ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ମିଃ ଫୁମିଓ କିଶିଦାଙ୍କ ସହିତ ଏକ ଦ୍ବିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗଭୀର ସମବେଦନା ଜଣାଇଥିଲେ। ଭାରତ-ଜାପାନ ସହଭାଗିତାକୁ […]
ନୂଆଦିଲ୍ଲୀ: ହୋଟେଲରୁ ଭାରତୀୟ ମହିଳା କ୍ରିକେଟର ତାନିଆ ଭାଟିଆଙ୍କ ବ୍ୟାଗ ଚୋରି ହୋଇଛି। ନଗଦ ଟଙ୍କା ବ୍ୟତୀତ ଭାରତୀୟ କ୍ରିକେଟର ବ୍ୟାଗରେ କାର୍ଡ, ଘଣ୍ଟା ଏବଂ ଅଳଙ୍କାର ରହିଥିଲା। ତାନିଆ ଭାଟିଆ ନିଜେ ଏହି ସୂଚନା ଟ୍ୱିଟ୍ କରିଛନ୍ତି। ସେ ଟ୍ୱିଟ୍ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ ଟୋକିଓ ଅଭିମୁଖେ ଯାତ୍ରା କରିବେ। ସେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଜାପାନ ଅଭିମୁଖେ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ଏକାଧିକ ଟୁଇଟ୍ କରି କହିଛନ୍ତି […]
ନୂଆଦିଲ୍ଲୀ: ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ବର୍ଷା ଦ୍ଵିତୀୟ ସମସ୍ୟା ହୋଇ ଠିଆ ହୋଇଛି। ଏବେ ଭୟଙ୍କର ବନ୍ୟା ଯୋଗୁଁ ପରିସ୍ଥିତି ଅଧିକ ଖରାପ ହେବାକୁ ଲାଗୁଛି। ଏପର୍ଯ୍ୟନ୍ତ ବନ୍ୟା ଯୋଗୁଁ ୧୬୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। […]
ନୂଆଦିଲ୍ଲୀ: ଭାରତରେ ଋଷର ରାଷ୍ଟ୍ରଦୂତ ଡେନିସ ଅଲିପୋଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ “ଏହା ଯୁଦ୍ଧର ଯୁଗ ନୁହେଁ” ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ସମରକନ୍ଦରେ ରାଷ୍ଟ୍ରପତି ପୁଟିନଙ୍କ ସହ ତାଙ୍କର ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦି […]
ୱାଶିଂଟନ୍: ଆମେରିକାର ସ୍ପେସ୍ ଏଜେନ୍ସି ନାସା ଆସନ୍ତା ସପ୍ତାହରେ ଏହାର ‘ଡବଲ୍ ଆଷ୍ଟେରଏଡ୍ ରେଡିରେକ୍ସନ ଟେଷ୍ଟ’ (DART) ମାଧ୍ୟମରେ ସ୍ପେଶକ୍ରାଫ୍ଟ ସହିତ ଆଷ୍ଟ୍ରୋଏଡ୍ ମୁନଲେଟ ଡିମୋଫୋର୍ସକୁ ଧକ୍କା ଦେବାକୁ ଯାଉଛି। ନାସା ଏହାର DART ମିଶନ୍ ଅଧୀନରେ ଏହି ଧକ୍କା ସହିତ […]
ନୂଆଦିଲ୍ଲୀ: କରାଚିରେ ଖେଳାଯାଇଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ଇଂଲଣ୍ଡକୁ ୧୦ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୦୦ ରନ୍ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଅଧିନାୟକ ବାବର ଆଜମ ଏବଂ ମହମ୍ମଦ ରିଜୱାନ ଦଳକୁ […]
ନୂଆଦିଲ୍ଲୀ: ଇରାନରେ ହିଜାବ ପିନ୍ଧିନଥିବାରୁ ଜଣେ ମହିଳାଙ୍କୁ ପୋଲିସ ହେପାଜତକୁ ନେଇଥିଲା। କିନ୍ତୁ ପୋଲିସ ହେପାଜତରେ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଯାହାଫଳରେ ଦେଶରେ ଅଶାନ୍ତିର ବାତାବରଣ ଦେଖାଦେଇଛି ଏବଂ ଅନେକ ସ୍ଥାନରେ ପ୍ରଦର୍ଶନ ହିଂସାତ୍ମକ ରୂପ ନେଉଛି। ଏହି ସମୟରେ […]
ନୂଆଦିଲ୍ଲୀ: ଆସନ୍ତା ମାସରୁ ଅଷ୍ଟ୍ରେଲିଆରେ ଟି -୨୦ ବିଶ୍ୱକପ ୨୦୨୨ ଆୟୋଜିତ ହେବ। ଏହି ଟି -୨୦ ବିଶ୍ୱକପ ପାଇଁ ୧୩ ଟି ଦେଶ ନିଜ ଦଳ ଘୋଷଣା କରିଛନ୍ତି। ବର୍ତ୍ତମାନ ଦଳ ଘୋଷଣା କରିବା ପରେ ସମସ୍ତ ଦେଶ ମଧ୍ୟ […]
ନୂଆଦିଲ୍ଲୀ: ଭାରତର ତାରକା ରେସଲର ବଜରଙ୍ଗ ପୁନିଆ ବିଶ୍ୱ ରେସଲିଂ ଚାମ୍ପିଅନସିପରେ ଇତିହାସ ସୃଷ୍ଟି କରିଛନ୍ତି। ବେଲଗ୍ରଡରେ ଚାଲିଥିବା ବିଶ୍ୱ ରେସଲିଂ ଚାମ୍ପିଅନସିପରେ ବଜରଙ୍ଗ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ସମ୍ମାନଜନକ ଚାମ୍ପିଅନସିପରେ ସାମଗ୍ରିକ ଭାବେ ବଜରଙ୍ଗଙ୍କ ଚତୁର୍ଥ ପଦକ। ଏହା […]
ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଫେବୃଆରୀରୁ ଚାଲିଆସୁଛି। ଏହି ସମୟରେ, ୟୁକ୍ରେନର ରାଜଧାନୀ କିଭର ଆକାଶରେ ଅନେକ ବିଦେଶୀ ଯାନ ଉଡ଼ୁଥିବା ଦେଖାଯାଇଥିଲା। ୟୁକ୍ରେନର ଜ୍ୟୋତିର୍ବିଜ୍ଞାନୀମାନେ କିଭ ବାୟୁସେନା କ୍ଷେତ୍ର ପରିଦର୍ଶନ କରିବା ସମୟରେ ଅଜ୍ଞାତ ଫ୍ଲାଇଙ୍ଗ ଅବଜେକ୍ଟସ […]
ନୂଆଦିଲ୍ଲୀ: ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଟି -୨୦ ବିଶ୍ୱକପ ଖେଳାଯିବ। ଏଥି ସହିତ ଏହି ଦୁନିଆର ପ୍ରଥମ ଭାରତୀୟ ଦଳର ନୂଆ ଜର୍ସି ଜାରି କରାଯାଇଛି। ଏହି ଟିମ୍ ଜର୍ସି ନୀଳ ରଙ୍ଗର ଅଟେ। ଯେଉଁଥିରେ ତିନୋଟି ତାରକା ଅଛି। ଜର୍ସିର […]
ଭୁବନେଶ୍ବର: ଆଜି ହକି ଇଣ୍ଡିଆର ସଭାପତି ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଆନ୍ତର୍ଜାତୀୟ ହକି ଖେଳାଳୀ ତଥା ପୂର୍ବତନ କ୍ୟାପେଟନ ଦିଲ୍ଲୀପ ତିର୍କୀ। ସେ ଏ ନେଇ ନିଜ ସାମାଜିକ ଗଣମାଧ୍ୟମରେ ଦିଲ୍ଲୀପ ସୂଚନା ଦେଇଛନ୍ତି। ସେ କହିଛନ୍ତି […]
ନୂଆଦିଲ୍ଲୀ: ଚୀନ୍ର ଦକ୍ଷିଣ-ପଶ୍ଚିମ ଭାଗରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଚୀନ୍ର ସନ୍ଦୁ ଜିଲ୍ଲାର ଏକ୍ସପ୍ରେସ ୱେରେ ଏକ ବସ୍ ଓଲଟି ପଡିବାରୁ ବସ୍ରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁଠାରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା […]
ନୂଆଦିଲ୍ଲୀ: ଏହା ଏକ ସ୍ୱପ୍ନ ନୁହେଁ ବରଂ ଏକ ବାସ୍ତବତା। ଦୁନିଆର ପ୍ରଥମ ଫ୍ଲାଇଙ୍ଗ୍ ବାଇକ୍ ଲଞ୍ଚ କରାଯାଇଛି। ଯଦି ଆପଣ ଟ୍ରାଫିକ୍ ଜାମ୍ ଦ୍ୱାରା ଅସୁବିଧାରେ ପଡ଼ନ୍ତି ଏବଂ ଗୋଟିଏ ସହରରୁ ଅନ୍ୟ ସହରକୁ ଉଡ଼ିବାକୁ ଚାହାଁନ୍ତି, ତେବେ ଆପଣଙ୍କ […]
ନୂଆଦିଲ୍ଲୀ: ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନରେ ପହଞ୍ଚିଛନ୍ତି। ସେ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବିଦେଶ ଗସ୍ତ କରିଛନ୍ତି। ବ୍ରିଟେନର ପୂର୍ବତନ ମୁଖ୍ୟ ତଥା କମନୱେଲଥ୍ ଅଫ୍ ନେସନ୍ସର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ଏହି […]
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ପ୍ରଥମ ବିଦେଶ ଗସ୍ତ ହେବ। ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ସେ ବିଦେଶ ଗସ୍ତ କରି ନାହାଁନ୍ତି। ଆଜି ରାଷ୍ଟ୍ରପତି ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ […]
ଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସ୍ସିଓ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଅଭିଭାଷଣ ରଖିଛନ୍ତି। ସର୍ବପ୍ରଥମେ ରାଷ୍ଟ୍ରପତି ମିରଜିୟୋଏଭ୍ଙ୍କୁ ସେ ହୃଦୟର ସହିତ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କରିଛନ୍ତି। ଆସନ୍ତୁ ଜାଣିବା ତାଙ୍କର […]
ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟ୍ ଖେଳାଳି ତଥା ରେକର୍ଡଧାରୀ ୱିକେଟ ରକ୍ଷକ ମାର୍କ ବାଉଚରଙ୍କୁ ମୁଖ୍ୟ ପ୍ରଶିକ୍ଷକ (କୋଟ୍) ଭାବେ ନିଯୁକ୍ତ କରାଯାଇଛି। ତାଙ୍କ କାର୍ଯ୍ୟକାଳ ଆଇପିଏଲ୍ ୨୦୨୩ରୁ ଆରମ୍ଭ ହେବ। ଜଣେ ୱିକେଟ୍ ରକ୍ଷକ, […]
ନୂଆଦିଲ୍ଲୀ: ଆଜି ଭାରତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ଅଧ୍ୟକ୍ଷତା ଗ୍ରହଣ କରିଥିବାରୁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ହାତ ମିଳାଇଛନ୍ତି। […]
ନୂଆଦିଲ୍ଲୀ: 2022 ମସିହାରେ ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେବା ପରଠାରୁ ସେ ପ୍ରତିଦିନ ନୂଆ ଉଚ୍ଚତାକୁ ଅତିକ୍ରମ କରୁଛନ୍ତି। ବର୍ତ୍ତମାନ ସେ ତାଙ୍କ ସଫଳତା ପାଇଁ ଆଉ ଏକ ରେକର୍ଡ ଯୋଡିଛନ୍ତି। ଆଜି […]