Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Vedamurti Devavrat Mahesh Rekhe: ବେଦମୂର୍ତ୍ତିଙ୍କୁ କାହିଁକି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ଜାତୀୟ ଖବର

Vedamurti Devavrat Mahesh Rekhe: ବେଦମୂର୍ତ୍ତିଙ୍କୁ କାହିଁକି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

December 2, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Vedamurti Devavrat Mahesh Rekhe
Vedamurti Devavrat Mahesh Rekhe: ବେଦମୂର୍ତ୍ତିଙ୍କୁ କାହିଁକି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Vedamurti Devavrat Mahesh Rekhe: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଦମୂର୍ତ୍ତି ଦେବବ୍ରତ ମହେଶ ରେଖେଙ୍କୁ ଶୁକ୍ଳ ଯଜୁର୍ବେଦର ମଧ୍ୟନ୍ଦିନୀ ଶାଖାର 2 ହଜାର ମନ୍ତ୍ର ନେଇ ଦଣ୍ଡକ୍ରମ ପାରାୟଣମ୍ 50 ଦିନରେ ବିନା ବାଧାରେ ସମାପ୍ତ କରିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି ଯେ 19 ବର୍ଷୀୟ ବେଦମୂର୍ତ୍ତି ଦେବବ୍ରତ ମହେଶ ରେଖେ ଯାହା କରିଛନ୍ତି ତାହା ଆଗାମୀ ପିଢ଼ି ମନେ ରଖିବେ।

ସେ ହିନ୍ଦିରେ ଯାହା ଲେଖିଛନ୍ତି ତାହାର ଓଡିଆ ହେଲା

୯ ବର୍ଷୀୟ ଦେବବ୍ରତ ମହେଶ ରେଖେଙ୍କ କୃତିତ୍ୱ ବିଷୟରେ ଜାଣିବା ଅତ୍ୟନ୍ତ ଉତ୍ସାହଜନକ। ତାଙ୍କର ସଫଳତା ଆଗାମୀ ପିଢ଼ିକୁ ପ୍ରେରଣା ଦେବ।

ଭାରତୀୟ ସଂସ୍କୃତିରେ ବିଶ୍ୱାସ ରଖୁଥିବା ପ୍ରତ୍ୟେକ ବ୍ୟକ୍ତି ଜାଣି ଖୁସି ହେବେ ଯେ ଶ୍ରୀ ଦେବବ୍ରତ ଶୁକ୍ଳ ଯଜୁର୍ବେଦର ମଧ୍ୟନ୍ଦୀନ ଶାଖାର ୨୦୦୦ ମନ୍ତ୍ର ପାଠ “ଦଣ୍ଡକର୍ମ ପାରାୟଣମ୍” ୫୦ ଦିନ ପାଇଁ ବିନା ବାଧାରେ ସମାପ୍ତ କରିଥିଲେ। ଏଥିରେ ଅନେକ ବୈଦିକ ସ୍ତୁତି ଏବଂ ପବିତ୍ର ଶବ୍ଦ ଅନ୍ତର୍ଭୁକ୍ତ, ଯାହାକୁ ସେ ସମ୍ପୂର୍ଣ୍ଣ ଶୁଦ୍ଧତାର ସହିତ ପାଠ କରିଥିଲେ। ଏହି ସଫଳତା ଆମର ଗୁରୁ ପରମ୍ପରାର ସର୍ବୋଚ୍ଚ ରୂପକୁ ପ୍ରତିନିଧିତ୍ୱ କରେ।

କାଶୀର ସାଂସଦ ଭାବରେ, ମୁଁ ଗର୍ବିତ ଯେ ତାଙ୍କର ଉଲ୍ଲେଖନୀୟ ଆଧ୍ୟାତ୍ମିକ ଅଭ୍ୟାସ ଏହି ପବିତ୍ର ଭୂମିରେ ସମ୍ପନ୍ନ ହୋଇଥିଲା। ମୁଁ ତାଙ୍କ ପରିବାର, ସନ୍ଥ, ଋଷି, ବିଦ୍ୱାନ ଏବଂ ଦେଶର ସମସ୍ତ ସଂଗଠନକୁ ପ୍ରଣାମ କରୁଛି ଯେଉଁମାନେ ତାଙ୍କୁ ଏହି ତପସ୍ୟାରେ ସମର୍ଥନ କରିଥିଲେ।

19 वर्ष के देवव्रत महेश रेखे जी ने जो उपलब्धि हासिल की है, वो जानकर मन प्रफुल्लित हो गया है। उनकी ये सफलता हमारी आने वाली पीढ़ियों की प्रेरणा बनने वाली है।

भारतीय संस्कृति में आस्था रखने वाले हर एक व्यक्ति को ये जानकर अच्छा लगेगा कि श्री देवव्रत ने शुक्ल यजुर्वेद की माध्यन्दिन… pic.twitter.com/YL9bVwK36o

— Narendra Modi (@narendramodi) December 2, 2025

pm modi Vedamurti Devavrat Mahesh Rekhe ପ୍ରଧାନମନ୍ତ୍ରୀ ବେଦମୂର୍ତ୍ତି ଦେବବ୍ରତ ମହେଶ ରେଖେ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଜନ ବିଶ୍ୱାସ’ ସଂସ୍କାରର ଶୁଭାରମ୍ଭ: ଜନସ୍ୱାସ୍ଥ୍ୟ ଓ ଉପଭୋକ୍ତା ସୁରକ୍ଷା ଉପରେ ଗୁରୁତ୍ୱ

June 26, 2026

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026

ସନ୍ଧ୍ୟା ୫ଟା ସୁଦ୍ଧା ୧୦ଟି ଫିଲ୍ମର ରେକର୍ଡ ଭାଙ୍ଗିଲା “ୱେଲକମ୍ ଟୁ ଦି ଜଙ୍ଗଲ” 

June 26, 2026
Latest News

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026

ସ୍ୱାସ୍ଥ୍ୟ କ୍ଷେତ୍ରରେ ‘ଜନ ବିଶ୍ୱାସ’ ସଂସ୍କାରର ଶୁଭାରମ୍ଭ: ଜନସ୍ୱାସ୍ଥ୍ୟ ଓ ଉପଭୋକ୍ତା ସୁରକ୍ଷା ଉପରେ ଗୁରୁତ୍ୱ

June 26, 2026

ମାଦକ ଦ୍ରବ୍ୟ ନିୟନ୍ତ୍ରଣ ଭିଜନ ଡକ୍ୟୁମେଣ୍ଟ ଓ ଏନସିବିର ବାର୍ଷିକ ରିପୋର୍ଟ- ୨୦୨୫’ ଉନ୍ମୋଚିତ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.