Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Vedamurti Devavrat Mahesh Rekhe: ବେଦମୂର୍ତ୍ତିଙ୍କୁ କାହିଁକି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

Vedamurti Devavrat Mahesh Rekhe: ବେଦମୂର୍ତ୍ତିଙ୍କୁ କାହିଁକି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

December 2, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Vedamurti Devavrat Mahesh Rekhe
Vedamurti Devavrat Mahesh Rekhe: ବେଦମୂର୍ତ୍ତିଙ୍କୁ କାହିଁକି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Vedamurti Devavrat Mahesh Rekhe: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଦମୂର୍ତ୍ତି ଦେବବ୍ରତ ମହେଶ ରେଖେଙ୍କୁ ଶୁକ୍ଳ ଯଜୁର୍ବେଦର ମଧ୍ୟନ୍ଦିନୀ ଶାଖାର 2 ହଜାର ମନ୍ତ୍ର ନେଇ ଦଣ୍ଡକ୍ରମ ପାରାୟଣମ୍ 50 ଦିନରେ ବିନା ବାଧାରେ ସମାପ୍ତ କରିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି ଯେ 19 ବର୍ଷୀୟ ବେଦମୂର୍ତ୍ତି ଦେବବ୍ରତ ମହେଶ ରେଖେ ଯାହା କରିଛନ୍ତି ତାହା ଆଗାମୀ ପିଢ଼ି ମନେ ରଖିବେ।

ସେ ହିନ୍ଦିରେ ଯାହା ଲେଖିଛନ୍ତି ତାହାର ଓଡିଆ ହେଲା

୯ ବର୍ଷୀୟ ଦେବବ୍ରତ ମହେଶ ରେଖେଙ୍କ କୃତିତ୍ୱ ବିଷୟରେ ଜାଣିବା ଅତ୍ୟନ୍ତ ଉତ୍ସାହଜନକ। ତାଙ୍କର ସଫଳତା ଆଗାମୀ ପିଢ଼ିକୁ ପ୍ରେରଣା ଦେବ।

ଭାରତୀୟ ସଂସ୍କୃତିରେ ବିଶ୍ୱାସ ରଖୁଥିବା ପ୍ରତ୍ୟେକ ବ୍ୟକ୍ତି ଜାଣି ଖୁସି ହେବେ ଯେ ଶ୍ରୀ ଦେବବ୍ରତ ଶୁକ୍ଳ ଯଜୁର୍ବେଦର ମଧ୍ୟନ୍ଦୀନ ଶାଖାର ୨୦୦୦ ମନ୍ତ୍ର ପାଠ “ଦଣ୍ଡକର୍ମ ପାରାୟଣମ୍” ୫୦ ଦିନ ପାଇଁ ବିନା ବାଧାରେ ସମାପ୍ତ କରିଥିଲେ। ଏଥିରେ ଅନେକ ବୈଦିକ ସ୍ତୁତି ଏବଂ ପବିତ୍ର ଶବ୍ଦ ଅନ୍ତର୍ଭୁକ୍ତ, ଯାହାକୁ ସେ ସମ୍ପୂର୍ଣ୍ଣ ଶୁଦ୍ଧତାର ସହିତ ପାଠ କରିଥିଲେ। ଏହି ସଫଳତା ଆମର ଗୁରୁ ପରମ୍ପରାର ସର୍ବୋଚ୍ଚ ରୂପକୁ ପ୍ରତିନିଧିତ୍ୱ କରେ।

କାଶୀର ସାଂସଦ ଭାବରେ, ମୁଁ ଗର୍ବିତ ଯେ ତାଙ୍କର ଉଲ୍ଲେଖନୀୟ ଆଧ୍ୟାତ୍ମିକ ଅଭ୍ୟାସ ଏହି ପବିତ୍ର ଭୂମିରେ ସମ୍ପନ୍ନ ହୋଇଥିଲା। ମୁଁ ତାଙ୍କ ପରିବାର, ସନ୍ଥ, ଋଷି, ବିଦ୍ୱାନ ଏବଂ ଦେଶର ସମସ୍ତ ସଂଗଠନକୁ ପ୍ରଣାମ କରୁଛି ଯେଉଁମାନେ ତାଙ୍କୁ ଏହି ତପସ୍ୟାରେ ସମର୍ଥନ କରିଥିଲେ।

19 वर्ष के देवव्रत महेश रेखे जी ने जो उपलब्धि हासिल की है, वो जानकर मन प्रफुल्लित हो गया है। उनकी ये सफलता हमारी आने वाली पीढ़ियों की प्रेरणा बनने वाली है।

भारतीय संस्कृति में आस्था रखने वाले हर एक व्यक्ति को ये जानकर अच्छा लगेगा कि श्री देवव्रत ने शुक्ल यजुर्वेद की माध्यन्दिन… pic.twitter.com/YL9bVwK36o

— Narendra Modi (@narendramodi) December 2, 2025

pm modi Vedamurti Devavrat Mahesh Rekhe ପ୍ରଧାନମନ୍ତ୍ରୀ ବେଦମୂର୍ତ୍ତି ଦେବବ୍ରତ ମହେଶ ରେଖେ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୯ ଡିସେମ୍ବର ୩୧ ସୁଦ୍ଧା ନିଶା ନେଟୱର୍କ ମୂଳପୋଛ ପାଇଁ ଭାରତର ଦୃଢ଼ ସଂକଳ୍ପ

October 25, 2026

କର୍ଣାଟକରେ ପୁଣି ଭାଷା ବିବାଦ: ଘରୋଇ କମ୍ପାନୀଗୁଡ଼ିକୁ କଡ଼ା ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ

October 25, 2026

Odisha Cyclone Update: ସାମ୍ଭବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଓ ଆଇଏଏସ ଅଫିସରଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ବ

October 25, 2026

ପ୍ରଧାନମନ୍ତ୍ରୀଙ୍କ ଉପରେ ଖଡଗେଙ୍କ ବିବାଦୀୟ ବୟାନ ମାମଲା: କଡ଼ା ଆକ୍ରମଣ କଲେ ଅମିତ ଶାହା

October 25, 2026
Latest News

ଓଏଫଡିସିର ସୁବର୍ଣ୍ଣ ଜୟନ୍ତୀରେ ମହାଶ୍ୱେତା ରାୟଙ୍କୁ ସମ୍ବର୍ଦ୍ଧନା

October 25, 2026

୪୭ତମ ଶାରଳା ପୁରସ୍କାର ପାଇଲେ ଆଶୁତୋଷ ପରିଡ଼ା

October 25, 2026

୨୦୨୯ ଡିସେମ୍ବର ୩୧ ସୁଦ୍ଧା ନିଶା ନେଟୱର୍କ ମୂଳପୋଛ ପାଇଁ ଭାରତର ଦୃଢ଼ ସଂକଳ୍ପ

October 25, 2026

କର୍ଣାଟକରେ ପୁଣି ଭାଷା ବିବାଦ: ଘରୋଇ କମ୍ପାନୀଗୁଡ଼ିକୁ କଡ଼ା ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ

October 25, 2026

କୋଟିଆ ପାଇଁ ବିଜେପି ସରକାରଙ୍କ ନାହିଁ ଆନ୍ତରିକତା : ବିଜେଡି

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.