ନୂଆଦିଲ୍ଲୀ: ବିହାରରେ ରାଜନୈତିକ ହଟଚମଟ ଭିତରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବିଜେପି ସମର୍ଥନରେ ନୀତୀଶ ରବିବାର ସନ୍ଧ୍ୟାରେ ପୁଣି ଥରେ ରାଜ୍ୟରେ ଏନଡିଏ ସରକାରର ନେତୃତ୍ୱ ନେବେ । ଏଭଳି ସ୍ଥିତିରେ ୨୦୨୨ରେ ବିଜେପିରୁ ଅଲଗା […]
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନିଜର ପ୍ରସ୍ତୁତି ଚୂଡ଼ାନ୍ତ କରିବା ଆରମ୍ଭ କରିଛି। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଶନିବାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଦେଇଛି। ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନିର୍ବାଚନ ପ୍ରଭାରୀ […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବକୁ ଆଜି ଉଦ୍ଘାଟନ କରିଛନ୍ତି। ଏସିଆର ସର୍ବବୃହତ୍ ଲୁଣା ହ୍ରଦ ଚିଲିକା ହେଉଛି ଲକ୍ଷାଧିକ ବିଦେଶାଗତ ପକ୍ଷୀମାନଙ୍କ ବିଚରଣସ୍ଥଳୀ। ଏହି ମହୋତ୍ସବ ପକ୍ଷୀପ୍ରେମୀମାନଙ୍କୁ ଅତି ନିକଟରୁ ଚିଲିକା ଓ […]
ଭୁବନେଶ୍ୱର: ବିଧାନସଭାର ବିଶ୍ୱସନୀୟତା ଏହାର ସଦସ୍ୟମାନଙ୍କ ଶୃଙ୍ଖଳା ଓ ଆଚରଣ ସଂହିତା ପାଳନ ଉପରେ ନିର୍ଭର କରେ। ବିଧାନସଭାର ମୁଖ୍ୟ କାର୍ଯ୍ୟ ଆଇନ ପ୍ରଣୟନ ହୋଇଥିବାବେଳେ କାର୍ଯ୍ୟନିର୍ବାହୀ ବିଭିନ୍ନ କାର୍ଯ୍ୟର ଯାଞ୍ଚ ଓ ତର୍ଜମା କରିଥାଏ। ତେବେ ଗତ କିଛି ବର୍ଷ […]
ଭୁବନେଶ୍ବର: ଏଥର ନିର୍ବାଚନ ରଣାଙ୍ଗନରେ ଅବତିର୍ଣ୍ଣ ହେବେ ନାହିଁ ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା। ଅବଶ୍ୟ ସେ ଏ ନେଇ ସେମିିତି କିଛି ଘୋଷଣା କରି ନାହାଁନ୍ତି। ହେଲେ ଗତକାଲି ତାଙ୍କୁ ଉତ୍ତର ପ୍ରଦେଶ ପ୍ରଭାରୀ ଭାବେ ନିଯୁକ୍ତ ହେବା […]
ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା ବିବାଦ ଭିତରେ ଚାଲିଥିବାବେଳେ ଇଣ୍ଡି ମେଣ୍ଟ ଏବେବି ଅଡ଼ୁଆରେ ପଡ଼ିଛି। ଅନେକ ରାଜ୍ୟରେ ପାରସ୍ପରିକ ସମନ୍ୱୟ ଓ ଆସନ ବୁଝାମଣା ଅଭାବ ଯୋଗୁଁ ମେଣ୍ଟ ଆଗକୁ ବଢ଼ୁ ନ ଥିବା ଦେଖିବାକୁ […]
ନୂଆଦିଲ୍ଲୀ: ବିହାରର ଯେଉଁ ଭଳି ରାଜନୈତିକ ବ୍ୟବସ୍ଥା ଓ ମତଦାନ ପଦ୍ଧତି ରହିଛି, ସେଥିରେ କୌଣସି ନେତାଙ୍କ ପାଇଁ ପଲଟି ମାରିବା ନୂଆ କଥା ନୁହେଁ । ନୀତୀଶଙ୍କ ବ୍ୟତୀତ ବିହାରର ଅନେକ ନେତା ନିର୍ବାଚନୀ ଫାଇଦା ପାଇଁ ପଲଟି ମାରି […]
ଭୁବନେଶ୍ବର: ଶନିବାର ଦିନ ବେଶ ଭକ୍ତିପୂର୍ଣ୍ଣ ପରିବେଷ ମଧ୍ୟରେ ଉଦଘାଟିତ ହୋଇଛି ମା ସମଲେଇ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ହରିବୋଲ ହୁଳହୁଳି ଓ ଶଙ୍ଖ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ପ୍ରକଳ୍ପ ସ୍ଥାନ। ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ […]
ନୂଆଦିଲ୍ଲୀ: ନୀତୀଶ କୁମାର ପୁଣିଥରେ ଇସ୍ତଫା ଦେଇ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି। ଯାହାର ଆନୁଷ୍ଠାନିକ ଘୋଷଣା ଖୁବ୍ ଶୀଘ୍ର ହୋଇପାରେ, କିନ୍ତୁ ଶେଷରେ ନୀତୀଶଙ୍କୁ ସବୁଦିନ ପାଇଁ ଦ୍ୱାର ବନ୍ଦ କରିବାକୁ ଘୋଷଣା କରିଥିବା ବିଜେପି ପୁଣିଥରେ ନିଜର ସହଯୋଗୀ […]
ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଜୀ ଆଜି ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନାମ ତାଲିକା ଘୋଷଣା କରିଛନ୍ତି। ଓଡ଼ିଶା ପାଇଁ ଶ୍ରୀ ବିଜୟ […]
ନୂଆଦିଲ୍ଲୀ: ଏବେ ବିହାର ରାଜନୀତିର ରଙ୍ଗ ଦିନକୁ ଦିନ ବଦଳିବାରେ ଲାଗିଛି। ଜେଡିୟୁ ସହିତ କଂଗ୍ରେସ ରାଜନୀତିରେ ଆସିଛି ଏକ ନୂଆ ମୋଡ଼। କୁହାଯାଉଛି ଯେ କଂଗ୍ରେସର ସମସ୍ତ ୧୯ ଜଣ ବିଧାୟକ ଜେଡିୟୁ ସହ ଯୋଗାଯୋଗରେ ଅଛନ୍ତି। ୨୦୧୮ରେ ଅଶୋକ […]
ନୂଆଦିଲ୍ଲୀ: ବିହାର ପରେ ଉତ୍ତରପ୍ରଦେଶ ରାଜନୀତିରେ ଉତ୍ତେଜନା ତୀବ୍ର ହେବାରେ ଲାଗିଛି ଜ। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଉତ୍ତରପ୍ରଦେଶରେ ଇଣ୍ଡି ମେଣ୍ଟରେ କଂଗ୍ରେସକୁ ୧୧ଟି ଆସନ ଆବଣ୍ଟନ କରିଥିଲେ ମଧ୍ୟ କଂଗ୍ରେସ ନେତାମାନେ ଏହି ଆସନ ବଣ୍ଟନକୁ ବିରୋଧ […]
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ ଫେବ୍ରୁଆରି ପହିଲାରେ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଅର୍ଥମନ୍ତ୍ରୀଙ୍କ ଏହି ଷଷ୍ଠ ବଜେଟକୁ ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିଛି। ବଜେଟ ଟିମରେ ଅନେକ ବରିଷ୍ଠ […]
ନୂଆଦିଲ୍ଲୀ: ବିହାରରେ ରାଜନୈତିକ ହଟଚମଟ ତୀବ୍ର ହେବାରେ ଲାଗିଛି। ଜେଡିୟୁ ଏବଂ ଆରଜେଡି ନେତାଙ୍କ ମଧ୍ୟରେ ବୈଠକ ଚାଲିଛି। ସେପଟେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ […]
ନୂଆଦିଲ୍ଲୀ: ରାଜନୀତିରେ କୌଣସି ଦ୍ୱାର ସ୍ଥାୟୀଭାବେ ବନ୍ଦ ହୋଇନଥାଏ। ଏଠାରେ କବାଟ ବନ୍ଦ ହେଲେ ଖୋଲିଥାଏ। – ସୁଶୀଲ କୁମାର ମୋଦୀ, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ (ଜାନୁଆରୀ ୨୭ରେ ଦିଲ୍ଲୀରୁ ଫେରିବା ପରେ)। ସୁଶୀଲ କୁମାର ମୋଦିଙ୍କ ଏହି ବୟାନରୁ ସ୍ପଷ୍ଟ […]
ନୂଆଦିଲ୍ଲୀ: ବିହାରରେ ନୀତୀଶ-ଲାଲୁ ମେଣ୍ଟ ଭାଙ୍ଗିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ନୀତୀଶ ରବିବାର ପୂର୍ବାହ୍ନ ୧୦ଟାରେ ରାଜ୍ୟପାଳଙ୍କୁ ଇସ୍ତଫା ଦେବେ। ସେମାନେ ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ। ଜେଡିୟୁ କୋର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। […]
ଭୁବନେଶ୍ବର: ପୂର୍ବରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଏବେ ପଶ୍ଚିମରେ ମା ସମଲେଶ୍ବରୀଙ୍କ ପୀଠର ହୋଇଛି ରୂପାନ୍ତରଣ। ପୂର୍ବରୁ ପଶ୍ଚିମ ଯାଏ ସବୁଆଡେ ଦିବ୍ୟତାର, ଭାବ୍ୟତାର, ଆଧ୍ୟାତ୍ମିକତାର ଅନୁଭବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବହୁ ପ୍ରତିକ୍ଷୀତ ସମଲେଇ […]
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ୨୦୧୯ରେ ହାସଲ କରିଥିବା ୩୦୩ଟି ଆସନକୁ ଅତିକ୍ରମ କରି ନିଜର ସର୍ବୋଚ୍ଚ ଆସନ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ବିଜେପି ମଧ୍ୟ ମେଣ୍ଟ ପାଇଁ ପ୍ରସ୍ତୁତ ରହିଛି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟରଙ୍କ ପାଇଁ […]
ଭୁବନେଶ୍ବର: ଦେଶରେ ଅନ୍ୟତମ ଶାସ୍ତ୍ରୀୟ ଭଷାର ମାନ୍ୟତା ଲାଭ କରିଥିବା ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ […]
ନୂଆଦିଲ୍ଲୀ: ଅଭିନେତା ଥାଲାପଥି ବିଜୟ ତାଙ୍କ ଫ୍ୟାନ କ୍ଲବ ବିଜୟ ମକ୍କଲ ଇୟାକ୍କମର ସାଧାରଣ ପରିଷଦ ଅନୁମତି ଦେବା ପରେ ସେ ନିଜର ରାଜନୈତିକ ଦଳ ପଞ୍ଜୀକରଣ କରିବାକୁ ଯାଉଛନ୍ତି। ଗୁରୁତ୍ୱପୂର୍ଣ୍ଣ ଲୋକସଭା ନିର୍ବାଚନର କିଛିମାସ ପୂର୍ବରୁ ଏହି ଘଟଣା ଘଟିଛି। […]
ନୂଆଦିଲ୍ଲୀ: ବିହାର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଏହି ରାଜନୈତିକ ଅଚଳାବସ୍ଥାର ସିଧାସଳଖ ପ୍ରଭାବ ଆଗାମୀ ଲୋକସଭା ନିର୍ବାଚନ ଉପରେ ପଡ଼ିବ। ସବୁ ଦିଗରୁ ସମାନ ପ୍ରଶ୍ନ ଉଠୁଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ […]