ଜ୍ୟୋତି ନନ୍ଦ ଏବେ ପାକିସ୍ତାନ କର୍ତ୍ତୃକ ମିଛ ସଂବାଦ ପରିବେଷଣର ଖବର ଦେଖିବାକୁ ମିଳିଲା।ଭାରତର ଦୁଇଟି ମିଗ୍ ବିମାନକୁ ସେମାନେ ଧ୍ବଂସ କରି ଦେଇଛନ୍ତି ବୋଲି କହୁଛନ୍ତି।ଏହା ସହିତ ସେମାନେ ଦୁଇଜଣ ପାଇଲଟ୍ ଙ୍କୁ ଗିରଫ କରିଛନ୍ତି ବୋଲି ବି କହୁଛନ୍ତି। […]
ବୌଦ୍ଧାୟନ ଧୁଡୁଧୁଡିଆ ଦେହ,ପାକଳ କେଶ ଆଉ ପାକୁଆ ପାଟିରେ ଚେନାଏ ହସ । ନିଜ ଜୀବନର ଅପରାହ୍ନରେ ପହଁଚିଥିବା କିଛି ବୁଢ଼ୀ ମାଉସୀ ଓ ତାଙ୍କ ନେତ୍ରୀଙ୍କ ବାବଦରେ କାହାଣୀଟିଏ। ପୁରୁଣା କଥା ସବୁ ମାଉସୀଙ୍କ ଆଖିସାମ୍ନାରେ ଭାସି ଉଠୁଛି । […]
ଜ୍ୟୋତି ନନ୍ଦ ଯେହେତୁ ବର୍ତ୍ତମାନ ଭୁବନେଶ୍ଵରରେ ଚାଲିଥିବା ପୁସ୍ତକମେଳା ଏକ ସରକାରୀ କାର୍ଯ୍ୟକ୍ରମ ସେଦୃଷ୍ଟିରୁ ସେଠିକି ସମସ୍ତ ସରକାରୀ କର୍ମଚାରୀ ଯେଉଁମାନେ ଭୁବନେଶ୍ଵରରେ ଅଛନ୍ତି ସେମାନଙ୍କୁ ପ୍ରଦର୍ଶନୀ ପଡିଆରେ ପ୍ରତ୍ୟହ ସଂଧ୍ୟା ଛଅଟା ପରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଉ।ଯାହା ଫଳରେ […]
ସମୀକ୍ଷା ବ୍ୟୁରୋ ୨୫ ଫେବୃଆରୀ ଭୋର ୩.୩୦ ରେ ଭାରତୀୟ ବାୟୁସେନାର ଏକ ସାହସୀ ଆକ୍ରମଣରେ ପାକିସ୍ତାନର ଆଭ୍ୟନ୍ତରରେ ଥିବା ବାଲାକୋଟ ଜଙ୍ଗଲ ଭିତରେ ଚାଲିଥିବା ଜୈଶ ଏ ଅହମଦ ର ଆତଙ୍କବାଦୀ ଶିବିର ଉପରେ ପ୍ରକାଣ୍ଡ ପ୍ରହାର କରାଯାଇଥିଲା। ଏହାକୁ […]
କେଦାର ମିଶ୍ର ଭାଇରାଲ…….ଭାଇରାଲ…….ପୁଣି ଭାଇରାଲ……. ଗତ କିଛିଦିନ ହେଲା ଟେଲିଭିଜନର ଓଡିଆ ଖବର ଚାନେଲ ଖୋଲିଲେ ବାରମ୍ବାର ଏଇ ଶବ୍ଦଟି ଶୁଣିବାକୁ ମିଳୁଛି। ମାଟ୍ରିକ ପରୀକ୍ଷାରେ ଓଡିଆ ସାହିତ୍ୟ ଓ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ। ଶହୀଦଙ୍କ ସମ୍ପର୍କୀୟଙ୍କୁ ବିଧାୟକ ତଣ୍ଟିଆ ମାରିବାର […]
ସମୀକ୍ଷା ବ୍ୟୁରୋ ଏଥର ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ନୂଆ ଉଦାହରଣ ସୃଷ୍ଟି କରିବା ମୁଡରେ ଅଛନ୍ତି। ତାହା ହେଲା ଏଥର ପ୍ରାୟ 48 ଜଣ ମହିଳାଙ୍କୁ ପ୍ରାର୍ଥୀ କରି ଏକ ନୂଆ ରେକର୍ଡ ସୃଷ୍ଟି କରିବା। ସେଥିପାଇଁ […]
କେଦାର ମିଶ୍ର ଓଡିଶାର ଅନନ୍ୟ ଶିଳ୍ପ ଓ କଳା ପରମ୍ପରାରେ ହସ୍ତତନ୍ତ ର ପ୍ରମୁଖ ଭୂମିକା ରହିଛି। ସୂତା ଓ ସିଲକ୍ ରେ ପ୍ରସ୍ତୁତ ହସ୍ତତନ୍ତର ବହୁ ଡିଜାଇନ୍ ପୃଥବୀ ସାରା ଓଡିଶାର ପରିଚୟକୁ ମହିମାମଣ୍ଡିତ କରିଛି। ଶହ ଶହ ବର୍ଷ […]
କେଦାର ମିଶ୍ର ନିଜ ବିରୋଧୀଙ୍କୁ ପାକିସ୍ତାନ ସପକ୍ଷବାଦୀ ବୋଲି କହି ଆକ୍ରମଣ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପୁରୁଣା ଅଭିଜ୍ଞତା ଅଛି। ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ମଧ୍ୟ ଏ ପ୍ରକାର ସମାଲୋଚନା […]
କେଦାର ମିଶ୍ର ସାଧାରଣ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଗଲାଣି। ଦେଶର ଯେତେ ଯାହାହେଲେ ମଧ୍ୟ ନିର୍ବାଚନ ଆମ ଗଣତନ୍ତ୍ରର ଅଭିନ୍ନ ଅଙ୍ଗ। ପ୍ରତି ପାଞ୍ଚ ବର୍ଷରେ ନିର୍ବାଚନ ଅବଶ୍ୟ ହେବ। ତେବେ ନିର୍ବାଚନ ହେବା ଆଗରୁ ଯଦି ଗୋଟେ ବଡ ଆତଙ୍କବାଦୀ […]
କେଦାର ମିଶ୍ର ଫେବୃଆରୀ ୧୪ ତାରିଖ ଦିନ ଯେତେବେଳେ ପୁଲବାମା ରେ ଭାରତୀୟ ଜବାନଙ୍କ ଉପରେ ଆକ୍ରମଣ ହେଉଥିଲା ସେଇ ସମୟରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମ ପ୍ରଚାର ଲାଗି ଡିସ୍କଭରି ଚାନେଲ ପାଇଁ ଏକ ଚଳଚ୍ଚିତ୍ର ଶୁଟିଂରେ ବ୍ୟସ୍ତ […]
ଜ୍ୟୋତି ନନ୍ଦ ଏଇ ସ୍ଥାପତ୍ୟ ଟି ପ୍ରଖ୍ୟାତ ଚିତ୍ରକର ଯୋଗେନ ଚୌଧୁରୀ ଙ୍କର । ସଂପ୍ରତି ଏଇ ଶିଳ୍ପକର୍ମ ଟି କଲିକତାର ବିରଲା ପ୍ଲାନେଟୋରିଅମ୍ ର ଅପର ପାର୍ଶ୍ବ ରେ ଅବସ୍ଥିତ।ସେହି ଜାଗାଟିକୁ “ଏକୁଶେ ଉଦ୍ୟାନ” ବା “ଏକୋଇଶ ର ଉଦ୍ୟାନ” […]
କେଦାର ମିଶ୍ର ଥରେ କେହି ଜଣେ କହିଥିଲେ- ଓଡିଶାରେ ଦୁଇ ପ୍ରକାର ଲୋକ ଅଛନ୍ତି, ୧- ଯେଉଁମାନେ ଅକ୍ଷୟ ମହାନ୍ତିଙ୍କୁ ଶୁଣିଛନ୍ତି ଓ ୨. ଯେଉଁ ମାନେ ଅକ୍ଷୟ ମହାନ୍ତିଙ୍କୁ ଶୁଣିଛନ୍ତି, ଅଥଚ ଜାଣି ନାହାନ୍ତି ସେ ଅକ୍ଷୟ ମହାନ୍ତି ବୋଲି। […]
କେଦାର ମିଶ୍ର କଥା କଥାରେ ଏବେ ଦେଶଦ୍ରୋହର ପ୍ରମାଣପତ୍ର ବଣ୍ଟା ଯାଉଛି। ଯିଏ ବାଣ୍ଟୁଛି ତାର ଏକମାତ୍ର ଯୋଗ୍ୟତା ହେଲା, ସେ ଶାସକ ଦଳର ସଦସ୍ୟ। ଯେଉଁ ଶାସକଙ୍କର ଅପାରଗତା ଓ ପରିଚାଳନାଗତ ତ୍ରୁଟି କାରଣରୁ ୨୦୧୪ ରୁ ୨୦୧୮ ଭିତରେ […]
କେଦାର ମିଶ୍ର ସାଧାରଣ ନିର୍ବାଚନ ଲାଗି ବିଜ୍ଞପ୍ତି କୌଣସି ମୁହୂର୍ତ୍ତରେ ପ୍ରକାଶ ପାଇପାରେ। ଓଡିଶା ପାଇଁ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହେବାକୁ ଯାଉଥିବାରୁ, ଏବେ ସାରା ଦେଶର ନଜର ଓଡିଶା ଉପରେ ଅଛି। ଗତ ଚାରୋଟି ଯାକ […]
ବୋଧାୟନ ଏ ଯାଏଁ ଶୁଖିନି ଆଖିର ଲୁହ, ଏଯାଏଁ ବି କଣ ଘରୁ ଶୁଭୁଛି ଗୁମୁରିଗୁମୁରି କାନ୍ଦୁଥିବା ସେହି ସ୍ତ୍ରୀର ସ୍ୱର।ବାପା କାହିଁ ବାପା କାହିଁ କହି ଭାଙ୍ଗିଯାଉଛି ଝିଅର ନିଦ।କାନ୍ଧ ଉପରୁ ଉଠିଯାଇଛି ବାପାର ହାତ।ଆତଙ୍କୀଙ୍କ ଆକ୍ରମଣରେ ସହିଦ ହୋଇଥିବା […]
ଜ୍ୟୋତି ନନ୍ଦ ପୁଲବାମାର ଦୁଃଖଦ ଘଟଣାର ପରିପ୍ରେକ୍ଷୀରେ କେନ୍ଦ୍ରସରକାର ଏକ ସର୍ବଦଳୀୟ ବୈଠକର ଆହ୍ବାନ କରିଥିଲେ ଯେଉଁଠି ସମସ୍ତେ ଦଳମତ ନିର୍ବିଶେଷରେ ଭାରତୀୟ ସେନା ଓ କେନ୍ଦ୍ର ସରକାରଙ୍କ ପଛରେ ଦୃଢ ଭାବର ଠିଆହୋଇଛନ୍ତି ବୋଲି ନିଷ୍ପତ୍ତି ଗ୍ରହଣ କରିଥିଲେ।ଏହା ଆମର […]
କେଦାର ମିଶ୍ର ଚାଳିଶ ଟି ଅମୂଲ୍ୟ ଜୀବନର ଭରଣା କେବେ ବି ହୋଇପାରିନ ନାହିଁ। ଗତ ୧୪ ତାରିଖ ଦିନ ସାରା ଦେଶ ଯେତେବେଳେ ପ୍ରେମର ଦିବସ ପାଳୁଥିଲା, ସେତେବେଳେ ଚରମ ସନ୍ତ୍ରାସର ଶୀକାର ହୋଇ ଆମର କେନ୍ଦ୍ରୀୟ ସ୍ଵତନ୍ତ୍ର ସୁରକ୍ଷା […]
ସମୀକ୍ଷା ବ୍ୟୁରୋ ଯାହା ଜଣା ପଡୁଛି, ବିଜୁ ଜନତା ଦଳ ଚିଟ ଫଣ୍ଡ ସ୍କାମରେ ନାଁ ଥିବା ନେତାଙ୍କୁ ଏଥର ଟିକେଟ ଦେବ ନାହିଁ। ଏହିପରି ଚର୍ଚ୍ଚା ବର୍ତ୍ତମାନ ରାଜ୍ୟ ରାଜନୀତିକୁ ହଲଚଲ କରିବାରେ ଲାଗିଛି। ବିଜୁ ଜନତା ଦଳର ଅନେକ […]
ଲଷ୍ମୀପ୍ରିୟା ଓଝା ଭାରତ ର ପୁର୍ବାଞ୍ଚଳରେ ସ୍ଥିତ ଆସାମ ତା’ର ପ୍ରାକୃତିକ ବନ ସମ୍ପଦ, ଗୋଟେ ସିଂଘ ଵାଲା ଗଣ୍ଡା, ତେଲ ଭଣ୍ଡାର, ଚା ବଗିଚାର ଅପୂର୍ବ ସବୁଜିମା ଏବଂ ସତୁରି ଦଶକରୁ ହିଂସ୍ରକ ଉଗ୍ରବାଦଗ୍ରସ୍ତ ଅଶାନ୍ତ ପ୍ରଦେଶ ଭାବରେ ପରିଚିତ […]
ସମୀକ୍ଷା ବ୍ୟୁରୋ ଗୋଟେ ବୋଲେରୋ ଗାଡିରେ ୩୫୦ କିଲୋଗ୍ରାମ ଆରଡିଏକ୍ସ ପୂରେଇ ଆତଙ୍କବାଦୀ ଆଦିଲ ଅହମଦ ଦର ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ୭୮ଟି ଗାଡିରେ ଆସୁଥିବା କେନ୍ଦ୍ରୀୟ ସ୍ଵତନ୍ତ୍ର ପୋଲିସ ବଳ ବା ସିଆରପିଏଫ ର ୨୫୦୦ ଜବାନଙ୍କ ଉପରେ ଆତ୍ମଘାତି […]
କେଦାର ମିଶ୍ର ଷୋଡଶ ଲୋକସଭାର କାର୍ୟକାଳ ଗତକାଲି ସରିଛି। ୧୯୮୪ ପରଠୁ ଏହି ଲୋକସଭାରେ ପ୍ରଥମଥର ଲାଗି ଶାସକ ଦଳ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠ ହୋଇଥିଲା। ମଇ ୨୦୧୪ ରେ ଷୋଡଶ ଲୋକସଭା ଗଠିତ ହେଲାବେଳକୁ ଏଥିରେ ଭାରତୀୟ ଜନତା ପାର୍ଟିର […]