କେଦାର ମିଶ୍ର “ଏଠି ଆଜ୍ଞା କେହି କାହା କଥା ମାନୁ ନାହାନ୍ତି। ପ୍ରଶାସନ ଡାଳେ ଡାଳେ ଗଲେ, ଲୋକେ ପତ୍ରେ ପତ୍ରେ ଯାଉଛନ୍ତି। ସବୁ ସାହାଣମେଲା ହେଇ ପଡିଛି। କଣ୍ଟେନମେଣ୍ଟ କହିଲେ ଲୋକ ବୁଝୁଛନ୍ତି, ଖାଲି ବାଉଁଶ ବାଡ ପଡିଛି, ହେଲେ […]
ପୁରୀ, ଆଜି ହେଉଛି ରସଗୋଲା ଦିବସ। ଏହି ଦିବସଟି ମିଠା ବ୍ୟବସାୟୀଙ୍କ ପାଇଁ ଯେତିକି ଗୁରୁତ୍ବ, ଜଗନ୍ନାଥ ପ୍ରେମୀଙ୍କ ପାଇଁ ସେତିକି ଗୁରୁତ୍ବ। କାରଣ ଆଜି ମା ଲକ୍ଷ୍ମୀଙ୍କ ମାନଭଂଜନ ପାଇଁ ତାଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥ ରସଗୋଲା ପ୍ରଦାନ କରିବେ। […]
ବିଜନ କୁମାର ମହାପାତ୍ର ବିଗତ ଦିନଗୁଡିକରେ ଆମଠାରୁ ବିଦାୟ ନେଇଛନ୍ତି ସିନେମା ଦୁନିଆର ବହୁ ଖ୍ୟାତନାମା ହସ୍ତୀ। ଋଷି କପୁର, ଇରଫାନ ଖାନ ଓ ସଂଗୀତଜ୍ଞ ଓା୍ୱଜିଦ, ନିର୍ଦ୍ଦେଶକ ବାସୁ ଚାଟାର୍ଜୀ, ଉଦୀୟମାନ ଅଭିନେତା ସୁଶାନ୍ତ ସିଂହ ରାଜପୁତ ପ୍ରମୁଖଙ୍କ ବିିୟୋଗର […]
କେଦାର ମିଶ୍ର ମାର୍ଚ୍ଚ ୧୫ ତାରିଖରୁ ଓଡିଶା ସରକାର ଯୁଦ୍ଧକାଳୀନ ଭିତ୍ତିରେ କରୋନା ଭୂତାଣୁର ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲେ। ମାର୍ଚ୍ଚ ଓ ଏପ୍ରିଲ ମାସରେ ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶାର ସଂକ୍ରମଣ ହାର ଅତ୍ୟନ୍ତ ନଗଣ୍ୟ ରହିଥିଲା। […]
ନୂଆଦିଲ୍ଲୀ, 2021 ବର୍ଷ ପାଇଁ ପଦ୍ମ ପୁରସ୍କାର ନିମନ୍ତେ ଅନ୍ଲାଇନ ମନୋନୟନ/ସୁପାରିସ ପ୍ରକ୍ରିୟା ଗତ ମେ ପହିଲାଠାରୁ ଆରମ୍ଭ ହୋଇଛି । ଏହ ପ୍ରକ୍ରିୟା ଚଳିତବର୍ଷ ସେପ୍ଟମ୍ବର 15 ଯାଏଁ ଚାଲୁ ରହିବ । ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ […]
ସମୀକ୍ଷା ବ୍ୟୁରୋ ଓଡିଶାର ଦୁଇ ପ୍ରମୁଖ ଡାକ୍ତରଖାନା ଆଚାର୍ୟ ହରିହର କର୍କଟ କେନ୍ଦ୍ର ଓ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଆଜି ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କର୍କଟକେନ୍ଦ୍ରରେ ଆଜି ୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ […]
ଲିଙ୍ଗରାଜ ମିଶ୍ର ମନ୍ଦିର ମାଳିନୀ ଭୁବନେଶ୍ବର । କିଛି ବର୍ଷ ହେଲା ଏହା ଦେଶର ଅନ୍ୟତମ ଏଡୁକେସନାଲ ହବ୍ ବା ଶିକ୍ଷା ନଗରୀ ଭାବେ ସୃଷ୍ଟି କରି ପାରିଛି ତାର ନୂଆ ପରିଚୟ। ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶେଷ […]
କେଦାର ମିଶ୍ର କରୋନା ଭୂତାଣୁର ଯେତେବେଳେ ନାମକରଣ ବି ହୋଇ ନଥିଲା ଓ ଏହା ଚୀନର ହୁୱେଇ ପ୍ରଦେଶରେ ସୀମିତ ରହିଥିଲା, ସେହି ସମୟରୁ ଏହି ଭୂତାଣୁକୁ ନେଇ ଆମେରିକାରେ ରାଜନୀତି ଆରମ୍ଭ ହୋଇ ସାରିଥିଲା। ଜାନୁଆରୀ-ଫେବୃଆରୀ ମାସରେ ଆମେରିକା ପାଇଁ […]
କେଦାର ମିଶ୍ର ଗତ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରି ଆମକୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ, ଆସନ୍ତା ନଭେମ୍ବର ଯାଏ ଆମକୁ କରୋନା ଭୂତାଣୁର ମୁକାବିଲା ଲାଗି ଏକ ପ୍ରକାର ସତର୍କ ରହିବାକୁ ପଡିବ। ପୂର୍ବରୁ […]
ଭୁବନେଶ୍ବର, କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ (ଏମଏସଏମଇ) ପକ୍ଷରୁ ପୂର୍ବର ଜୁନ 26, 2020 ତାରିଖ ଦିନ ପ୍ରକାଶିତ ବିଜ୍ଞପ୍ତିରେ କରାଯାଇଥିବା ଘୋଷଣା ଅନୁସାରେ ଜୁଲାଇ 1, 2020 ଠାରୁ ଉଦ୍ୟୋଗଗୁଡ଼ିକର ବର୍ଗୀକରଣ ଏବଂ ପଞ୍ଜିକରଣର ନୂତନ […]
ଭୁବନେଶ୍ବର: କରୋନା ଅପଡେଟ୍ ନେଇ ମୁଖ୍ୟ ଶାସନ ସଚିବ ପ୍ରେସ ମିଟ୍ କରିଛନ୍ତି। ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। କରୋନା ମୁକାବିଲା ସହ ଅର୍ଥନୀତିକୁ ସମ୍ଭାଳିବାକୁ ପଡିବ। ସାଢେ ତିନି ମାସ ହେଲାଣି ଆମେ ଅଦୃଶ୍ୟ ଶତ୍ରୁ ସହ ଲଢେଇ […]
କେଦାର ମିଶ୍ର ଆମେ ଆମର ମାନ୍ୟବର ବିଚାରପଟିମାନଙ୍କୁ ସବୁବେଳେ ଗମ୍ଭୀର ଓ ସ୍ଥିତପ୍ରଜ୍ଞ ବୋଲି ଭାବି ଆସିଛୁ। ତେଣୁ ହଠାତ ଆମେ ଯେତେବେଳେ ସୁପ୍ରିମ କୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେଙ୍କର ହଲିଉଡ ମାର୍କା ଫଟୋଟିଏ ଦେଖିଲୁ, […]
ଭୁବନେଶ୍ୱର: ଓଡ଼ିଶା ବଜାରରେ ଧିରେ ଧିରେ ରିଲାଏନ୍ସ ଜିଓ ତାହାର ସ୍ଥିତି ସୁଦୃଢ କରିବାରେ ଲାଗିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୦ ଫେବ୍ରୁଆରିରେ ରିଲାଏନ୍ସ ଜିଓ ଓଡ଼ିଶାରେ ଦୁଇ […]
କେଦାର ମିଶ୍ର ଇତିହାସ ଅନେକ ସମୟରେ ବର୍ତ୍ତମାନ ସମୟର ଦର୍ପଣ ଭଳି ହଠାତ ଠିଆ ହୋଇପଡେ। ଲାଗେ, ସମୟ ସହିତ ଘଟନା ଓ ଚରିତ୍ରମାନେ ନିଜକୁ ପୁଣି ଥରେ ସମାନ ଭାବରେ ସାବ୍ୟସ୍ତ କରୁଛନ୍ତି। ଶହ ଶହ ବର୍ଷ ଧରି ସମାନ […]
ନୂଆଦିଲ୍ଲୀ, ମୋର ପ୍ରିୟ ଦେଶବାସୀଗଣ, ନମସ୍କାର। ୨୦୨୦ ମସିହାରେ “ମନ କି ବାତ” ଏହାର ଅଧା ପଥ ଅତିକ୍ରମ କରିସାରିଛି । ଏହି ସମୟ ମଧ୍ୟରେ ଆମେ ଅନେକ ବିଷୟ ଉପରେ ଆଲୋଚନା କରିଛୁ। ଏବେ ଯେଉଁ ବିଶ୍ୱବ୍ୟାପୀ ମହାମାରୀ ଆସିଛି, […]
କେଦାର ମିଶ୍ର କିଛଦିନ ତଳେ ଯେତେବେଳେ ଆମେରିକାର ମିନିଆପୋଲିସରେ ଜଣେ କୃଷ୍ଣାଙ୍ଗ ଯୁବକ ଜର୍ଜ ଫ୍ଲଏଡଙ୍କୁ ସେଠାକାର ପୋଲିସ ତଣ୍ଟି ଚିପି ନିର୍ମମ ଭାବରେ ହତ୍ୟା କଳା, ତାର ପ୍ରତିବାଦରେ ପୂରା ଆମେରିକାର ଜନ ସାଧାରଣ ରାସ୍ତାକୁ ଓହ୍ଲାଇ ଆସିଥିଲେ। ଆମେରିକା […]
ଭୁବନେଶ୍ବର, କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ କଟକ ଜିଲ୍ଲାର କୋଭିଡ୍ ପର୍ଯ୍ୟବେକ୍ଷକ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. […]
କେଦାର ମିଶ୍ର ହଠାତ ଓଡିଶାର ରାଜନୈତିକ ବାୟୁମଣ୍ଡଳ କିଛିଟା ଚଳଚଞ୍ଚଳ ଲାଗିଲା। କଂଗ୍ରେସ ଓ ବାମପନ୍ଥୀଙ୍କ ସମେତ ରାଜ୍ୟର ଅନ୍ୟ ଛୋଟ ଛୋଟ ରାଜନୈତିକ ଦଳ ଏକାଠି ହୋଇ ସରକାର ବିରୋଧରେ ଧାରଣା ଦେଲେ। ମାର୍ଚ୍ଚ ପରଠୁ ଓଡିଶାରେ ଯେଉଁ ରାଜନୈତିକ […]
କେଦାର ମିଶ୍ର ଅର୍ଥନୀତି ଆମ ସାଧାରଣ ଜୀବନରେ ଖୁବ ବେଶୀ ଚର୍ଚ୍ଚାର ବିଷୟ ନୁହେଁ। ଆମେ ଯେଉଁମାନେ ପରିଶ୍ରମ କରି ସାମାନ୍ଯ ଆୟ ଓ ସାଧାରଣ ବ୍ୟୟ ରେ ଜୀବନ କାଟିଥାଉ, ଆମ ଲାଗି ଅର୍ଥନୀତିର ଜଟିଳ ଗଣିତ ସବୁବେଳେ ଅବୁଝା। […]
କେଦାର ମିଶ୍ର ଆରମ୍ଭରୁ ଲାଗୁଥିଲା କୋଭିଡ-୧୯ ସହିତ ଆମର ଲଢେଇ ଅତି ବେଶୀରେ ତିନିମାସ ଲାଗିବ। ଆଜି ବିଲକୁଲ କହି ହେଉନି, ଏହା କେବେ ସରିବ, ଏପରିକି ଏ ଲଢେଇ ପୂରା ବର୍ଷ ଲାଗି ରହିପାରେ ବୋଲି କୁହା ଯାଉଛି। ଲକ […]
Union cabinet approved private sector participation in Space activities