ଗୁଜୁରାଟ : ଆସନ୍ତା ୨୪ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବଂ ଫାଷ୍ଟ୍ ଲେଡି ମେଲାନିଆ ଟ୍ରମ୍ପ୍। ଏହି ଅବସରରେ ଟ୍ରମ୍ପ୍ ଗୁଜୁରାଟର ଅହମ୍ମଦାବାଦଠାରେ ଏକ ଭବ୍ୟ ସମାରୋହରେ ସାମିଲ୍ ହେବେ। ଏହି ଭବ୍ୟ […]
ସାଓ ପାଓଲା: ଜଣେ 21 ବର୍ଷୀୟ ଯୁବକ ବେଶ୍ ଅନ୍ତରଙ୍ଗ ମୁହୂର୍ତ୍ତରେ ବେଲ୍ଡ ଦ୍ବାରା ପତ୍ନୀଙ୍କ ଗଳା କାଟି ହତ୍ୟା କରିଛନ୍ତି। ପୋଲିସ୍ର ସୂଚନା ଅନୁସାରେ ଅଭିଯୁକ୍ତ ସ୍ବାମୀ ଜଣକ ଏହାକୁ ସ୍ବୀକାର କରିବା ସହିତ ନିଜକୁ ମଧ୍ୟ ଶେଷ କରିବା […]
ଚୀନ୍ : ଚୀନରେ କରୋନା ଭାଇରସର ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେଉଛି । ଏହି ରୋଗରେ ମୃତକଙ୍କ ସଂଖ୍ୟା 1660ରେ ପହଞ୍ଚିଛି । ଗତକାଲି 143ଜଣଙ୍କ ମୃତ୍ୟୁ ହୋଇଛି । କେବଳ ହୁବେଇରେ କରୋନା ଭାଇରସ ଲାଗି 139 ଜଣ […]
ବେଜିଂ : କୋରୋନା ଭାଇକରସ୍ର ପ୍ରଭାବରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗୁରୁବାର ସୁଦ୍ଧା ଏହି ଭାଇରସ୍ ପ୍ରଭାବରେ ମୃତକଙ୍କ ସଂଖ୍ୟା 1477ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 65 ହଜାରରେ ପହଞ୍ଚିଛି । ହୁବେଇ ଏବଂ […]
ଲଣ୍ଡନ : ୟୁକେର ନୂତନ ଅର୍ଥମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ବଂଶଜ ଭାରତୀୟ ରିଶି ସୁନାକ୍ । ସୁନାକ୍ ହେଉଛନ୍ତି ଭାରତୀୟ ଶିଳ୍ପପତି ଇନ୍ଫୋସିସ୍ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ବାଇଁ । ଗୁରୁବାର ସୁନାକ୍ଙ୍କୁ ବୋରିସ୍ ଜନ୍ସନ୍ଙ୍କ କ୍ୟାବିନେଟ୍ର ଅର୍ଥମନ୍ତ୍ରୀ […]
ବେଜିଂ : କୋରୋନା ଭାଇକରସ୍ର ପ୍ରଭାବରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବୁଧବାର ସୁଦ୍ଧା ଏହି ଭାଇରସ୍ ପ୍ରଭାବରେ ମୃତକଙ୍କ ସଂଖ୍ୟା 1357ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 60 ହଜାରରେ ପହଞ୍ଚିଛି । ଚୀନ୍ର ହୁବେଇ […]
ଲାହୋର : ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହଫିଜ୍ ସଇଦ୍କୁ ପାକିସ୍ତାନରର ଏକ କୋର୍ଟ 5 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆତଙ୍କୀଙ୍କୁ ଅର୍ଥ ଯୋଗାଣ ମାମଲାରେ ପାକିସ୍ତାନୀ କୋର୍ଟ ହାଫିଜ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ 5 ବର୍ଷ […]
ନୂଆଦିଲ୍ଲୀ- ଆସନ୍ତା 24 ତାରିଖରେ ଦୁଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏ ନେଇ ହ୍ବାଇଟ ହାଉସ ତରଫରୁ ସଂପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି। ଗତ ବର୍ଷ ଆମେରିକାରେ ଯେପରି ହାୱାଡି ମୋଦୀ କାର୍ଯ୍ୟକ୍ରମ କରାଯାଇଥିଲା, ଠିକ […]
ବେଜିଂ : ଚୀନ୍ରେ କୋରୋନା ଭାଇରସ୍ ପ୍ରଭାବରେ ମୃତ୍ୟୁ ସଂଖ୍ୟା 1100କୁ ବୃଦ୍ଧି ପାଇଛି । ମଙ୍ଗଳବାର 108 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବୁଧବାର ଏହି ଭାଇରସ୍ ପ୍ରଭାବରେ ନୂତନ ଭାବରେ 74 ଜଣ ପ୍ରାଣ ହରାଇଛନ୍ତି । ଏହା […]
ବେଜିଂ : କୋରୋନା ଭାଇରସ୍ ପ୍ରଭାବରେ ମୃତ୍ୟୁ ସଂଖ୍ୟା ଦୈନିକ ବୃଦ୍ଧି ପାଇବାରେ ଲାଗିଛି । ସୋମବାର 108 ଜଣଙ୍କ ମୃତ୍ୟୁ ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା 1016 ରେ ପହଞ୍ଚିଛି । ଏହି ଭାଇରସ୍ ଦ୍ବାରା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା […]
ଦୁବାଇ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଏବଂ ପୂର୍ବତନ ୟୁକେ ପ୍ରଧାନମନ୍ତ୍ରୀ ଥେରେସା ମେ ଦୁବାଇ ଓମେନ୍ସ୍ ଫୋରମ୍କୁ ସମ୍ବୋଧିତ କରିବେ ବୋଲି ଜଣାପଡିଛି । ଆସନ୍ତା ସପ୍ତାହରେ ଏହି ଦୁଇ ଦିନିଆ ସମ୍ମିଳନୀ ଆୟୋଜିତ […]
ବେଜିଂ/ନୂଆଦିଲ୍ଲୀ : ଚୀନରେ ସୃଷ୍ଟି ହୋଇଥିବା କରୋନା ଭାଇରସ୍ କାୟା ବିସ୍ତାର କରି ଚାଲିଛି । ଏଯାଏଁ 902 ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଗଣମାଧ୍ୟମକୁ ମିଳିଥିବା ତଥ୍ୟ ଅନୁସାରେ […]
ବେଜିଂ : ଚୀନ୍ରେ କୋରୋନା ଭାଇରସ୍ ପ୍ରଭାବରେ ମୃତ୍ୟୁ ସଂଖ୍ୟା 800କୁ ବୃଦ୍ଧି ପାଇଛି । ଏହା ସହିତ 2002-03 ମସିହାରେ ଘଟିଥିବା ସାର୍ସ ଏପିଡେମିକ୍ ମୃତ୍ୟୁ ସଂଖ୍ୟାକୁ ଅତିକ୍ରମ କରିଛି । ଶନିବାର ଏହି ଭାଇରସ୍ ପ୍ରଭାବରେ ନୂତନ ଭାବରେ […]
ବ୍ୟାଙ୍କକ୍ : ଥାଇଲାଣ୍ଡର ଜଣେ ସୈନିକ ଆଖିବୁଜା ଗୁଳିଚାଳନା କରିବାରୁ 10ରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିଛି । ଶନିବାର ଅପରାହ୍ନରେ ଜଣେ ସୈନିକ ଏକ୍ ମଲ୍ ସମ୍ମୁଖରେ ଆଖିବୁଜା ଗୁଳିଚାଳନା କରିଥିବା ବେଳେ ଏହି ଘଟଣାରେ 10ରୁ ଅଧିକ ଲୋକ […]
ଦୁବାଇ : ଯୁବକ ଜଣକ ସେକ୍ସ କରିବାକୁ ମନା କରିବାରୁ ତାଙ୍କୁ ଚାରି ଜଣ ମାଡ ମାରି ଘାଇଲା କରିଛନ୍ତି । ଏପରିକି ତାଙ୍କର ହାଡ଼ ଭାଙ୍ଗିଯାଇଛି । ଏହି ଘଟଣାରେ ପୋଲିସ୍ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଦୁବାଇର […]
ୟୁଏଇ : ୟୁଏଇ ନିଜ ଅଧିବାସୀଙ୍କୁ ପାରମ୍ପରିକ ଅଭିବାଦନ ତଥା ଏସ୍କିମୋ କିସ୍ ଉପରେ ନିଷେଧାଜ୍ଞା ଜାରି କରିଛି । ୟୁଏଇର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଜରିଆରେ ନାକରେ ନାକକୁ ଘଷି କିସ୍ କରିବା ଉପରେ ନିଷେଧାଜ୍ଞା ଲଗାଇଛି । […]
ପାକିସ୍ତାନ : ନୋବେଲ ପୁରସ୍କାର ବିଜୟିନୀ ମଲାଲା ୟୁସୁଫଜଇଙ୍କୁ ଗୁଳି ମାରିଥିବା ଆତଙ୍କବାଦୀ ପାକିସ୍ତାନ ଜେଲରୁ ଫେରାର ହୋଇଯାଇଛି । ଏହସାନୁଲ୍ଲା ଏହସାନ ନାମକ ଏହି ଅଭିଯୁକ୍ତ 2014ରେ ହୋଇଥିବା ପେଶାୱର ସ୍କୁଲ ଆକ୍ରମଣରେ ମଧ୍ୟ ସାମିଲ ଥିଲା । ଏହି […]
ଚୀନ/ନୂଆଦିଲ୍ଲୀ :ଚୀନ୍ରେ କରୋନା ଭାଇରସ୍ କାରଣରୁ ହାହାକାର ମଚିଥିବାବେଳେ ଏଥିରେ 500ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇସାରିଥିବାବେଳେ ସତେଇଶିହଜାରରୁ ଉର୍ଦ୍ଧ୍ବ ଏଥିରେ ସଂକ୍ରମିତ ହୋଇଛନ୍ତି । ଏପରି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁ ଭିଡିଓରେ ଚୀନ୍ରେ ରହିଥିବା ପାକିସ୍ତାନୀ […]
ଅଙ୍କାରା : ଇସ୍ତାନବୁଲରେ ଏକ ଭୟାବହ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶତାଧିକ ଯାତ୍ରୀ । ବୁଧବାର ରାତିରେ ରନ୍ଓ୍ବେରେ ବିମାନଟି ଖସିଯିବାରୁ ବିମାନଟି 3 ଖଣ୍ଡ ହୋଇଯାଇଥିଲା । ବିମାନଟି 3 ଖଣ୍ଡ ହୋଇଯାଇଥିବା ବେଳେ 179 ଜଣ […]
ବେଜିଂ : ଚୀନ୍ର କୋରୋନା ଭାଇରସ୍ର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଭାଇରସ୍ ପ୍ରଭାବରେ ମୃତ୍ୟୁ ସଂଖ୍ୟା 563କୁ ବୃଦ୍ଧି ପାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା 28018ରେ ପହଞ୍ଚିଛି । ବୁଧବାର ଏହି ଭାଇରସ୍ ପ୍ରଭାବରେ ନୂତନ […]
ସାନଫ୍ରାନ୍ସିସ୍କୋ : ବିଶ୍ବର ଶ୍ରେଷ୍ଠ ଇଣ୍ଟରନେଟ୍ ସରବରାହ ସଂସ୍ଥା ଗୁଗୁଲ୍ ପକ୍ଷରୁ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଭିଡିଓ ଲିକ୍ କରାଯାଇଛି । ଏହି ତ୍ରୁଟିକୁ ଏକ ବୈଷୟିକ ତ୍ରୁଟି ବୋଲି ଅଭିହିତ କରାଯିବା ସହିତ ଏହି ସମସ୍ୟାର ସମାଧାନ ହୋଇଛି ବୋଲି ଗୁଗୁଲ୍ […]