ଭୁବନେଶ୍ବର, ବର୍ତ୍ତମାନ ଜନ୍ମଦିନ ପାର୍ଟିରେ ମିଳିବ ମାଣ୍ଡିଆ କେକ୍। ବିଶ୍ବାସ ହେଉ ନାହିଁ କି ! ଏହା ସତକଥା। ଏବେ ମାଣ୍ଡିଆର ଭେଳିକି ଭେଳି ଖାଦ୍ୟ ପଦାର୍ଥ ବଜାରରେ ଉପଲବ୍ଧ ହେବ। ବର୍ତ୍ତମାନ ମାଣ୍ଡିଆ ଆଉ ଖିରି ବା ଜାଉ ଭିତରେ […]
ମେଷ : ଗଣେଶଙ୍କ ଆଶୀର୍ବାଦ ସହିତ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଏବଂ ଉତ୍ସାହ ଦେଖାଯିବ। ଆପଣ ଶରୀର ଏବଂ ମନରେ ସତେଜତା ଏବଂ ସତେଜତା ଅନୁଭବ କରିବେ। ପାରିବାରିକ ପରିବେଶ ଖୁସି ହେବ। ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ଆନନ୍ଦ […]
ଭୁବନେଶ୍ବର, ଚଳିତ ବର୍ଷ ଶ୍ରୀଜୀୟୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି। ଏହି ବେଶ ଗତ ୧୯୯୪ ମସିହା ନଭେମ୍ବର ୧୬ ତାରିଖରେ ପଡିଥିଲା। ଅର୍ଥାତ ୨୫ ବର୍ଷ ପରେ ଏହି ବେଶ ପଡିଛି। ଫଳରେ ଏହା ଦେଖିବା ପାଇଁ ଭକ୍ତମାନଙ୍କ ମନରେ […]
ଭୁବନେଶ୍ବର, ଆଜିଠାରୁ ଓଡିଶାର ବିଭିନ୍ନ ଶ୍ରମିକ ସଂଗଠନ ତରଫରୁ ଦୁଇଦିନିଆ ଭାରତ ବନ୍ଦ କରାଯାଇଛି। ଏହି ବନ୍ଦ ଡାକରାକୁ ପ୍ରଦେଶ କଂଗ୍ରେସ ତରଫରୁ ମଧ୍ୟ ସମର୍ଥନ ଦିଆଯାଇଛି। ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ଏହି ବନ୍ଦ କରାଯାଇଛି। ହେଲେ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏନ୍ଆଇଆଇଏଫ୍ ପୁଞ୍ଜିଲଗାଣ ପ୍ଲାଟଫର୍ମ ବା ଡେଟ୍ ପ୍ଲାଟଫର୍ମରେ 6000 କୋଟି ଟଙ୍କାର ପୁଞ୍ଜି ନିବେଶ ସଂକ୍ରାନ୍ତ ଏକ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଏହି ପ୍ଲାଟଫର୍ମଟି ଜାତୀୟ […]
ଭୁବନେଶ୍ବର, କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ୟ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ। ଏହା ମହା ପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବି ବିଷ୍ଣୁ ପଞ୍ଚକ ଭାବେ ମଧ୍ୟ ଜଣାଶୁଣା। ଯେଉଁମାନେ କାର୍ତ୍ତିକ […]
ମେଷ ଆଜି ମନର ଅସୁସ୍ଥତା ହେତୁ ଆପଣ ଚିନ୍ତିତ ହେବେ। ଶରୀରରେ ଥକ୍କା ଏବଂ ଅଳସୁଆ ଅନୁଭବ କରିବେ। ଉଚ୍ଚ ପଦାଧିକାରୀମାନଙ୍କ ସହିତ ଯତ୍ନର ସହିତ କାର୍ଯ୍ୟ କରନ୍ତୁ। ଆପଣ ପିଲାମାନଙ୍କ ବିଷୟରେ ଚିନ୍ତିତ ହେବେ। ଆଜି କୈଣସି ନିଷ୍ପତ୍ତି ନେବା […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ଗଂଜାମ ଜିଲ୍ଲାର କୁକୁଡ଼ାଖଣ୍ଡିରେ ବର୍ତ୍ତମାନ ଶାସକ ଦଳର ଦୁଇ ଗୋଷ୍ଠୀ କନ୍ଦଳ ବାଟରେ ପଡ଼ି ହାଟରେ ଗଡ଼ୁଛି। ଗୋଟିଏ ଗୋଷ୍ଠୀ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସପକ୍ଷରେ ଏବଂ ଅନ୍ୟଗୋଷ୍ଠୀ ବିଧାୟକ ଡ. […]
ଭୁବନେଶ୍ଵର: ଆଜି ସଂଧ୍ୟାରେ ଲୋକମାନେ ଆକାଶକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାରଣ ହେଲା ଆକାଶରେ ଚନ୍ଦ୍ରଙ୍କ ଚାରିପଟେ ଏକ ବ଼ଡ ବଳୟ ଦେଖା ଯାଉଥିଲା। ଏହା ଏତେ ଆକର୍ଷଣୀୟ ଥିଲା ଯେ, କିଏ ରାସ୍ତା ଉପରେ କିଏ ଛାତ ଉପରେ […]
ଭୁବନେଶ୍ବର, ଉଭୟ ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୂର୍ବ ତଟ ରେଳପଥ ପଦକ୍ଷେପ ନେଇଛି। ଟ୍ରେନ୍ ଚଳାଚଳର ନିରାପତ୍ତାକୁ ବୃଦ୍ଧି କରିବା ଏବଂ ଉଭୟ ରେଳ ଏବଂ ସଡକ ଟ୍ରାଫିକର ଅସୁବିଧାଜନକ ଗତିବିଧିକୁ ସୁଗମ କରିବା […]
ନୂଆଦିଲ୍ଲୀ, କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ଆଜି ବଡିଭୋରରୁ ଦେହାନ୍ତ ହୋଇଯାଇଛି। ଏକ ମାସ ପୂର୍ବରୁ ଅହମ୍ମଦ ପଟେଲ କରୋନାରେ ସଂକ୍ରମିତ ହୋଇଥିଲେ। ଏହା ପରେ ସେ ଚିକିତ୍ସିତ ହେଉଥିଲେ। ଅହମ୍ମଦ ପଟେଲଙ୍କ ପୁଅ ଫୈଜଲ ପଟେଲ ଟ୍ୱିଟ୍ କରି […]
ଭୁବନେଶ୍ବର, ଧିରେ ଧିରେ ଘନିଭୂତ ହେବାରେ ଲାଗିଛି ବାତ୍ୟା ନିଭାର୍। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆସନ୍ତା 12 ଘଣ୍ଟା ପରେ ଏହା ତୀବ୍ର ରୂପ ଧାରଣ କରିବ। ଏହାପରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ଅତି ତୀବ୍ର ରୂପ […]
ମେଷ ଆଜି ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଜଣେ ସମ୍ପର୍କୀୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି। ବରିଷ୍ଠମାନଙ୍କ ପରାମର୍ଶରେ କାମ କରନ୍ତୁ। ପରିବାର ସହିତ ବୁଲିବାକୁ ଯାଆନ୍ତୁ। ଚାକିରୀରେ ଥିବା ଲୋକମାନେ ଭଲ ଖବର ପାଇ ପାରିବେ। ତୁମର […]
ମେଷ କାରବାରରେ ସତର୍କତା ଭାବେ କାର୍ଯ୍ୟ କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ଆସିପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବୃଦ୍ଧି ପାଇପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ। ଆପଣଙ୍କ ସ୍ୱାସ୍ଥ୍ୟ […]
ଭୁବନେଶ୍ବର, ବର୍ତ୍ତମାନ ଏକ ଅଡୁଆ ପରିସ୍ଥିତିରେ ପଡିଛନ୍ତି ମନ୍ତ୍ରୀ ଅରୁଣ ସାହୁ। ନୟାଗଡରେ ଜଣେ 5 ବର୍ଷର ଝିଅର ମୃତ୍ୟୁରେ ମନ୍ତ୍ରୀ ପରୋକ୍ଷରେ ସଂପୃକ୍ତ ଅଛନ୍ତି ବୋଲି ଆସିଛି ଅଭିଯୋଗ। ବିଧାନସଭା ଆଗରେ ମୃତ ଝିଅର ବାପାମା ଆତ୍ମହୁତି ଦେବାବେଳେ ଏହି […]
ଭୁବନେଶ୍ୱର: ଏବେ ଏବେ ସରିଛି ଓଡିଶାର ଉପନିର୍ବାଚନ। ବିଜେପି ହାତରୁ ଖସିଯାଇଛି ଗୋଟିଏ ସିଟ। ତିର୍ତ୍ତୋଲ ଓ ବାଲେଶ୍ୱର ସଦରରେ ବିଜେଡିର ହେଲା ବାଜିମାତ। ହେଲେ ନିଜ ହାତରୁ ଖସିଯାଇଥିବା ବାଲେଶ୍ଵର ସଦର ଆସନଟିକୁ ନେଇ ବିଜେପି ମାନସ ମନ୍ଥନ କରିବ […]
ନୂଆଦିଲ୍ଲୀ, ଗ୍ରହରାଜ ବୃହସ୍ପତି 20 ନଭେମ୍ବର ଶୁକ୍ରବାର ଦିନ ମକର ରାଶିରେ ପ୍ରବେଶ କରିଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୃହସ୍ପତି ସେହି ରାଶି ପ୍ରବେଶ କରିବା ଅର୍ଥ ବିଭିନ୍ନ ଅବନତି ଦେଖା ଦେବା। ଯେପରି ଶିକ୍ଷା କ୍ଷେତ୍ରରେ ଅବନତି, ନିଦ ହଜିବା, […]
ଭୁବନେଶ୍ବର, ଧିରେ ଧିରେ ସାମ୍ଭାବ୍ୟ ବାତ୍ୟା ‘ନିଭାର’ ଘନିଭୂତ ହେବାରେ ଲାଗିଛି । ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଆସନ୍ତା 24 ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଅର୍ଥାତ […]
ଭୁବନେଶ୍ବର, ବିଭିନ୍ନ ସମୟରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତିସଂହାରଙ୍କ ଯେପରି ବୟାନ ଦେଉଛନ୍ତି ତାହା ବିଜେପିର ଲୋକପ୍ରିୟତା ବଢାଇବା ପାଇଁ ସାହାର୍ଯ୍ୟ କରୁଛି କି ? ଏହିପରି ଏକ ପ୍ରଶ୍ନବାଚୀ ଓଡିଶା ବୁଦ୍ଧିଜୀବି ମହଲରେ ବର୍ତ୍ତମାନ ସୃଷ୍ଟି ହୋଇଛି। ସେତିକି ନୁହେଁ […]
ନୂଆଦିଲ୍ଲୀ, ବର୍ତ୍ତମାନ ଦେଶର ଅନେକ ରାଜ୍ୟରେ କରୋନା ସ୍ଥିତି ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୪୪ ହଜାର ୫୯ ଜଣ ନୂତନ ସଂକ୍ରାମକ ଚିହ୍ନଟ ହୋଇଛନ୍ତି। ସେହିପରି […]
ଚେନ୍ନାଇ, ଆସନ୍ତା ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ। ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଚେନ୍ନାଇରେ ଅଛନ୍ତି। କେବଳ ଏତିକି ନୁହେଁ, ସେମାନେ ଆଗାମୀ ନିର୍ବାଚନ ପାଇଁ ଶାସକ AIADMK ସହିତ ମିଳିତ ଭାବେ ନିର୍ବାଚନ ଲଢିବା ପାଇଁ ମଧ୍ୟ ନିଶ୍ଚିତ […]