ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ, ୨୭/୧୨: ୫୪ ବର୍ଷ ବୟସରେ ପାଦ ଦେଲେ ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍। ୧୯୬୫ ମସିହା ଡିସେମ୍ବର ୨୭ରେ ଏହି ଅଭିନେତାଜଣକ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରା ନାମ ହେଉଛି ଅବଦୁଲ୍ ରସିଦ୍ ସଲିମ୍ ସଲମାନ୍ ଖାନ୍। […]
କେଦାର ମିଶ୍ର ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ ଉପଲବ୍ଧି ହେଉଛି, ଗତ ସତୁରୀ ବର୍ଷ ଧରି ଆମର ସେନାବାହିନୀ ଓ ସାଧାରଣ ପ୍ରଶାସନ ନିଜ ନିଜର ସୀମାରେ ରହି କାମ କରିଛନ୍ତି। ଲୋକଙ୍କ ଦ୍ଵାରା ନିର୍ବାଚିତ ସରକାର ସାଧାରଣ ଶାସନର ଦାୟିତ୍ଵ […]
ସଂପଦ ଦଳାଇ ବିଜେଡିର 23 ତମ ପ୍ରତିଷ୍ଠା ଦିବସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭାଷଣକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନବୀନ ତାଙ୍କ ଭାଷଣରେ କହିଲେ ଯେ, ବିଜେଡି ଦଳ ତିଷ୍ଠିବାରେ ବା ବୃଦ୍ଧି ପାଇଁ […]
କେଦାର ମିଶ୍ର ବିଜୁ ଜନତା ଦଳ ଗଠନର ବାଇଶ ବର୍ଷ ବିତିଯାଇଛି। ଭାରତୀୟ ରାଜନୀତିରେ ବିଜେଡି ବୋଧହୁଏ ଏକମାତ୍ର ରାଜନୈତିକ ଦଳ ଯିଏ ନିଜର ପ୍ରତିଷ୍ଠା ସମୟରୁ କ୍ଷମତାରେ ରହିଆସିଛି। ବିରୋଧୀ ରାଜନୀତି ସହିତ ବିଜେଡ଼ିର ସମ୍ପର୍କ ପ୍ରାୟତଃ ନାହିଁ। ଦିନୁ […]
କେଦାର ମିଶ୍ର ଏ ଲେଖାଟିକୁ ମୁଁ ନିତାନ୍ତ ବ୍ୟକ୍ତିଗତ ଅନୁଭବରୁ ଲେଖୁଛି। ମୁଁ ଯେବେବି ମୋ ମା କୁ ପଚାରେ, ମୋର ଜନ୍ମ କେବେ ହୋଇଥିଲା, ସେ ମୋତେ କହେ, ତୁ ସେହି ବର୍ଷ ଜନ୍ମ ହୋଇଥିଲୁ ଯେଉଁ ବର୍ଷ ଯୋଡା […]
ମହାରାଷ୍ଟ୍ର, 25/12: ସମ୍ପ୍ରତି ଦେଶରେ ଧର୍ମକୁ ନେଇ ରାଜନୀତି ଚାଲିଥିବାବେଳେ ମହାରାଷ୍ଟ୍ରର ଏକ ଗ୍ରାମ ଅନନ୍ୟ ନିଷ୍ପତ୍ତି ନେଇଛନ୍ତି। ଗ୍ରାମବାସୀଙ୍କ ଉନ୍ନତ ବିଚାରାଧାରାର ପ୍ରତିଫଳନ ଦେଖିବାକୁ ମିଳିଛି ଏଠି । ମହାରାଷ୍ଟ୍ରରେ ରହିଥିବା ଏକ ଗ୍ରାମର ଗ୍ରାମବାସୀମାନେ ଧାର୍ମିକ କାର୍ଯ୍ୟକ୍ରମରେ ହେଉଥିବା […]
ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଅଟଳ ବିହାରୀ ବାଜପେୟୀ ଦେଶ, ଜାତି ଓ ସମାଜ ପାଇଁ ଏକ ସମର୍ପିତ ବ୍ୟକ୍ତିତ୍ୱ। ଏକାଧାରରେ ଜଣେ ସୃଜନଧର୍ମୀ କବି, ଉଚ୍ଚକୋଟୀର ସ୍ତମ୍ଭକାର, ପ୍ରଜ୍ଞାଦୀପ୍ତବାଗ୍ମୀ, ଜାତୀୟବାଦୀ ସାଂସଦ, ସର୍ବୋତ୍ତମ ଶାସକ ଓ ଜାତିପ୍ରାଣ ରାଷ୍ଟ୍ରନାୟକ। ଛାତ୍ରାବସ୍ଥାରେ ୧୯୩୯ରେ ରାଷ୍ଟ୍ରୀୟ […]
କେଦାର ମିଶ୍ର ଗତ ରବିବାର ଦିଲ୍ଲୀରେ ଏକ ବିଶାଳ ଜନସଭାକୁ ଉଦବୋଧନ ଦେଇ ଆମର ପ୍ରଧାନମନ୍ତ୍ରୀ କହିଲେ, ତାଙ୍କ ସରକାର ବିରୋଧରେ ମିଛ ଅପପ୍ରଚାର ଚାଲିଛି। ବିରୋଧୀ ଦଳ ଓ “ଅର୍ବାନ ନକ୍ସଲ’’ (ଭଗବାନ ଜାଣନ୍ତି, ଏହାର ଅର୍ଥ କଣ) ମାନେ […]
ସମୀକ୍ଷା ବ୍ୟୁରୋ ପୁରୀ-ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁଣି ଥରେ ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି। ତାହା ହେଉଛି ସୁଦର୍ଶନ ପ୍ରତିବର୍ଷ ପରି ଏଥର ମଧ୍ୟ ନିର୍ମାଣ କରିଛନ୍ତି ଏକ ଭିନ୍ନ ବାଲୁକା ଶାନ୍ତାକ୍ଲଜ୍। ପ୍ରତି ବର୍ଷ ସେ ପୁରୀବେଳା […]
ସମୀକ୍ଷା ବ୍ୟୁରୋ ଆସନ୍ତା ୨୬ ତାରିଖ ଅର୍ଥାତ୍ ଗୁରୁବାର ପୌଷ ଅମାବାସ୍ୟା ଦିନ ସୂର୍ଯ୍ୟ ପରାଗ ହେଉଛି। ସମଗ୍ର ଓଡ଼ିଶାରେ ଏହା ଦୃଶ୍ୟ ଓ ପାଳନୀୟ ହେବ। ଏହି ସୂର୍ଯ୍ୟ ପରାଗ ଚଳିତ ବର୍ଷର ତୃତୀୟ ଏବଂ ଶେଷ ସୂର୍ଯ୍ୟ ପରାଗ। […]
କେଦାର ମିଶ୍ର ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ଲଜ୍ଜାଜନକ ପରାଜୟ ପାଇଁ ଦାୟୀ କିଏ? ଏହି ପ୍ରଶ୍ନର ସରଳ ଉତ୍ତର ହେଉଛି, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବାର ଦାସ। ଝାଡଖଣ୍ଡର ଅସ୍ଥିର ରାଜନୀତିରେ ପ୍ରଥମ ଥର ଲାଗି ରଘୁବାର ଦାସ ପାଞ୍ଚବର୍ଷ ପୂରା […]
ସମୀକ୍ଷା ବ୍ୟୁରୋ ବାଲେଶ୍ବର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ସୋମବାର ପୂର୍ବାହ୍ନ ୧୧ଟା ୪୫ମିନିଟ ସମୟରେ ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ ହୋଇପାରୁଥିବା ତ୍ୱରିତ ପ୍ରତିକ୍ରିୟାଶୀଳ କ୍ଷେପଣାସ୍ତ୍ର (କ୍ୟୁଆରସାମ)ର ସଫଳ […]
ନୂଆଦିଲ୍ଲୀ, 23/12 : ନୂଆଦିଲ୍ଲୀରେ ଆୟୋଜିତ ହୋଇଯାଇଛି 66 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଅଗଷ୍ଟ ମାସରୁ ବିଜୟୀଙ୍କ ନାମ ଘୋଷିତ ହୋଇଥିବା ବେଳେ ସୋମବାର ଶାସ୍ତ୍ରୀ ଭବନରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଉପ ରାଷ୍ଟ୍ରପତି ଏମ୍ ଭେଙ୍କିଆ […]
ସମୀକ୍ଷା ବ୍ୟୁରୋ ୨୦୧୯ ଲୋକସଭାରେ ବହୁମତ ପାଇଥିଲେ ବି ରାଜ୍ୟରେ ବେଶ୍ ଦୁର୍ବଳ ହେବାରେ ଲାଗିଛି ଭାରତୀୟ ଜନତା ପାର୍ଟି। ୨୦୧୯ ମଇ ୨୩ତାରିଖରେ ଲୋକସଭା ନିର୍ବାଚନ ପରିଣାମରେ ବିଜେପି ଐତିହାସିକ ବିଜୟ ପାଇଥିବାବେଳେ ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ବିଜେପି ନୈରାଶ୍ୟଜନକ […]
କେଦାର ମିଶ୍ର ଯେ କୌଣସି ଟିଭି ଚାନେଲ, ଯେ କୌଣସି ଭାଷାରେ ଖୋଲିଲେ, ସେଥିରେ ମୋଦୀ ବନ୍ଦନା ବାଜୁନାହିଁ କି? ପ୍ରଧାନମନ୍ତ୍ରୀ କଣ କହିଲେ, କଣ ପିନ୍ଧିଲେ, କେମିତି ଚାଲିଲେ, ତପସ୍ୟା କଲା ବେଳେ ତାଙ୍କ ଦେହରୁ କେମିତି ଜ୍ୟୋତି ବାହାରୁଥିଲା, […]
କେଦାର ମିଶ୍ର ଗୋଟେ ସମୟରେ ଟି.ଏନ.ଶେଷାନ ସାହେବ ଆସି କହିଲେ, କେବଳ ଭୋଟର ତାଲିକାରେ ନାଁ ରହିଲେ ତମେ ନାଗରିକ ହେବା ଯଥେଷ୍ଟ ନୁହେଁ। ତମକୁ ଗୋଟେ ଭୋଟର ପରିଚୟ ପତ୍ର ତିଆରି କରିବାକୁ ପଡିବ। ଆମେ ବାଧ୍ୟ ନାଗରିକ ମାନେ […]
ଦେବରଞ୍ଜନ କୌଣସି ବୃହତ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଦିଗରେ ଜନଶୁଣାଣୀ ଏକ ମାତ୍ର ପ୍ରକ୍ରିୟା ଯେଉଁଠି ସ୍ଥାନୀୟ ଲୋକଙ୍କର ପ୍ରକଳ୍ପ ସମ୍ପର୍କରେ କିଛି ମତ ଦେବାର ସୁଯୋଗ ରହିଛି । ନଚେତ ସରକାର ଓ କମ୍ପାନୀ ମଧ୍ୟରେ ଚୁକ୍ତି ହେବା ପରେ […]
ସମୀକ୍ଷା ବ୍ୟୁରୋ ଆୟୁର୍ବେଦ ଜଡ଼ିବୁଟି ଚିକିତ୍ସା ପରମ୍ପରାକୁ ଗଂଜାମର ଅବଦାନ ଅତୁଳନୀୟ। ଏଇ ମାଟିରେ କବିରାଜ ଚିକିତ୍ସା ବେଶ୍ ସମୃଦ୍ଧ। ଦିନଥିଲା ଲୋକମାନେ କେବଳ ଆୟୁର୍ବେଦ ଚିକିତ୍ସା ପାଇଁ ଆସିକା, ବ୍ରହ୍ମପୁର, କବିସୂର୍ଯ୍ୟନଗର ଓ ଅବିଭକ୍ତ ଗଜପତିର କାଶୀନଗରକୁ ଚିହ୍ନୁଥିଲେ। ସେ […]
କେଦାର ମିଶ୍ର ନାଗରିକ ଆଇନର ସଂଶୋଧନ ଓ ଏହାର ପରବର୍ତ୍ତୀ ଜାତୀୟ ନାଗରିକ ରେକର୍ଡ ପ୍ରସ୍ତୁତି ସମୟରେ ଉତ୍ତର ପୂର୍ବ ରାଜ୍ୟ ଗୁଡିକ ପରେ ଓଡିଶା ଏବଂ ପଶ୍ଚିମ ବଙ୍ଗ ଏହା ଦ୍ଵାରା ଅଧିକ ପ୍ରଭାବିତ ହେବେ। ଓଡିଶାର କେନ୍ଦ୍ରାପଡା ଜିଲାରେ […]
ନୂଆଦିଲ୍ଲୀ: ଝାଡଖଣ୍ଡରେ ସରକାର ଗଢିବେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା-କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ ମେଣ୍ଟ। ବିଭିନ୍ନ ନ୍ୟୁଜ ଚ୍ୟାନେଲ ତରଫରୁ କରାଯାଇଥିବା ଏକଜିଟ୍ ପୁଲରୁ ଏହା ସ୍ପଷ୍ଟ ହୋଇଛି। ଆଜି ଝାଡଖଣ୍ଡର 81ଟି ବିଧାନସଭା ଆସନ ପାଇଁ ଶେଷ ପର୍ଯ୍ୟାୟ […]
ସମୀକ୍ଷା ବ୍ୟୁରୋ ଦେଶରେ ବିଭିନ୍ନ ସ୍ଥାନରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ବିରୋଧରେ ସାଧାରଣ ଜନତାଠାରୁ ଆରମ୍ଭ କରି ବିରୋଧୀ ଦଳମାନେ ସମେସ୍ତ ସଡକ ଉପରକୁ ଓହ୍ଲାଇଛନ୍ତି। ରାଜଧାନୀ ଦିଲ୍ଲୀ ପରେ ଉତ୍ତରପ୍ରଦେଶର ଅନେକ ସହରରେ ମଧ୍ୟ ଏହି ହିଂସ୍ରକ ପ୍ରଦର୍ଶନ […]