ନୂଆଦିଲ୍ଲୀ: ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) 2021-22 ସିଜନରେ ଟିମ୍ ଇଣ୍ଡିଆର ଘରୋଇ ମାଟିରେ ଖେଳାଯିବାକୁ ଥିବା ମ୍ୟାଚ୍ ସୂଚୀ ପ୍ରକାଶ କରିଛି। ନଭେମ୍ବର 2021 ରୁ ଜୁନ୍ 2022 ପର୍ଯ୍ୟନ୍ତ ଭାରତୀୟ ଦଳ ଦେଶରେ […]
ନୂଆଦିଲ୍ଲୀ: ଖୋଲାଖୋଲି ଭାବେ ଚୀନ୍କୁ ଭାରତ କହିଛି ଯେ, ପରସ୍ପର ମଧ୍ୟରେ ସମ୍ପର୍କ ସେତେବେଳ ସମ୍ଭବ ହେବ, ଯେତେବେଳେ ସୀମାରେ ଶାନ୍ତି ରହିବ। ଚୀନ୍ ପକ୍ଷକୁ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ସ୍ପଷ୍ଟ କରିଛନ୍ତି ଯେ, ଆମର ସମ୍ପର୍କର ଉନ୍ନତି […]
ମସ୍କୋ: ଋଷର ଏକ ବିଶ୍ୱବିଦ୍ୟାଳୟରେ ଗୁଳି ବିନିମୟରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଋଷର ପର୍ମ ସ୍ଥିତ ପର୍ମ ଷ୍ଟେଟ ୟୁନିଭରସିଟିରେ ଜଣେ ବ୍ୟକ୍ତି ଆଖିବୁଜା ଗୁଳି ଚଳାଇଥିଲା। ଗୁଳିରୁ ରକ୍ଷା […]
ନୂଆଦିଲ୍ଲୀ: ଆଗାମୀ ତିନି ମାସ ଭାରତୀୟ କ୍ରିକେଟ୍ ଦଳର ଖେଳାଳିଙ୍କ ପାଇଁ ବହୁତ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି। ଆଇପିଏଲ୍ ପରେ ତୁରନ୍ତ ଟିମ୍ ଇଣ୍ଡିଆକୁ ବିଶ୍ୱକପ୍ ଖେଳିବା ପାଇଁ ପଡ଼ିଆରେ ପ୍ରବେଶ କରିବାକୁ ପଡିବ। ତେବେ ବିଶ୍ୱକପ ପ୍ରସ୍ତୁତି ପାଇଁ ବିସିସିଆଇ […]
ନୂଆଦିଲ୍ଲୀ: ତାଜିକିସ୍ତାନର ରାଜଧାନୀ ଦୁଶାମ୍ବେରେ ଆଜି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ର ବାର୍ଷିକ ଶିଖର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ, ଯଦି ଆଫଗାନିସ୍ତାନରେ ଅସ୍ଥିରତା ଏବଂ ହିଂସା ଜାରି ରହେ, […]
ନୂଆଦିଲ୍ଲୀ: ସୈନ୍ୟ ପ୍ରତ୍ୟାହାର ପରେ ଆଫଗାନିସ୍ତାନରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଛି। ଅନ୍ୟ ଦେଶରେ ଏହାର ଆଧାର ନିର୍ମାଣ କରିବାକୁ ଆମେରିକା ପ୍ରଶାସନ ଏ ବାବଦରେ କଥାବାର୍ତ୍ତା କରୁଛି। ଯଦି […]
ନୂଆଦିଲ୍ଲୀ: ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ୍ ଫରହାନ ଅଲ ସାଉଦ ଏହି ସପ୍ତାହରେ ଭାରତ ଗସ୍ତ କରିପାରନ୍ତି। ବୈଦେଶିକ ମନ୍ତ୍ରୀ ଭାବରେ ଏହା ତାଙ୍କର ପ୍ରଥମ ଗସ୍ତ ହେବ। ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସଲ […]
ନୂଆଦିଲ୍ଲୀ: ଏହି ସପ୍ତାହରେ ଭାରତ ବାୟୋଟେକର କରୋନାଭାଇରସ୍ ଟିକା କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଞ୍ଜୁରୀ ଦେଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୋଭାକ୍ସିନ୍ ଟୀକାକୁ ଏପର୍ଯ୍ୟନ୍ତ ଜରୁରୀକାଳୀନ ବ୍ୟବହାର ତାଲିକାରେ ସ୍ଥାନ ଦେଇନାହିଁ। ଏଥିପାଇଁ ଭରତ ବାୟୋଟେକ ଜୁଲାଇ […]
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ଟେଷ୍ଟ ଖେଳାଯାଇ ନାହିଁ। ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ବୋଲିଂ ପ୍ରଶିକ୍ଷକ ଭରତ ଅରୁଣ, ଫିଲ୍ଡିଂ କୋଚ୍ ଆର ଶ୍ରୀଧର କରୋନା ସଂକ୍ରମିତ ହେବା ପରେ […]
ନୂଆଦିଲ୍ଲୀ: ତାଲିବାନ ସରକାରକୁ ସ୍ୱୀକୃତି ନ ଦେବା ଭଳି ଏକ ନିର୍ଭୀକ ନିଷ୍ପତ୍ତି ନେଇ ଭାରତ ବିଶ୍ୱକୁ ଏକ ସନ୍ଦେଶ ଦେଇଛି ଯେ, ଆତଙ୍କବାଦ ସହ ଭାରତ କୌଣସି ବୁଝାମଣା କରିବ ନାହିଁ। ଏହି ନିଷ୍ପତ୍ତି ନେବା ପୂର୍ବରୁ ସରକାର କାଶ୍ମୀର-ଲଦାଖରୁ […]
ନୂଆଦିଲ୍ଲୀ, ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ନୂଆଦିଲ୍ଲୀରେ ହୋଇଛି। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅଷ୍ଟ୍ରେଲିଆର ପ୍ରତିରକ୍ଷା ମନ୍ତ୍ରୀ ପିଟର ଡଟ୍ଟନଙ୍କ ସହ ବୈଦେଶିକ ମନ୍ତ୍ରୀ ଡ ଜୟଶଙ୍କର ଏବଂ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ […]
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ସରକାରକୁ ଗ୍ରହଣ କରିବାକୁ ଭାରତ ମନା କରିଦେଇଛି। ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏହା ସ୍ପଷ୍ଟ କରିଛନ୍ତି ଯେ, ସେ ନୂତନ ତାଲିବାନ ସରକାରଙ୍କୁ ବ୍ୟବସ୍ଥା ବ୍ୟତୀତ ଅନ୍ୟ କୌଣସି ବିଷୟ ଭାବରେ ଗ୍ରହଣ […]
Ancient Coin: ଏକ କୋଠା ନିର୍ମାଣ ପାଇଁ ପୋତା ଖୋଳିବା ବେଳେ ମାଟି ତଳୁ ମିଳିଛି ପର୍ଯ୍ୟାପ୍ତ ମୁଦ୍ରା। ଏହାର ଓଜନ ପାଖାପଖି 450 କିଲୋଗ୍ରାମ ବୋଲି ଜଣାପଡିଛି। ଏହା ଉତ୍ତର-ପଶ୍ଚିମ ଚୀନର ଶାନସି ପ୍ରଦେଶର ୱେନାନର ବାଇସୁଇ ଜିଲ୍ଲାର ଏକ […]
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡର କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଖରାପ ଖବର ଆସୁଛି। ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ସିରିଜର ପଞ୍ଚମ ଟେଷ୍ଟ ମ୍ୟାଚ ଆଜି ଖେଳାଯିବ ନାହିଁ। ଏହି ଟେଷ୍ଟ ମ୍ୟାଚର ପ୍ରଥମ ଦୁଇ ଦିନ ପାଇଁ […]
ନୂଆଦିଲ୍ଲୀ: ଆଜିଠାରୁ ଠିକ୍ ଦୁଇ ସପ୍ତାହ ପରେ ସେପ୍ଟେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୱାଶିଂଟନରେ ଭେଟିବେ। ଜାନୁଆରୀ ୨୦୨୧ ରେ ଜୋ ବାଇଡେନ କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହା ପ୍ରଥମ ଥର […]
ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳାଯିବାକୁ ଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଖେଳାଯିବା। ହେଲେ ଏହି ଟେଷ୍ଟରେ ଏକ ସଙ୍କଟ ଦେଖାଦେଇଛି। ଆଜି ଭାରତୀୟ ଦଳର ଅନ୍ୟ ଜଣେ ସପୋର୍ଟ ଷ୍ଟାଫ୍ […]
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ବଡ଼ ଆରାମ ମିଳିଛି। ଭାରତର ତାରକା ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ସମ୍ପୂର୍ଣ୍ଣ ଫିଟ୍ ଏବଂ ସେ ଶେଷ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ। ତେବେ ରୋହିତ ଶର୍ମାଙ୍କ ଖେଳିବାକୁ […]
ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ୫୬ଟି ପରିବହନ ବିମାନ କିଣିବ। ଏନେଇ ଆଜି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ଅନୁମତି ଦେଇଛନ୍ତି। ଏୟାରବସ୍ ଡିଫେନ୍ସ ଆଣ୍ଡ ସ୍ପେସ୍ (ସ୍ପେନ) ଓ ଟାଟା ପ୍ରକଳ୍ପର ୫୬ଟି C-295MW ପରିବହନ ବିମାନ କିଣିବା ପ୍ରସ୍ତାବ ଉପରେ […]
ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଆଫଗାନିସ୍ତାନରେ ନୂତନ ସରକାର ଗଠନ କରାଯାଇଛି। ଆଫଗାନିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ହେବେ ମୁଲ୍ଲା ହାସନ ଅଖୁନ୍ଦ। ସିରାଜୁଦ୍ଦିନ ହକ୍କାନି ଗୃହମନ୍ତ୍ରୀ ହେବେ। ଉପ-ପ୍ରଧାନମନ୍ତ୍ରୀ ଭାବେ ମୁଲ୍ଲା ଅବଦୁଲ ଘାନି ବାରଦରଙ୍କୁ ନିଯୁକ୍ତ କରାଯାଇଛି। ମୁଲ୍ଲା ୟାକୁବ ଆଫଗାନିସ୍ତାନର […]
ନୂଆଦିଲ୍ଲୀ: ଲଣ୍ଡନର କେନିଙ୍ଗଟନ୍ ଓଭାଲ ଷ୍ଟାଡିୟମରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଛି। ଭାରତର ଏହି ବିଜୟରେ ଉଭୟ ବ୍ୟାଟ୍ସମ୍ୟାନ୍ ଏବଂ ବୋଲରମାନେ ସହଯୋଗ କରିଥିଲେ। ଏହି ବିଜୟ ସହ ଭାରତ […]
ନୂଆଦିଲ୍ଲୀ: ଆଫଗାନିସ୍ତାନର ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏକ ବୈଠକ କରିଛନ୍ତି। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ସିଡିଏସ ଜେନେରାଲ ବିପିନ ରାୱତ ଉପସ୍ଥିତ […]