ନୂଆଦିଲ୍ଲୀ: ଆସନ୍ତାକାଲି ୨୦୨୩ ଏସିଆ କପ୍ ରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ସୁପର-୪ ମ୍ୟାଚ ଖେଳାଯିବ। ଉଭୟ ଦଳ ପାଇଁ ଏହି ମ୍ୟାଚ୍ ସେମିଫାଇନାଲରୁ କମ୍ ନୁହେଁ। ବାସ୍ତବରେ ଏହି ମ୍ୟାଚର ବିଜେତା ଦଳ ଫାଇନାଲରେ ପ୍ରବେଶ କରିବ। ଏହି […]
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଏସିଆ କପ୍-୨୦୨୩ ର ଦ୍ୱିତୀୟ ସୁପର-୪ ମ୍ୟାଚ୍ ରେ ଶ୍ରୀଲଙ୍କାକୁ ୪୧ ରନ୍ ରେ ପରାସ୍ତ କରି ସୁପର-୪ ପର୍ଯ୍ୟାୟରେ କ୍ରମାଗତ ଦ୍ୱିତୀୟ ବିଜୟ ସହ ଫାଇନାଲରେ ଟିକେଟ୍ ବୁକ୍ କରିଛି। ୯.୩ ଓଭରରେ ୪୩ ରନ୍ […]
ନୂଆଦିଲ୍ଲୀ: ଉଡ଼ାଣ ସମୟରେ ବୈଷୟିକ ସମସ୍ୟା ହେତୁ ଋଷର ଏକ ବିମାନକୁ ଆଜି ଏକ କ୍ଷେତରେ ଜରୁରୀ ଅବତରଣ କରିବାକୁ ପଡିଛି। ବିଶେଷ କଥା ହେଉଛି ଏହି ଘଟଣା ସମୟରେ ସମୁଦାୟ ୧୬୭ ଜଣ ବିମାନରେ ଥିଲେ। ତେବେ ସୌଭାଗ୍ୟର ବିଷୟ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥଙ୍କ ପତ୍ନୀ କବିତା ଜଗନ୍ନାଥଙ୍କୁ ଓଡ଼ିଶାର ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଇକ୍କତ ଓଢ଼ଣୀ ଉପହାର ସ୍ୱରୂପ ଦେଇଛନ୍ତି। ଗୁଜରାଟ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ଶାଗୁଆନ କାଠ ବାକ୍ସରେ ଶ୍ରୀ […]
ନୂଆଦିଲ୍ଲୀ: ଭାରତୀୟ ଦଳ ଏସିଆ କପରେ ପାକିସ୍ତାନ ବିପକ୍ଷରେ ଏକ ଐତିହାସିକ ବିଜୟ ପଞ୍ଜିକରଣ କରିଛି। ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ପରାଜୟ ପରେ ଦଳର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅଖତର ମଧ୍ୟ ଭାରତକୁ ବହୁତ ପ୍ରଶଂସା […]
ନୂଆଦିଲ୍ଲୀ: ଚାଇନାରେ ସବୁକିଛି ଠିକ୍ ଚାଲିନାହିଁ। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଅସୁବିଧାରେ ପଡିଛନ୍ତି। ସେଥିପାଇଁ ଚୀନରୁ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଖବର ଆସୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଦାବି ହେଉଛି ଯେ, ଚୀନ୍ର ବୈଦେଶିକ ମନ୍ତ୍ରୀ ପରେ ପ୍ରତିରକ୍ଷା […]
ନୂଆଦିଲ୍ଲୀ: ଆଜି ରିଜର୍ଭ ଡେ’ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ର ସୁପର ଫୋର୍ ମ୍ୟାଚ୍ ଖେଳାଯିବ। ରବିବାର ଦିନ ପ୍ରବଳ ବର୍ଷା ହେତୁ ଭାରତ-ପାକିସ୍ତାନ ମ୍ୟାଚ୍ ଶେଷ ହୋଇପାରି ନାହିଁ। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଜି -20 ଶିଖର ସମ୍ମିଳନୀରେ 10 ସେପ୍ଟେମ୍ବର 2023 ରେ କୋରିଆର ରାଷ୍ଟ୍ରପତି ମହାମହିମ ଶ୍ରୀ ୟୁନ ସୁକ୍ ୟୋଲଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ୟୁନ ସୁକ୍ ୟୋଲ୍ ପ୍ରଧାନମନ୍ତ୍ରୀଙ୍କୁ ଭାରତର ଜି20 […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି20 ସଦସ୍ୟ ଦେଶର ନେତାମାନଙ୍କ ସହିତ ଆଜି ଐତିହାସିକ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ସେମାନେ ଏହି ତଥ୍ୟକୁ ଉପସ୍ଥାପନ କରିଛନ୍ତି ଯେ ଗାନ୍ଧୀଜୀଙ୍କ ଶାଶ୍ବତ ଆଦର୍ଶ ଏକ ସାମଞ୍ଜସ୍ୟପୂର୍ଣ୍ଣ, ସମାବେଶୀ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୦ ସେପ୍ଟେମ୍ବର 2023 ରେ ନୂଆଦିଲ୍ଲୀରେ ଜି-20 ଶିଖର ସମ୍ମିଳନୀ ଅବସରରେ ଜର୍ମାନିର ଚାନସେଲର ଶ୍ରୀ ଓଲାଫ୍ ସ୍କୋଲଜଙ୍କୁ ଭେଟିଥିଲେ। ଫେବ୍ରୁଆରି ୨୦୨୩ରେ ଭାରତ ଗସ୍ତ ପରେ ଚାନସେଲରଙ୍କ ଏହା ଚଳିତ ବର୍ଷର ଦ୍ବିତୀୟ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଜି -20 ଶିଖର ସମ୍ମିଳନୀରେ 10 ସେପ୍ଟେମ୍ବର 2023 ରେ ତୁର୍କୀର ରାଷ୍ଟ୍ରପତି ମହାମହିମ ଶ୍ରୀଯୁକ୍ତ ରିସେପ୍ ତାୟିପ୍ ଏର୍ଡୋଗାନଙ୍କ ସହିତ ସାକ୍ଷାତ କରିଛନ୍ତି। ବାଣିଜ୍ୟ ଏବଂ ପୁଞ୍ଜି ନିବେଶ, ପ୍ରତିରକ୍ଷା ଏବଂ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଜି -20 ଶିଖର ସମ୍ମିଳନୀରେ 10 ସେପ୍ଟେମ୍ବର 2023 ରେ ବ୍ରାଜିଲର ରାଷ୍ଟ୍ରପତି ମହାମହିମ ଶ୍ରୀଯୁକ୍ତ ଲୁଇଜ୍ ଇନାସିଓ ଲୁଲା ଡା ସିଲଭାଙ୍କ ସହିତ ସାକ୍ଷାତ କରିଛନ୍ତି। ଭାରତର ଜି -20 ଅଧ୍ୟକ୍ଷତାର […]
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀ ଠାରେ ଜି – ୨୦ ନେତା ମାନଙ୍କର ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ଗଣତନ୍ତ୍ରର ରାଷ୍ଟ୍ରପତି ଶ୍ରୀ ଇମାନୁଏଲ ମାକ୍ରୋନଙ୍କ ସହ ମଧ୍ୟାହ୍ନ ଭୋଜନ ପରେ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଚଳିତ […]
ନୂଆଦିଲ୍ଲୀ: ଶେଷ ହୋଇଛି ଜି-୨୦ ଶିଖର ସମ୍ମିଳନୀ। ନୂଆଦିଲ୍ଲୀର ଭାରତ ମଣ୍ଡପରେ ଏହି ବିଶ୍ବ ସମ୍ମିଳନୀ ସଫଳତାର ସହିତ ଭାରତ ଆୟୋଜନ କରିଛି। ଏହି ଉଦଜାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲକୁ ପରବର୍ତ୍ତି ସମ୍ମିଳନୀ ଆୟୋଜନ ପାଇଁ ଦାୟିତ୍ବ ହସ୍ତାନ୍ତର […]
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ୧୮ ତମ ଜି୨୦ ସମ୍ମିଳନୀ ସଫଳତାର ସହ ସମାପ୍ତ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କୁ ପରବର୍ତ୍ତି ଅଧ୍ୟକ୍ଷତା ପାଇଁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ […]
ନୂଆଦିଲ୍ଲୀ: ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତୀ ନୂଆଦିଲ୍ଲୀସ୍ଥିତ ଅକ୍ଷରଧାମ ମନ୍ଦିର ଦର୍ଶନ କରିଛନ୍ତି। ସୁନାକ ଜି୨୦ ଶିଖର ସମ୍ମିଳନୀ ପାଇଁ ସରକାରୀ ଗସ୍ତ ସମୟରେ ରବିବାର ଦିନ ଉଭୟ ଏହି ମନ୍ଦିର ପରିଦର୍ଶନ […]
ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରୁ ଦୁବାଇରେ କାମକରିବାକୁ ଯାଇ ନିର୍ଯାତିତ ହୋଇଥିବା ଆଉ ୭ ଜଣ ପ୍ରବାସୀ ଓଡିଆ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେମାନେ ହେଲେ ସିମାଞ୍ଚଳ ମହାରଣା, ରିଙ୍କୁ ଦଳେଇ, ତାରିଣୀ ବେହେରା, ସନ୍ତୋଷ କୁମାର ମହାରଣା, ଦାଶରଥି ବେହେରା, ବିଜୟ ପଲେଇ […]
ନୂଆଦିଲ୍ଲୀ: ଆସନ୍ତାକାଲି ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲଢେଇ ହେବ। ସୁପର-୪ ରାଉଣ୍ଡରେ ଉଭୟ ଦଳ ମୁକାବିଲା କରିବେ। ଏହି ମହାମୁକାବିଲା ମ୍ୟାଚ୍ ପାଇଁ ପାକିସ୍ତାନ ଖେଳାଳି ଏକାଦଶ ଘୋଷଣା କରିଛି। ଚାରିଟି ଦ୍ରୁତ ବୋଲରଙ୍କ ସହ ପାକିସ୍ତାନ […]
ନୂଆଦିଲ୍ଲୀ: ମରକ୍କୋର ଦକ୍ଷିଣ-ପଶ୍ଚିମ ଭାଗରେ ଶୁକ୍ରବାର ବିଳମ୍ବିତ ରାତିରେବିଳମ୍ବିତ ରାତିରେ ୬.୮ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପରେ ୮୨୦ ଜଣଙ୍କର ମୃତ୍ୟୁ ଘଟିଛି। ମରକ୍କୋରେ ହୋଇଥିବା ଭୂକମ୍ପରେ ଐତିହାସିକ ସହର ମରାକେଶ ପ୍ରଭାବିତ ହୋଇଛି, ଏଠାରେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରକ୍କୋରେ ଭୂମିକମ୍ପ ଯୋଗୁ ଲୋକଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଭାରତ ଏହି କଠିନ ସମୟରେ ମରକ୍କୋକୁ ସବୁପ୍ରକାର ସମ୍ଭାବ୍ୟ ସହଯୋଗ କରିବାକୁ ପ୍ରସ୍ତୁତ। ଏକ ଏକ୍ସ ପୋଷ୍ଟରେ […]
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁପର-୪ ରାଉଣ୍ଡ ମ୍ୟାଚ୍ ପାଇଁ ରିଜର୍ଭ ଦିନ ରଖିବାକୁ ଶ୍ରୀଲଙ୍କାର ମୁଖ୍ୟ ପ୍ରଶିକ୍ଷକ କ୍ରିସ୍ ସିଲଭରଉଡ୍ ଏବଂ ବାଂଲାଦେଶର ମୁଖ୍ୟ ପ୍ରଶିକ୍ଷକ ଚଣ୍ଡିକା ହଥୁରାଶିଙ୍ଘା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏସୀୟ କ୍ରିକେଟ୍ ପରିଷଦ (ଏସିସି) […]