କେଦାର ମିଶ୍ର ଅର୍ଥନୀତି ପଢିଥିବା ଲୋକେ ମାକ୍ରୋ ଏବଂ ମାଇକ୍ରୋ ଶବ୍ଦ ବିଷୟରେ ବେଶ ସଚେତନ। ରାଜନୀତିରେ ମଧ୍ୟ ମାଇକ୍ରୋ ମଡେଲ ରୁ ମାଇକ୍ରୋ ମଡେଲ ର ଆକଳନ କରିହୁଏ। ଫେବୃଆରୀ ୨୦୧୮ରେ ଅନୁଷ୍ଠିତ ବିଜେପୁର ବିଧାନସଭା ଉପ ନିର୍ବାଚନ ଆଧାରରେ […]
ସମୀକ୍ଷା ବ୍ୟୁରୋ ନିର୍ବାଚନ ସମୟ ଯେତିକି ପାଖେଇ ପାଖେଇ ଆସୁଛି. ବିଜେଡିର ଚିନ୍ତା ସେତିକି ବଢିବାରେ ଲାଗିଛି। ଧିରେ ଧିରେ ଦଳରେ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢୁଥିବାରୁ ଏଥର କାହାକୁ ଟିକେଟ ଦିଆଯିବ କାହାକୁ ନାହିଁ ସେହି ଚିନ୍ତାରେ ବର୍ତ୍ତମାନ ବିଜେଡି […]
ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ବର୍ତ୍ତମାନ ନୂଆଦିଲ୍ଲୀରେ ଅଛନ୍ତି। ତିନିଦିନ ଧରି ସେ ଦିଲ୍ଲୀରେ ଡେରାପକାଇଛନ୍ତି। ନୂଆଦିଲ୍ଲୀ ସୁତ୍ରରୁ ଜଣାପଡିଛି ଯେ, ଦାମ ରାଉତ କୁଆଡେ ବିଜେପିରେ ମିଶିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏଥିମଧ୍ୟରେ ସେ ବିଭିନ୍ନ […]
ସମୀକ୍ଷା ବ୍ୟୁରୋ ବୈଜୟନ୍ତ ପଣ୍ଡା ବିଜେପିର ଜାତୀୟ ଉପସଭାପତି ଓ ମୁଖପାତ୍ର ଭାବେ ନିୟୁକ୍ତି ପାଇବା ପରେ ଓଡିଶାରେ ବିଜେପିର ସମୀକରଣ ବଦଳିବାକୁ ଯାଉଛି । କେନ୍ଦ୍ରୀୟ ନେତୃତ୍ବ ବୈଜୟନ୍ତଙ୍କୁ ଯେ ଅଧିକ ଗୁରୁତ୍ବ ଦେଉଛି, ତାହା ଆଉ ଅଛପା ହୋଇ […]
କେଦାର ମିଶ୍ର ୧୯୯୮ ମସିହାରେ ବିଜୁ ଜନତା ଦଳ ଗଠନ ହେବା ପରଠୁ ଏହି ଦଳ ନିରନ୍ତର ଭାବରେ ଓଡିଶାର ସବୁ ନିର୍ବାଚନ ଜିଣି ଆସୁଛି। ୨୦ ବର୍ଷରୁ ଅଧିକ କାଳ କେନ୍ଦ୍ର(ନବୀନ ବାବୁ ପ୍ରଥମେ ବାଜପାୟୀ ସରକାର ରେ ମନ୍ତ୍ରୀ […]
ସାଗରିକା ବଲିଉଡ୍ରେ ମହିଳାଙ୍କୁ ନେଇ ପ୍ରଥମ ଫିଲ୍ମ ଭାବେ ‘ମଦର ଇଣ୍ଡିଆ’ (୧୯୫୭)ରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମରେ ନର୍ଗିସ୍ ଦତ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଜଣେ ନାରୀର ସଂର୍ଘଷକୁ ନେଇ ଏହି ଫିଲ୍ମଟି ସୁପରହିଟ୍ ରହିଥିଲା […]
କେଦାର ମିଶ୍ର ୨୦୧୪ ସାଧାରଣ ନିର୍ବାଚନରେ ଭୋଟଦାନ କେନ୍ଦ୍ରକୁ ଆସି ନିଜର ମତଦାନ ସାବ୍ୟସ୍ତ କରିଥିବା ଭାରତୀୟ ମହିଳା ଭୋଟରଙ୍କ ସଂଖ୍ୟା ଥିଲା ୩୮,୭୯,୧୧,୩୩୦ ଓ ଏହା ଥିଲା ସମୁଦାୟ ଭୋଟରଙ୍କର ୪୭.୬୨ %। ଗତ ତିନୋଟି ଯାକ ସାଧାରଣ ନିର୍ବାଚନରେ […]
କେଦାର ମିଶ୍ର ରାଫାଲେ କିଣା ମାମଲାରେ ଦିନକୁ ଦିନ ନରେନ୍ଦ୍ର ମୋଦୀ ସରକାରଙ୍କ ବିଚିତ୍ର ସ୍ଵରୂପ ଲୋକଲୋଚନକୁ ଆସୁଛି। ଦେଶପ୍ରେମ ଓ ପାକିସ୍ତାନ ବିରୋଧୀ ହାୱା ସୃଷ୍ଟି କରି ରାଫାଲେ ଦୁର୍ନୀତି ମାମଲାରୁ ଲୋକଙ୍କ ନଜର ହଟାଇବାକୁ ମୋଦୀ ସରକାର ବହୁ […]
ସମୀକ୍ଷା ବ୍ୟୁରୋ ସକ୍ରିୟ ରାଜନୀତିକୁ ଆସିବେ ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଂହଦେଓ। କଂଗ୍ରେସ ଚୟନ କମିଟ ତାଙ୍କ ନାମକୁ ସୁପାରିଶ କରିଛି। କାମାକ୍ଷା ପ୍ରସାଦ ଦୀର୍ଘ ଦିନ ଧରି ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ। ହଠାତ ତାଙ୍କ ନାମକୁ ଚୟନ […]
ସମୀକ୍ଷା ବ୍ୟୁରୋ ପ୍ରଦେଶ କଂଗ୍ରେସ କମିଟର ବସିଥିବା ଚୟନ କମିଟ 121ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ସୁପାରିଶ କରିଛି। ଏଆଇସିସି ର ମୋହର ବାଜିବା ପରେ ଏହି ତାଲିକା ଚୁଡାନ୍ତ ହେବ। କମ୍ୟୁନିଷ୍ଟ ଦଳ ସହିତ କଂଗ୍ରେସ ବୁଝାମଣା […]
କେଦାର ମିଶ୍ର ୨୦୧୯ ସାଧାରଣ ନିର୍ବାଚନରେ ଓଡିଶାରୁ ଲୋକସଭାକୁ ପଠାଇବା ପାଇଁ ଶାସକ ବିଜୁ ଜନତା ଦଳ ନୂଆ ମୁହଁ ଖୋଜୁଛି। ବର୍ତ୍ତମାନ ଲୋକସଭା ସଦସ୍ୟ ଥିବା ପୁରୁଖା ନେତାଙ୍କୁ ବିଶ୍ରାମ ଦେଇ ସେମାନଙ୍କ ସ୍ଥାନରେ ନୂଆ ନେତାଙ୍କୁ ଲୋକସଭା ନିର୍ବାଚନରେ […]
ଜ୍ୟୋତି ନନ୍ଦ ଏଇ କାନ୍ଥଟି ଏବେ ଅଛି କି ନାହିଁ ମୋର ସଠିକ ଧାରଣା ନାହିଁ। ନ ଥିବାର ଯଥେଷ୍ଟ ସଂଭାବନା ରହିଛି। ଗୋଟିଏ ଯୁଦ୍ଧର ବିଭୀଷିକାକୁ ସହି ନେବାର ସାମର୍ଥ୍ୟ କୌଣସି ଏକ ସାଧାରଣ କାନ୍ଥର କ’ଣ କେବେ ରହିପାରିବ […]
ପ୍ରଶାନ୍ତ ପଟ୍ଟନାୟକ ଜଣେ ଅତ୍ୟନ୍ତ ଦୁଃସାହସିକ, ବୈମାନିକ ଓ ଦୂରଦ୍ରଷ୍ଟା ରାଷ୍ଟ୍ରନୀତିଜ୍ଞ ଭାବରେ ବିଜୁବାବୁଙ୍କୁ ସମସ୍ତେ ଜାଣନ୍ତି । କିନ୍ତୁ ସାମ୍ବାଦିକତା କ୍ଷେତ୍ରରେ ବିଜୁବାବୁଙ୍କର ଅବଦାନ ସମ୍ପର୍କ କେବେ ହେଲେ ଅ ।ଲୋଚନା ହେଉନଥିବାରୁ ତାଙ୍କ ଜୀବନର ଏହି ଦିଗଟି ପ୍ରାୟ […]
କେଦାର ମିଶ୍ର ବୈଜୟନ୍ତ ପଣ୍ଡା ବିଜେପିକୁ ଆସିଲେ କିଛି ଗୋଟେ ବିରାଟ ରାଜନୈତିକ ପରିବର୍ତ୍ତନ ହେବନାଇଁ, ଏକଥା ଓଡିଶାବାସୀ ଜାଣନ୍ତି। ଏ ବିଷୟରେ ଆଗରୁ ବହୁ ଆଲୋଚନା ହୋଇସାରିଛି। ତେଣୁ ପୁରୁଣାକଥାର ପୁନରାବୃତ୍ତି କରିବାକୁ ଆମେ ଚାହୁଁନାହୁଁ। ବୈଜୟନ୍ତ ଓଡିଶାର ନେତା, […]
ସମୀକ୍ଷା ବ୍ୟୁରୋ କେବ ହେବ ନିର୍ବାଚନ, ଏହାକୁ ନେଇ ଚାଲିଥିବା ଆଶା ଓ ଆଶଙ୍କା ଆସନ୍ତା 8 ତାରିଖରେ କିମ୍ବା ଏହା ପରେ ସ୍ପଷ୍ଟ ହେବ। ନିର୍ବାଚନ କମିଶନର ସେଥିପାଇଁ ପ୍ରସ୍ତୁତି ଶେଷ କରିଦେଇଛନ୍ତି। ଯାହା ଜଣାପଡୁଛି ଓଡିଶାରେ ପୂର୍ବପରି ଦୁଇଟି […]
କେଦାର ମିଶ୍ର ପୁଣି ଚର୍ଚ୍ଚା ଚାଲିଛି, ଆଜି ବିଜୁ ଜନତା ଦଳର ପୂର୍ବତନ ନେତା ବୈଜୟନ୍ତ ପଣ୍ଡା ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିପାରନ୍ତି। ଗତ ବର୍ଷେ ହେଲା ଏ ଖବର ବିଷୟରେ ଆମେ କେବଳ ଶୁଣି ଆସୁଛୁ। “ସମୀକ୍ଷା’ […]
କେଦାର ମିଶ୍ର ଓଡିଶା ରାଜନୀତିରେ ଗତ ଛଅ ମାସର ଘଟଣାକ୍ରମକୁ ବିଶ୍ଳେଷଣ କଲେ ଗୋଟେ କଥା ଆମ ମନକୁ ବାରମ୍ବାର ଆସିବ, ଆଉ କଥାଟି ହେଉଛି ଏକ ବିକଳ୍ପ ଦଳ ଗଠନର ପ୍ରୟାସ। ବିଜୁ ଜନତା ଦଳରୁ ଯେଉଁ ନେତାମାନେ ବିତାଡିତ […]
ସମୀକ୍ଷା ବ୍ୟୁରୋ ବିଜେପି ତରଫରୁ ପୁରୀ ଲୋକସଭା ଆସନ ପାଇଁ ଲଢେଇ କରିବେ ଦିଲ୍ଲୀ ଦରବାରରେ ଦବଦବା ଥିବା ଓଡିଶାର ଯୁବ ନେତା ସମ୍ବିତ ପାତ୍ର। ସେହିପରି ସମ୍ବଲପୁରରୁ ପ୍ରାର୍ଥୀ ହେବେ ସୁରେଶ ପୂଜାରୀ, ଆଉ ଭୁବନେଶ୍ଵରରୁ ଲଢିବେ ଅପରାଜିତା ଷଡଙ୍ଗୀ। […]
ସାଗରିକା ଲିଭ୍-ଇନ୍-ରିଲେସନ୍ସିପ୍କୁ ନେଇ ଆଜିର ଯୁବ ସମାଜ ବେଶ୍ ସକାରାତ୍ମକ । ରାଇଟ୍ ଟୁ ଲାଇଫ୍ରେ ସେମାନେ ସ୍ଵାଧୀନ ଭାବେ ନିଜ ଲାଇଫ୍ ସହ ବଞ୍ଚିବାରେ ମସ୍ଗୁଲ୍ । ତେବେ ଭାରତ ପରି ଏକ ସଂସ୍କୃତିସମ୍ପନ୍ନ ଦେଶରେ ଏହି ସମ୍ପର୍କକୁ ନେଇ […]
କେଦାର ମିଶ୍ର ପାକିସ୍ତାନକୁ ବୁଦ୍ଧି ଶିଖାଇବାକୁ ହେଲେ ଯୁଦ୍ଧ ହିଁ ଏକମାତ୍ର ମାର୍ଗ, ଭାରତର ଶାସକ ଦଳ ଓ ଶାସକ ଦଳର ପୋଷା ଗଣମାଧ୍ୟମ ଏକଥା ବେଶ ବୁଝି ଯାଇଛନ୍ତି। ଟେଲିଭିଜନ ଷ୍ଟୁଡିଓ ରେ ସୈନିକର ପୋଷାକ ପିନ୍ଧି ନାଟକ କରୁଥିବା […]
କେଦାର ମିଶ୍ର -ଯୁଦ୍ଧ ପାଇଁ ନୁହେଁ, ବରଂ ଶାନ୍ତି ପାଇଁ ବିଶାଳ ହୃଦୟର ଛାତି ରହିବା ଦରକାର -ଯୁଦ୍ଧ କରିବା ସହଜ, ହେଲେ ଯୁଦ୍ଧକୁ ବନ୍ଦ କରିବା ଆଦୌ ସହଜ ନୁହେଁ। -କୂଟନୈତିକ ସ୍ତରରେ ସବୁ ଦେଶ ନିଜକୁ ବିଜୟୀ ବୋଲି […]