ପୁରୀ: ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଏବଂ ହସପିଟାଲକୁ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ହେଲିକାପ୍ଟର ଯୋଗେ ଭୁବନେଶ୍ବରରୁ ପୁରୀରେ ପହଞ୍ଚିଥିଲେ। ସେଠାରେ ପୁରୀ ସାଂସଦ ପିନାକୀ ମିଶ୍ର, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ଗଣଶିକ୍ଷା […]
ଭୁବନେଶ୍ବର: ଗତ ମାର୍ଚ୍ଚ ୨୮ରୁ ଆରମ୍ଭ ହୋଇଥିବା ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍ଯାପିତ ହୋଇଯାଇଛି। ୧୪ ଦିନ ଧରି ଚାଲିଥିବା ଏହି ମେଳାରେ ପ୍ରାୟ ୪୨୦ଟି ଷ୍ଟଲରେ ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରୟ […]
ଭୁବନେଶ୍ବର: ଚୈତ୍ର ଶୁକ୍ଲ ନବମୀ ତିଥିକୁ ସାଧାରଣତଃ ରାମ ନବମୀ ଭାବେ ପାଳନ କରାଯାଇଥାଏ। ଏହି ଦିନ ମର୍ଯ୍ୟଦା ପୁରୁଷ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ହିନ୍ଦୁ ପୂଜା ପଦ୍ଧତିରେ ରାମ ନବମୀ ଏକ ପବିତ୍ର ତଥା ଗୁରତ୍ବ ପୂର୍ଣ୍ଣ […]
ଭୁବନେଶ୍ବର: କରୋନା କଟକଣା ଯୋଗୁଁ ଦୁଇ ବର୍ଷ ଧରି ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ବନ୍ଦ ରହିଥିଲା। ବର୍ଷକୁ ଥରେ ଅନୁଷ୍ଠିତ ଏହ ରଥଯାତ୍ରା ଦେଖିବାକୁ ଭକ୍ତଙ୍କ ମନରେ ରହିଥିଲା ବ୍ୟାକୁଳତା। ଆଜି ଅଶୋକାଷ୍ଠମୀରେ ଏହି ଅପେକ୍ଷା ପୂର୍ଣ୍ଣ ହୋଇଛି। ଆଜି ହଜାର […]
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ସଭାପତି ଅରବିନ୍ଦ କେଜ୍ରିୱାଲଙ୍କ ହିମାଚଳ ପ୍ରଦେଶରେ ରୋଡ୍ ସୋ’ର ଦୁଇ ଦିନ ପରେ ଦଳର ନେତାମାନେ କେଜ୍ରିୱାଲଙ୍କୁ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ହିମାଚଳ ପ୍ରଦେଶରେ ଆମ୍ ଆଦମୀ ପାର୍ଟି ଧ୍ୱଂସ ହୋଇଯାଇଛି […]
ନୂଆଦିଲ୍ଲୀ: ଏପ୍ରିଲ ୧୦ ତାରିଖରୁ ଘରୋଇ ଟୀକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କୁ କୋଭିଡ -୧୯ ଟୀକାକରଣର ଏକ ସତର୍କତାମୂଳକ ଡୋଜ୍ ଉପଲବ୍ଧ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି। ମନ୍ତ୍ରଣାଳୟ କହିଛି ଯେ, ୧୮ […]
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜି କହିଛନ୍ତି ଯେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ର ନେତ୍ରୀ ମାୟାବତୀଙ୍କୁ ଏକ ମେଣ୍ଟ କରିବାକୁ କହିଥିଲୁ, କିନ୍ତୁ ସେ ମନା କରି ଦେଇଥିଲେ। ଏପରିକି […]
ଭୁବନେଶ୍ବର: ଗଂଜାମ ଜିଲ୍ଲା ଭଂଜନଗର ମାଇନର ଜଳସେଚନ ସହାୟକ ଇଂଜିନିୟର କାର୍ତ୍ତିକେଶ୍ବର ରାଉଳଙ୍କ ସଂପର୍କିୟଙ୍କ ଘରୁ ଆହୁରି ଟଙ୍କା ବାହାରୁଛି। ପ୍ରଥମେ ତାଙ୍କର ଦ୍ବିତୀୟ ସ୍ତ୍ରୀ କଳ୍ପନା ପ୍ରଧାନଙ୍କ ଭୁବନେଶ୍ବର ଟାଟା ଆରିୟାନର ଏକ ଫ୍ଲାଟରୁ ଟଙ୍କା ଜବତ ହୋଇଥିଲା ସେହି […]
ଭୁବନେଶ୍ୱର : କୋଭିଡ୍-୧୯ରେ ମୃତ୍ୟୁ ପାଇଁ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ମୃତକଙ୍କ ନିକଟତମ ସଂପର୍କୀୟଙ୍କୁ ଯୋଗାଇ ଦିଆଯାଉଛି। ଯେଉଁ ବ୍ୟକ୍ତିମାନେ ୨୦୨୨ ମାର୍ଚ୍ଚ ୨୦ ତାରିଖ କିମ୍ବା ତାହା ପୂର୍ବରୁ କୋଭିଡ୍-୧୯ରେ ମୃତ୍ୟୁବରଣ […]
ଭୁବନେଶ୍ବର: ରାଜଧାନୀର ଜନତା ମଇଦାନରେ ଚାଲିଥିବା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ଓଡ଼ିଶା ଓ ଅନ୍ୟ ରାଜ୍ୟର କୃତି ବୁଣାକାରମାନଙ୍କର ଅପୂର୍ବ ମେଳଣ ଦେଖିବାକୁ ମିଳୁଛି। ପଂଜାବ ରାଜ୍ୟର ପଦ୍ମଶ୍ରୀ ପୁରସ୍କାର ବିଜେତାଙ୍କ ‘ଫୁଲକରି’ ହସ୍ତତନ୍ତ ଏହି ମେଳାରେ ଦେଖିବାକୁ ମିଳୁଛି। […]
ଭୁବନେଶ୍ୱର: ଆଗାମୀ ବର୍ଷାଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସମ୍ପଦ ବିଭାଗ ତରଫରୁ ବନ୍ୟା ପ୍ରସ୍ତୁତି ପ୍ରାରମ୍ଭିକ ପର୍ଯ୍ୟାୟ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଜଳ ସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଯାଇଛି […]
ଭୁବନେଶ୍ବର: ଆଜି ବିଳମ୍ବିତ ରାତିରେ ଭୁବନେଶ୍ବରର ଥିବା ଏକ ପ୍ରାଚୀନ କୁଣ୍ଡର ପାଣି ବିକ୍ରି ହେବ। ତାହା ପୁଣି ଷହେ କିମ୍ବା ଦୁଇ ଶହ ନୁହେଁ, ହଜାର ହଜାର ଟଙ୍କାରେ ବିକ୍ରି ହେବ। ସେହି ସ୍ଥାନଟି ହେଉଛି ପୁରୁଣା ଭୁବନେଶ୍ବରର କାରୁକାର୍ଯ୍ୟଭରା […]
ନୂଆଦିଲ୍ଲୀ: ବିନା ଜୋରିମାନାରେ ଅଣ-କାର୍ଯ୍ୟକ୍ଷମ କୋଇଲା ଖଣି ଫେରାଇବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କୁ ୱାନ ଟାଇମ୍ ୱିଣ୍ଡୋ ସୁବିଧା ପ୍ରଦାନ କରାଯିବ। ବର୍ତ୍ତମାନ କାର୍ଯ୍ୟକ୍ଷମ ନଥିବା ଯେକୌଣସି କୋଇଲା ଖଣି ଫେରାଇଲେ ସରକାରୀ କମ୍ପାନୀଗୁଡ଼ିକର […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅଟଳ ଇନୋଭେସନ ମିଶନ (ଏଆଇଏମ)କୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଆଇଏମ ଦେଶରେ ଏକ ନବସୃଜନ ସଂସ୍କୃତି ଏବଂ ଉଦ୍ୟମଶୀଳତା ସହ ଜଡ଼ିତ ଇକୋସିଷ୍ଟମ ବିକଶିତ […]
ନୂଆଦିଲ୍ଲୀ: ଦୁଇ ବର୍ଷର ବ୍ୟବଧାନ ପରେ ଅମରନାଥ ଯାତ୍ରା ବାବା ବରଫାନୀଙ୍କ ଦର୍ଶନ ଏବେ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଏପ୍ରିଲ ୧୧ ତାରିଖରୁ ଆରମ୍ଭ ହେବ। ସୂଚନାଯୋଗ୍ୟ ଯେ ଏହି ଯାତ୍ରା […]
ନୂଆଦିଲ୍ଲୀ: ‘‘ଭାରତରେ ନିର୍ମାଣ’’ (କ୍ରିଏଟ୍ ଇନ୍ ଇଣ୍ଡିଆ) ଏବଂ ‘‘ବ୍ରାଣ୍ଡ ଇଣ୍ଡିଆ’’ର ଆଲୋକବର୍ତ୍ତିକା ସାଜିବାରେ ଭାରତୀୟ ଆନିମେସନ, ଭିଜୁଆଲ ଇଫେକ୍ଟସ୍, ଗେମିଂ ଏବଂ କମିକ୍ (ଏଭିଜିସି) କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି। ୨୦୨୫ ସୁଦ୍ଧା ବିଶ୍ବ ବଜାରର ୫% ଭାଗ ଅକ୍ତିଆର […]
ନୂଆଦିଲ୍ଲୀ: ଆର୍ଥିକ ଅନ୍ତର୍ଭୂକ୍ତିକରଣ ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ)ର ଶୁଭାରମ୍ଭ କରାଯାଇଥିଲା। ଆମେ ଏହି ଯୋଜନାର ସପ୍ତମ ବର୍ଷ ପୂର୍ତ୍ତି ପାଳନ କରୁଛୁ। ଆସନ୍ତୁ ଆମେ ଏହି ଯୋଜନାର କେତେକ ପ୍ରମୁଖ ଦିଗ ଏବଂ ଉପଲବ୍ଧି ଉପରେ ନଜର […]
ଭୁବନେଶ୍ବର: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭିଜିଲାନ୍ସ ବିଭାଗ ଜଣେ ଇଂଜିନିୟରଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ପାଖରେ ଯେତେ ଟଙ୍କା ପାଇଲେ ତାହା ଏକ ରେକର୍ଡ। ଅର୍ଥାତ ଭିଜିଲାନ୍ସ ପୂର୍ବରୁ ଯେତେ ଚଢାଉ କରିଥିଲେ ସେମାନେ ଏତେ ଟଙ୍କା ଆଉ ସୁନା କେବେ […]
ଭୁବନେଶ୍ୱର: ଆଜି ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଏଗାର ଦିନ ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ ସହ ଜଗନ୍ନାଥଙ୍କ ପାଦରେ ପୁଷ୍ପଗୁଚ୍ଛ ନିବେଦନ କରି ମେଳାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ […]
ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ୨୦୨୨ ଶେଷ ହୋଇଛି। ଆଜି ଅର୍ଥାତ୍ ଗୁରୁବାର, ଏପ୍ରିଲ ୭ ତାରିଖ ଠାରୁ ସଂସଦର ଦୁଇଟି ସଦନ- ରାଜ୍ୟସଭା ଏବଂ ଲୋକସଭାକୁ ଅନିଶ୍ଚିତ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ […]
ନୂଆଦିଲ୍ଲୀ: ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟକୁ ୨୦୨୧-୨୨ ଆର୍ଥିକ ବର୍ଷରେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଅତିରିକ୍ତ ୨୮ ହଜାର ୨୦୪ କୋଟି ଟଙ୍କାର ଋଣ ଉଠାଣ ପାଇଁ ଅନୁମତି ମିଳିଛି। ଓଡ଼ିଶାକୁ […]