ନୂଆଦିଲ୍ଲୀ: ଆଇପିଏଲର ୧୬ ତମ ସଂସ୍କରଣର ୨୨ ତମ ଲିଗରେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦଳ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍ ପାଇଁ ମୁମ୍ବାଇ ଦଳ ଖେଳାଳି ଏକାଦଶରେ ଅନେକ ପରିବର୍ତ୍ତନ […]
ନୂଆଦିଲ୍ଲୀ: ଆମେରିକା ସହିତ ଭାରତର ବାଣିଜ୍ୟ କାରବାର ଗତ ଆର୍ଥିକ ବର୍ଷରେ ସର୍ବାଧିକ ହୋଇଛି। ବର୍ତ୍ତମାନ ଆମେରିକା ଭାରତର ବୃହତ୍ତମ ବ୍ୟବସାୟିକ ଭାଗିଦାରୀ ହୋଇପାରିଛି। ଏହି ସମୟ ମଧ୍ୟରେ ଦୁଇ ଦେଶ ମଧ୍ୟରେ ୧୨୮.୫୫ ବିଲିୟନ ଡ଼ଲାରର ବାଣିଜ୍ୟ ହୋଇଛି। ଏହା […]
ନୂଆଦିଲ୍ଲୀ: ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ତରଣଜୀତ ସିଂ ସନ୍ଧୁ ଏକ ଟୁଇଟ୍ କରିଛନ୍ତି। ସନ୍ଧୁ ତାଙ୍କ ଟ୍ୱିଟରେ ଆମେରିକାର ବାଣିଜ୍ୟ ସଚିବ ଜିନା ରାୟମୋଣ୍ଡୋଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ରାୟମୋଣ୍ଡୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରୁଥିବା […]
ନୂଆଦିଲ୍ଲୀ: ଭାରତରେ ୧୩ ହଜାର କୋଟି ଟଙ୍କା ଠକେଇ ମାମଲାରେ ୱାଣ୍ଟେଡ୍ ହୀରା ବ୍ୟବସାୟୀ ମେହୁଲ ଚୋକସି କୋର୍ଟ ଯୁଦ୍ଧରେ ଜିତିଛନ୍ତି। ଆଣ୍ଟିଗୁଆ ଏବଂ ବାରବୁଡା ହାଇକୋର୍ଟ ଶୁକ୍ରବାର ଦିନ ମେହୁଲ ଚୋକସିଙ୍କ ସପକ୍ଷରେ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, […]
ଭୁବନେଶ୍ୱର: ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ ଶୁକ୍ରବାର ଭୁବନେଶ୍ୱର ପହଂଚିଛନ୍ତି। ଏହି ପ୍ରତିନିଧି ମାନେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏ ସମ୍ପର୍କରେ ଆଲୋଚନା ନିମନ୍ତେ ଏକ […]
ନୂଆଦିଲ୍ଲୀ: ଋଷ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ୟୁକ୍ରେନ ଏକ ବଡ଼ ଆଶ୍ଵସ୍ତି ପ୍ରଦାନ କରିବାକୁ ଯାଉଛି। ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ କେବଳ ଭାରତରେ ପରୀକ୍ଷା ଦେବା ଲାଗି ୟୁକ୍ରେନ ଅନୁମତି ଦେବ। ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ ଏମିନ୍ […]
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ଦିନ କହିଛନ୍ତି ଯେ, ଭାରତୀୟ ଅର୍ଥନୀତି ଭଲ ପ୍ରଦର୍ଶନ କରୁଛି ଏବଂ ଦୁନିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଗୋଟିଏ ହୋଇ ରହିଛି। ଆଇଏମ୍ଏଫ୍ କହିଛି ଯେ, ଅର୍ଥନୈତିକ ଅଭିବୃଦ୍ଧି […]
ଖୋର୍ଦ୍ଧା: ୟଙ୍ଗଥିଙ୍କର ଫାଉଣ୍ଡେସନ ହେଉଛି ଏକ ଏନଜିଓ ଯାହାକି ଆମ ଦେଶର ଯୁବ ପ୍ରତିଭାମାନ ପ୍ରସ୍ତୁତି କରୁଛି ଏବଂ ସେମାନଙ୍କୁ ନାସା ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚ୍ୟାଲେଞ୍ଜ ୨୦୨୩ରେ ଭାଗ ନେବାକୁ ପ୍ରସ୍ତୁତି କରୁଛି। ଏହି ପ୍ରକ୍ରିୟାରେ ଆମ ଦେଶର ପାଞ୍ଚ […]
ନୂଆଦିଲ୍ଲୀ: ଆଜି ସମଗ୍ର ବିଶ୍ଵରେ ‘ଗୁଡ ଫ୍ରାଇ ଡେ’ ପାଳନ କରାଯିବ। ସାଧାରଣତଃ ସମସ୍ତ ପର୍ବ ଧୂମଧାମ ଏବଂ ଖୁସିରେ ପାଳନ କରାଯାଏ। କିନ୍ତୁ ‘ଗୁଡ ଫ୍ରାଇ ଡେ’ ଏପରି ଏକ ପର୍ବ, ଯାହା ପ୍ରଭୁ ଯୀଶୁଙ୍କ ବଳିଦାନ ଦିବସ ଭାବରେ […]
Naveen In Japan: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତ କାଳରେ ଟୋକିଓଠାରେ ଆୟୋଜିତ ବିଜିନେସ ସମ୍ମିଳନୀକୁ ଉଦବୋଧନ ଦେଲେ। ଏଥିରେ ଯୋଗଦେଇଥିବା ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ଓଡିଶା ଉପରେ ଅବତାରଣା କରିଥିଲେ। ଏଥିରେ ସେ ଓଡିଶା ବ୍ୟବସାୟ ପାଇଁ କିପରି […]
Naveen In Japan: ଜାପାନରୁ ଆସିଲା ବଡ ଖବର। ତାହା ହେଲା ବିଶ୍ବର ପ୍ରମୁଖ ଇସ୍ପାତ କଂପାନୀ ନିପ୍ପନ ଷ୍ଟିଲ କରପୋରେସନ ଓଡିଶାରେ କରିବ ବଡ କାରଖାନା। ଆଜି ନିପ୍ପନ କଂପାନୀର ମୁଖ୍ୟ ଇଜି ହାସିମୋଟୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି […]
Naveen In Japan: ଆଜି ଜାପାନ ରାଜଧାନୀ ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ନିପ୍ପନ ଷ୍ଟିଲ କଂପାନୀର ସଭାପତି। ସେ ହେଉଛନ୍ତି ଏଇଜି ହାସିମୋତୋ। ତାଙ୍କ ସହିତ କଂପାନୀର ଏକ ପ୍ରତିନିଧୀ ଦଳ ମଧ୍ୟ ଏହି ଆଲୋଚନାରେ ଭାଗ […]
Dog Eat Twitter Bird: ଆଜି ଏଲନ ମସ୍କ ଟୁଇଟରୁ ନୀଳ ପକ୍ଷୀ ଗାଏବ ହୋଇଯାଇଛି। ତା ବଦଳରେ ଆସିଛି କୁକୁର ବା ଡଗି। ଏହାକୁ ନେଇ ଟୁଇଟରରେ ଚାଲିଛି ଆକ୍ଷେପ ପ୍ରତିଆକ୍ଷେପ। କାରଣ କୌଣସି ସୂଚନା ନ ଦେଇ ଟୁଇଟର […]
ଭୁବନେଶ୍ୱର: ଓଡିଶାର ପୁଞ୍ଜିନିବେଶ ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ଜାପାନରେ ପହଞ୍ଚିଛନ୍ତି। ଏହି ପ୍ରତିନିଧି ଦଳରେ ଶିଳ୍ପ, ଏମ୍ଏସ୍ଏମ୍ଇ ଏବଂ ଶକ୍ତି ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ […]
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ପ୍ରତିନିଧି ଦଳ ଜାପାନରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭାରତ ରାଷ୍ଟ୍ରଦୂତଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା। ଜାପାନରେ ଅବସ୍ଥାପିତ ରାଷ୍ଟ୍ରଦୂତ ସିବି ଜର୍ଜ ଏବଂ ଅନ୍ୟ ଅଧିକାରୀଗଣ ତାଙ୍କୁ ପାଛୋଟି ନେଇଥିଲେ। ଗତକାଲି […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ସିଙ୍ଗାପୁରରେ ପହଞ୍ଚିଛନ୍ତି। ସିଙ୍ଗାପୁର ଏୟାରପୋର୍ଟରୁ ସେ ସିଧା ଜାପାନ ଗସ୍ତ କରିବେ। ସେଠାରୁ ଜାପାନ ଆଉ ସାତ ଘଣ୍ଟାର ରାସ୍ତା। ସିଙ୍ଗାପୁର ଏୟାରପୋର୍ଟରୁ ମୁଖ୍ୟମନ୍ତ୍ରଙ୍କ ସହିତ ଏକ […]
ଭୁବନେଶ୍ବର: ଦେଶର ଅଗ୍ରଣୀ ପୁଞ୍ଜି ବିନିଯୋଗ ଲକ୍ଷ୍ୟସ୍ଥଳରେ ପହଁଞ୍ଚିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ୪ ଏପ୍ରିଲ ୨୦୨୩ ରୁ ଜାପାନ ଗସ୍ତରେ ଯାଉଛନ୍ତି। ସେମାନେ ଓଡ଼ିଶାରେ ପୁଞ୍ଜି ବିନିଯୋଗର ସୁଯୋଗ […]
ଭୁବନେଶ୍ବର: ବିଶିଷ୍ଟ ଆଦିବାସୀ ଗବେଷକ, ସାମ୍ବାଦିକ ତଥା ପ୍ରାମାଣିକ ଚଳଚିତ୍ର ନିର୍ମାତା ଜିତେନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଓ ନିର୍ଦ୍ଦେଶିତ ଡକ୍ୟୁ ଫିଲ୍ମ ‘ମିଶନ ଶକ୍ତି’ କୁ ଅନ୍ତଃରାଷ୍ଟ୍ରୀୟ ପ୍ରଶଂସା ମିଳିଛି। ଜାତିସଂଘ ଦ୍ୱାରା ଆମେରିକାରେ ସିଆଟେଲ ଠାରେ ଅନୁଷ୍ଠିତ ‘ସି […]
ଭୁବନେଶ୍ବର: ଆଜି ପୁଣି ଥରେ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଏଥର ଜାପାନ ଗସ୍ତରେ ଯାଉଥିବାର ଜଣାପଡିଛି। ଏଥିପାଇଁ ଶନିବାର ଦିନ ଶିଳ୍ପ ବିଭାଗ ମନ୍ତ୍ରୀ, ପ୍ରମୁଖ ସଚିବ ଏବଂ ବରିଷ୍ଠ ଅଧିକାରୀ ଜାପାନ ଗସ୍ତ କରିଛନ୍ତି। […]
ଭୁବନେଶ୍ବର: ଆସନ୍ତାକାଲି ପୁଣି ଥରେ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଏଥର ଜାପାନ ଗସ୍ତରେ ଯାଉଥିବାର ଜଣାପଡିଛି। ସେ ସୋମବାର ଦିନ ଏହି ଗସ୍ତ କାର୍ଯ୍ୟ ଆରମ୍ଭ କରିବେ। ଏଥିପାଇଁ ଗତକାଲି ଶିଳ୍ପ ବିଭାଗ ମନ୍ତ୍ରୀ, ପ୍ରମୁଖ […]
ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୧୬ ରେ ଏକ ଅବୈଧ ସମ୍ବନ୍ଧରେ ପର୍ଣ୍ଣ ଷ୍ଟାର ଡାନିଏଲ୍ସ ଷ୍ଟର୍ମଙ୍କୁ ନୀରବ ରହିବା ପାଇଁ ଓକିଲଙ୍କ ହାତରେ ପଇସା ପଠାଇଥିବା ଅଭିଯୋଗ କରିଛନ୍ତି। ନ୍ୟୁୟର୍କ ଗ୍ରାଣ୍ଡ ଜୁରି ଏହି ମାମଲାର ଶୁଣାଣି […]