ଭୁବନେଶ୍ୱର: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଚର୍ମ ଓ ଯୌନ ରୋଗ ବିଭାଗର ପ୍ରଫେସର (ଡାକ୍ତର) ମୈତ୍ରେୟୀ ପଣ୍ଡା ଭାରତୀୟ ଶିଶୁ ଚର୍ମରୋଗ ସଂଘ (ଇଣ୍ଡିଆନ୍ ସୋସାଇଟି ଅଫ୍ ପେଡିଆଟ୍ରିକ ଡର୍ମାଟୋଲୋଜି)ର ଜାତୀୟ ସଂପାଦିକା ଭାବେ ମନୋନୀତ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁରର ଏକ ଡାକ୍ତରଖାନାରେ ପିଲାମାନଙ୍କୁ ଏଚ୍.ଆଇ.ଭି ସଂକ୍ରମିତ ରକ୍ତ ସଂକ୍ରମଣ ମାମଲାକୁ ନେଇ ରାଜନୀତି ଏବେ ତୀବ୍ର ହୋଇଛି। ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ ୟୁପି ସିଏମ୍ ଅଖିଳେଶ ଯାଦବ ବର୍ତ୍ତମାନ ଯୋଗୀ ସରକାରଙ୍କୁ ଏହି […]
ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ – ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏୱାଇ) ୧୯ ଅକ୍ଟୋବର ୨୦୨୩ରେ ସମଗ୍ର ଦେଶରେ ୨୬ କୋଟି ଆୟୁଷ୍ମାନ କାର୍ଡର ମାଇଲଖୁଣ୍ଟ ଅତିକ୍ରମ କରିଛି। ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନ୍ଏଚ୍ଏ) ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି […]
ଭୁବନେଶ୍ୱର: ବିଲିଂ କାଉଣ୍ଟର୍ରେ ଦୀର୍ଘ ସମୟ ପାଇଁ ଧାଡ଼ିରେ ଠିଆ ହୋଇ ଅପେକ୍ଷା କରିବା ସମୟ ଗଲା। ସରକାରୀ ବ୍ୟବସ୍ଥାରେ ପ୍ରଥମ ଥର ପାଇଁ ତ୍ବରାନ୍ବିତ ରୋଗୀସେବା ନିମନ୍ତେ ଅଭିନବ ପଦକ୍ଷେପ ସ୍ବରୂପ ଏମ୍ସ ଭୁବନେଶ୍ୱରରେ ଆଜି ଇ-ପେମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ […]
ସ୍ୱାସ୍ଥ୍ୟ ଟିପ୍ସ: କୋଲେଷ୍ଟ୍ରଲ ଆମ ଶରୀରରେ ମହମ ପରି ପଦାର୍ଥ। ଏହା ଶରୀରର କୋଷଗୁଡ଼ିକରେ ଦେଖାଯାଏ। ଆମ ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ, ଭଲ କୋଲେଷ୍ଟ୍ରଲ ଏବଂ ଖରାପ କୋଲେଷ୍ଟ୍ରଲ ଅଛି। ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲ ରକ୍ତ ପ୍ରବାହରେ ବାଧା ସୃଷ୍ଟି […]
ସ୍ୱାସ୍ଥ୍ୟ ଟିପ୍ସ: ଯେତେବେଳେ ବି ସୁସ୍ଥ ରହିବାକୁ କଥା ଆସେ, ସେତେବେଳେ ପନିପରିବା ବିଷୟରେ ପ୍ରଥମେ କୁହାଯାଏ। ଏହାର କାରଣ ହେଉଛି ସବୁଜ ପନିପରିବା ଖାଇବା ଆପଣଙ୍କୁ କେବଳ ସୁସ୍ଥ ରଖେ ନାହିଁ ବରଂ ଅନେକ ରୋଗରୁ ମଧ୍ୟ ଦୂରେଇ ରଖେ। କିନ୍ତୁ […]
ଭୁବନେଶ୍ୱର: ବିଭିନ୍ନ ଗଣ୍ଠିବାତ (ଆର୍ଥ୍ରାଇଟିସ୍) ଏବଂ ଅଟୋଇମ୍ୟୁନ୍ ରୋଗରେ ପୀଡ଼ିତ ପ୍ରାୟ ଏକ ହଜାରରୁ ଅଧିକ ରୋଗୀ ପ୍ରତ୍ୟେକ ମାସ ଏମ୍ସ ଭୁବନେଶ୍ୱର ଜେନେରାଲ ମେଡିସିନ୍ (ଭେଷଜ) ବିଭାଗ ଓପିଡିକୁ ଚିକିତ୍ସା ନିମନ୍ତେ ଆସୁଛନ୍ତି। ଏହି ରୋଗରେ ପୀଡ଼ିତ ପ୍ରାୟ ୫୦ରୁ […]
ନୂଆଦିଲ୍ଲୀ: ପୁନର୍ବାର ଅଶ୍ୱିନୀ ଭାଇ ତାଙ୍କ ପ୍ରତିଶ୍ରୁତି ପାଳନ କଲେ! ବାଲେଶ୍ୱର ଲାୟନ୍ସ ଚକ୍ଷୁ ହସ୍ପିଟାଲରେ ମଡ୍ୟୁଲାର୍ ଅପରେସନ୍ ଥିଏଟର ପାଇଁ ୱାର୍କ ଅର୍ଡର ଜାରି କରାଯାଇଛି। ଅଶ୍ୱିନୀ ଭାଇ ବାଲେଶ୍ୱର ଲାୟନ୍ସ ଚକ୍ଷୁ ଡାକ୍ତରଖାନାର ବିକାଶ ପାଇଁ ତାଙ୍କ ସାଂସଦ […]
ଭୁବନେଶ୍ଵର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପବିତ୍ରମୋହନଙ୍କ ନାମରେ ନାମିତ ତାଳଚେର ସ୍ଥିତ “ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲ”ଶୀଘ୍ର କାର୍ଯ୍ୟକ୍ଷମ ହେବା ସମ୍ପର୍କରେ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ […]
ଭୁବନେଶ୍ୱର: ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ ବା ମସ୍ତିଷ୍କାଘାତ ଆଜି ମୃତ୍ୟୁ ଓ ଅକ୍ଷମତା ସୃଷ୍ଟିର ଏକ ପ୍ରମୁଖ କାରଣ ହୋଇଛି। ଏହା ଆଜି ସାରା ପୃଥିବୀ ପାଇଁ ବିରାଟ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଦେଖାଦେଇଛି। ତେଣୁ ଏ ସଂପର୍କରେ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନ ପରିସରରେ କର୍କଟ ରୋଗର କାରଣ ଓ ନିରାକରଣ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ଓଡ଼ିଶା ପକ୍ଷରୁ ଆୟୋଜିତ ଏହି […]
ଭୁବନେଶ୍ୱର: ଗଣ୍ଠିବାତ ସମସ୍ୟାରୁ ସୁସ୍ଥ ହେବା ସମ୍ଭବପର। ଏହା ଏକ ଜୀବନ ଶୈଳୀ ଜନିତ ବ୍ୟାଧି। ସଚେତନ ଓ ସତର୍କ ହେବା ସହ ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲେ ଏହି ରୋଗରୁ ମଣିଷ ସୁସ୍ଥ ହୋଇପାରିବ ବୋଲି କହିଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ […]
ଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପ୍ରମୁଖ ନିୟମିତ ଟିକାକରଣ ଅଭିଯାନ ସଘନ ମିଶନ ଇନ୍ଦ୍ରଧନୁଷ (ଆଇଏମଆଇ ୫.୦) ଅଭିଯାନ ଅକ୍ଟୋବର ୧୪, ୨୦୨୩ରେ ଏହାର ସମସ୍ତ ତିନୋଟି ପର୍ଯ୍ୟାୟ ଶେଷ କରିବ। ଯେପରି ସାରା ଦେଶରେ ଟିକାକରଣରୁ […]
ସ୍ୱାସ୍ଥ୍ୟ ଟିପ୍ସ: ଭୁଲ୍ ଜୀବନଶୈଳୀ ଏବଂ ଖାଦ୍ୟ ଏବଂ ପାନୀୟ ପ୍ରତି ଅବହେଳା ହେତୁ ପେଟ ଯନ୍ତ୍ରଣା କିମ୍ବା ପେଟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ। ଯଦିଓ ଅନେକ ଥର ଲୋକଙ୍କ ପେଟରେ ଯନ୍ତ୍ରଣା ହୁଏ, କିନ୍ତୁ ସମସ୍ୟା ବଢିବା ପର୍ଯ୍ୟନ୍ତ ଲୋକମାନେ ଏହାକୁ […]
ଭୁବନେଶ୍ୱର: ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ସିଆଲୋଏଣ୍ଡୋସ୍କୋପି ଯାହାକି ଏକ ମିନିମାଲି ଇନ୍ଭାସିଭ ପ୍ରକ୍ରିୟା ତାହା ମାଧ୍ୟମରେ ଜଣେ ଯୁବକଙ୍କର ଲାଳଗ୍ରନ୍ଥିରେ ସମସ୍ୟାର ପରୀକ୍ଷଣ ଓ ଚିକିତ୍ସା କରି ତାଙ୍କର ସବ୍ମାଣ୍ଡିବୁଲାର ଡକ୍ଟରୁ୨୭ଟି ପଥର କାଢ଼ିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର […]
ସ୍ୱାସ୍ଥ୍ୟ ଟିପ୍ସ: ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ଅନୁଯାୟୀ, ଲୁଣ ଖାଇବା କାରଣରୁ ଦୁନିଆରେ ଅଧିକାଂଶ ମୃତ୍ୟୁ ଘଟିଥାଏ। ନିକଟରେ ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ପ୍ରଥମ ଥର ପାଇଁ ଲୁଣ ସମ୍ବନ୍ଧୀୟ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, […]
ସ୍ୱାସ୍ଥ୍ୟ ଟିପ୍ସ: ଜଳଖିଆ ଠାରୁ ଆରମ୍ଭ କରି ସ୍ନାକ୍ସ ପର୍ଯ୍ୟନ୍ତ ବ୍ରେଡ ପ୍ରାୟତଃ ଅନ୍ତର୍ଭୁକ୍ତ ହୋଇଥାଏ।ବେଳେବେଳେ ଏହାକୁ ରୁଟି ସ୍ୟାଣ୍ଡୱିଚ୍ ଏବଂ ବେଳେବେଳେ ରୁଟି ଟୋଷ୍ଟ ଆକାରରେ ଏହାର ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଏ। କିନ୍ତୁ ଅନେକ ଲୋକ ଏହା ଦ୍ୱାରା ହୋଇଥିବା କ୍ଷୟକ୍ଷତି […]
କଟକ: ଏଣିକି ଆଇସିୟୁରେ ଶୂନଶାନ ତଥା ରୋଗୀଙ୍କ ଦେହରେ ଲାଗିଥିବା ମେସିନର ଟକଟକ୍ ଶଦ୍ଦ ଆଉ ଶୁଭିବ ନାହିଁ। ତା ପରିବର୍ତ୍ତେ ସେଠାରେ ଶୁଭିବ ଜଗନ୍ନାଥ ଭଜନର ଇନଷ୍ଟ୍ରୁମେଣ୍ଟାଲ ସଂଗୀତ। ଏହିପରି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛି କଟକ ବଡ […]
ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାଣ୍ଟର ଆର୍ମି ହସ୍ପିଟାଲ (ଆର୍ ଆଣ୍ଡ୍ ଆର୍)ରେ କାନ, ନାକ ଓ ଗଳା (ଇଏନଟ) ବିଭାଗ ଦ୍ୱାରା ଗତ ୧୮ ମାସ ମଧ୍ୟରେ ଏକକାଳୀନ ୫୦ ବାଇଲାଟେରାଲ କୋକ୍ଲିୟର ପ୍ରତିରୋପଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ପ୍ରେସ […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୨୬ଟି ନୂତନ ଅତ୍ୟାଧୁନିକ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି। ଆଜି ସନ୍ଧ୍ୟାରେ ନବୀନ ନିବାସଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ […]
ଭୁବନେଶ୍ବର: ଆଜି ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଯିବେ। ତାହା ହେଲା ଆଜି ଅପରାହ୍ନରେ ରାଜ୍ୟର ୫ ଟି ସ୍ଥାନରେ ଅତ୍ୟାଧୁନିକ ହସପିଟାଲ ପାଇଁ ଚୁକ୍ତି ସ୍ବାକ୍ଷରିତ ହେବ। ଏହି ହସପିଟାଲ ଗୁଡିକ ପିପିପି ମୋଡରେ […]