍ବର: କୋରାପୁଟ-ସିଙ୍ଗାପୁର ରୋଡ୍ (ରାୟଗଡା) ରେଳ ଲାଇନରେ ୧୬୫ କିଲୋମିଟର ଦୈର୍ଘ୍ୟରେ ଚାଲୁରହିଥିବା ଦୋହରୀକରଣ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନିୟରିଂ ଆହ୍ୱାନ ସତ୍ୱେ କ୍ରମାଗତ ଭାବରେ ଅଗ୍ରଗତି କରିଚାଲିଛି। ରେଳ ସଂଯୋଗୀକରଣ ବୃଦ୍ଧି ଏବଂ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହନ କରିବା ପାଇଁ ଜଟିଳ […]
ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ନନ୍ଦ୍ରୁସାହି ଗାଁର ଏହି ଉତ୍ସାହୀ ଯୁବ ଚାଷୀ ତାଙ୍କର ନିରନ୍ତର ପ୍ରୟାସ ମାଧ୍ୟମରେ କୃଷି କ୍ଷେତ୍ରରେ ବିହନ ଉତ୍ପାଦନ, ମାର୍କେଟିଂ ଏବଂ ଟେକ୍ନୋଲୋଜିର ପ୍ରୟୋଗ କରି ସଫଳତାର ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି । […]
ଭୁବନେଶ୍ୱର: ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଆନୁକୂଲ୍ୟରେ ସୁନ୍ଦରପଦାର କୁଚିଲାପୁଟସ୍ଥିତ ଟାଟା-ୱାଟ୍କୋ ପ୍ରୋଜେକଫ ପରିସରରେ ନିର୍ମାଣ ଶ୍ରମିକ ପଞ୍ଜିକରଣ ଶିବିର ଆଜି ପୂର୍ବାହ୍ନରେ ଆୟୋଜିତ ହୋଇଯାଇଛିି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରମ ଓ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ମହିଳାମାନଙ୍କ ଉପରେ ହେଉଥିବା ହିଂସା ଉପରେ ଭାରତର ମହାମହିମ […]