ନୂଆଦିଲ୍ଲୀ: କରୋନା ସହିତ ଯୁଦ୍ଧ ମଧ୍ୟରେ ଜରୁରୀକାଳୀନ ବ୍ୟବହାର ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଉ ଦୁଇଟି ଟିକା ଅନୁମୋଦନ କରିଛି। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏଗୁଡ଼ିକ ହେଉଛି ଦୁଇଟି ଟିକା – CORBEVAX ଏବଂ […]
କୋଲକାତା: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୋମବାର ଦିନ ସୌରଭ ଗାଙ୍ଗୁଲିଙ୍କ କରୋନା ପରୀକ୍ଷା କରାଯାଇଥିଲା। ତାଙ୍କ ରିପୋର୍ଟ ପଜିଟିଭ। ଗାଙ୍ଗୁଲି ପ୍ରଥମ ଥର ପାଇଁ କରୋନା […]
ଭୁବନେଶ୍ବର: ଆଜି ରାଜ୍ୟରେ ୧୫୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୦ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୩ ଜଣ ଅଛନ୍ତି। ତେବେ […]
ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଲଢିବା ପାଇଁ ଭାରତ ଏକ ବଡ ପଦକ୍ଷେପ ନେଇଛି। ଜାନୁଆରୀ ୩ ତାରିଖରୁ ଦେଶରେ ୧୫ ରୁ ୧୮ ବର୍ଷର ପିଲାମାନଙ୍କ ପାଇଁ ଟୀକାକରଣ ଆରମ୍ଭ ହେବାକୁ ଯାଉଛି। ତେଣୁ ପିଲାମାନଙ୍କର ଟୀକାକରଣ ପାଇଁ ପଞ୍ଜୀକରଣ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଦୁଇ ଦିନ ତଳେ ଦେଶକୁ ସମ୍ବୋଧିତ କରିଥିଲେ। ଏଥିରେ ୧୫-୧୮ ବର୍ଷର ପିଲାମାନଙ୍କୁ ଟୀକାକରଣରେ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଏହା ସହିତ ପିଏମ ମୋଦୀ ମଧ୍ୟ ବୃଦ୍ଧଙ୍କ ସମେତ ଫ୍ରଣ୍ଟ […]
ନୂଆଦିଲ୍ଲୀ: ଆଜି ଦେଶରୁ ୬ ହଜାର ୫୩୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୩୧୫ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୭ ଲକ୍ଷ ୮୬ ହଜାର […]
ନୂଆଦିଲ୍ଲୀ: ଦେଶରେ ମାରାତ୍ମକ କରୋନାଭାଇରସର ବିପଜ୍ଜନକ ରୂପ ଓମିକ୍ରନ୍ ଭାରିଆଣ୍ଟର ମାମଲା ଦିନକୁ ଦିନ ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ 19 ଟି ରାଜ୍ୟରେ 578 ଜଣ ଲୋକ ଏହି ପ୍ରକାରରେ ସଂକ୍ରମିତ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଏହି ଭାରିଆଣ୍ଟରେ […]
ଭୁବନେଶ୍ବର: ଆଜି ରାଜ୍ୟରେ ୧୨୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୫୧ ଜଣ ଅଛନ୍ତି। ତେବେ […]
ନୂଆଦିଲ୍ଲୀ: ଛାତି ଯନ୍ତ୍ରଣା ହେଉଛି ହୃଦଘାତର ସବୁଠାରୁ ପ୍ରମୁଖ ଲକ୍ଷଣ। କିନ୍ତୁ କୋଭିଡ ପରେ ଛାତିରେ ଯନ୍ତ୍ରଣା ହେବାର ଅନେକ କାରଣ ଥାଇପାରେ। ଯଦି ଆପଣ ଶ୍ୱାସକ୍ରିୟା, ଝାଡା ଏବଂ ବାନ୍ତିରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ଫୁସଫୁସ ସଂକ୍ରମଣ, କାଶ […]
ନୂଆଦିଲ୍ଲୀ: ଭାରତରେ ଏବେ ଶୀତ ଋତୁ ଜାରି ରହିଛି। ଲୋକମାନେ ନିଜକୁ ଗରମ ରଖିବା ପାଇଁ ବହୁତ ଗରମ ପୋଷାକ ପିନ୍ଧନ୍ତି। ଏଭଳି ପରିସ୍ଥିତିରେ ଲୋକମାନେ ରାତିରେ ଶୋଇବା ସମୟରେ ମଧ୍ୟ ଗରମ ପୋଷାକ ପିନ୍ଧି ଶୋଇଥା’ନ୍ତି। କିନ୍ତୁ, ଆପଣ ଜାଣନ୍ତି […]
ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ସାପ କାମୁଡ଼ିଥିବା ଖବର ଶୁଣିବାକୁ ମିଳିଛି। ଶନିବାର ଏବଂ ରବିବାର ମଧ୍ୟବର୍ତ୍ତୀ ରାତିରେ ସଲମାନ ଖାନଙ୍କୁ ସାପ କାମୁଡ଼ି ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ପନଭେଲର ଫାର୍ମହାଉସରେ ସଲମାନ ଖାନଙ୍କୁ କୌଣସି ଏକ ସାପ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ରାତିରେ ଫ୍ରଣ୍ଟଲାଇନ ସ୍ୱାସ୍ଥ୍ୟକର୍ମୀ ପାଇଁ ବୁଷ୍ଟର ଡୋଜ ଘୋଷଣା କରିଛନ୍ତି। ଏହା ସହିତ ଡାକ୍ତରଙ୍କ ପରାମର୍ଶ କ୍ରମେ ୬୦ ବର୍ଷରୁ ଅଧିକ ବୟସ ବର୍ଗରେ ଗୁରୁତର ରୋଗରେ ପୀଡିତ ବୃଦ୍ଧବୃଦ୍ଧାଙ୍କୁ ସତର୍କତାମୂଳକ ଡୋଜ ଦେବାକୁ […]
ଅନୂଆଦିଲ୍ଲୀ: ଆଜି ଦେଶରୁ ୬ ହଜାର ୯୮୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୧୬୨ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୭ ଲକ୍ଷ ୮୦ ହଜାର […]
ଭୁବନେଶ୍ଵର: ଓଡିଶାରେ ଓମିକ୍ରନ ଭାରିଆଣ୍ଟ ଚିନ୍ତା ବଢାଉଛି। ଆଜି ରାଜ୍ୟରୁ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୁଇ ଦିନ ତଳେ ଏହି ୪ ଜଣ ଆକ୍ରାନ୍ତଙ୍କ ନମୁନା ଜିନମସିକ୍ଵେସିଂ ପାଇଁ ପଠାଯାଇଥିଲା। ଯାହାର ରିପୋର୍ଟ ପଜିଟିଭ ଆସିଛି। ଏନେଇ […]
ଭୁବନେଶ୍ବର: ଆଜି ରାଜ୍ୟରେ ୧୧୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୫ ଜଣ ଅଛନ୍ତି। ତେବେ […]
ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଯୋଗୁଁ ବିଶ୍ଵ ସମୁଦାୟ ଭୟଭୀତ ଅବସ୍ଥାରେ ରହିଛି। ତେଣୁ ସତର୍କ ରହିବା ଏବଂ ସାବଧାନ ରହିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଭୟଭୀତ ନହୋଇ ମାସ୍କ ପରିଧାନ, […]
ନୂଆଦିଲ୍ଲୀ: କୋଭିଡ ଟୀକାକୁ ନେଇ ଏବେ ଏକ ଖୁସି ଖବର ମିଳିଛି। ଏଣିକି ପିଲାଙ୍କୁ କୋଭିଡ ଟୀକା ମିଳିବ। ୧୨ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭିଡ ଟୀକା ପାଇଁ ଅନୁମତି ମିଳିଛି। ଭାରତ ବାୟୋଟେକ୍ ର କୋଭାକ୍ସିନ ଟୀକାକୁ […]
ସ୍ୱାସ୍ଥ୍ୟ ଟିପ୍ସ: ଓଜନ ବୃଦ୍ଧି ହେବାର ଏକ ମୁଖ୍ୟ କାରଣ ହେଉଛି ଲୋକମାନେ ଖାଇବା ପରେ ପ୍ରାୟତଃ ଶୋଇଥା’ନ୍ତି। କିମ୍ବା ଆପଣ ଖାଇବା ପରେ ବସି ରହିଥା’ନ୍ତି। କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କର ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ […]
ନୂଆଦିଲ୍ଲୀ: ଦେଶରେ ମାରାତ୍ମକ କରୋନାଭାଇରସର ବିପଜ୍ଜନକ ଭାରିଆଣ୍ଟ ଓମିକ୍ରନ୍ ବର୍ତ୍ତମାନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏପର୍ଯ୍ୟନ୍ତ 17 ଟି ରାଜ୍ୟରେ 415 ଜଣ ଲୋକ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଏହି ପ୍ରକାରରେ ସଂକ୍ରମିତ […]
ଅନୂଆଦିଲ୍ଲୀ: ଆଜି ଦେଶରୁ ୭ ହଜାର ୧୮୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତ ୨୪ ଘଣ୍ଟାରେ ୩୮୭ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୪୭ ଲକ୍ଷ ୭୩ ହଜାର […]
ଭୁବନେଶ୍ବର: ଆଜି ରାଜ୍ୟରେ ୧୨୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୯ ଜଣ ଅଛନ୍ତି। ତେବେ […]