Rishi Sunak British PM : ଭାରତୀୟ ବଂଶୋଦ୍ଧବ ଋଷି ସୁନକ କିଙ୍ଗ ଚାର୍ଲସଙ୍କୁ ଭେଟିବା ପରେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। କିଙ୍ଗ ଚାର୍ଲସଙ୍କୁ ଭେଟିବା ପାଇଁ ନିଜର ବ୍ୟକ୍ତିଗତ କାରରେ ବକଂହାମ ପାଲେସରେ ପହଞ୍ଚିଥିଲେ ସୁନକ। ଏହାପରେ କିଙ୍ଗ […]
ନୂଆଦିଲ୍ଲୀ: ଆଜି ସାରା ଦେଶରେ ସାମାଜିକ ଗଣମାଧ୍ୟମ ହ୍ବାଚସପ ଡାଉନ ହୋଇଯାଇଛି। ଗ୍ରହାକମାନେ କିଏ ଏହି ଆପକୁ ଖୋଲିପାରୁ ନାହାଁନ୍ତି। ଏପରିକି ଯେଉଁମାନଙ୍କର ଖୋଲୁଛି ସେଥିରେ ମେସେଜ ବା ଫଟୋ ପଠେଇ ହେଉ ନାହିଁ। ହ୍ବାଟସପ ଡାଉନ ଚାଲୁଥିବାରୁ ଏ ନେଇ […]
ନୂଆଦିଲ୍ଲୀ: ମେଲବର୍ଣ୍ଣରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ବିରାଟ କୋହଲି ଭାରତର ବିଜୟର ହିରୋ ଥିଲେ। ପୂର୍ବତନ ଭାରତୀୟ ଅଧିନାୟକ ଟିମ୍ ଇଣ୍ଡିଆ ପାଇଁ ପ୍ରାୟ ହାରିଯାଇଥିବା ମ୍ୟାଚ୍ ଜିତିବା ପାଇଁ କଠିନ ପରିସ୍ଥିତିରେ ୫୩ ବଲରୁ ଅପରାଜିତ ୮୨ ରନ୍ କରିଥିଲେ। […]
ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍ ଦଳ ଆଜି ଟି-୨୦ ବିଶ୍ୱକପ୍ ସୁପର ୧୨ ରେ ‘ବ୍ଲକବଷ୍ଟର’ ମ୍ୟାଚ୍ରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ମୁହାଁମୁହିଁ ହୋଇଛି। ଏହି ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଚଳିତ ବର୍ଷ ଉଭୟ ଦଳର […]
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ରେ ମହା ମୁକାବିଲା ଆଜି ଖେଳାଯିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍ ପାଇଁ ସମସ୍ତେ ଚାତକ ପରି ଚାହିଁରହିଛନ୍ତି। ଗତ ବର୍ଷର ଟି-୨୦ ବିଶ୍ୱକପରେ ପାକିସ୍ତାନ ଭାରତକୁ ପରାସ୍ତ କରିଛି ଏବଂ […]
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଆସନ୍ତାକାଲି ଭାରତ ଏବଂ ପାକିସ୍ଥାନ ମୁହାଁମୁହିଁ ହେବେ। ପ୍ରଶଂସକମାନେ ଏହି ମ୍ୟାଚକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଛନ୍ତି। ଟି-୨୦ ବିଶ୍ୱକପରେ ଖେଳାଯିବାକୁ ଥିବା ଏହା ୧୬ ତମ ମ୍ୟାଚ୍ ହେବ। ଏହି ବଡ ମ୍ୟାଚ୍ ମାଧ୍ୟମରେ […]
ନୂଆଦିଲ୍ଲୀ: ଆୟୋଜକ ଅଷ୍ଟ୍ରେଲିଆ ଆଇସିସି ଟି-୨୦ ବିଶ୍ୱକପରେ ବହୁତ ନୈରାଶ୍ୟ ଢଙ୍ଗରେ ଖେଳ ଆରମ୍ଭ କରିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ କଙ୍ଗାରୁ ଦଳ ୮୯ ରନ ବ୍ୟବଧାନରେ ପରାଜୟ ବରଣ କରିଛି। ପ୍ରଥମେ ବ୍ୟାଟିଂ କରି କିୱି ଦଳ ଡିଭନ୍ କନୱେଙ୍କ ଅପରାଜିତ […]
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ଏକାଦଶ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଆୟର୍ଲାଣ୍ଡ ୯ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଆୟର୍ଲାଣ୍ଡ ଦଳ ଟି-୨୦ ବିଶ୍ୱକପର ସୁପର-୧୨ ରେ ପହଞ୍ଚିଛି। ଏଥି ସହିତ ୱେଷ୍ଟଇଣ୍ଡିଜ ଦଳକୁ ଏକ ବଡ ଝଟକା ଲାଗିଛି ଏବଂ […]
ନୂଆଦିଲ୍ଲୀ: ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ଇସ୍ତଫା ଦେଇଛନ୍ତି। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିର୍ବାଚିତ ନହେବା ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ। ଟ୍ରସ୍ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାର କିଛି ସପ୍ତାହ ପରେ ଅର୍ଥନୀତିର ଅବ୍ୟବସ୍ଥା ଯୋଗୁଁ ଦଳରେ ବିଦ୍ରୋହ ଆରମ୍ଭ […]
ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଆଜି’ ଢାକାସ୍ଥିତ ଶେର୍-ଇ-ବଙ୍ଗଳା ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଡିସେମ୍ବରରେ ତିନିଟି ଦିନିକିଆରୁ ଆରମ୍ଭ ହେବାକୁ ଥିବା ବାଂଲାଦେଶ ଗସ୍ତର ସୂଚୀ ଘୋଷଣା କରିଛି। ଦିନିକିଆ ମ୍ୟାଚ୍ ସମାପ୍ତ ହେବା ପରେ ଭାରତ ବାଂଲାଦେଶ ବିପକ୍ଷରେ […]
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ବାସ୍ତବରେ ୨୦୨୩ ଏସିଆ କପ୍ ଆୟୋଜନ ପାକିସ୍ତାନରୁ ଛଡ଼ାଇ ନିଆଯାଇଛି। ଏଥି ସହିତ ଏହି ନିଷ୍ପତ୍ତି ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ କ୍ରୋଧିତ ହୋଇଛି। ଏସୀୟ କ୍ରିକେଟ୍ ପରିଷଦରୁ […]
ନୂଆଦିଲ୍ଲୀ: ୨୦୨୩ ମସିହାରେ ପାକିସ୍ତାନରେ ଏସିଆ କପ୍ ଖେଳାଯିବ। ଏଥିପାଇଁ ବଡ ପ୍ରଶ୍ନ ରହିଥିଲା ଭାରତୀୟ ଦଳ ପାକିସ୍ତାନ ଯିବ କି ନାହିଁ। କିନ୍ତୁ ବିସିସିଆଇ ସଚିବ ତଥା ଏସୀୟ କ୍ରିକେଟ୍ ପରିଷଦ (ଏସିସି) ମୁଖ୍ୟ ଜୟ ଶାହା ୯୧ ତମ […]
ନୂଆଦିଲ୍ଲୀ: ରବିବାର ଦିନ ପାକିସ୍ତାନରେ ଅନୁଷ୍ଠିତ ଉପ-ନିର୍ବାଚନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଖୁସି ଖବର ଆଣିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନେତୃତ୍ୱରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଉପ-ନିର୍ବାଚନରେ ସର୍ବାଧିକ ୧୧ ଟି ସଂସଦ ଏବଂ ବିଧାନସଭା ଆସନରେ […]
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପୂର୍ବରୁ ଫର୍ମକୁ ଫେରିବାର କେଏଲ ରାହୁଲ ସଂକେତ ଦେଇଛନ୍ତି। ଟିମ୍ ଇଣ୍ଡିଆ ପାଇଁ ଏହା ଏକ ଆଶ୍ଵସ୍ତି। ସେ ସୋମବାର ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଅଷ୍ଟ୍ରେଲିଆରେ ଏହା […]
ଭୁବନେଶ୍ବର: ସୁଦୁର ସାଉଦୀ ଆରବର ରାଜଧାନୀ ରିୟାଦ୍ ରେ ଅବସ୍ଥିତ ଓଡିଆ ସାଂଗଠନ ରୋଜା ବା ରିୟାଦ୍ ଓଡିଶା ସାଂସ୍କୃତିକ ତଥା ସାମାଜିକ ସଂଗଠନ ର ୧୪ତମ ବାର୍ଷିକ ଉତ୍ସବ ଅକ୍ଟୋବର ୧୪ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ର ବାହାରର ଓଡିଆ […]
ନୂଆଦିଲ୍ଲୀ: ଆମେରିକାର ପଡୋଶୀ ଦେଶ ମେକ୍ସିକୋରେ ଆଖିବୁଜା ଗୁଳି ବିନିମୟ ହୋଇଛି। ଆକ୍ରମଣକାରୀ ୧୨ ଜଣଙ୍କୁ ହତ୍ୟା କରିଛି। କେନ୍ଦ୍ରୀୟ ମେକ୍ସିକୋରେ ଏହି ଭୟଙ୍କର ହତ୍ୟାକାଣ୍ଡ ଘଟିଛି। ଗୁଳି ବିନିମୟର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, ପୋଲିସ ତଦନ୍ତରେ ନିୟୋଜିତ ଅଛି।
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ ଆରମ୍ଭ ହୋଇଛି ଏବଂ ପ୍ରଥମ ମ୍ୟାଚରେ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଆଜି ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କାକୁ ୫୫ ରନରେ ନାମିବିୟା ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କାକୁ ନାମିବିୟା ୧୬୪ ରନ୍ର ଟାର୍ଗେଟ ଦେଇଥିଲେ। […]
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରାୟୋଜିତ ଟେକ୍ ଷ୍ଟାର୍ଟ -ଅପ୍ “ୱିୱେର୍” ଦୁବାଇରେ ସୁପର୍ନୋଭା ଚ୍ୟାଲେଞ୍ଜ ଟାଇଟଲ୍ ହାସଲ କରିଛି। ଦୁବାଇ ଠାରେ ବିଶ୍ୱର ସବୁଠାରୁ ବଡ ଟେକ୍ ଓ ଷ୍ଟାର୍ଟ – ଅପ୍ ଇଭେଂଟ “ଗିଟେକ୍ସ୍ ଗ୍ଲୋବାଲ୍ ୨୦୨୨” […]
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନକୁ ତାଗିଦ୍ କରିଛନ୍ତି। ସେ ପାକିସ୍ତାନକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଦେଶ ବୋଲି ବର୍ଣ୍ଣନା କରିଛନ୍ତି। ଡେମୋକ୍ରାଟିକ କଂଗ୍ରେସ ଅଭିଯାନ କମିଟି ପାଇଁ ଏକ ରିସେପ୍ସନରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, […]
ନୂଆଦିଲ୍ଲୀ: ୧୩ ଅକ୍ଟୋବର ୨୦୨୨ରେ ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ‘ଅଣ୍ଡର ଚିତା ଡିଲ୍, ସଟ୍ ଇଣ୍ଡିଆସ୍ ସପର୍ଟ ଅନ୍ ଲିଫ୍ଟିଂ ଆଇଭରୀ ବ୍ୟାନ : ନାମିବିୟା’ (ଚିତା ରାଜିନାମା ଅଧୀନରେ, ହାତୀ ଦାନ୍ତ ଉପରେ ନିଷେଧାଜ୍ଞା ଉଚ୍ଛେଦ ଲାଗି ଭାରତର […]
ନୂଆଦିଲ୍ଲୀ: ଆଜି ସିରିଆର ଦମିସ୍କ ନିକଟରେ ଏକ ସେନା ବସ୍ ଉପରେ ବୋମା ମାଡ କରାଯାଇଛି। ଏହି ଆକ୍ରମଣରେ ଅତିକମରେ ୧୮ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଏହା ଗତ କିଛି ମାସ ମଧ୍ୟରେ ସିରିଆ […]