ପୁରୀ: ଶେଷରେ ତାଲା ଭାଙ୍ଗି ଭିତର ରତ୍ନଭଣ୍ଡାର ଖୋଲା ଯାଇଛି। ହେଲେ ପୁରା ଭିତରକୁ ନ ଯାଇ ସେହି ପାଖରେ କମିଟ ସଦସ୍ୟ ଲାଇଟ ମାରି ଦେଖିଲେ। ସେ ଭିତରେ ଭର୍ତ୍ତି ହୋଇଛି ସିନ୍ଧୁକ ଆଉ ଆଲମିରା। ସେସବୁରେ ମହଣ ମହଣ […]
ପୁରୀ: ଆଜି ଖୋଲାଯିବ ମହାପ୍ରଭୃଙ୍କ ରତ୍ନ ଭଣ୍ଡାର। ସେଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏ ନେଇ ଆଜି ସକାଳେ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ରତ୍ନ ଭଣ୍ଡାର ତଦାରଖ କମିଟ ବୈଠକ ବସିଯାଇଛି। ଏଥିରେ ଆଜି ଦିନ ୧ ଟା […]
ଭୁବନେଶ୍ବର: ବହୁ ବିବାଦୀୟ ତଥା ପ୍ରତୀକ୍ଷିତ ରତ୍ନ ଭଣ୍ଡାର ଆସନ୍ତାକାଲି ଖୋଲା ଯିବ। ଆଜି ସଂଧ୍ୟାରେ କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏହି ଘୋଷଣା କରିଛନ୍ତି। ଏସବୁ ପକ୍ରିୟା ଧାର୍ମିକ ଭାବାବେଗ ମଧ୍ୟରେ ସଂପର୍ଣ୍ଣ କରାଯିବ। ସେଥିପାଇଁ ରତ୍ନ ଭଣ୍ଡାର […]
ଭୁବନେଶ୍ବର: ରାଜଭବନ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ ଘଟଣା ଭିନ୍ନ ମୋଡ ନେଇଛି। ଆଜି ରଜଭବନକୁ ମାଡ ଖାଇଥିବା କର୍ମଚାରୀ ବୈକୁଣ୍ଠ ପ୍ରଧାନ ଏବଂ ତାଙ୍କ ଧର୍ମପତ୍ନୀଙ୍କୁ ରାଜ୍ୟପାଳଙ୍କ ପୁଅ ଭୁଲ ମାଗିଛନ୍ତି। ଏ ନେଇ ଉଭୟ ବୈକୁଣ୍ଠ ପ୍ରଧାନ ଏବଂ […]
ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ତଥା ବହୁ ବିବାଦୀୟ ରତ୍ନ ଭଣ୍ଡାର ଖୋଲିବା ପ୍ରସଂଗ ଏବେ ସତ ହେବାକୁ ଯାଉଛି। ଆସନ୍ତାକାଲି ରବିବାରରେ ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର। ଏ ନେଇ ରତ୍ନ ମଣ୍ଡର କମିଟ ନିଷ୍ପତି କରିଛି। ତେବେ ଏହି ରତ୍ନ […]
ଭୁବନେଶ୍ୱର: ଆମର ବଜେଟ୍ ଟି ଯେପରି ବାସ୍ତବରେ ‘ଲୋକଙ୍କ ବଜେଟ୍’ ଭାବରେ ସମସ୍ତଙ୍କ ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିବ, ସେଥିପାଇଁ ଆମର ଉଦ୍ୟମ ଜାରି ରହିଛି। ସେଥିପାଇଁ ସମାଜର ସବୁ ବର୍ଗଙ୍କ ମତାମତ ଆମେ ଗ୍ରହଣ କରୁଛୁ। ଲୋକଙ୍କ ସରକାର ଭାବରେ […]
ଭୁବନେଶ୍ୱର: ବଡ ଠାକୁରଙ୍କ ଚାରମାଳ ଉପରେ ମୁହଁମାଡ଼ି ପଡ଼ିବା ଘଟଣା ଏବେ ସାରା ବିଶ୍ଵରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଏହାକୁ ନେଇ ବିଭିନ୍ନ ମହଲାରୁ ପ୍ରଶାସନର ଅବହେଳା ଯୋଗୁଁ ଏଭଳି ବଡ ଅଘଟଣା ଘଟିଲା ବୋଲି କୁହାଯାଉଛି। ବିଭିନ୍ନ ରାଜନୈତିକ […]
ନୂଆଦିଲ୍ଲୀ: ସହିଦ ଅଗ୍ନିବୀର ପରିବାରକୁ ମିଳୁଥିବା ଅନୁକମ୍ପାମୂଳକ କ୍ଷତିପୂରଣ ସମ୍ପର୍କରେ ପୂର୍ବତନ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆ ସ୍ପଷ୍ଟ ଭାବେ ସୂଚନା ଦେଇ କହିଛନ୍ତି ଯେ, ବିସ୍ତୃତ ମାର୍ଗଦର୍ଶିକା କାରଣରୁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ପାଇଁ ସାଧାରଣତଃ ଦୁଇରୁ ତିନି ମାସ […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରି ଏଥିରେ ଗ୍ରହଣ କରାଯାଇଥିବା ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି। ଆଜିର ବୈଠକରେ କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି, ଶ୍ରମିକଙ୍କ ଜୀବନ ଜୀବିକାର […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ରୁଷର ମସ୍କୋରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କରୋନା ପରେ ପ୍ରଥମ ଥର ପାଇଁ ରୁଷ ଯାଇଛନ୍ତି। ତେବେ ଏହି ଅବସରରେ ଉଭୟ […]
ନୂଆଦିଲ୍ଲୀ: ୮-୯ ଜୁଲାଇ ୨୦୨୪ରେ ରୁଷ ଓ ଭାରତ ମଧ୍ୟରେ ମସ୍କୋରେ ଅନୁଷ୍ଠିତ ୨୨ତମ ବାର୍ଷିକ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ପରେ ରୁଷ ରାଷ୍ଟ୍ରପତି ମହାମହିମ ଭ୍ଲାଦିମିର ପୁତିନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ବିବୃତି ଜାରି କରିଛନ୍ତି। […]
ଭୁବନେଶ୍ବର: ଓଡିଶାକୁ ଶିଳ୍ପ କ୍ଷେତ୍ରରେ ଦେଶରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରି ରାଜ୍ୟର ଯୁବକଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ […]
ନୂଆଦିଲ୍ଲୀ: ଜେଏମଏମ ନେତା ହେମନ୍ତ ସୋରେନ ସୋମବାର ଦିନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ହେମନ୍ତ ସୋରେନଙ୍କୁ ଦିଆଯାଇଥିବା ଜାମିନ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛି। ଇଡି ଯୁକ୍ତି କରିଛି ଯେ, […]
ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ବହୁ ପ୍ରତିକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଜଙ୍ଗଲ ଜମିରେ ଅଣ ଜଙ୍ଗଲ କାର୍ଯ୍ୟ ପାଇଁ ଚୂଡାନ୍ତ ମଞ୍ଜୁରୀ ଦେଇଛି। ସୂଚନା ଯୋଗ୍ୟ ଯେ, ଦୀର୍ଘ ୩୦ […]
ଭୁବନେଶ୍ୱର: ସାରା ରାଜ୍ୟରେ ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବର ଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, […]
ଭୁବନେଶ୍ୱର: ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା କିଶୋର ଜେନା ଏବଂ ଅମିତ ରେହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ, ଏନଡିଏ ଏବଂ ଇଣ୍ଡିଆ ମଧ୍ୟରେ ଖୁବ୍ ଶୀଘ୍ର ଆଉ ଏକ କଡା ପ୍ରତିଯୋଗିତା ହେବାକୁ ଯାଉଛି। କାରଣ ୮ ଟି ରାଜ୍ୟର ୨୩ ଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଲୋକସଭା ନିର୍ବାଚନରେ INDIA ମେଣ୍ଟ […]
ପୁରୀ: ଗତକାଲି ପୁରୀ ରଥଯାତ୍ରାରେ ଦେଖିବାକୁ ମିଳିଲା ଏକ ବିରଳ ଦୃଶ୍ୟ। ଏହା କୌଣସି ଧାର୍ମିକ ଘଟଣା ହୋଇ ନ ଥିଲେ ମଧ୍ୟ ସାରା ଓଡିଶାରେ ତାହା ବେଶ ଚର୍ଚ୍ଚା ଚାଲିଛି। ତାହା ହେଲା ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡଦାଣ୍ଡରେ […]
ପୁରୀ: ଆଜି ସକାଳୁ ପୁରୀ ବେଳାଭୂମିରେ ମର୍ଣ୍ଣିଂୱାକ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନିଜର ସୁରକ୍ଷା କର୍ମୀଙ୍କ ଗହଣରେ ସେ ବେଳାଭୂମିରେ ବେଶ କିଛି ସମୟ ଚାଲିଥିଲେ। ହଠାତ ରାଷ୍ଟ୍ରପତି ବେଳାଭୂମିରେ ଚାଲୁଥିବାର ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ରାଷ୍ଟ୍ରପତି ରଥଯାତ୍ରା […]
ଭୁବନେଶ୍ବର: ନିର୍ବାଚନରେ ବିପର୍ଯ୍ୟୟର ବହୁଦିନ ପରେ ବିଜେଡିର ଚେତା ପଶିଛି। ଏବେ ରାଜ୍ୟ କମିଟର ବ୍ୟାପକ ପରିବର୍ତ୍ତନ କରିଛି। କେବଳ ଜିଲ୍ଲା ଏବଂ ତଳ ସ୍ତରୀୟ କମିଟଗୁଡିକରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। କେବଳ ରାଜ୍ୟ ସ୍ତରୀୟ କମିଟରେ ଏହି ପରିବର୍ତ୍ତନ […]
ଭୁବନେଶ୍ବର: ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ସୁନାମ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କୃଷକ ମାନଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ବିଭିନ୍ନ କୃଷକ ସଂଗଠନ ମାନଙ୍କ ସହିତ ଆଲୋଚନା କରି ଅନେକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ […]