ମାଙ୍ଗାଲୁରୁ: ଏକ ମିଥ୍ୟା ଅଭିଯୋଗରେ କର୍ଣ୍ଣାଟକର ହରିଶ ବଙ୍ଗେରାଙ୍କୁ ସାଉଦୀ ଆରବ ଜେଲରେ ୧୯ ମାସ ବିତାଇବାକୁ ପଡିଥିଲା। ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ଏବଂ ମକ୍କାର ପବିତ୍ର ଦେଶ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ହରିଶଙ୍କ ଉପରେ ମିଥ୍ୟା ଅଭିଯୋଗ […]
ନୂଆଦିଲ୍ଲୀ: ତାଲିବାନ ଭାରତ ବିରୋଧରେ ନିଜର ପ୍ରକୃତ ରୂପ ଦେଖାଇବାକୁ ଆରମ୍ଭ କରିଦେଇଛି। ତାଲିବାନ ଭାରତରୁ ଆମଦାନୀ ଏବଂ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛି। ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ରପ୍ତାନି ସଂଗଠନ ଅନୁଯାୟୀ ତାଲିବାନ ପାକିସ୍ତାନକୁ ଗମନାଗମନ ମାର୍ଗ ଦେଇ ସମସ୍ତ […]
କୋଲକାତା: ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନିଖୋଜ ହେବାର ସାତ ଦଶନ୍ଧି ବିତିଯାଇଛି। ସେ ୧୯୪୫ ମସିହାରେ ନିଖୋଜ ହୋଇଯାଇଥିଲେ। ଅନେକ ଐତିହାସିକ ବିଶ୍ଵାସ କରନ୍ତି ଯେ, ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ଜାପାନର ଏକ […]
ନୂଆଦିଲ୍ଲୀ: ଟି -୨୦ ବିଶ୍ୱକପରେ ଭାରତ ଦଳ ବହୁତ ଶକ୍ତିଶାଳୀ ଏବଂ ଏହାକୁ ପରାସ୍ତ କରିବା କୌଣସି ଦଳ ପାଇଁ ସହଜ ହେବ ନାହିଁ। ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ଡାରେନ୍ ସାମି ଏଭଳି ମତାମତ ରଖିଛନ୍ତି। ୟୁଏଇ ଏବଂ ଓମାନରେ ଅକ୍ଟୋବର […]
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଆସନ୍ତା ଟି -୨୦ ବିଶ୍ୱକପ୍ର କାର୍ଯ୍ୟସୂଚୀ ଘୋଷଣା କରିଛି। ଅକ୍ଟୋବର ୨୪ ତାରିଖରେ ପାକିସ୍ତାନ ବିରୋଧରେ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବ। ଏହି ବିଶ୍ୱକପ୍ର ଗ୍ରୁପ୍- ୨ରେ ଉଭୟ ଭାରତ […]
ନୂଆଦିଲ୍ଲୀ, ଲର୍ଡସ ଗ୍ରାଉଣ୍ଡରେ ଇତିହାସ ରଚିଲା ଭାରତ। ଦ୍ରୁତ ବୋଲରଙ୍କ ବଳରେ ଭାରତ ଇଂଲଣ୍ଡକୁ ୧୫୧ ରନରେ ପରାସ୍ତ କରିଛି । ଏଥିସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି। ମ୍ୟାଚ୍ର ଚତୁର୍ଥ ଦିନ […]
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଚାଲିଥିବା ସଙ୍କଟ ମଧ୍ୟରେ ଉଜବେକିସ୍ତାନରେ ଏକ ଆଫଗାନିସ୍ତାନ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି। ଏହା ପରେ ଉଜବେକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଆଫଗାନିସ୍ତାନ ସୈନ୍ୟବାହିନୀର ଚିହ୍ନ ଧାରଣ କରିଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। […]
ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରାଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଟିମ୍ ଇଣ୍ଡିଆର ସମସ୍ୟା ବବଢିବାରେ ଲାଗିଛି। ତେବେ ଏହି ଦୁଇ ଖେଳାଳିଙ୍କୁ ଦଳ ସମ୍ପୂର୍ଣ୍ଣ ସମର୍ଥନ କରୁଛି। ଷ୍ଟାର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଆଶା ପ୍ରକଟ […]
ନୂଆଦିଲ୍ଲୀ: ଚୀନ୍ ଇଞ୍ଜିନିୟରମାନଙ୍କୁ ନେଇ ଯାଉଥିବା ବସ୍ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣକୁ ନେଇ ଭାରତ ଉପରେ ପାକିସ୍ତାନ ଅଭିଯୋଗ ଆଣିଛି। ଫଳରେ ପାକିସ୍ତାନର ଏହି ଅଭିଯୋଗ ଉପରେଭାରତ ଜବାବ ରଖିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି […]
ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆର ମୁଖ୍ୟ ମନୀଷ ମହେଶ୍ୱରୀଙ୍କୁ ମାଇକ୍ରୋ ବ୍ଲଗିଂ ସାଇଟ୍ ଭାରତରୁ ହଟାଇ ଆମେରିକା ଫେରାଇନେଇଛି। ଏବେ ସେ ସେଠାରେ ଏକ ନୂଆ ଭୂମିକାରେ କାମ କରିବେ। ତାଙ୍କ ବଦଳି ଏପରି ଏକ ସମୟରେ ଆସିଛି ଯେତେବେଳେ କଂଗ୍ରେସ ଏବଂ […]
ନୂଆଦିଲ୍ଲୀ/ଲର୍ଡସ: ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ଲର୍ଡସର ଐତିହାସିକ ପଡ଼ିଆରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ଟେଷ୍ଟରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲ […]
ନୂଆଦିଲ୍ଲୀ: ବର୍ତ୍ତମାନ ପରିସ୍ଥିତିରେ ଆଫଗାନିସ୍ତାନ କ୍ରିକେଟ୍ ଦଳ ଭଲ ପ୍ରଦର୍ଶନ କରୁଛି। ଦଳରେ ଏପରି ଅନେକ ଖେଳାଳି ଅଛନ୍ତି, ଯେଉଁମାନେ ସେମାନଙ୍କର ପରିଶ୍ରମ ଏବଂ ନିଷ୍ଠା ସହିତ ସମଗ୍ର ବିଶ୍ୱରେ ଏକ ପରିଚୟ ସୃଷ୍ଟି କରୁଛନ୍ତି। ଆଫଗାନିସ୍ତାନ ଖେଳାଳି ରସିଦ ଖାନଙ୍କ […]
ନୂଆଦିଲ୍ଲୀ, ଅଶୋକା ହୋଟେଲ ପରିସରରେ ଆୟୋଜିତ ଏକ ଭବ୍ୟ ସାନ୍ଧ୍ୟକାଳୀନ ସମାରୋହରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ସାତ ଅଲିମ୍ପିକ୍ସ ପଦକ ବିଜେତା-ନୀରଜ ଚୋପ୍ରା, ରବି କୁମାର ଦହିୟା, ମୀରାବାଈ ଚାନୁ, ପିଭି ସିନ୍ଧୁ, ବଜରଙ୍ଗ […]
ସୀତାରାମ ଅଗ୍ରୱାଲ ବାଣପୁର: ଆଉ ଏକ ଓଡିଆ ଝିଅଙ୍କୁ ବଡ ସଫଳତା ମିଳିଛି। ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ଜୋ ରୁଟଙ୍କ ଦ୍ୱାରା ଇନଷ୍ଟାଗ୍ରାମରେ ଆୟୋଜିତ ଆନ୍ତର୍ଜାତିକ ଚିତ୍ରକଳା ପ୍ରଦର୍ଶନୀରେ ଓଡ଼ିଆ ଝିଅ ସମୀକ୍ଷା ପଣ୍ଡା ସଫଳତା ହାସଲ କରିଛନ୍ତି। ୧୦ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ “ସାମୁଦ୍ରିକ ନିରାପତ୍ତା ବୃଦ୍ଧି: ଅନ୍ତରାଷ୍ଟ୍ରୀୟ ସହଯୋଗର ଏକ ପ୍ରସଙ୍ଗ” ଉପରେ ଆୟୋଜିତ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ । ଏହି ବୈଠକ ଅଗଷ୍ଟ ୯ ତାରିଖ […]
ନୂଆଦିଲ୍ଲୀ: ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ପଞ୍ଚମ ଦିନ ଥିଲା। ବର୍ଷା ଯୋଗୁଁ ଅନ୍ତିମ ଦିନର ସଂପୂର୍ଣ୍ଣ ଖେଳ ବାଧାପ୍ରାପ୍ତ ହୋଇଥିଲା। ତେଣୁ ପ୍ରଥମ ଟେଷ୍ଟ ଡ୍ର ହୋଇଛି। ବର୍ଷା କେବଳ ଖେଳର ମଜାକୁ ନଷ୍ଟ […]
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ସେନା ଏବଂ ତାଲିବାନ ମଧ୍ୟରେ ବିବାଦ ଜାରି ରହିଛି। ଗତକାଲି ଆମେରିକାର ବାୟୁସେନା ଶେବଗର୍ନ ସହରରେ ତାଲିବାନ ଠିକଣା ଉପରେ ଆକ୍ରମଣ କରିଥିଲା। ବାୟୁସେନାର ଏହି ଆକ୍ରମଣରେ ତାଲିବାନ ବହୁ କ୍ଷୟକ୍ଷତି ହୋଇଥିଲା। ଏଥିରେ ୫୦୦ ରୁ ଅଧିକ […]
ନୂଆଦିଲ୍ଲୀ, 23 ବର୍ଷୀୟ ଆଥେଲେଟସ୍ ନୀରଜ ଚୋପ୍ରା ଆଜି ଟୋକିଓ ଅଲିମ୍ପିକରେ ପୁରୁଷ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ନୀରଜ ସ୍ୱର୍ଣ୍ଣ ପଦକ ପାଇବା ପାଇଁ 87.58 ର ଶ୍ରେଷ୍ଠ ଥ୍ରୋ ଦେଇଥିଲେ। 2008 ରେ […]
ପୁରୀ, ଆଜି ଭାରତ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। କାରଣ ହେଲା ଆଜି ଭାରତକୁ ଏକ ସ୍ବର୍ଣ୍ଣ ପଦକ ମିଳିଛି। ଜାଭେଲିନ ଥ୍ରୋ ରେ ଭାରତୀୟ ଖେଳାଳୀ ନୀରଜ ଚୋପ୍ରା ଏହି ଗୌରବ ଆଣିଛନ୍ତି। ସେଥିପାଇଁ ସାରା ଦେଶରୁ […]
ନୂଆଦିଲ୍ଲୀ: ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ କେ.ଏଲ୍ ରାହୁଲ ଦୀର୍ଘ ଦୁଇ ବର୍ଷ ପରେ ଟେଷ୍ଟ କ୍ରିକେଟକୁ ଫେରିଛନ୍ତି। ଇଂଲଣ୍ଡ ବିରୋଧ ଇନିଂସରେ କେ.ଏଲ୍ ରାହୁଲ ୮୪ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଫଳରେ ପ୍ରଥମ ଇନିଂସରେ ଭାରତ ଇଂଲଣ୍ଡ ଠାରୁ […]
ନୂଆଦିଲ୍ଲୀ, ପୂର୍ବ ଲଦାଖର ଗୋଗ୍ରା ଅଞ୍ଚଳରେ ଭାରତ ଏବଂ ଚୀନ୍ ନିଜର ସୈନ୍ୟ ବାହିନୀ ପ୍ରତ୍ୟାହାର କରିଛନ୍ତି। ଉଭୟ ଦେଶର କର୍ପସ କମାଣ୍ଡରଙ୍କ ମଧ୍ୟରେ ଦ୍ୱାଦଶ ରାଉଣ୍ଡ ଆଲୋଚନା ପରେ ଏହି ପଦକ୍ଷେପ ନିଆଯାଇଛି। ଏହି ଆଲୋଚନା ଚଳିତ ବର୍ଷ ଜୁଲାଇ […]