ରୋପୱେ ଦୁର୍ଘଟଣା ପରେ କେନ୍ଦ୍ର ଗୃହ ସଚିବଙ୍କ ତାଗିଦ, ସମସ୍ତ ମୁଖ୍ୟ ଶାସନ ସଚିବଙ୍କୁ ଲେଖିଲେ ଚିଠି

Published: Apr 13, 2022, 4:54 pm IST
ନୂଆଦିଲ୍ଲୀ:  ଝାଡ଼ଖଣ୍ଡର ଦେଓଘର ଜିଲ୍ଲାରେ ଘଟିଥିବା ଏକ ରୋପୱେ ଦୁର୍ଘଟଣା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ଭବିଷ୍ୟତରେ ଯେପରି କୈଣସି ଅଘଟଣକୁ ରୋକିବା ପାଇଁ ରୋପୱେ ଅପରେସନ୍ ଉପରେ ଏକ ବିସ୍ତୃତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ ଏବଂ ଏକ ଜରୁରୀକାଳୀନ ଯୋଜନା ରହିବା ଆବଶ୍ୟକ ବୋଲି ମନ୍ତ୍ରଣାଳୟ ଗୁରୁତ୍ୱ ଦେଇଛି।

Related posts