ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୦ ରେ ଅଗ୍ରଣୀ ହାସଲ କରିଛି। ବ୍ରିସବେନ୍ ଟେଷ୍ଟ ଜିତିବା ପରେ ଅଷ୍ଟ୍ରେଲିଆ…
ଅନ୍ତରାଷ୍ଟ୍ରୀୟ
ନୂଆଦିଲ୍ଲୀ: ମଧ୍ୟ ଏସିଆ ଦେଶ ଉଜବେକିସ୍ତାନରେ କଫ ସିରପ ୧୮ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସେଠାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି ଯେ, ପିଲାମାନେ ପିଇଥିବା…
Hockey World Cup: ଆଜି ଓଡିଶାରେ ପହଁଚିଛନ୍ତି ହକି ଇଣ୍ଡିଆ ଟିମ। ସେମାନେ ଭୁବନେଶ୍ବରରେ ପହଁଚିବା ପରେ ତାଙ୍କୁ ଓଡିଶା ହକି ତରଫରୁ ସ୍ବାଗତ କରାଯାଇଥିଲା। ଏହାପରେ…
ଭୁବନେଶ୍ୱର: ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ…
ନୂଆଦିଲ୍ଲୀ: ଗୁଜୁରାଟରେ, ଭାରତୀୟ ତଟରକ୍ଷୀ ବାହିନୀ ଏଟିଏସର ଇନପୁଟ୍ ଆଧାରରେ ଏକ ପାକିସ୍ତାନୀ ଡଙ୍ଗାକୁ ଅଟକାଇଛନ୍ତି। ଏହି ଡଙ୍ଗାରେ ୧୦ ଜଣ ପାକିସ୍ତାନୀ ଥିଲେ। ଆଇସିଜି ଏହି…
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୟୁକ୍ରେନର ରାଷ୍ଟ୍ରପତି ଭଲୋଡିମିର ଜେଲେନସ୍କି ଫୋନରେ କଥା ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ୟୁକ୍ରେନର ରାଷ୍ଟ୍ରପତି ଟୁଇଟ୍ କରି କହିଛନ୍ତି…
ନୂଆଦିଲ୍ଲୀ: ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିର ତଥା ମଜବୁତ ବିକାଶ ପାଇଁ ଭାରତ ସହ କାର୍ଯ୍ୟ କରିବାକୁ ଚୀନ୍ ପ୍ରସ୍ତୁତ ବୋଲି ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି…
ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୩ର ଛୋଟ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ସହ ଅଷ୍ଟ୍ରେଲିଆର ସର୍ବଶ୍ରେଷ୍ଠ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନ୍ ଯୋଡିହୋଇଛନ୍ତି। ଦଳ ୧୭.୫ କୋଟିରେ ଗ୍ରୀନ୍ କୁ…
ଢାକା: ଢାକାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ ତିନି ୱିକେଟ୍ ରେ ପରାସ୍ତ କରିଛି। ଏହା ସହ ଟିମ୍ ଇଣ୍ଡିଆ ଦୁଇ ମ୍ୟାଚ୍ ବିଶିଷ୍ଟ…
ନୂଆଦିଲ୍ଲୀ: ଚୀନ୍ ପରେ ବର୍ତ୍ତମାନ କରୋନା ସଂକ୍ରମଣ ଅନ୍ୟ ଦେଶରେ ମଧ୍ୟ ଦେଖାଯାଉଛି। ଚୀନ୍ ସହିତ ଦକ୍ଷିଣ କୋରିଆ, ଜାପାନ, ଆମେରିକା ଏବଂ ବ୍ରାଜିଲ ମଧ୍ୟ କରୋନାର…
ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଢାକାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଏହି ମ୍ୟାଚ ଜିତିବା ପାଇଁ ଭାରତୀୟ ଦଳ…
ନୂଆଦିଲ୍ଲୀ: ବର୍ତ୍ତମାନ ଚାଇନାରେ କରୋନା ଯେପରି ଭାବେ ହଇଚଇ ସୃଷ୍ଟି କରୁଛି ତାହା ଦେଖି ଭାରତର ମୁଣ୍ଡ ବିନ୍ଧା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ…
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ଇନ୍ଦ୍ରେଶ କୁମାର ତାଙ୍କ ବିବୃତ୍ତି ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଶୁକ୍ରବାର ଦିନ ମୁସଲିମ୍…
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ପରେ ଦୁଇ ଦେଶ ସୀମାରେ ଉତ୍ତେଜନା ଲାଗି ରହିଛି। ଏହି…
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ ଖାନ ତାଙ୍କର ନୂତନ ବିବାହିତ ଜୀବନ ଆରମ୍ଭ କରିଛନ୍ତି। ଏହି ଖବର ସାର୍ବଜନୀନ କରିବା…
ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ଆଜି ଠାରୁ ଢାକାରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଉଭୟ…
ନୂଆଦିଲ୍ଲୀ: ଚୀନ୍ କ୍ରମାଗତ ଭାବରେ ପଡୋଶୀ ଦେଶ ସୀମାରେ ଅନୁପ୍ରବେଶ ପାଇଁ ଜଣାଶୁଣା। ଭାରତ ସହ ଚୀନ୍ର ସୀମା ବିବାଦ ଦୀର୍ଘ ବର୍ଷ ଧରି ଚାଲିଆସୁଛି। ଏହି…
ନୂଆଦିଲ୍ଲୀ: ତାଲିବାନ ଆତଙ୍କବାଦୀମାନେ ପାକିସ୍ତାନରେ ନିରନ୍ତର ସକ୍ରିୟ ଅଛନ୍ତି ଏବଂ ଏଥର ସେମାନେ କାଉଣ୍ଟର ଟେରରିଜମ ସେଣ୍ଟରକୁ ଟାର୍ଗେଟ କରିଛନ୍ତି। ତେହେରିକ-ଇ-ତାଲିବାନ ଆତଙ୍କବାଦୀମାନେ ପାକିସ୍ତାନର ବନ୍ନୁ ଜିଲ୍ଲାରେ…
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ପାକିସ୍ତାନ କ୍ରିକେଟ୍ ଦଳ ଲଜ୍ଜାଜନକ ଭାବେ ୩-୦ ରେ ପରାସ୍ତ ହୋଇଛି। ଯଦିଓ ପାକିସ୍ତାନ ଦଳ…
ଭୁବନେଶ୍ୱର: କାତାର ଫିଫା ଫୁଟବଲ ବିଶ୍ୱକପ୍ ୨୦୨୨ ଶେଷ ହୋଇଥିବା ବେଳେ ଡିଜିଟାଲ ମାଧ୍ୟମରେ ମ୍ୟାଚ୍ ଦେଖିବା କ୍ଷେତ୍ରରେ ଜିଓ ସିନେମା ନୂତନ ରେକର୍ଡ ସ୍ଥାପନ କରିଛି।…
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ। ଏଥିସହିତ ସେ ରାଷ୍ଟ୍ରପତିଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି।…

