ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ୧୨୫ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୪,୮୦୪.୩୫ କୋଟି ଟଙ୍କାର ୧୯ଟି ପ୍ରକଳ୍ପକୁ […]
ନୂଆଦିଲ୍ଲୀ: ୭୦ ବର୍ଷ ଧରି ଦେଶକୁ ଶାସନ କରିଥିବା କଂଗ୍ରେସ ଦଳ ରାଜସ୍ଥାନର ୩୦ ବର୍ଷର ପରମ୍ପରାକୁ ବଦଳାଇ ପାରିନାହିଁ। ୫ ବର୍ଷ କ୍ଷମତାରେ ରହିବା ପରେ ୨୦୨୩ ନିର୍ବାଚନରେ ସେ ସରକାରଙ୍କୁ ଦୋହରାଇବାରେ ସକ୍ଷମ ହେବେ ବୋଲି ଆଶା ରଖିଥିଲେ। […]
ଭୁବନେଶ୍ବର: ଦୟା ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖାଯିବା ଉପରେ 5T ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ଗୁରୁତ୍ୱାରୋପ କରିଛନ୍ତି ଏବଂ ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନଗର […]
ଭୁବନେଶ୍ବର: ଓଡିଶାର ମଦ ବ୍ୟବସାୟୀଙ୍କ ଘରର ସମସ୍ତ ଆଲମିରାରରେ ପୁରା ଲୋଡ ହୋଇ ରହିଛି ଟଙ୍କା। ଆଇଟି ଠକେଇ ଯାଞ୍ଚ ବେଳେ ଏତେ ଟଙ୍କା ଦେଖି ତାଜୁବ ହୋଇଛନ୍ତି ଅଧିକାରୀ। ଆଳୁଖୋଳୁ ଖୋଳୁ ମହାଦେବ ବାହାରିବା ପରି ପରିସ୍ଥିତି ହୋଇଛି। ତେବେ […]
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ମିଜୋମ ପ୍ରଭାବରେ ଦକ୍ଷଣି ଓଡ଼ିଶା ସମେତ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ଧାନ, କପା ଓ ଅନ୍ୟାନ୍ୟ ପନିପରିବା ଫସଲ ବିପୁଳ ଭାବରେ ପ୍ରଭାବିତ ହୋଇଛି। ବର୍ଷା ଓ ବାତ୍ୟା ପୂର୍ବରୁ ସରକାର କେବଳ ଚାଷୀଙ୍କୁ ସତର୍କତା ସୂଚନା ଆଦେଶାବଳୀ […]
ନୂଆଦିଲ୍ଲୀ: ନିଜ ବୟାନ ଓ ଆଚରଣ ଯୋଗୁଁ କଂଗ୍ରେସ ନିଜକୁ ଲଜ୍ଜିତ କରୁଛି। କେତେବେଳେ ରାହୁଲ ଗାନ୍ଧିଙ୍କୁ ରାଜନୈତିକ ଦଳମାନେ ‘ଫ୍ଲାଇଂ କିସ୍’ ପାଇଁ ଟାର୍ଗେଟ କରୁଛନ୍ତି ତ ଆଉ କେତେବେଳେ ନିଜ ବୟାନ ଦେଇ କଂଗ୍ରେସକୁ ପରାଜୟ ଦେଉଛନ୍ତି। ନିକଟରେ […]
ଭୁବନେଶ୍ୱର: ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଅଧୀନରେ ୧୪ଟି ବିଭାଗରେ ପୁରସ୍କାର ପାଇଁ ସାରା ରାଜ୍ୟରୁ ୭୯୫୬୫ ଜଣ ଆବେଦନ କରିଛନ୍ତି। ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଆବେଦନ ପତ୍ରର ଯାଞ୍ଚ ଆରମ୍ଭ ହୋଇଛି। ବିଭିନ୍ନ ସ୍ତରରେ ଯାଞ୍ଚ କରାଯାଇ ୧୪ଟି […]
ଭୁବନେଶ୍ୱର: ଗଙ୍ଗଶିଉଳି ରାତିରେ ଫୁଟି ସକାଳକୁ ଝଡ଼ିଯାଇଥାଏ ସତ ମାତ୍ର ରାତିକ ମଧ୍ୟରେ ତା’ର ମହକରେ ଖେଳିଯାଏ ଚତୁର୍ଦିଗ। ସେହି ଗଙ୍ଗଶିଉଳିକୁ ନେଇ ‘ଶେଫାଳି ପ୍ରତି’ କବିତାରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଭାବପୂର୍ଣ୍ଣ ପଦପଂକ୍ତି ଅତ୍ୟନ୍ତ ହୃଦୟସ୍ପର୍ଶୀ। ମାତ୍ର […]
ସୁମିତ ଚନ୍ଦର ଦେଶର ବିକାଶ ଯେତିକି ହେଉଛି, ସମାଜ ବଦଳିବା ସହିତ ପିଢ଼ିର ଚିନ୍ତାଧାରା ମଧ୍ୟ ବଦଳିବାରେ ଲାଗିଛି। କେବଳ ଦେଶ ନୁହେଁ, ନାଗରିକଙ୍କ ମୂଳ ଧାରଣାକୁ ମଧ୍ୟ ଆଧୁନିକୀକରଣ କରାଯାଉଛି। ଏଭଳି ସ୍ଥିତିରେ ବର୍ତ୍ତମାନର ପିଢ଼ିର ଆବଶ୍ୟକତା ଅନୁଯାୟୀ ଆଇନରେ […]
ନୂଆଦିଲ୍ଲୀ: ୨୨ ଜୁନ୍ ୨୦୨୩ରେ ପାଟନାରେ ଇଣ୍ଡି ମେଣ୍ଟର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାହୁଲ, ମମତା, ନୀତୀଶ, ତେଜସ୍ୱୀ ଓ ଖଡଗେଙ୍କ ସମେତ ୧୫ଟି ଦଳର ନେତା ଯୋଗ ଦେଇଥିଲେ। ପ୍ରଥମ ବୈଠକରେ ନୀତୀଶ କୁମାର ଜାତିଗତ ଜନଗଣନାକୁ […]
ନୂଆଦିଲ୍ଲୀ: ୪ଟି ରାଜ୍ୟର ନିର୍ବାଚନ ଫଳାଫଳରେ କଂଗ୍ରେସ ୧ – ୩ରେ ପରାସ୍ତ ହେବା ପରେ ଇଣ୍ଡି ମେଣ୍ଟର ଦଳଗୁଡ଼ିକର ସମାଲୋଚନାର ଶିକାର ହୋଇଛି ମହାମେଣ୍ଟ। ନିର୍ବାଚନ ପରାଜୟ ପରେ କଂଗ୍ରେସ ମଧ୍ୟ ବ୍ୟାକଫୁଟରେ ରହିଛି। ସେପଟେ ବୁଧବାର କଂଗ୍ରେସ ଅଧ୍ୟକ୍ଷ […]
ଭୁବନେଶ୍ବର: ଲୋକମାନେ ଆମର ଗଣତାନ୍ତ୍ରିକ ବ୍ୟବସ୍ଥାର କେନ୍ଦ୍ରରେ ଅଛନ୍ତି। ତେଣୁ, ଆପଣଙ୍କର ପ୍ରତ୍ୟେକ ଚିନ୍ତାଧାରା ଏବଂ ପ୍ରତ୍ୟେକ କାର୍ଯ୍ୟ ଓଡ଼ିଶାବାସୀଙ୍କ ଉନ୍ନତି ତଥା କଲ୍ୟାଣ ଦିଗରେ ନିର୍ଦ୍ଦେଶିତ ହେବା ଉଚିତ ବୋଲି ନୂତନ ଭାବେ ନିଯୁକ୍ତ ଓଡିଶା ନାଗରିକ ସେବା ଅଧିକାରୀଙ୍କ […]
ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପଛରେ ସହଯୋଗୀ ଡିଏମକେ ନେତାଙ୍କର ହିନ୍ଦୁ ଧର୍ମପ୍ରତି ଅପମାନଜନକ ବୟାନ ଏକ ପ୍ରମୁଖ କାରଣ ବୋଲି ବିବେଚନା କରାଯାଉଛି। କଂଗ୍ରେସ ନେତା ପ୍ରମୋଦ କ୍ରିଷ୍ଣାମ୍ ମଧ୍ୟପ୍ରଦେଶ, ଛତିଶଗଡ଼ ଓ […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗର ଅନୁମୋଦନ କ୍ରମେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୨୧ ଓ ୨୦୨୨ ମସିହା ପାଇଁ ବିଭିନ୍ନ ପୁରସ୍କାର ଘୋଷଣା କରାଯାଇଛି। ୨୦୨୧ ମସିହା ପାଇଁ ସମ୍ବଲପୁରର ବିଶିଷ୍ଟ ଜୀବବିଜ୍ଞାନୀ ପ୍ରଫେସର ପ୍ରଭାତ […]
ନୂଆଦିଲ୍ଲୀ: ମଧ୍ୟ ଭାରତର ତିନିଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ପରେ କେରଳରେ ଶାସକ ସିପିଆଇ(ଏମ୍) ତାଙ୍କ ବିରୋଧରେ ଅଭିଯାନକୁ ଜୋରଦାର କରିବାକୁ ବାଧ୍ୟ ହୋଇଛି। କେରଳର ନିର୍ବାଚନୀ ରାଜନୀତିରେ ବିଜେପି ଏପର୍ଯ୍ୟନ୍ତ ଏକ […]
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଫଳାଫଳ ବହୁ ଦୂର ପର୍ଯ୍ୟନ୍ତ ଗୁଞ୍ଜରିତ ହେବ। ଏପରି କି ନିର୍ବାଚନ ସମଗ୍ର ବିଶ୍ୱରେ ଗୁଞ୍ଜରିତ ହେବ। କିଛି ଲୋକ କହୁଛନ୍ତି ଯେ ଆଜିର ହ୍ୟାଟ୍ରିକ୍ ୨୦୨୪ର ହ୍ୟାଟ୍ରିକ୍ ସୁନିଶ୍ଚିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭାରେ ପରାଜୟ ପରେ ଅନେକ କଂଗ୍ରେସ ନେତା ଲଗାତାର ଇଭିଏମକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ଏପରିକି ଦୁଇଥର ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ମଧ୍ୟ ସ୍ପଷ୍ଟଭାବେ କହିଛନ୍ତି ଯେ ସେ […]
ଭୁବନେଶ୍ବର: ଆୟୁର୍ବେଦିକ ଚିକିତ୍ସା ପଦ୍ଧତି ବହୁ ପୁରାତନ ଜଗନ୍ନାଥ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ। ଏହି ଚିକିତ୍ସା ପଦ୍ଧତି ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହ ଓତଃପ୍ରୋତ ଭାବେ ଜଡ଼ିତ। କେରଳ ଭଳି ଓଡ଼ିଶାରେ ଆୟୁର୍ବେଦିକ ଚିକିତ୍ସାର ପର୍ଯ୍ୟାପ୍ତ ସୁଯୋଗ ରହିଛି। […]
ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ପରେ ଏବେ ବିହାର ରାଜନୀତି ଚରମ ସୀମାରେ ରହିଛି। ଇଣ୍ଡି ମେଣ୍ଟର ସ୍ଥାପକ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଗାମୀ ଲୋକସଭା ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିବା […]
ଭୁବନେଶ୍ୱର: ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ସମସ୍ୟା ଭାବରେ ଉଭା ହୋଇଥିବା ବେଳେ ମୃତ୍ତିକା ସ୍ୱାସ୍ଥ୍ୟର ସୁପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉତ୍ପାଦନକ୍ଷମ ଉତ୍ତମ ମୃତ୍ତିକାରୁ ଉତ୍ତମ ଉଦ୍ଭିଦଜଗତ ଓ କୃଷି କାର୍ଯ୍ୟ ହୋଇପାରିବ ଏବଂ ଉତ୍ତମ ମାନର ଖାଦ୍ୟଶସ୍ୟ […]
ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, […]