ଜ୍ୟୋତି ନନ୍ଦ ପୁଲବାମାର ଦୁଃଖଦ ଘଟଣାର ପରିପ୍ରେକ୍ଷୀରେ କେନ୍ଦ୍ରସରକାର ଏକ ସର୍ବଦଳୀୟ ବୈଠକର ଆହ୍ବାନ କରିଥିଲେ ଯେଉଁଠି ସମସ୍ତେ ଦଳମତ ନିର୍ବିଶେଷରେ ଭାରତୀୟ ସେନା ଓ କେନ୍ଦ୍ର ସରକାରଙ୍କ ପଛରେ ଦୃଢ ଭାବର ଠିଆହୋଇଛନ୍ତି ବୋଲି ନିଷ୍ପତ୍ତି ଗ୍ରହଣ କରିଥିଲେ।ଏହା ଆମର […]
କେଦାର ମିଶ୍ର ଚାଳିଶ ଟି ଅମୂଲ୍ୟ ଜୀବନର ଭରଣା କେବେ ବି ହୋଇପାରିନ ନାହିଁ। ଗତ ୧୪ ତାରିଖ ଦିନ ସାରା ଦେଶ ଯେତେବେଳେ ପ୍ରେମର ଦିବସ ପାଳୁଥିଲା, ସେତେବେଳେ ଚରମ ସନ୍ତ୍ରାସର ଶୀକାର ହୋଇ ଆମର କେନ୍ଦ୍ରୀୟ ସ୍ଵତନ୍ତ୍ର ସୁରକ୍ଷା […]
ସମୀକ୍ଷା ବ୍ୟୁରୋ ଯାହା ଜଣା ପଡୁଛି, ବିଜୁ ଜନତା ଦଳ ଚିଟ ଫଣ୍ଡ ସ୍କାମରେ ନାଁ ଥିବା ନେତାଙ୍କୁ ଏଥର ଟିକେଟ ଦେବ ନାହିଁ। ଏହିପରି ଚର୍ଚ୍ଚା ବର୍ତ୍ତମାନ ରାଜ୍ୟ ରାଜନୀତିକୁ ହଲଚଲ କରିବାରେ ଲାଗିଛି। ବିଜୁ ଜନତା ଦଳର ଅନେକ […]
ଲଷ୍ମୀପ୍ରିୟା ଓଝା ଭାରତ ର ପୁର୍ବାଞ୍ଚଳରେ ସ୍ଥିତ ଆସାମ ତା’ର ପ୍ରାକୃତିକ ବନ ସମ୍ପଦ, ଗୋଟେ ସିଂଘ ଵାଲା ଗଣ୍ଡା, ତେଲ ଭଣ୍ଡାର, ଚା ବଗିଚାର ଅପୂର୍ବ ସବୁଜିମା ଏବଂ ସତୁରି ଦଶକରୁ ହିଂସ୍ରକ ଉଗ୍ରବାଦଗ୍ରସ୍ତ ଅଶାନ୍ତ ପ୍ରଦେଶ ଭାବରେ ପରିଚିତ […]
ସମୀକ୍ଷା ବ୍ୟୁରୋ ଗୋଟେ ବୋଲେରୋ ଗାଡିରେ ୩୫୦ କିଲୋଗ୍ରାମ ଆରଡିଏକ୍ସ ପୂରେଇ ଆତଙ୍କବାଦୀ ଆଦିଲ ଅହମଦ ଦର ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ୭୮ଟି ଗାଡିରେ ଆସୁଥିବା କେନ୍ଦ୍ରୀୟ ସ୍ଵତନ୍ତ୍ର ପୋଲିସ ବଳ ବା ସିଆରପିଏଫ ର ୨୫୦୦ ଜବାନଙ୍କ ଉପରେ ଆତ୍ମଘାତି […]
କେଦାର ମିଶ୍ର ଷୋଡଶ ଲୋକସଭାର କାର୍ୟକାଳ ଗତକାଲି ସରିଛି। ୧୯୮୪ ପରଠୁ ଏହି ଲୋକସଭାରେ ପ୍ରଥମଥର ଲାଗି ଶାସକ ଦଳ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠ ହୋଇଥିଲା। ମଇ ୨୦୧୪ ରେ ଷୋଡଶ ଲୋକସଭା ଗଠିତ ହେଲାବେଳକୁ ଏଥିରେ ଭାରତୀୟ ଜନତା ପାର୍ଟିର […]
ସମୀକ୍ଷା ବ୍ୟୁରୋ ଗତକାଲି ବୋଧହୁଏ ଭାରତର ସୁପ୍ରିମ କୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ସବୁଠୁ ଅଧିକ କ୍ରୋଧିତ ହୋଇକି ବସିଥିଲେ।ସିବିଆଇ ର ଅନ୍ତରୀଣ ନିର୍ଦ୍ଦେଶକ ଥିବା ଏମ. ନାଗେଶ୍ଵର ରାୟଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାର ବିଚାର କରି ମାନ୍ୟବର ମୁଖ୍ୟ […]
କେଦାର ମିଶ୍ର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ମାସେ ଭିତରେ ତାଙ୍କର ପ୍ରତ୍ୟେକ ବକ୍ତବ୍ୟରେ ଗୋଟିଏ ନାଁ କହୁଛନ୍ତି- ସରୋଜ ସାହୁ । ବିଜେପିର ସାମ୍ବାଦିକ ସମ୍ମିଳନୀ ଓ ବିଜେପି ପ୍ରବକ୍ତାମାନଙ୍କ ଟେଲିଭିଜନ ଆଲୋଚନାରେ ସେଇ ନାଁଟି ବାରମ୍ବାର […]
ସମୀକ୍ଷା ବ୍ୟୁରୋ ଯେଉଁଦିନ ଦି ହିନ୍ଦୁ ର ନିର୍ଦ୍ଦେଶକ ଏନ.ରାମ ଏକ ସ୍ଵତନ୍ତ୍ର ଲେଖା ଜରିଆରେ ପ୍ରମାଣିତ କରିଥିଲେ ଯେ ରାଫାଲେ କିଣା ପାଇଁ ଚାଲିଥିବା ବିଚାର ମନ୍ତ୍ରଣାରେ ପ୍ରତିରକ୍ଷା ବିଭାଗ ପ୍ରଧାନମନ୍ତ୍ରୀ କାର୍ୟାଳୟ ଅନାବଶ୍ୟକ ଭାବରେ ହସ୍ତକ୍ଷେପ କରୁଥିବାରୁ ତୀବ୍ର […]
କେଦାର ମିଶ୍ର ସେ ଅନ୍ଧ ବୁଢାଲୋକଟିର ଆଖିରେ ଆପଣ ଏମିତି ଗୋଟେ ଅସହାୟତା ଦେଖିବେ, ଯେଉଁଠି ଶହ ଶହ ଚାଷୀଙ୍କ ଆତ୍ମହତ୍ୟା ପରର ଶବ ଝୁଲୁଛି ଯେମିତି। ଆଉ ସେ ଅନ୍ଧ ବୁଢାଲୋକଟି ଭାରତୀୟ ଚାଷୀମାନଙ୍କର ଗୋଟେ ମେଟାଫର ହୋଇ ଠିଆ […]
କେଦାର ମିଶ୍ର ଏ ବାବୁ ତାଙ୍କ ଶ୍ଵଶୁରଙ୍କ ସହିତ ବିଶ୍ଵାସଘାତକତା କରିଥିଲେ ଓ ତାଙ୍କୁ ପିଠିରେ ଛୁରି ମାରିଥିଲେ। ଏ ବାବୁ ମୋଠୁ ବିଶ୍ଵାସଘାତକତାରେ ବେଶ ବରିଷ୍ଠ। – ଏହା କୌଣସି ନାଟକର ସଂଳାପ ନୁହେଁ। ଏ ଦେଶର ସମ୍ମାନନୀୟ ପ୍ରଧାନମନ୍ତ୍ରୀ […]
କେଦାର ମିଶ୍ର ପ୍ରତି ଭାରତୀୟଙ୍କ ଏକାଉଣ୍ଟରେ ପନ୍ଦର ଲକ୍ଷ ଟଙ୍କା, ସେ ପ୍ରତିଶୃତି ଥିଲା ନା ଜୁମଲା? ବର୍ଷକୁ ଦୁଇ କୋଟି ଯୁବକଙ୍କୁ ରୋଜଗାର, ସେ ପ୍ରତିଶୃତି ଥିଲା ନା କେବଳ ଧୂଆଁବାଣ? କଳାଧନ ଉପରେ ସର୍ଜିକାଲ ଷ୍ଟ୍ରାଇକ, ସେଟା ସତ୍ୟ […]
ଅଶୀ ଓ ନବେ ଦଶକରେ ହିନ୍ଦୀ ସିନେମାରେ ଜଣେ ସଫଳ ଅଭିନେତ୍ରୀ ଅମ୍ରିତା ସିଂଙ୍କର ଆଜି ୬୧ତମ ଜନ୍ମଦିବସ । ୧୯୫୮ ଫେବୃଆରୀ ୯ ତାରିଖରେ ଜନ୍ମ ହୋଇଥିଲେ । ଅମିତ୍ରାଙ୍କ ମା’ ଜଣେ ମୁସଲମାନ ହୋଇଥିବାବେଳେ ତାଙ୍କ ପିତା ଜଣେ […]
ସମୀକ୍ଷା ବ୍ୟୁରୋ ୨୪, ନଭେମ୍ବର ୨୦୧୫ ତାରିଖ ଦିନ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟର ଉପ ସଚିବ ଏସ.କେ.ଶର୍ମା ରାଫାଲେ ଫାଇଲ ରେ ଏକ ଦୀର୍ଘ ଟିପ୍ପଣୀ ଦେଇ ଲେଖିଲେ ଯେ ପ୍ରଧାନମନ୍ତ୍ରୀଙ୍କ କାର୍ୟାଳୟ ତରଫରୁ କରାଯାଉଥିବା ରାଫାଲେ ଡିଲ ସଙ୍କ୍ରାନ୍ତୀୟ ସମାନ୍ତରାଳ […]
ସମୀକ୍ଷା ବ୍ୟୁରୋ ଗତ କାଲି ଅର୍ଥାତ ୮, ଫେବ୍ରୁଆରି,୨୦୧୯ ଦିନ ବିଜେଡ଼ିର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆୟକର ବିଭାଗରେ କଳା ଟଙ୍କା କାରବାର, ଅବୈଧ ପୁଞ୍ଜି ଲଗାଣ ଓ ଟିକସ ଫାଙ୍କି ଭଳି ଗୁରୁତର ଅଭିଯୋଗ ଦାଖଲ ହୋଇଛି […]
ସମୀକ୍ଷା ବ୍ୟୁରୋ ରାଜଧାନୀ ଉପରେ ସାରା ରାଜ୍ୟର ହକ ଅଛି, ହେଲେ ରାଜଧାନୀବାସୀଙ୍କର ନାହିଁ। ସତ କହିବାକୁ ଗଲେ ରାଜଧାନୀ ଉପରେ କେବଳ ରାଜନୀତି ଓ ରାଜନେତାଙ୍କର ହିଁ ଅଧିକାର ରହିଛି। ରାଜଧାନୀରେ ରହୁଥିବା ସାଧାରଣ ଲୋକ ଏଠି ତୃତୀୟଶ୍ରେଣୀର ନାଗରିକ […]
ପଞ୍ଚାନନ କାନୁନଗୋ ବିଭିନ୍ନ ବର୍ଗର ଭୋଟ ଦାତାମାନଙ୍କୁ ଆପଣାଇବା ପାଇଁ ସବୁ ରାଜନୈତିକ ଦଳ ଅନେକ କାର୍ଯ୍ୟକ୍ରମ ଘୋଷଣା କରିଥାନ୍ତି । ଏହା ଏକ ସ୍ୱାଭାବିକ ରାଜନୈତିକ ପ୍ରକ୍ରିୟା । ତାହାହିଁ ନିର୍ବାଚନ ସମୟରେ ଅଧିକ ଭାବେ ଘଟିଥାଏ । ଏହା […]
କେଦାର ମିଶ୍ର – ଅମିତ ଶାହା, ବିଜେପିର ରାଷ୍ଟ୍ରୀୟ ସଭାପତିଙ୍କ ମତରେ ନବୀନ ପଟ୍ଟନାୟକ ଗୋଟେ ପୋଡା ଟ୍ରାନ୍ସଫର୍ମର ଯାହାଙ୍କୁ ଖାଲି ବଦଳାଇଲେ ଚଳିବ ନାହିଁ, ବରଂ ତାଙ୍କୁ ଓପାଡି ବଂଗୋପ ସାଗରରେ ଫୋପାଡି ଦେବାକୁ ପଡିବ। – ରାହୁଲ ଗାନ୍ଧୀ, […]
ସମୀକ୍ଷା ବ୍ୟୁରୋ ନବେ ଦଶକରେ ଗୋଦାବରୀଶ ମହାପାତ୍ରଙ୍କ ଚର୍ଚ୍ଚିତ କାହାଣୀ ‘ନୀଳ ମାଷ୍ଟରାଣୀ’ କୁ ନେଇ ସିନେମା କରିବାର ଗୋଟେ ବଡ ସାହସ ପ୍ରଦର୍ଶନ କରିବା, କିଛି କମ କଥା ନୁହେଁ। ଓଡିଆ ସିନେମାର ଅବକ୍ଷୟ କାଳରେ ଯେଉଁ କେତେଜଣ ସିନେମା […]
କେଦାର ମିଶ୍ର ସୁପ୍ରିମ କୋର୍ଟ କହିଲେ, କୋଲକାତାର ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ଗିରଫ କରି ପାରୀଣ ନାହିଁ, କିନ୍ତୁ ସେ ସିବିଆଇ ତଦନ୍ତରେ ସହଯୋଗ କରିବେ । ବୁଝା ପଡୁନି, ଏଥିରେ ନୂଆ କଥା କଣ ଅଛି। ୯, […]
କେଦାର ମିଶ୍ର ସେ ଟୋପି କଥା ଆପଣମାନଙ୍କର ମନେ ଅଛି, ଯେଉଁ ଟୋପିରେ ଲେଖାଥିଲା, ମେ ଭି ଆନ୍ନା। ଆହୁରି କିଛି ଟୋପି ଥିଲା, ଯେଉଁଠି ଲେଖା ହୋଇଥିଲା, ମେରା ନେତା ଚୋର ହୈ। ଆନ୍ନା, ଆନ୍ନା ହଜାରେ, ସାରା ଭାରତରେ […]