ନୂଆଦିଲ୍ଲୀ: ଲୋକସଭାର ନୈତିକ କମିଟିର ତୃତୀୟ ବୈଠକ ପୂର୍ବରୁ ଟିଏମସି ରାଷ୍ଟ୍ରୀୟ ସମ୍ପାଦକ ଅଭିଷେକ ବାନାର୍ଜୀ ପ୍ରଥମ ଥର ପାଇଁ ମହୁଆ ମୋଇତ୍ରାଙ୍କ ସମର୍ଥନରେ ଖୋଲାଖୋଲି ବୟାନ ଦେଇଛନ୍ତି। ସେ କହିଛନ୍ତି, ‘ମୁଁ ଭାବୁଛି ମହୁଆ ମୋଇତ୍ରା ନିଜ ଲଢ଼େଇ ଲଢ଼ିବାକୁ […]
ନୂଆଦିଲ୍ଲୀ: ସାଂସଦ-ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ହାଇକୋର୍ଟକୁ ବିଚାରକୁ ନେଇ ମାମଲା ରୁଜୁ କରି ସ୍ୱତନ୍ତ୍ର ସାଂସଦ-ବିଧାୟକ ଅଦାଲତରେ ଚାଲିଥିବା ମାମଲାର ତଦାରଖ କରିବାକୁ ସୁପ୍ରିମକୋର୍ଟ ଅଧସ୍ତନ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। […]
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଆଜି ସକାଳେ ସମ୍ବଲପୁରରେ ସମଲେଇ ପ୍ରକଳ୍ପର ସମୀକ୍ଷା କରି ଅଧିକ ମେସିନ ଓ ଲୋକ ବ୍ୟବହାର କରି କାମ ଆଗେଇ […]
ହାଇଦ୍ରାବାଦ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଅମ୍ବାନୀ ବୁଧବାର ତେଲେଙ୍ଗାନାରେ ରିଲାଏନ୍ସ ରିଟେଲ ର ପ୍ରଥମ ସ୍ୱଦେଶ ଷ୍ଟୋରକୁ ଉଦଘାଟନ କରିବା ସହ ଭାରତୀୟ କଳା ଓ ହସ୍ତଶିଳ୍ପ କ୍ଷେତ୍ରରେ ଏକ ନୂତନ ଧାରାର ଶୁଭାରମ୍ଭ ହୋଇଛି । […]
ଭୁବନେଶ୍ୱର: ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଅପ୍ରତ୍ୟାଶିତ ଭାବରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫାର କାରଣ ସମ୍ପର୍କରେ ସେ କହିଛନ୍ତି ଯେ ସାମ୍ବିଧାନିକ ପଦବୀରେ ରହିଥିବାରୁ ନିଜ ନିର୍ବାଚନମଣ୍ଡଳୀରେ ସାଙ୍ଗଠନିକ କାମ କରିପାରୁନାହାନ୍ତି। ତେଣୁ ସେ ସଙ୍ଗଠନରେ ମନୋନିବେଶ କରିବାକୁ ଏହି […]
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ସଂସଦୀୟ କମିଟି ତାଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିସ କରିଛି। ୫୦୦ ପୃଷ୍ଠାର ରିପୋର୍ଟରେ କମିଟି ମୋଇତ୍ରାଙ୍କ କାର୍ଯ୍ୟକୁ ଅତ୍ୟନ୍ତ ଆପତ୍ତିଜନକ, ଅନୈତିକ, ଜଘନ୍ୟ […]
ନୂଆଦିଲ୍ଲୀ: ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ନେଇ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଅଭିଯୋଗ କରିଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ଏକ ବଡ଼ ଦାବି କରିଛନ୍ତି । ଆଜି ସେ ଟୁଇଟ୍ କରି କହିଛନ୍ତି ଯେ ତାଙ୍କ […]
ଭୁବନେଶ୍ୱରରେ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଅଭିଯାନ ଆୟୋଜିତ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ଦ୍ୱାରା ଦେଶର ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୧୦୦ଟି ସହରର ୫୦୦ଟି ସ୍ଥାନରେ ଦେଶବ୍ୟାପୀ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ଅଭିଯାନ […]
ନୂଆଦିଲ୍ଲୀ: ସ୍ୱାଧୀନତା ପରଠାରୁ ଆମ ଦେଶ ପ୍ରତିବର୍ଷ ନିର୍ବାଚନକୁ ନେଇ ସଦାସର୍ବଦା ଘୂରି ବୁଲୁଛି। ଆଜି ‘ଏକ ଦେଶ ଗୋଟିଏ ନିର୍ବାଚନ’ ଉପରେ ବିତର୍କ ଚାଲିଥିବା ଆମ ଦେଶର ନିର୍ବାଚନୀ ଯାତ୍ରା ବିଷୟରେ ଆପଣ ଜାଣିଛନ୍ତି କି ? କିଏ ହେବ […]
ଭୁବନେଶ୍ବର: ଓଡ଼ିଶାର ବିଶ୍ୱପ୍ରସିଦ୍ଧ କଳିଙ୍ଗ ଷ୍ଟାଡିୟମରେ ମହିଳା ଶିଶୁ ବିକାଶ ବିଭାଗ ଅଧିନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଆନୁଷ୍ଠାନିକ ଭାବେ ଆରମ୍ଭ ହେଇଯାଇଛି ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉତ୍ସବ ‘ଉତ୍ସାହ’। ଏହି ଉତ୍ସବରେ ମିଶନ ଶକ୍ତି, ମହିଳା […]
ଭୁବନେଶ୍ୱର: ରାଜ୍ୟ ରପ୍ତାନୀ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ଦ୍ୱାରା ୨୦୨୦-୨୧ ଏବଂ ୨୦୨୧-୨୨ ପାଇଁ ପୁରସ୍କାର ପ୍ରଦାନ ସମାରୋହ ସଂପାଦିତ ହୋଇଯାଇଛି।ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ରପ୍ତାନୀକାରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। […]
ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କୋରାପୁଟ, କେନ୍ଦୁଝର, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ବିଜେଡି ଓ କଂଗ୍ରେସର ଶତାଧିକ କାର୍ଯ୍ୟକର୍ତ୍ତାମାନେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରେ ଯେ ମୁଖ୍ୟ […]
ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି […]
ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ସମ୍ଭାବ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି। ଜାତିଗତ ଜନଗଣନା ଓ ଗୋଷ୍ଠୀ ସଂରକ୍ଷଣ ଦାବି ମଧ୍ୟରେ ରାଜନୈତିକ ସମୀକରଣ ନୂଆ ମୋଡ଼ ନେଉଥିବାରୁ ଏଥର ପ୍ରତ୍ୟେକ ରାଜ୍ୟର ଭିନ୍ନ ଭିନ୍ନ […]
ସୁଶ୍ରୀ ଲୀନା ନନ୍ଦନ ଡଲଫିନ ପ୍ରକୃତିର ଏକ ଅବିଶ୍ୱସନୀୟ କମନୀୟ ପ୍ରାଣୀ ଯିଏ ଏହାର ବୁଦ୍ଧି ଓ ଅନନ୍ୟ ଆକର୍ଷଣୀୟ ରୂପ ପାଇଁ ପ୍ରସିଦ୍ଧ। ଏହି ଜଳଚର ପ୍ରାଣୀ ଡଲଫିନ ବା ଶିଶୁମାର ଭାରତୀୟ ସଂସ୍କୃତି ଓ ପରିବେଶରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ […]
AdityaL1: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ ଏଲ୍-୧’ ସଫଳଭାବେ କାର୍ଯ୍ୟ କରୁଛି । ଆଦିତ୍ୟ ଏଲ୍-୧ ‘ସୋଲାର ପ୍ରଜ୍ୱଳ’ ଅର୍ଥାତ୍ ସୋଲାର ଫ୍ଲେୟର୍ସର ପ୍ରଥମ ହାଇ ଏନର୍ଜି ଏକ୍ସ-ରେ ଝଲକ ହାସଲ କରିଛି। ଏ […]
ଭୁବନେଶ୍ୱର: କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଓଡିଶାରେ ଚାଲୁଥିବା କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି। ବୈଠକରେ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆର ରିଜୋନାଲ ଅଫିସର ବିରେନ୍ଦ୍ର ସିଂ ଏବଂ ପ୍ରୋଜେକ୍ଟ ଡାଇରେକ୍ଟର ବାଲେଶ୍ୱର ପିଆଇଓ ଜେପି ବର୍ମ୍ମା […]
ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରାର ସଫଳତା ପରେ କଂଗ୍ରେସ ପୁଣିଥରେ ଏହି ଯାତ୍ରା ଆରମ୍ଭ କରିବାକୁ ଚିନ୍ତା କରୁଛି। ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ଦଳ ଏହି ଯୋଜନା କରିପାରେ ବୋଲି ସୂତ୍ରରୁ ପ୍ରକାଶ। ଅର୍ଥାତ୍ ଏହି ତିନିମାସ ମଧ୍ୟରେ ଯେ କୌଣସି […]
ନୂଆଦିଲ୍ଲୀ: ମହୁଆ ତାଙ୍କ ବାସଭବନରେ ଅନୁପ୍ରବେଶ କରିଛନ୍ତି ବୋଲି ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦଙ୍କ ପୂର୍ବତନ ସହଯୋଗୀ ଆଡଭୋକେଟ ଜୟ ଅନନ୍ତ ଦେହାରାଇ ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ନଭେମ୍ବର ୫ ଓ ୬ ତାରିଖରେ ମହୁଆ ମୋଇତ୍ରା […]
ନୂଆଦିଲ୍ଲୀ: ବାଣରେ ନିଷିଦ୍ଧ ରାସାୟନିକ ପଦାର୍ଥର ବ୍ୟବହାର ବିରୋଧରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କେବଳ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ନୁହେଁ ବରଂ ସମସ୍ତ ରାଜ୍ୟରେ ଲାଗୁ ହେବ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି। କେତେକ ବାଣ ବ୍ୟବହାର ଉପରେ ପ୍ରତିବନ୍ଧକ […]