ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) କେବଳ କ୍ରିକେଟ ବିଷୟରେ ନୁହେଁ, ବରଂ ଗ୍ଲାମର, ମନୋରଞ୍ଜନ ଏବଂ ଭାବନାର ଏକ ସଙ୍ଗମ ମଧ୍ୟ। ଖେଳାଳିମାନେ ସେମାନଙ୍କ ପ୍ରଦର୍ଶନ…
ଅନ୍ତରାଷ୍ଟ୍ରୀୟ
ନୂଆଦିଲ୍ଲୀ: ପଞ୍ଜାବ ବଂଶୋଦ୍ଭବ ଜଣେ ପ୍ରମୁଖ ବ୍ୟବସାୟୀ ଦର୍ଶନ ସିଂହଙ୍କୁ କାନାଡାର ସରୀରେ ଗୁଳି କରି ହତ୍ୟା କରାଯାଇଛି। ବାସଭବନ ଛାଡିବା ସମୟରେ ତାଙ୍କ ଘର ବାହାରେ…
ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ସୀମା ବିବାଦ ଉପରେ ପୁଣି ଥରେ ଆଲୋଚନା ଆରମ୍ଭ କରିଛନ୍ତି। ଆଜି ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଦୁଇ ଦେଶର…
ନୂଆଦିଲ୍ଲୀ: ଇସଲାମିକ ସହଯୋଗ ସଂଗଠନ (OIC) ପାକିସ୍ତାନର ଭାଷା କହିବା ଆରମ୍ଭ କରିଛି। ଏହା ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଜମ୍ମୁ ଏବଂ କାଶ୍ମୀର ବିରୁଦ୍ଧରେ ବିଷ ଓଗାଳିଛି।…
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଶାନ୍ତି ଚୁକ୍ତିନାମା ଶେଷରେ ବିଫଳ ହୋଇଛି। ଇସ୍ରାଏଲ ପୁଣି ଥରେ ଗାଜା ଉପରେ ବିମାନ ଆକ୍ରମଣ କରିଛି। ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଆଜି ଖେଳାଯିବ। ଏହି ମ୍ୟାଚ୍ ଅଷ୍ଟ୍ରେଲିଆର ରାଜଧାନୀ କେନବରାରେ ଅନୁଷ୍ଠିତ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ…
ନୂଆଦିଲ୍ଲୀ: ପୂର୍ବତନ ICC ମ୍ୟାଚ୍ ରେଫରି କ୍ରିସ୍ ବ୍ରଡ୍ ଭାରତୀୟ କ୍ରିକେଟ୍ ବୋର୍ଡ (BCCI) ବିରୁଦ୍ଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ,…
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। ଏହି ନିଷ୍ପତ୍ତି ଭାରତୀୟ ବ୍ୟବସାୟୀଙ୍କ…
ନୂଆଦିଲ୍ଲୀ: ଆଇସିସି ଟି-୨୦ ରାଙ୍କିଙ୍ଗରେ ଶୀର୍ଷ ଦୁଇଟି ଦଳ ଭାରତ ଏବଂ ଅଷ୍ଟ୍ରେଲିଆ, ଯେଉଁମାନେ ଅକ୍ଟୋବର ୨୯ ତାରିଖରୁ ଆରମ୍ଭ ହେଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦…
ନୂଆଦିଲ୍ଲୀ: ପାକିସ୍ତାନର ସର୍ବୋଚ୍ଚ ଜେନେରାଲ୍ ସାହିର ଶମଶାଦ ମିର୍ଜା ଢାକା ଗସ୍ତ ସମୟରେ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ଭେଟିଛନ୍ତି। ସାକ୍ଷାତ ସମୟରେ ଉଭୟ…
ନୂଆଦିଲ୍ଲୀ: ଭାରତକୁ ODI ସିରିଜରେ ୨-୧ରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। କଙ୍ଗାରୁ ଦଳ ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିବା ବେଳେ ସିଡନୀରେ ତୃତୀୟ ODIକୁ ଭାରତ ୯…
ନୂଆଦିଲ୍ଲୀ: ଆଜି ଭାରତ ଏବଂ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେଉଛି। ଆଜି ରାତି ୧୦ ଟାରେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ…
ନୂଆଦିଲ୍ଲୀ: ୨୦୨୫ ICC ମହିଳା ବିଶ୍ୱକପ୍ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ଭାରତ ବିଶ୍ୱକପ୍ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।…
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସଲମାନ ଖାନ ସାଉଦି ଆରବରେ ଏକ ଶୋ’ ସମୟରେ ବେଲୁଚିସ୍ତାନକୁ ପାକିସ୍ତାନଠାରୁ ଏକ ପୃଥକ ଦେଶ ବୋଲି ବର୍ଣ୍ଣନା କରି ପଡ଼ୋଶୀ ଦେଶକୁ…
ନୂଆଦିଲ୍ଲୀ: ରୋହିତ ଶର୍ମା ଏବଂ ବିରାଟ କୋହଲି କ’ଣ ୨୦୨୭ ବିଶ୍ୱକପ୍ ଖେଳିବେ? ଏହା ଏକ ବଡ ଚର୍ଚ୍ଚିତ ପ୍ରଶ୍ନ ହୋଇ ରହିଛି, କିନ୍ତୁ ସିଡନୀରେ ଟିମ୍…
ନୂଆଦିଲ୍ଲୀ: ଆଜି ସିଡ଼ିନି କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ଖେଳାଯାଇଛି। ଏହି ମ୍ୟାଚରେ ରୋହିତ-କୋହିଲିଙ୍କ ଚମତ୍କାର ଇନିଂସ ବଳରେ ଭାରତ…
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ର ବିଶ୍ୱ ଅର୍ଥନୈତିକ ଆଉଟଲୁକ୍ ରିପୋର୍ଟ ପୁଣି ଥରେ ଭାରତର ବର୍ଦ୍ଧିତ ଶକ୍ତିକୁ ପ୍ରଦର୍ଶିତ କରିଛି। ସାମ୍ପ୍ରତିକ IMF WEO ରିପୋର୍ଟରେ…
ନୂଆଦିଲ୍ଲୀ: ୨୦୨୫ ନୋବେଲ ଶାନ୍ତି ପୁରସ୍କାର ବିଜେତା ଏବଂ ଭେନେଜୁଏଲାରେ ଗଣତନ୍ତ୍ର ପୁନରୁଦ୍ଧାର ପାଇଁ ୨୦ ବର୍ଷ ଧରି ସଂଘର୍ଷ କରୁଥିବା ମାରିଆ କୋରିନା ମଚାଡୋ ଭାରତକୁ…
ନୂଆଦିଲ୍ଲୀ: ଫାଇନେନ୍ସିଆଲ ଆକ୍ସନ ଟାସ୍କ ଫୋର୍ଡ (FATF) ପାକିସ୍ତାନକୁ ଚେତାବନୀ ଦେଇଛି। ଏଫଏଟିଏଫ କହିଛି ଯେ, ଅକ୍ଟୋବର ୨୦୨୨ ରେ ଗ୍ରେ ତାଲିକାରୁ ବାଦ ଦିଆଯିବାର ଅର୍ଥ…
ନୂଆଦିଲ୍ଲୀ: ଇସଲାମାବାଦ ପୋଲିସ ଅଧିକ୍ଷକ (ଏସପି) ଆଦିଲ ଆକବରଙ୍କ ରହସ୍ୟମୟ ମୃତ୍ୟୁ ପାକିସ୍ତାନରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି ଯେ, ତାଙ୍କ ମୁଣ୍ଡରେ ଗୁଳି…
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଚାଲିଛି। ଏହା ପରେ ଦୁଇ ଦଳ ମଧ୍ୟରେ ଏକ ଟି-୨୦ ସିରିଜ୍ ମଧ୍ୟ…

