କେଦାର ମିଶ୍ର ଭାରତର ଅନ୍ୟ ସବୁ ରାଜ୍ୟ ତୁଳନାରେ ମହାରାଷ୍ଟ୍ର ରାଜନୀତି ପୂରାପୂରି ଅଲଗା। ମହାରାଷ୍ଟ୍ରର ରାଜନୀତି ସବୁବେଳେ ଚତୁର୍ମୁଖୀ ରହି ଆସିଛି। ଯଦିଓ ମେଣ୍ଟ ଜରିଆରେ କଂଗ୍ରେସ ସହିତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଓ ବିଜେପି ସହିତ ଶିବସେନାର ବନ୍ଧୁତା […]
ସମୀକ୍ଷା ବ୍ୟୁରୋ ଆଉ ଗୋଟିଏ ଦିନ ପରେ ଏ ଧରାପୃଷ୍ଟରୁ ମା ନେବେ ବିଦାୟ। ସେଥିପାଇଁ ଦେଶର ସମସ୍ତ ପୂଜା ମଣ୍ଡପ ଚଳଞ୍ଚଳ ହୋଇ ଉଠିଛି। ଶେଷ ଦିନରେ ନେତା ଅଭିନେତା ନେତ୍ରୀ ଅଭିନେତ୍ରୀ ସମସ୍ତେ ମାଙ୍କୁ ଦର୍ଶନ କରିବାରେ ଲାଗିଛନ୍ତି। […]
ସମୀକ୍ଷା ବ୍ୟୁରୋ ଆସନ୍ତାକାଲି ହେବ ରାବଣ ଦହନ। ସେଥିପାଇଁ ଦେଶର ଅନେକ ପୂଜା ମଣ୍ଡପରେ ଚାଲିଛି ପ୍ରସ୍ତୁତି। ବିଶ୍ବାସ ରହିଛି ରାବଣ ପୋଡି କଲେ ଅସତ୍ୟର ଲୋପ ଘଟି ସତ୍ୟର ହେବ ବିଜୟ। ସେଥିପାଇଁ ପୂଜା ମଣ୍ଡପଗୁଡିକ ପ୍ରତିକାତ୍ମକ ରାବଣ କରି […]
ଚିକିତ୍ସା ବିଜ୍ଞାନରେ ଚଳିତ ବର୍ଷ ତିନି ଜଣଙ୍କ ନାମ ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଛି । ପିଟର ଜେ ରାଟ୍କ୍ଲିଫ୍, ଓ୍ବିଲିୟମ୍ ଜି କେଲିନ୍ ଜୁନିୟର ଏବଂ ଗ୍ରେଗ୍ ଏଲ୍. ସେମେଞ୍ଜାଙ୍କ ନାମ ଚଳିତ ବର୍ଷର ନୋବେଲ ପୁରସ୍କାର ପାଇଁ […]
କେଦାର ମିଶ୍ର ପଞ୍ଜାବ-ମହାରାଷ୍ଟ୍ର ସମବାୟ ବ୍ୟାଙ୍କରେ ଟଙ୍କା ରଖିଥିବା ହଜାର ହଜାର ଗ୍ରାହକ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ନିଜେ ଜମା କରିଥିବା ଟଙ୍କା ଉଠାଇବାକୁ ତାଙ୍କୁ ବାରଣ କରାଯାଇଛି। ସାଧାରଣ କୃଷକ, ଶ୍ରମିକ, ଗୃହିଣୀ ଓ ଛୋଟ ବ୍ୟବସାୟୀ( […]
ସମୀକ୍ଷା ବ୍ୟୁରୋ ଆଜି ମା’ଙ୍କ ମହାନବମୀ ପୂଜା। ସେଥିପାଇଁ ସାର ଭାରତ ବେଶ୍ ଉତ୍ସବ ମୁଖର ହୋଇ ଉଠିଛି। ଆସନ୍ତାକାଲି ଦଶହରା ରାବଣ ପୋଡି ଉତ୍ସବ ପାଳନ ହେବ। ବର୍ତ୍ତମାନ ଭାରତର ପ୍ରମୁଖ ସହରରେ କିପରି ଚାଲିଛି ନବମୀ ପୂଜା ପକାଇବା […]
କେଦାର ମିଶ୍ର ୨୦୧୮,ଫେବୃଆରି ମାସ କଥା ଆପଣମାନଙ୍କର ମନେଥିବ ନିଶ୍ଚୟ। ପ୍ରାୟତଃ ଚର୍ଚ୍ଚାରେ ନଥିବା ପଶ୍ଚିମ ଓଡିଶାର ଏକ ନିର୍ବାଚନମଣ୍ଡଳୀ ହଠାତ ସାରା ଓଡିଶାରେ ଚର୍ଚ୍ଚା ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଗଲା। ଓଡିଶାର ସବୁ ରାଜନୈତିକ ଦଳ, ସାମ୍ବାଦିକ ଓ ରାଜନୀତି […]
ସମୀକ୍ଷା ବ୍ୟୁରୋ ପ୍ରିୟ ଭାଇ ଓ ଭଉଣୀମାନେ ପ୍ରମୁଖ ଓଡିଆ ଦୈନିକ ‘ସମାଜ’ର ଶତ ବାର୍ଷିକୀ ସମାରୋହରେ ଆପଣମାନଙ୍କ ଗହଣରେ ଉପସ୍ଥିତ ହୋଇ ମୁଁ ଖୁବ ଆନନ୍ଦିତ। ସର୍ବପ୍ରଥମେ, ଏହି ସ୍ମରଣୀୟ ମୁହୂର୍ତରେ ‘ସମାଜ’ ପରିବାରକୁ ମୁଁ ହୃଦୟରୁ ଅଭିନନ୍ଦନ ଜ୍ଞାପନ […]
ସମୀକ୍ଷା ବ୍ୟୁରୋ ଆମ ଦେଶରେ ସଂସଦୀୟ ଗଣତନ୍ତ୍ରର ଯେଉଁ ପରମ୍ପରା ରହିଛି, ତାର ମୂଳରେ କିଛି ଗଣତାନ୍ତ୍ରିକ ନୈତିକତାବୋଧ ମଧ୍ୟ ରହିଛି। ଆମର ରାଜନୈତିକ ନେତୃତ୍ଵ ଦଳୀୟ ବନ୍ଧନୀରୁ ଆସିଥିଲେ ମଧ୍ୟ, କିଛି ପଦ ପଦବୀ ରହିଛି, ଯେଉଁଠି ଦଳୀୟ ପରିଚୟ […]
ସମୀକ୍ଷା ବ୍ୟୁରୋ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍ରେ ଭାରତ ବିଜୟୀ ହୋଇଛି । ଚତୁର୍ଥ ଇନିଂସରେ ମହମ୍ମଦ ସାମି 35 ରନ୍ ବିନିମୟରେ 5 ଓ୍ବିକେଟ୍ ଅକ୍ତିଆର କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ […]
ସଂପଦ ଦଳାଇ ସାଧାରଣତଃ ପୂଜା ଋତୁ ଆସିଲେ ଦୁଇଟି ନୃତ୍ୟ ଶୈଳୀ ଆଖି ଆଗରେ ନାଚି ଉଠେ। ସେ ଦୁଇଟି ହେଲା “ଗରବା ନୃତ୍ୟ” ଏବଂ “ଦାଣ୍ଡିଆ ନୃତ୍ୟ”। ଏହି ଦୁଇ ନୃତ୍ୟ ଦୁର୍ଗା ବା ନବରାତ୍ର ସହିତ କାହିଁ କେଉଁ […]
କେଦାର ମିଶ୍ର ଭାରତର ସମ୍ବିଧାନ ଜାମ୍ମୁ କାଶ୍ମୀରକୁ ଧାରା ୩୭୦ ଅନୁଯାୟୀ ଯେଉଁ ସ୍ଵତନ୍ତ୍ର ମାନ୍ୟତା ଦେଇଥିଲା, ତାକୁ ପ୍ରତ୍ୟାହାର କରିବାର ଦୁଇ ମାସ ବିତିଯାଇଛି। କାଶ୍ମୀରର ସ୍ଵତନ୍ତ୍ର ମାନ୍ୟତା କେବଳ ଉଚ୍ଛେଦ ହୋଇନାହିଁ, ଏହାର ରାଜ୍ୟ ମାନ୍ୟତାକୁ ମଧ୍ୟ ପ୍ରତ୍ୟାହାର […]
ସମୀକ୍ଷା ବ୍ୟୁରୋ ଚାରିଆଡେ ବର୍ତ୍ତମାନ ପୂଜାର ମାହୋଲ। ଭକ୍ତିପୂତ ଭାବେ ସମସ୍ତେ ମାଙ୍କୁ ଆବାହନ କରିବାରେ ଲାଗିଛନ୍ତି। ଓଡିଶାର ବିଭିନ୍ନ ସହରରେ ଆକର୍ଶଣୀୟ ତୋରଣ ସହିତ ମାଙ୍କ ପୂଜାନିତି ଚାଲିଛି। ତେବେ ଦୁର୍ଗା ପୂଜା ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ […]
କେଦାର ମିଶ୍ର କେନ୍ଦ୍ର ଓ ରାଜ୍ୟ ସରକାର ସବୁବେଳେ ଝଗଡା ଲାଗିବା କଣ ଦରକାର, ଆମେ ତ ଲୋକଙ୍କ ବିକାଶ ଲାଗି ଉଭୟେ କାମ କରୁଛୁ ନା- ଏ ଆପ୍ତ ବାକ୍ୟ ଆଉ କାହାର ନୁହେଁ, ଆମର କେନ୍ଦ୍ରମନ୍ତ୍ରୀ ବାବୁ ଧର୍ମେନ୍ଦ୍ର […]
ରଙ୍ଗାଚରଣ ପ୍ରଧାନ ଗତ ସେପ୍ଟେମ୍ବର ୨୦ ତାରିଖରେ ଅର୍ଥମନ୍ତ୍ରୀଙ୍କ ଦ୍ବାରା କମ୍ପାନୀମାନଙ୍କ ପାଇଁ ମୋଟ ୧.୪୫ ଲକ୍ଷ କୋଟି ଟଙ୍କାର ଟିକସ ହ୍ରାସ ଘୋଷଣା ହେବା ପରେ ବମ୍ବେ ଷ୍ଟକ୍ ଏକସ୍ଚେଞ୍ଜର ସୁଚକାଙ୍କ ଗୋଟିଏ ଦିନରେ ୨୦୦୦ ଅଙ୍କ ଉପରକୁ ଉଠି […]
କେଦାର ମିଶ୍ର ଗତକାଲି ଓଡିଶାର ଏକ ପ୍ରମୁଖ ଟେଲିଭିଜନ ଚାନେଲର ଖବର ଥିଲା- ପାକିସ୍ତାନ ଓ ବାଂଲାଦେଶକୁ ପିଆଜ ଚିନ୍ତା। ବଡ ବିଚିତ୍ର ଖବର। ଯେତେବେଳେ ଆମ ନିଜ ଦେଶରେ ପିଆଜ ଉତ୍ପାଦନ, ବିତରଣ ଓ ବଜାରର ସ୍ଥିତି ଅତ୍ୟନ୍ତ ଖରାପ […]
ରଙ୍ଗାଚରଣ ପ୍ରଧାନ କଥା କ’ଣ କି, ଗତ ଶନିବାର ସନ୍ଧ୍ୟାରେ ଯେତେବେଳେ ନ୍ୟୁଜ୍ ଦେଖିବାପାଇଁ ଟିଭି ଖୋଲିଲି, ଦେଖିଲି ସବୁ ଚାନେଲରେ ଉତ୍ସବ ପାଳନ ହେଉଛି । ପ୍ରଧାନମନ୍ତ୍ରୀ ମୋଦୀ ଏକ ସପ୍ତାହର ଆମେରିକା ଗସ୍ତ ସାରି ଦିଲ୍ଲୀ ବିମାନବନ୍ଦରରେ ବିମାନରୁ […]
କେଦାର ମିଶ୍ର ମୁଁ କାହାକୁ ବିଶ୍ଵାସ କରିବି- ନିଜକୁ ନା ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ? ଗତକାଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବାପୁଙ୍କ ସାବରମତି ଆଶ୍ରମରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା କହିଲେ, ତାକୁ ଅବିଶ୍ଵାସ […]
ସମୀକ୍ଷା ବ୍ୟୁରୋ ଅପେକ୍ଷା କରନ୍ତୁ। ଆପଣଙ୍କ ପାଖକୁ ହଠାତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ କଲ ଆସିବ। ଆଉ ସେ ଆପଣଙ୍କୁ ପଚାରିବେ ଯେ, ଆପଣ ଥାନାକୁ ଯାଇଥିଲେ, ସେଠାରେ ଥାନାବାବୁ ଆପଣଙ୍କୁ ସାହାର୍ଯ୍ୟ କଲେ ନା ନାହିଁ। ହୁଏତ ଆପଣଙ୍କୁ […]
ଜ୍ୟୋତି ନନ୍ଦ ଏହି ରାଜନୈତିକ ପିତୃପୁରୁଷ ସନ୍ଥଙ୍କର ବିଶେଷରେ ତାଙ୍କର ମାନସିକ ସ୍ୱାସ୍ଥ୍ୟପରୀକ୍ଷା କିଛି ବିଶିଷ୍ଟ ମନସ୍ତତ୍ୱବିତଙ୍କ ଉପଲବ୍ଧିର ଆଧାରରେ କରାଯିବାର ପ୍ରୟାସ ଏଇଠି,ତେଣୁ ନିବେଦନ ଆଜିକାଲି ଯେଉଁ ସହଜ ରାଜନୈତିକ ବ୍ୟାୟାମଟି ସମସ୍ତଙ୍କର ପ୍ରିୟଭାଜନ ହେବାରେ ଲାଗିଛି,ଅର୍ଥାତ୍ ହଠାତ୍ ଏକ […]
ସ୍ଵର୍ଗତ ଉଦୟନାଥ ଷଡଙ୍ଗୀ (ଉଦୟନାଥ ଷଡଙ୍ଗୀ, ଓଡିଆ ସାହିତ୍ୟ ଓ ସାମ୍ବାଦିକତାର ଏକ ଅନନ୍ୟ ସ୍ଵର। “ସମାଜ”ର ପୂର୍ବତନ ସମ୍ପାଦକ। ଗାନ୍ଧୀ ଓ ଗୋପବନ୍ଧୁଙ୍କ ପରମ ଶିଷ୍ୟ ଉଦୟନାଥଙ୍କ ଆତ୍ମଜୀବନୀର ନାଁ ହେଉଛି- ଗାନ୍ଧୀ ମହାରାଜଙ୍କ ଶିଷ୍ୟ। ସେଇ ଆତ୍ମଜୀବନୀର କିଛି […]