ସମୀକ୍ଷା ବ୍ୟୁରୋ ନୂଆଦିଲ୍ଲୀ ରେ ବିଜୁ ଜନତା ଦଳ ତରଫରୁ ଏକ ରାଲିର ଆୟୋଜନ କରି ରାଜ୍ୟର ଚାଷୀଙ୍କୁ ନ୍ୟାୟସଙ୍ଗତ ଭାବରେ ନିଜର ଉତ୍ପାଦନ ବିକ୍ରି ପାଇଁ ସର୍ବନିମ୍ନ ମୂଲ୍ୟ ଦେବାକୁ କେନ୍ଦ୍ର ଉପରେ ଚାପ ପ୍ରୟୋଗ କରିବାର ଉଦ୍ୟମ ହୋଇଛି। […]
ସମୀକ୍ଷା ବ୍ୟୁରୋ ସବୁ ଭାରତୀୟଙ୍କ ପାଇଁ ଡିଜିଟାଲ ସେବା ସୁଲଭ କରିବାପାଇଁ ଆରମ୍ଭ ହୋଇଥିବା ଜିଓ ଫୋନ ଏବେ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବରେ ନେଇ ଆସିଛି ‘କୁମ୍ଭ ଜିଓ–ଫୋନ‘, ଯାହା ଆଗାମୀ କୁମ୍ଭ ମେଳାରେ ଉପଭୋକ୍ତାମାନଙ୍କ ପାଇଁ ଆଣିଦେବ ଅନନ୍ୟ […]
କେଦାର ମିଶ୍ର ସବୁ ଗଣମାଧ୍ୟମ ସଂସ୍ଥା କହୁଛନ୍ତି, ସେମାନେ ଲୋକଙ୍କ ପାଇଁ ଲେଖୁଛନ୍ତି। ଲୋକଙ୍କ ପାଇଁ ଲେଖିବାର ବାହାନାରେ ରାଜନୈତିକ ରୋଟି ସେକିବାର ନିର୍ଲଜ ପ୍ରକ୍ରିୟା ଆମେ ଦେଖିଆସୁଛୁ। ମାଲିକର ପ୍ରଚାରକ ହେବାକୁ ମନା କରିଦେବାର ସାହସ କୌଣସି ସାମ୍ବାଦିକର ନାହିଁ, […]
କେଦାର ମିଶ୍ର ଆପଣ ଭଲ କଥା କହିପାରନ୍ତି ବୋଲି ଆପଣ କିଛି ବି କହିବେ, ଏକଥା ଆଜିର ଜନତା ଆଉ ବରଦାସ୍ତ କରିବା ଅବସ୍ଥାରେ ନାହିଁ। କେବେ ଦିନେ ହୁଏତ ରାଜନୀତିରେ ଯାତ୍ରା ଡାଇଲଗର ସମୟ ଥିଲା, ଆଜି ସେ ସମୟ […]
ଅନୁସୃଜନ:ଜ୍ୟୋତି ନନ୍ଦ (ବିଶିଷ୍ଠ ଚଳଚ୍ଚିତ୍ର ନିର୍ମାତା ସ୍ଵର୍ଗତ ମୃଣାଳ ସେନ୍ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏଇ ଅନୁସୃଜନ ଟି ତାଙ୍କର ଆତ୍ମଜୀବନୀ “ଅଲୱେଜ୍ ବିଙ୍ଗ୍ ବର୍ଣ୍ଣ “ର ଏକ ନିର୍ବାଚିତ ଅଂଶ।କୌଣସି ସୁନିପୁଣ ଚିତ୍ରନାଟ୍ୟ ପରି ଶ୍ରୀଯୁକ୍ତ ସେନ୍ ଏଠାରେ ତାଙ୍କର […]
ସମୀକ୍ଷା ବ୍ୟୁରୋ ପ୍ରଦୀପ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ, ହେଲେ ଏହାକୁ ନେଇ ରାଜ୍ୟ ବିଜେପି କେବେ ବି ଖୁସି ହେବାର ଆବଶ୍ୟକ ନାହିଁ। କାରଣ ହେଲା ଏହା ବିଜେଡିର ଏକ ଲାଭଦାୟକ ଯୋଜନା କହିଲେ ଅତ୍ୟୁକ୍ତି ହେବ ନାହିଁ। […]
କେଦାର ମିଶ୍ର ନରେନ୍ଦ୍ର ମୋଦୀ ବୋଧହୁଏ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ଶହେ ମିଟରର ବ୍ରିଜ ହେଉ ବା ପେସେଞ୍ଜର ଟ୍ରେନ, କିଛି ବି ଉଦଘାଟନ କରିବା ଲାଗି ସବୁ ମୂହୁର୍ତ୍ତରେ ସେ ପ୍ରସ୍ତୁତ। ଏପରିକି ଗୋଟେ ପେସେଞ୍ଜର ଟ୍ରେନର ଲୋକାର୍ପଣକୁ […]
କେଦାର ମିଶ୍ର ପ୍ରଧାନମନ୍ତ୍ରୀ ଗୋଟେ ସଭାରେ କଣ କହିବେ, ତାର ରାଜନୈତିକ ଗୁରୁତ୍ଵ ସବୁବେଳେ ଅଧିକ। ତାହା ପୁଣି ଯଦି ନିର୍ବାଚନ ସମୟ ହୋଇଥାଏ, ତାହେଲେ ପ୍ରଧାନମନ୍ତ୍ରୀଙ୍କ କଥାକୁ ଅଧିକ ମନ ଦେଇ ଶୁଣିବାକୁ ହୁଏ। ତାଙ୍କ କଥା ଭିତରୁ ଅନେକ […]
ସୁଧାଶ୍ରୀ ଦାଶ ଏବେ ସବୁଠି ଶୀତ ଲହରୀ । ପ୍ରତିଦିନ ପାରଦ ତଳକୁ ଖସୁଛି। ଶୀତ ବଢିବା ସହିତ ବଦଳୁଚି ଆମର ଖାଦ୍ୟପେୟ। ଦୁବାଇରେ ମଧ୍ୟ ଏବେ ଶୀତ ଲହରୀ । ଦେଖିବାକୁ ଗଲେ ଶୀତ ଋତୁ ହେଉଛି ଏଠି ସବୁଠାରୁ […]
ରିପୋର୍ଟ-ସମୀକ୍ଷା ବ୍ୟୁରୋ , ଫଟୋ-ସଂଜୀବ ମୁଖାର୍ଜୀ ବିଜେପି ଫୋକସରେ ଓଡ଼ିଶା, ଏ ଖବର ଆମେ ବାରମ୍ବାର ପଢୁଛୁ ଓ ଶୁଣୁଛୁ। ମାସେ ଭିତରେ ପ୍ରଧାନମନ୍ତ୍ରୀ ତିନି ଥର ରାଜ୍ୟ ଗସ୍ତ କରୁଥିବା ହେତୁ ଏ ଖବରର ଗୁରୁତ୍ୱ ମଧ୍ୟ ରହିଛି। ହିନ୍ଦୀ […]
ସମୀକ୍ଷା ବ୍ୟୁରୋ କ୍ରମାଗତ ଭାବରେ ନୂତନ ମୋବାଇଲ ଉପଭୋକ୍ତାଙ୍କ ପ୍ରଥମ ପସନ୍ଦ ରହି ଆସିଥିବା ରିଲାଏନ୍ସ ଜିଓ ଅକ୍ଟୋବର ମାସରେ ଓଡ଼ିଶାରେ ୩ ଲକ୍ଷରୁ ଉର୍ଧ୍ଵ ନୂତନ ଉପଭୋକ୍ତା ଯୋଗ କରିଥିବା ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ ବା ଟ୍ରାଇ ପ୍ରକାଶ […]
ସମୀକ୍ଷା ବ୍ୟୁରୋ- ଭାରତର ପ୍ରଥମ ମହିଳା ଶିକ୍ଷୟତ୍ରୀ ଓ ସମାଜ ସୁଧାରକ ସାବିତ୍ରୀ ଦେବୀ ଫୁଲେଙ୍କର ଆଜି ହେଉଛି ଜନ୍ମ ଜୟନ୍ତୀ। ତାଙ୍କର ଜନ୍ମ ୧୮୩୧ ମସିହା ମହାରାଷ୍ଟ୍ର ସ୍ଥିତ ସାତାରା ଗାଁ ର ନାଇଗାଁରେ ହୋଇଥିଲା। ସାବିତ୍ରୀ ବାଇ ପ୍ରଥମ […]
ପିନାକୀ ଦେ ମୃଣାଳ ସେନ ଏବେ ଆମ ପାଇଁ ଅନୁପଲବ୍ଧ । ଅଣଲେଉଟା । ତାଙ୍କ ଯିବାରେ ବାସ୍ତବତା ଧର୍ମୀ ଚିତ୍ର ନିର୍ମାଣର ଅତୁଟ ପ୍ରୟାସ ଯେମିତି ଖାସ୍ ଫିକା ପଡ଼ିଗଲା । କାଳୋତ୍ତୀର୍ଣ୍ଣ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ନିର୍ମାଣ କରିଥିଲେ, ସତେଇଶିଟି । ଯାହା […]
ସାଗରିକା ଗୋଟେ ପୁରୁଣା ବଙ୍ଗଳା ବାଊଲ ଗୀତାରେ କୁହାଯାଏ ନାରୀ ଓ ପୁରୁଷ ଗୋଟିଏ ସାଇକେଲର ଦୁଇଟି ଚକ । ଆମର ମହାନ କବି ଭୀମ ଭୋଇ କହନ୍ତି- ଶୂନ୍ୟ ପବନ ପୁରୁଷ ବୋଲାଇଲା ଜଳଧାରା ହେଲା ସ୍ତୀରୀ। ହେଲେ ସ୍ବାଧିନତାର […]
କେଦାର ମିଶ୍ର ନୂଆ ବର୍ଷ ସନ୍ଧ୍ୟାରେ ଖବର ସରବରାହ ସଂସ୍ଥା ଏଏନଆଇ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ସାକ୍ଷାତକାର ପ୍ରଚାର କରିବା ବୋଲି ସୂଚନା ଦେଲା, ସେତେବେଳେ ଏକଥା ସ୍ପଷ୍ଟ ହୋଇଯାଇଥିଲା ଯେ ଏହି ସାକ୍ଷାତକାର ପୁଣି ଏକ ପ୍ରାୟୋଜିତ […]
କେଦାର ମିଶ୍ର ମୃଣାଳ ସେନ(୧୪,ମଇ, ୧୯୨୩-୩୦,ଡିସେମ୍ବର,୨୦୧୮) ପରିଣତ ବୟସରେ ଚାଲିଗଲେ।୯୫ ବର୍ଷର ଗୋଟେ ଦୀର୍ଘ ଓ ପରିପୂର୍ଣ୍ଣ ଜୀବନ। ୧୯୬୯ ରୁ ୨୦୦୨, ୩୭ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସେ ସିନେମା ତିଆରି କରିଚାଲିଥିଲେ। ବଙ୍ଗଳା ସିନେମାର ତିନି ମହାନାୟକ […]
କେଦାର ମିଶ୍ର ଗୋଟେ ବର୍ଷ ସରୁଛି, ଆଉ ଗୋଟେ ବର୍ଷ କବାଟ ଠକ ଠକ କରୁଛି। ଭାରତୀୟ ଦର୍ଶନରେ ଏହାକୁ କୁହାଯାଏ ସନ୍ଧିକାଳ। ଏମିତି ଏକ ସନ୍ଧିକାଳରେ ଆମେ ଯେତିକି ଆନନ୍ଦିତ, ସେତିକି ଆତ୍ମମନସ୍କ ମଧ୍ୟ। ଆମ ସମୟ ଓ ସମାଜକୁ […]
ସମୀକ୍ଷା ବ୍ୟୁରୋ ଚଳିତ ବର୍ଷ ମୋଦୀ ଲହରକୁ ଏକ ଶକ୍ତ ଧକ୍କା ଦେଇଛି ରାହୁଲଙ୍କ ନେତୃତ୍ଵ। ହିନ୍ଦୀ ଅଞ୍ଚଳର ୫ଟି ମୁଖ୍ୟ ରାଜ୍ୟରେ ବିଜେପିର ପରାଜୟ ଓ କଂଗ୍ରେସ ଓ ଆଞ୍ଚଳିକ ଦଳର ବିଜୟ ୨୦୧୮ ରାଜନୀତି ପରିବେଶକୁ ବେଶ ଉଷ୍ମ […]
ସମୀକ୍ଷା ବ୍ୟୁରୋ ନୂଆ ବର୍ଷର ଅଭିନନ୍ଦନ। କିଏ କେଉଁ ପ୍ରକାରର ଅଭିନନ୍ଦନ ଜଣାଉଥିବା ବେଳେ ଜଣେ ବାଲୁକାଶିଳ୍ପୀ ବିଶ୍ବବାସୀଙ୍କୁ ତାଙ୍କର କଳା ଚାତୁରୀରେ ଅଭିନନ୍ଦନ ଜଣାଇଛନ୍ତି। ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ପୁରୀ ବେଳା ଭୂମିରେ ୨୦୧୯କୁ ନିଜର ବାଲୁକା କଳାରେ […]
ବୌଦ୍ଧାୟନ ଆଚାର୍ଯ୍ୟ ଚାଲିଯିବ ୨୦୧୮ । ଦେଇଯିବ କିଛି ଅଧୁରା ଟାସ୍କ । ୨୦୧୯ ର ନିର୍ବାଚନ ବର୍ଷରେ ନେତାଙ୍କ ପାଇଁ କସରତର ସମୟ ପାଲଟିବ । ଓଡିଶା କଥା ବିଚାରକୁ ନେଲେ କଂଗ୍ରେସ, ବିଜେପି,ବିଜେଡିର ମୁଖିଆମାନେ ନେଇପାରନ୍ତି କିଛି ଏଭଳି […]
ସମୀକ୍ଷା ବ୍ୟୁରୋ ଡିସେମ୍ବର ମାସରେ ରାଜଧାନୀ ଭୁବନେଶ୍ବରର ଚେହେରା ହଠାତ ବଦଳିଗଲା। ରାସ୍ତା ନୂଆ ଓ ଚକ ଚକ, ସବୁଠି ନୂଆ ଗଛ ଓ ସବୁଜିମା, କଳାତ୍ମକ ଅନେକ ପରିବର୍ତ୍ତନ- ରାଜଧାନୀକୁ ବେଶ ସୁନ୍ଦର କରିଥିଲା। ବିଶେଷ କରି କଳିଙ୍ଗ ଷ୍ଟାଡିୟମ […]