ସମୀକ୍ଷା ବ୍ୟୁରୋ ବିସିସିଆଇରେ ଏବେ ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି। ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ନୂତନ ଅଧ୍ୟକ୍ଷ ହୋଇପାରନ୍ତି। ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ […]
ସମୀକ୍ଷା ବ୍ୟୁରୋ ଗତ ରବିବାର ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ବରର ହୃତକେନ୍ଦ୍ରରେ ରହିଥିବା ଭାରତୀୟ ସେନାବାହିନୀର ୧୨୦ ବାଟାଲିୟନ ସାମ୍ନାରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଥିଲା, ତାହା ଅନେକାଂଶରେ ଆମର ବିବେକକୁ ଲହୁ ଲୁହାଣ କରିବାକୁ ବାଧ୍ୟ। ପ୍ରବଳ ବର୍ଷାରେ ହଜାର ହଜାର […]
ସମୀକ୍ଷା ବ୍ୟୁରୋ ଆଜିଠାରୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ। ଏହି ମାସରେ ଭଗବାନ ଶିବ, ବିଷ୍ଣୁ, କାର୍ତ୍ତିକ ଓ ତୁଲସୀଙ୍କ ବିଶେଷ ପୂଜାଅର୍ଚ୍ଚନା କରାଯାଇଥାଏ। ଧର୍ମ ମାସ ଭାବରେ ଏହି ମାସଟି ପରିଚିତ। ଏହି ମାସରେ ଲୋକମାନେ ସ୍ନାନ, ଦାନ […]
କେଦାର ମିଶ୍ର ଓଡିଶା ସରକାରଙ୍କର ଅତ୍ୟନ୍ତ ଉଚ୍ଚାଭିଳାଷୀ ଯୋଜନା “ମୋ ସରକାର’’ କୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି। ଏହା ସହିତ ଫାଇଭ ଟି, ଯଥା-ସାମୁହିକ ଦାୟିତ୍ଵ(ଟିମ ୱାର୍କ), ସମୟସୀମା (ଟାଇମ ଲିମିଟ), ଟେକ୍ନୋଲୋଜି, ସ୍ବଚ୍ଛତା (ଟ୍ରାଂସପେରେନ୍ସି) ଓ ପରିବର୍ତ୍ତନ […]
ରଙ୍ଗାଚରଣ ପ୍ରଧାନ ଶ୍ରୀମାନ୍ ରବିଶଙ୍କର ପ୍ରସାଦଙ୍କ ବକ୍ତବ୍ୟକୁ ହସରେ ଉଡାଇ ହେବନାହିଁ। ସେ ଜଣେ ନାମକରା ଓକିଲ। ପଢାଲେଖା ଲୋକ। ଉଭୟ ବାଜପେୟୀ ଓ ମୋଦୀ ସରକାରରେ ସେ ବହୁତ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହି ଆସିଛନ୍ତି। ତେଣୁ ଗତ ଶନିବାର […]
ସମୀକ୍ଷା ବ୍ୟୁରୋ ବଲିଉଡ୍ର ପ୍ରଥମ ସୁପରଷ୍ଟାର୍ ଅଶୋକ କୁମାରଙ୍କ ଆଜି ହେଉଛି ୧୦୮ତମ ଜନ୍ମଦିବସ । ବିହାରର ଭାଗଲପୁରଠାରେ ୧୯୧୧ ମସିହାରେ ଆଜିର ଦିବସରେ ଜନ୍ମଗ୍ରହଣ କରିଥିଲେ ଅଶୋକ କୁମାର । ସ୍ବପ୍ନର ସହର ମୁମ୍ବାଇ ଜଣେ ଟେକ୍ନିସିଆନ୍ ଭାବେ କ୍ୟାରିଅର୍ […]
କେଦାର ମିଶ୍ର ଗତ ଦୁଇ ଦିନ ଧରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନର ରାଷ୍ଟ୍ରପତି ଜି ଜିଂପିଙ୍ଗଙ୍କ ମଧ୍ୟରେ ଦୀର୍ଘ ସମୟର ଆଲୋଚନା ହୋଇଛି। ଭାରତର ବୈଦେଶିକ ବ୍ୟାପାର ବିଭାଗ ସଚିବ ବିଜୟ ଗୋଖଲେଙ୍କ କହିବା ଅନୁଯାୟୀ ଉଭୟ […]
ସମୀକ୍ଷା ବ୍ୟୁରୋ 1-ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ଅକ୍ଟୋବର ୧୧-୧୨, ୨୦୧୯ରେ ସେମାନଙ୍କ ଦ୍ୱିତୀୟ ଅନୌପଚାରିକ ଶିଖର ସମ୍ମିଳନୀ ଚେନ୍ନାଇଠାରେ ଆୟୋଜନ ହୋଇଥିଲା। ଏଥିରେ ଉଭୟ ନେତା ବୈଷୟିକ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବା […]
ସ୍ବର୍ଗତ ଅକ୍ଷୟ ମହାନ୍ତି ଅକ୍ଷୟ ମହାନ୍ତି କେବଳ ଗୀତର ପୁରୁଷ ନଥିଲେ, ତାଙ୍କ ଜୀବନ ଥିଲା ସାହିତ୍ୟ ଓ ସଙ୍ଗୀତ ଭିତରେ ଏକ ଚିରନ୍ତନ ସେତୁ। ଗଳ୍ପ, କବିତା ଓ ଉପନ୍ୟାସ ତିନୋଟି ଯାକ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ରହିଥିଲା। […]
ରଙ୍ଗାଚରଣ ପ୍ରଧାନ ମଲାଜହ୍ନ (ଚକୋରୀ ଝରାନା ଲୁହ ଜୋଛନା ରାତି) , କିଏ କାହାର, ସଂସାର (ବୋଉଲୋ ହେବିନାହିଁ ବାହା ହେବିନାହିଁ) , ଯାଯାବର (ଗାଡି ଚାଲେ ପଛେଇ), ନାଗଫାଶ (ନଦୀ ଫେରେ ସାଗରକୁ) , ତଅପୋଇ (ସାତ ଦରିଆ ପାରେ), […]
କେଦାର ମିଶ୍ର (ଅକ୍ଷୟ ମହାନ୍ତି ଓରଫ ଖୋକା ଭାଇ। ଓଡିଶାର ପଚାଶ ବର୍ଷର ସାଂସ୍କୃତିକ ଇତିହାସ ଏଇ ଗୋଟିଏ ନାଁ ସହ ଜଡିତ। ଓଡିଆ ଅଜନଜୀବନର ପାପ ଓ ପୂଣ୍ୟ, ଗରିମା ଓ କଳଙ୍କ, ଭାବ ଓ ଅଭାବ, ସବୁ ସେଇ […]
କେଦାର ମିଶ୍ର ବିଜେପୁର ଉପ ନିର୍ବାଚନରେ ଓ ତା ପୂର୍ବରୁ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଟିକେଟ ରୁ ବଞ୍ଚିତ ହୋଇଥିବା ବିଜେପୁରର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଏବେ ଦଳ ତାଙ୍କୁ ଅଣଦେଖା କରୁଛି ବୋଲି ଅଭିଯୋଗ କରିଛନ୍ତି। […]
ମହାବଳୀପୁରମ: ଚେନ୍ନାଇର ମହାବଳୀପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିଲାଥିଲା। ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗିଙ୍କୁ ସେ ମହାବଳୀପୁରମରମର ପ୍ରାଚୀନ କାରୁକାର୍ଯ୍ୟକୁ ନିଜେ ଟୁରିଷ୍ଟ ଗାଇଡ ଭାବେ ବୁଲାଇ ଦେଖାଇଥିଲେ। ମୋଦି ତାମିଲନାଡୁର ପାରଂପାରିକ ପୋଷାକ ପିନ୍ଧି […]
କେଦାର ମିଶ୍ର ରଫାଲର ଲେମ୍ବୁ ପୂଜା ବିଷୟରେ ଲେଖିବା ବେଳେ ଦୁଇ ଦିନ ତଳେ ଆମେ ଲେଖିଥିଲୁ- “ତେବେ ପାକିସ୍ତାନ କିଛି କମ ପୂଜା ପାଠରେ ବିଶ୍ଵାସୀ ନୁହଁ। ତାଙ୍କ ମନ୍ତ୍ରୀମାନେ ବି ତାବିଜ, ଟୁଣୁ ଟୁଣୁକା ରେ ବିଶ୍ଵାସ କରନ୍ତି। […]
ପଞ୍ଚାନନ କାନୁନଗୋ ଅନେକ ବିଶେଷତ୍ୱରେ ପରିପୂର୍ଣ୍ଣ ଗାନ୍ଧିଜୀଙ୍କର ସରଳ ଜୀବନଚର୍ଯ୍ୟା, ସରଳ ବାକ୍ୟବିନ୍ୟାସ, ସରଳ ଓ ସୁମଧୁର ବାର୍ତ୍ତା ଭିତରେ ଗୋଟିଏ ସରଳ ପ୍ରାର୍ଥନା ଥିଲା । ଏହି ପ୍ରାର୍ଥନା ରାମଧୁନ ଆବାଳ ବୃଦ୍ଧବନିତା ନିର୍ବୋଧତାର ଉଚ୍ଚାରଣ ମାଧ୍ୟମରେ ‘ମଲା’ ‘ମଲା’ […]
ସମୀକ୍ଷା ବ୍ୟୁରୋ ପ୍ରଥମେ ଯେତେବେଳେ ଓଡିଶା ସରକାର “ଫାଇଭ ଟି” ନାମରେ ଏକ ବିଭାଗ ସୃଷ୍ଟି କଲେ, ତାକୁ ନେଇ ଅନେକ ସ୍ଵାଭାବିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ହୁଏତ ରାଜ୍ୟ ସରକାରଙ୍କ ଅନେକ ଫେସନେବଲ ଘୋଷଣା ଭଳି ଇଏ ବି ସେମିତି […]
ସମୀକ୍ଷା ବ୍ୟୁରୋ ହଠାତ ଦଶହରା ଦିନ ଦେଶର ପ୍ରମୁଖ ଟେଲି ଯୋଗାଯୋଗ କମ୍ପାନୀ ରିଲାଏନ୍ସ ଜିଓ ଘୋଷଣା କଳା ଯେ, ଏଣିକି ଜିଓ ରୁ ଅନ୍ୟ ନେଟୱାର୍କକୁ ଫୋନ କଲେ ମିନିଟ ପିଛା ଗ୍ରାହକଙ୍କୁ ୬ ପଇସା ଦେବାକୁ ପଡିବ। ଏହି […]
କେଦାର ମିଶ୍ର ରଫାଲ ଆସୁଛି। ରଫାଲ ଆସିବାର କଥା ଆଜିର ନୁହଁ, ଗତ କୋଡିଏ ବର୍ଷ ତଳର। ସେନାବାହିନୀରେ ନୂଆ ଓ ଅତ୍ୟାଧୁନିକ ଲଢୁଆ ବିମାନ ସାମିଲ ହେବାର ପ୍ରକ୍ରିୟା, ଏକ ନିୟମିତ ସାମରିକ ପ୍ରକ୍ରିୟା। ୧୯୬୧ରେ ପ୍ରଥମ ଲଢୁଆ ଜେଟ […]
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ( ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ(୯, ଅକ୍ଟୋବର,୧୮୭୭- ୧୭, ଜୁନ,୧୯୨୮) ଙ୍କ ଜୟନ୍ତୀ ଦିବସ। ଓଡିଆ ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ଇତିହାସ ବିଖ୍ୟାତ। ଓଡିଶାର ସମାଜ ଓ ରାଜନୀତିକୁ ନେଇ […]
କେଦାର ମିଶ୍ର ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବିଜୟା ଦଶମୀ ଉତ୍ସବ ଆଜିକାଲି ଟେଲିଭିଜନ ପର୍ଦ୍ଦାରେ ଛାଇ ହୋଇ ରହୁଛି। ଆଗରୁ ନାଗପୁରରେ ଆୟୋଜିତ ହେଉଥିବା ଏହି ଉତ୍ସବ ବିଷୟରେ ସେମିତି କିଛି ଖବର ବାହାରୁ ନଥିଲା। ଏବେ କିନ୍ତୁ ଏହା […]
ସମୀକ୍ଷା ବ୍ୟୁରୋ “ଆସନ୍ତା ୧ ଜାନୁଆରୀ ୨୦୨୦ ରୁ ଭାରତ ସରକାର ନୂଆ ଡିଜାଇନର ୧୦୦୦ ଟଙ୍କିଆ ନୋଟ ବଜାରକୁ ଛାଡିବେ। ତା ପୂର୍ବରୁ ବିମୁଦ୍ରାକରଣ ସମୟରେ ପ୍ରଚଳିତ ହୋଇଥିବା ୨୦୦୦ ଟଙ୍କିଆ ନୋଟ କୁ ପ୍ରତ୍ୟାହାର କରିନିଆଯିବ। ଆସନ୍ତା ଅକ୍ଟୋବର […]